ଗଞ୍ଜାମ

୨ ସଂଖ୍ୟାଲଘୁ ଯୁବକଙ୍କୁ କ୍ୱାରାଣ୍ଟାଇନ୍‌ ପଠାଇଲା ପ୍ରଶାସନ

ପାଟପୁର,୧୬ା୪- ପାଟପୁର ଥାନା ଅଞ୍ଚଳରେ ସନ୍ଦେହଜନକ ଭାବେ ବୁଲୁଥିବା ୨ ସଂଖ୍ୟାଲଘୁ ଯୁବକଙ୍କୁ ପାଟପୁର ପୋଲିସ ଧରି ପ୍ରଶାସନ ଜରିଆରେ କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଇଛି। ପାଟପୁର ଗ୍ରାମରେ ଜଣେ ବିହାର ଓ ଜଣେ ଯାଜପୁର ଜିଲାର ସଂଖ୍ୟାଲଘୁ ଯୁବକ ବେଡ଼ସିଟ ଓ…

ପାଟପୁର ପୋଲିସ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

ପାଟପୁର,୧୬ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାଟପୁର ପୋଲିସ କର୍ମଚାରୀ କରୋନା ଲକ୍‌ଡାଉନ୍‌ ସମୟରେ ଗରିବ ଅସହାୟ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି। ପାଟପୁର ଥାନାଧିକାରୀ ନିଜ ଅର୍ଥରେ ସମାଜର ଗରିବ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇଛନ୍ତି।ପାଟପୁର, ରାଧାଦେଇପୁର, ମହାନଳା, ପଳାସପୁର, ଏରେଣ୍ଡ୍ରl…

ସାମାଜିକ ଦୂରତ୍ୱ ମାନୁନାହାନ୍ତି ଲୋକେ: ବ୍ୟାଙ୍କ ସମ୍ମୁଖରେ ଅସମ୍ଭବ ଭିଡ଼

ବୁଗୁଡ଼ା,୧୬ା୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ବାରମ୍ବାର ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ କେତେକ ଅମାନିଆ ଏହାକୁ ମାନୁନାହାନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସ୍ଥାନୀୟ ପୋଲିସ…

ରାଶନ ସାମଗ୍ରୀ ବାଣ୍ଟିଲେ ଡିଆର୍‌ଡିଏ ପିଡି, ବିଧାୟକ

ଛତ୍ରପୁର,୧୬ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପ୍ରଶାସନର ଜିଲା କୋଭିଡ୍‌ ସେଲ ପକ୍ଷରୁ ସିଭିଲ୍‌ ସୋସାଇଟି, ଏନ୍‌ଜିଓ ଓ ବଦାନ୍ୟ ବ୍ୟକ୍ତିଙ୍କ ଦାନ ତଥା ସହଯୋଗରେ ଗୁରୁବାର ମିଲ୍‌ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଛତ୍ରପୁର ଏନ୍‌ଏସି ୧୪ନମ୍ବର ଓ୍ବାର୍ଡରେ ଘରଘରକୁ ଯାଇ ବିଧାୟକ…

ଭୁବନେଶ୍ୱର ଯାଇଥିବା ଅଧିକାରୀଙ୍କୁ ଖୋଜୁଛି ଗଞ୍ଜାମ ଜିଲା ପ୍ରଶାସନ: ଚିହ୍ନଟ ପରେ କ୍ୱାରାଣ୍ଟାଇନ୍‌ରେ ରହିବେ,ଜଣଙ୍କୁ ଜିଲାପାଳଙ୍କ କାରଣ ଦର୍ଶାଅ ନୋଟିସ

ଛତ୍ରପୁର,୧୬।୪(ଡି.ଏନ୍‌.ଏ.)- ରାଜ୍ୟରେ ରାଜଧାନୀ ଭୁବନେଶ୍ୱର କରୋନା ହଟ୍‌ସ୍ପଟ୍‌ ସହର ପାଲଟିଛି। ଇତି ମଧ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ମାତ୍ରାଧିକ ଏଠାରୁ ହୋଇଥିବାରୁ ଏବେ ଭୁବନେଶ୍ୱରରୁ ବିଭିନ୍ନ ଅଞ୍ଚଳକୁ ଫେରୁଥିବା ବ୍ୟକ୍ତିମାନଙ୍କ ଉପରେ ଅନ୍ୟ ଜିଲା ପ୍ରଶାସନ ନଜର ରଖୁଛି। ଏହି…

ଗଞ୍ଜାମ ଓକିଲ ସଂଘ ନିର୍ବାଚନ ସ୍ଥଗିତ

ବ୍ରହ୍ମପୁର ଅଫିସ,୧୬ା୪: କୋଭିଡ୍‌-୧୯ ମହାମାରୀ ଆତଙ୍କ ପ୍ରଭାବରୁ ଚଳିତ ମାସ ୨୫ ତାରିଖରେ ହେବାକୁ ଥିବା ଗଞ୍ଜାମ ଓକିଲ ସଂଘ ନିର୍ବାଚନକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି। ଏନେଇ ଚଳିତବର୍ଷ ଓକିଲ ସଂଘ ନିର୍ବାଚନ ଅଧିକାରୀ ନୟନ ଚନ୍ଦ୍ର ମହାପାତ୍ର ସୂଚନା…

ଗଞ୍ଜମ ଜିଲା ପ୍ରଶାସନର ଅଭିନବ ପଦକ୍ଷେପ: ଅନ୍‌ଲାଇନ୍‌ରେ ୧୪ ଦିନିଆ ମାଗଣା ଡ୍ରଇଂ, ଫଟୋଶପ୍‌ ଶିକ୍ଷା

ଛତ୍ରପୁର,୧୬ା୪(ଡି.ଏନ୍‌.ଏ.): କରୋନା ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାରେ ଲକ୍‌ଡାଉନ୍‌ ଓ ପ୍ରତ୍ୟହ ୧୯ଘଣ୍ଟା ସଟ୍‌ଡାଉନ୍‌ ଜାରି ରହିଛି। ସମସ୍ତେ ଘରେ ଅଛନ୍ତି। ବୋରିଂରୁ ମୁକ୍ତି ପାଇବା ସହ ଶିକ୍ଷା ଗ୍ରହଣ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଏକ୍ସଜେନ୍‌…

ଘରୋଇ ହିଂସା ରୋକିବାକୁ ହେଲ୍ପଲାଇନ୍‌ ନମ୍ବର ଜାରି କଲା ଗଞ୍ଜାମ ପୋଲିସ

ଛତ୍ରପୁର,୧୬ା୪(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଘରୋଇ ହିଂସା ରୋକିବା ପାଇଁ ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ପଦକ୍ଷେପ ନିଆଯାଇଛି। ବିଭିନ୍ନ ସମୟରେ ଅଭିଯୋଗକାରୀ ଥାନାକୁ ଆସିପାରନ୍ତିନି। ଗଞ୍ଜାମରେ କରୋନା ନେଇ ଲକ୍‌ଡାଉନ ଓ ପ୍ରତ୍ୟହ ୧୯ ଘଣ୍ଟା ସଟ୍‌ଡାଉନ…

ଲକ୍‌ଡାଉନ ପରବର୍ତ୍ତୀ ପ୍ରଶାସନିକ ପ୍ରସ୍ତୁତି: କ୍ୱାରାଣ୍ଟାଇନରେ ରହିବେ ବହିରାଗତ

ଛତ୍ରପୁର,୧୫ା୪(ଡି.ଏନ୍‌.ଏ.)- ବର୍ଦ୍ଧିତ ଲକ୍‌ଡାଉନ ମେ’୩ରେ ସରିବା ପରେ ବାହାର ରାଜ୍ୟରେ ଥିବା ଗଞ୍ଜାମ ଜିଲାର ଲୋକମାନେ ଘରକୁ ଫେରିବା ସମ୍ଭାବନା ରହିଛି। ଏଥିପାଇଁ ସାମଗ୍ରୀକ ପ୍ରସ୍ତୁତିକୁ ଠିକ ଭାବେ ପରିଚାଳନା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ…

ମଦ ଜବତ, ୩ ଗିରଫ

ଆର,ଉଦୟଗିରି,୧୫ା୪(ଡି.ଏନ୍‌.ଏ.)- ଗଜପତି ଜିଲାପାଳ ଅନୁପମ ସାହା ଏବଂ ଅବକାରୀ ଅଧ୍ୟକ୍ଷ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଆର. ଉଦୟଗିରି ଅବକାରୀ ବିଭାଗ କର୍ମଚାରୀ ଆସିସାହି, ଖଜୁରିପଦା ଓ ସେରେଙ୍ଗ ଗ୍ରାମରେ ଚଢାଉ କରି ୩୭ ଲିଟର ଦେଶୀମଦ ଜବତ କରିବା ସହ…

ସହାୟତା ପାଇଁ ମୋଟର ଚାଳକ ସଂଘର ଦାବିପତ୍ର

ଦିଗପହଣ୍ଡି,୧୫ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ ଟ୍ୟାକ୍ସି ଚାଳକଙ୍କ ଜୀବନଜୀବିକା ବିପନ୍ନ ହୋଇପଡିଛି। ଏପ୍ରିଲ ୧୫ରୁ ସ୍ଥିତି ସ୍ବାଭାବିକ ହେବା ନେଇ ସେମାନେ ଆଶା ରଖିଥିବାବେଳେ ପୁଣି ମେ’ ୩ ଯାଏ କଟକଣା ବଢିଛି। ସରକାର ଷ୍ଟ୍ରିଟ ଭେଣ୍ଡର, ନିର୍ମାଣ ଶ୍ରମିକ, ରାଶନକାର୍ଡ ଧାରୀ…

ଜଳଭଣ୍ଡାର ପାର ହୋଇ ରାଶନ ବାଣ୍ଟିଲା ପ୍ରଶାସନ

ପାତ୍ରପୁର:୧୫ା୪(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକର ଦୁର୍ଗମ ଆଙ୍କୁଲି ପଞ୍ଚାୟତର କିଛି ଗ୍ରାମରେ ବ୍ଲକ ପ୍ରଶାସନ ପହଞ୍ଚତ୍ ରାଶନ ସାମଗ୍ରୀ ବଣ୍ଟନ କରିବା ସହ କରୋନା ଭୂତାଣୁରୁ କେମିତି ରକ୍ଷା ପାଇବ ସେନେଇ ସଚେତନ କରିଛି ା ବିଡ଼ିଓ ପ୍ରକାଶ ଚନ୍ଦ୍ର ଦାସ, ବିଇଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?