ଜାତୀୟ ଚକ୍ଷୁଦାନ ପକ୍ଷ: ମଣିଷର ମୃତ୍ୟୁ ହୁଏ, ମାତ୍ର ଚକ୍ଷୁର ନୁହେଁ
ବ୍ରହ୍ମପୁର ଅଫିସ,୪।୯: ମଣିଷର ମୃତ୍ୟୁ ହୁଏ, ମାତ୍ର ଚକ୍ଷୁର ନୁହେଁ। ମୃତ୍ୟୁର ୪ ରୁ ୬ ଘଣ୍ଟା ପର୍ଯ୍ୟନ୍ତ ଚକ୍ଷୁ ଜୀବିତ ଥାଏ। ଏହାକୁ ଅନ୍ୟ ଜଣଙ୍କଠାରେ ପ୍ରତିରୋପଣ କରାଯିବା ଫଳରେ ଏକଦୃଷ୍ଟିହୀନ ଏସୁନ୍ଦର ସଂସାରକୁ ଦେଖିପାରେ । ସେଥିପାଇଁ ମୃୃତ୍ୟୁ…
ମାସକରେ ଉଦ୍ଧାର ହେଲେ ୪୭୯ ଶିଶୁ
ଛତ୍ରପୁର,୪ା୯(ଡି.ଏନ.ଏ)- ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ଜୁଲାଇ ୩୧ ତାରିଖରୁ ମାସେ ବ୍ୟାପୀ ଚାଲିଥିବା ଅପରେଶନ ପରୀ-୩ ଅଗଷ୍ଟ ୩୦ରେ ଶେଷ ହୋଇଛି। ନିଖୋଜ ଥିବା, ଶ୍ରମିକ ଭାବେ କାମ କରୁଥିବା ଶିଶୁମାନଙ୍କୁ ଉଦ୍ଧାର କରି ମୁଖ୍ୟସ୍ରୋତକୁ ଆଣିବା ଅପରେଶନ ପରୀ-୩…
ବିଦ୍ୟୁତ୍ ତାର ବିଛାଇ ବନ୍ୟଜନ୍ତୁ ଶିକାର: ମୃତ ବାର୍ହା ଜବତ, ଶିକାରୀ ଗିରଫ
ବୁଗୁଡ଼ା,୪ା୯(ଡି.ଏନ.ଏ.)-ବୁଗୁଡ଼ା ବନାଞ୍ଚଳ ପଞ୍ଚଭୂତି ସଂରକ୍ଷିତ ଜଙ୍ଗଲ ନିକଟ ଗୋଳିଆବନ୍ଧରେ ବିଦ୍ୟୁତ୍ ତାର ବିଛାଇ ବାର୍ହା ଶିକାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ବୁଗୁଡ଼ା ବନ ବିଭାଗ ମଙ୍ଗଳବାର ଶିକାରୀଙ୍କୁ କୋର୍ଟଚାଲାଣ କରିଛି। ଶିକାର ଜଣକ ହେଲେ ଓଡ଼ଗାଁ ଥାନା ବାହାଡ଼ାପିଠ…
ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ
ଗୋପାଳପୁର,୪ା୯-ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମଙ୍ଗଳବାର ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିଲା। ମଙ୍ଗଳବାର ପୂର୍ବାହ୍ନରେ ଗୋପାଳପୁର ବନ୍ଦରରେ ଲୋ ମାର୍କ ଥିବାବେଳେ ବୁଧବାର ଏହା ୱେଲମାର୍କରେ ପରିବର୍ତ୍ତନ ହେବାକୁ ଯାଉଛି। ଫଳରେ ସମୁଦ୍ର…
ସିଗାରେଟ୍ ପିଇବାକୁ ମନା କରିବାରୁ ଆକ୍ରମଣ, ୨ ଗିରଫ
ବ୍ରହ୍ମପୁର ଅଫିସ,୪ା୯: ସେଲୁନ ଭିତରେ ସିଗାରେଟ ପିଇବାକୁ ମନା କରିବାରୁ ସେଠାରେ କାମ କରୁଥିବା କର୍ମଚାରୀ ଚନ୍ଦନ ବେହେରାଙ୍କୁ ସୋମବାର ଆକ୍ରମଣ କରାଯାଇଥିଲା। ଉକ୍ତ ଘଟଣାରେ ଗୋଷାଣୀନୂଆଗଁା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହିଲ୍ପାଟଣା ପୁରୁଣା ଖ୍ରୀଷ୍ଟିଆନ…
ବର୍ଷାମାଡ଼ ଖାଉଛନ୍ତି ରୋଗୀ
ବ୍ରହ୍ମପୁର ଅଫିସ୍,୪ା୯-ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫରାଲ୍ ହସ୍ପିଟାଲ୍ ତଥା ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍କେସିଜି) ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ରୋଗୀସେବା ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି। ଦୂରଦୂରାନ୍ତରରୁ ଆସୁଥିବା ରୋଗୀମାନେ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇପାରୁ ନାହାନ୍ତି। କେବଳ କୋଠା…
ମାଡ଼ ମାରିବା ଅଭିଯୋଗରେ ଯୁବକଙ୍କୁ କୋର୍ଟଚାଲାଣ
ଗୋପାଳପୁର,୩ା୯-ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିବା, ଦୁର୍ବ୍ୟବହାର କରିବା ଅଭିଯୋଗରେ ଗୋପାଳପୁର ଥାନା ପୋଲିସ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରିଛି। ସେ ହେଲେ ଡିଲେସୁ ପ୍ରଧାନ (୨୫)। ଏହି ଥାନା ତାରିଣୀପେଣ୍ଠ ଗ୍ରାମର କୃଷ୍ଣ ପ୍ରଧାନଙ୍କ ସହିତ ଡିଲେସୁ ସୋମବାର ସନ୍ଧ୍ୟା ପ୍ରାୟ…
ନାଳରେ ବୁଢ଼ି ଛାତ୍ର ମୃତ
ଧାରକୋଟ,୩।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଧାରକୋଟ ଥାନା ଅନ୍ତର୍ଗତ ଶରଧାପୁର ହାଇସ୍କୁଲସ୍ଥିତ କେଞ୍ଚୁଆ ନାଳଡିଆଁ ଶଙ୍ଖଠାରେ ଥିବା ନାଳରେ ଭାସିଯାଇ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୁଶରାବ ଗ୍ରାମର ବୁଧିରାମ ଗୌଡଙ୍କ ପୁଅ ଜିତେନ୍ଦ୍ର (୧୪)। ସୂଚନାଯୋଗ୍ୟ,…
ବିରୋଧୀ ଦଳ ନେତାଙ୍କୁ ଉପେକ୍ଷା କରୁଛି ବିଏମ୍ସି
ବ୍ରହ୍ମପୁର ଅଫିସ,୩ା୯-ବ୍ରହ୍ମପୁର ମହାନଗର ନିଗମ ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ରାଜନୀତି କରାଯାଇଛି। ନିଗମ କାର୍ଯ୍ୟାଳୟ ଏବଂ ଟାଉନ ହଲରେ ଆୟୋଜିତ ସମାରୋହରେ କେବଳ ଶାସକ ବିଜେଡି ନେତାଙ୍କୁ ଡ଼କାଯାଇ ବିରୋଧୀ ଦଳକୁ ଉପେକ୍ଷା କରାଯାଇଛି। ସୋମବାର ଜିଲା କଂଗ୍ରେସ ଓ…
ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଆନ୍ଦୋଳନ ଡାକରା
ବ୍ରହ୍ମପୁର ଅଫିସ୍,୩ା୯-ଫୋରମ୍ ଫର୍ ଗଞ୍ଜାମର ଏକ ସାଧାରଣ ବୈଠକ ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ସଂଯୋଜକ ସୁଧୀର କୁମାର ରାଉତ ଏଥିରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଜିଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଶେଷକରି ଜିଲାରେ…
ଅକ୍ଟୋବର ୨ରୁ ମୋ ସରକାର: ଲୋକଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କର: ଡିଆଇଜି
ଛତ୍ରପୁର,୩ା୯(ଡି.ଏନ୍.ଏ.)-ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକାରୀ ହେବା ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ଏହାର ଲକ୍ଷ୍ୟ ା ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ‘ମୋ ସରକାର’ କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ସୋମବାର ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍ପିଙ୍କ ସମ୍ମିଳନୀ ଗୃହରେ ଏହାର…
ଟ୍ରେନ୍ରେ ଯାତ୍ରୀ ଛାଡିଥିବା ବ୍ୟାଗ ଦେଲା ଆରପିଏଫ୍
ଛତ୍ରପୁର,୨ା୯(ଡି.ଏନ.ଏ)- ଟ୍ରେନ୍ରେ ଜଣେ ଯାତ୍ରୀ ଛାଡି ଯାଇଥିବା ବ୍ୟାଗକୁ ଛତ୍ରପୁର ଆର୍ପିଏଫ୍ ଆଉଟପୋଷ୍ଟ ପକ୍ଷରୁ ତାଙ୍କୁ ହସ୍ତାନ୍ତର କରାଯାଇଛି ା ସୋମବାର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା କାଞ୍ଚିଲି ଥାନା ଅଧିନ କୋକିଲିପୁଟୁଗ ଗାଁର କ୍ଷେତ୍ରବାସୀ ସାହୁ ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସରୁ ସୋମପେଟା ଷ୍ଟେଶନରେ…
Archives


