୩ ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ
ବ୍ରହ୍ମପୁର ଅଫିସ,୧୯ା୫-ଏକ ଅନରକିଲିଂ ମାମଲାର ଶୁଣାଣି କରି ଅତିରିକ୍ତ ଜିଲା ଦୌରାଜଜ-୨ ଦୀପକ କୁମାର ମୃତ ମହିଳାଙ୍କ ୨ ଭାଇ ନିରାକାର ନାଇକ, କାଳୁ ନାଇକ ଓ ତାଙ୍କର ଅନ୍ୟ ଜଣେ ସମ୍ପର୍କୀୟ ଭାଇ ଦୁର୍ଗା ନାଇକଙ୍କୁ ଆଜୀବନ କାରାଦଣ୍ଡରେ...
ଲେପ୍ରୋସି କଲୋନୀରେ ପଙ୍ଖା ବଣ୍ଟନ
ଭଞ୍ଜନଗର,୧୯।୫(ଡି.ଏନ.ଏ.)-ଫନୀ ପରେ ଭଞ୍ଜନଗରରେ ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ଭଞ୍ଜନଗରରେ ତାପମାତ୍ରା ସର୍ବାଧିକ ୪୨ ଡ଼ିଗ୍ରୀ ଥିବାବେଳେ ସର୍ବନିମ୍ନ ୨୬ ଡ଼ିଗ୍ରୀ ରହିଥିଲା। ଅସହ୍ୟ ଗରମ ଯୋଗୁ ରାସ୍ତାଘାଟ ପୂର୍ବାହ୍ନ ୧୧ଟାରୁ ଶୂନ୍ଶାନ ହୋଇଯାଇଥିଲା। ବିଦ୍ୟୁତ୍ ସେବା...
ଆବାସ ଯୋଜନା କାହା ଲାଗି : ଏସ୍ଇସିସି ତାଲିକାକୁ ନେଇ ସନ୍ଦେହ
ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୯ା୫-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ଆବାସ ଯୋଜନା ସମ୍ପୂର୍ଣ୍ଣ ଦିଗହରା। ଏହି ବ୍ଲକରେ ବ୍ୟାପକ ଭାବେ ଇନ୍ଦିରା ଆବାସ ଦୁର୍ନୀତି ହୋଇଥିବା ନେଇ ପୂର୍ବରୁ ବହୁବାର ଅଭିଯୋଗ ହୋଇଛି। ଲୋକେ ଘର ନ କରି ସରକାରୀ କର୍ମଚାରୀଙ୍କୁ...
ଋଷିକୁଲ୍ୟା ସହ ସଂଯୋଗୀକରଣ ହେଉନି ମହାନଦୀ : କେନ୍ଦ୍ର ଅବହେଳାକୁ ଦାୟୀ
ବ୍ରହ୍ମପୁର ଅଫିସ,୧୯ା୫-କୃଷି ପ୍ରଧାନ ଗଞ୍ଜାମ ଜିଲାର ବହୁବର୍ଷର ଦାବି ଋଷିକୁଲ୍ୟା ଓ ମହାନଦୀ ସଂଯୋଗୀକରଣ ହୋଇପାରିଲା ନାହିଁ। ବିଜେଡି ଓ ଭାଜପା ମେଣ୍ଟ ସରକାର ଅମଳରୁ ଏହି ପ୍ରସଙ୍ଗ ଉଠିଛି ା ଦାବିପୂରଣ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଖି...
ରସାୟନ ବିଜ୍ଞାନ ପରେ ଗଣିତ ପ୍ରଶ୍ନପତ୍ରରେ ତ୍ରୁଟି
ବ୍ରହ୍ମପୁର ଅଫିସ,୧୯ା୫-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚାଲିଥିବା ସ୍ନାତକୋତ୍ତର ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ଶନିବାର ଗଣିତ ବିଭାଗ ‘ଆଡଭାନ୍ସ କାଲକୁଲେଶନ’ ବିଷୟରେ ସମସ୍ତ ପ୍ରଶ୍ନ ସିଲାବସ ବାହାରୁ ପଡିଥିବା ଜଣାପଡିଛି ା ପରୀକ୍ଷା ଆରମ୍ଭର ୩...
ଜି.ଉଦୟଗିରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଇଷ୍ଟର କାଣ୍ଟାଟା
ଜି.ଉଦୟଗିରି,୧୮।୫(ଡି.ଏନ.ଏ.)-ଜି.ଉଦୟଗିରି ଠାରେ ଶୁକ୍ରବାର ରାତ୍ର ୮ଟା ସମୟରେ ଆଇୱାଇଏଫ (ଇଣ୍ଟିଗ୍ରାଲ ୟୁଥ୍ ଫେଲୋସିପ୍) ଜି.ଉଦୟଗିରି ଦ୍ୱାରା ଖ୍ରୀଷ୍ଟିୟାନ ହସ୍ପିଟାଲ ରୋଡ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଇଷ୍ଟର କାଣ୍ଟାଟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ କୃଶୀୟ ମୃତ୍ୟୁ, ପୁନରୁତ୍ଥାନ ଓ...
ବାଇକ୍ ଦୁର୍ଘଟଣାରେ ଗୁରୁତର ବୃଦ୍ଧଙ୍କ ଜୀବନ ଗଲା : ପ୍ରତିବାଦରେ ରାସ୍ତା ଅବରୋଧ
ଦିଗପହଣ୍ଡି,୧୮ା୫(ଡି.ଏନ୍.ଏ.):ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାର ବାଗଡ଼ା ଗାଁ ଛକ ନିକଟରେ ବାଇକ ଦୁର୍ଘଟଣାରେ ଶନିବାର ପୂର୍ବାହ୍ନରେ ୨ ଯୁବକଙ୍କ ସମେତ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଏହାର ପ୍ରତିବାଦରେ ଲୋକେ ପଥର ପକାଇ ରାସ୍ତା ଅବରୋଧ କରିଛନ୍ତି। ପ୍ରକାଶଥାଉ କି, ସେହି ସ୍ଥାନରେ...
ଦେଶୀ ମଦ ଜବତ, ଜଣେ ଗିରଫ
ଦିଗପହଣ୍ଡି,୧୮ା୫(ଡି.ଏନ୍.ଏ.): ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟ ପାନ ଦୋକାନରେ ଦେଶୀ ମଦ ବିକ୍ରି କରୁଥିବା ସୀମାଞ୍ଚଳ ପାତ୍ରଙ୍କୁ ଶନିବାର ପୋଲିସ କୋର୍ଟଚାଲାଣ କରିଛି। ଶୁକ୍ରବାର ସନ୍ଧ୍ୟାରେ ସୀମାଞ୍ଚଳ ଦୋକାନ ପାଖରେ ଏକ ଜରି ବ୍ୟାଗ ଧରି ଠିଆ ହୋଇଥିଲେ। ପୋଲିସ...
ଅନର କିଲିଂ ମାମଲା : ୩ ଅଭିଯୁକ୍ତଙ୍କୁ କାରାଦଣ୍ଡାଦେଶ
ବ୍ରହ୍ମପୁର ଅଫିସ,୧୮ା୫ : ଅନର କିଲିଂ ମମଲାରେ ଅତିରିକ୍ତ ଜିଲା ଦୌରା ଜଜ୍ – ୧ ସଞ୍ଜୟ ସାହୁ ୩ ଅଭିଯୁକ୍ତଙ୍କୁ ଶନିବାର ଉପଯୁକ୍ତ ପ୍ରମାଣ ମିଳିବାରୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି।
ମାଓବାଦୀ ନେତା ସବ୍ୟସାଚୀଙ୍କୁ ଆଜୀବନ କାରାଦଣ୍ଡ
ବ୍ରହ୍ମପୁର ଅଫିସ, ୧୮।୫: ୨୦୧୪ ଜୁଲାଇ ୧୭ ତାରିଖ ବିଳମ୍ବିତ ରାତିରେ ବଡ଼ବଜ଼ାର ଥାନା ଅନ୍ତର୍ଗତ ମଙ୍ଗଲବରମ ପେଟାସାହିର ଏ. ଚନ୍ଦ୍ରା ରାଓଙ୍କ ଘରୁ ମାଓବାଦୀ ନେତା ସବ୍ୟସାଚୀଙ୍କୁ ପୋଲିସ ଗିରଫ କରିଥିଲା। ତେବେ ଶୁକ୍ରବାର ଏହି (ଏସ୍ଟି -୩୩/୧୫)...
ବିଭିନ୍ନ ଦାବି ନେଇ ଗର୍ଜିଲା ମୋଟର ଚାଳକ ସଂଘ: ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
ଗଞ୍ଜାମ,୧୮।୫(ଡି.ଏନ୍.ଏ.): ଅସଙ୍ଗଠିତ ମୋଟର ଚାଳକଙ୍କ ମୌଳିକ ସମସ୍ୟା ନେଇ ଶନିବାର ଗଞ୍ଜାମ ଶାଖା ମୋଟର ଚାଳକ ସଂଘ ପକ୍ଷରୁ ତହସିଲଦାରଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ମୋଟର ଚାଳକମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି...
ଟାଙ୍କିଲିପଦର ଗ୍ରାମ ମୁଖ୍ୟ ରାସ୍ତାରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ
ଚନ୍ଦ୍ରଗିରି,୧୮।୫(ଡି.ଏନ୍.ଏ.): ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ପୋଲିସ ଫାଣ୍ଡି ଅଧୀନ ଟାଙ୍କିଲିପଦର ଗ୍ରାମ ମୁଖ୍ୟ ରାସ୍ତାରୁ ଶୁକ୍ରବାର ମଧ୍ୟରାତ୍ରରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଛି।...
Archives


