ଗଞ୍ଜାମ

ପଦ୍ମନାଭପୁର ପଞ୍ଚାୟତରେ ଚାଲିଥିଲା ଶୁଦ୍ଧିକ୍ରିୟା ଭୋଜି: ଚଢ଼ାଉ କରି ଖାଦ୍ୟ ସମେତ ସରଞ୍ଜାମ ଜବତ କଲା ପ୍ରଶାସନ

ଦିଗପହଣ୍ଡି,୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୁଶୁଣ୍ଡା ଗ୍ରାମର ରତନା ପ୍ରଧାନଙ୍କ ମୃତ୍ୟୁପରେ ଶୁକ୍ରବାର ପରିବାର ଲୋକଙ୍କ ପକ୍ଷରୁ ଦ୍ୱାଦଶାହ ଭୋଜି ଚାଲିଥିଲା। ଖବର ପାଇ ବିଡିଓ ହଳଧର ଶବର ଦିଗପହଣ୍ଡି ପୋଲିସ ସହାୟତାରେ ଗ୍ରାମରେ ଚଢ଼ାଉକରି ଏକ୍‌ଜିକ୍ୟୁଟିଭ…

ଗଞ୍ଜାମର ୩ ପଞ୍ଚାୟତକୁ ଜାତୀୟ ଆୱାର୍ଡ: ଟୁଇଟ୍‌କରି ସୂଚନା ଦେଲେ ଜିଲାପାଳ

ଛତ୍ରପୁର, ୨୪।୪( ଡି.ଏନ୍‌.ଏ.): ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଶୁକ୍ରବାର ଗଞ୍ଜାମ ଜ଼ିଲାର ୩ ପଞ୍ଚାୟତକୁ ୩ଟି ବିଭାଗରେ ଜାତୀୟ ପଞ୍ଚାୟତ ଆୱାର୍ଡ ମିଳିଛି। ଓଡ଼ିଶାରେ ଶ୍ରେଷ୍ଠ ବିକାଶ ପ୍ଲାନ କରିବାରେ ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ, ଓଡ଼ିଶାର ଶ୍ରେଷ୍ଠ ଚାଇଲ୍ଡ…

ଶେରଗଡ଼ରେ ପହଞ୍ଚିଲେ ୧୬ଜଣ ବାହାର ରାଜ୍ୟ ଫେରନ୍ତା: ତଦାରଖ କଲେ ବିଡିଓ, ତହସିଲଦାର

ଶେରଗଡ଼, ୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଗୁରୁବାର ସନ୍ଧ୍ୟାରେ ବାହାର ରାଜ୍ୟରୁ ୧୬ଜଣ ବ୍ୟକ୍ତି ଆସି ପହଞ୍ଚିଛନ୍ତି। ସେମାନଙ୍କୁ ନିକଟସ୍ତ ଉଚ୍ଚ ବିଦ୍ୟାଳୟ ଆଇସୋଲେଶନ ଗୃହରେ ରଖାଯାଇଛି। ଏ ନେଇ ବିଡିଓ ସୁରଞ୍ଜନ କୁମାର ସାହୁ ଓ ତହସିଲଦାର ଡ.…

ବଜ୍ରପାତରେ ଚାଷୀଙ୍କ ଜୀବନ ଗଲା

ଶେରଗଡ଼,୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ପୁନାଦ ଗ୍ରାମରେ ଗୁରୁବାର ଅପରାହ୍ନରେ ବଜ୍ରପାତ ସହ ବର୍ଷା ହୋଇଥିଲା। ଏହି ସମୟରେ ଗ୍ରାମର ବୁଲୁ ଖଟେଇ ବିଲରେ କାମ କରୁଥିବାବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକ ବହୁ ଖୋଜାଖୋଜି କରିବା…

ସହାୟତା ଦେଲା ଗଞ୍ଜାମ ଜ଼ିଲା ପ୍ରଶାସନ: ପୁଅଙ୍କୁ କଟକ ନେଇ ଚିକିତ୍ସା କରାଇଲେ ମା’, ଜଣାଇଲେ କୃତଜ୍ଞତା

ଛତ୍ରପୁର, ୨୪।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଗଙ୍ଗାପୁର-୧ ର ଜଣେ ଅସହାୟ ମହିଳା ନମିତା କରଣଙ୍କ ୧୦ ବର୍ଷର ପୁଅ ଏକ ଗୁରୁତର ରୋଗରେ ପୀଡିତ ଅଛନ୍ତି। ବ୍ରହ୍ମପୁର ବଡ଼ ମେଡିକାଲରେ ଆବଶ୍ୟକ ଚିକିତ୍ସା ସୁବିଧା ନ ଥିବାରୁ ପ୍ରତି…

ଲକ୍‌ଡାଉନ୍‌ ଉଠିବା ପରେ ଗଞ୍ଜାମକୁ ଫେରିବେ ଲୋକେ: ସରପଞ୍ଚଙ୍କ ସହ ଆଲୋଚନା, ଆଇସୋଲେଶନ୍‌ ସେଣ୍ଟର ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର, ୨୪।୪(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ଉଠିବା ପରେ ବାହାର ରାଜ୍ୟରେ ଅଟକିଥିବା ଲୋକେ ଗଞ୍ଜାମ ଜ଼ିଲାକୁ ଫେରିବେ। ଏନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ପଞ୍ଚାୟତ ଅଫିସକୁ ଯାଇ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜେଇ ଓ କର୍ମଚାରୀମାନଙ୍କ…

ଜୁଆଆଡ୍ଡା ଉପରେ ଚଢ଼ାଉ: ୫ ଗିରଫ, ୮ହଜାର ୨ ଶହ ଜବତ

ବୁଗୁଡ଼ା,୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମର ଏକ ଆମ୍ବତୋଟାରେ ଜୁଆଖେଳ ଚାଲିଥିଲା। ଖବର ପାଇ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ ସଦଳବଳେ ସେଠାରେ ଚଢ଼ାଉକରି ୫ ଜଣଙ୍କୁ ଗିରଫ କରିଉନ୍ତି। ସେମାନଙ୍କଠାରୁ ୮…

ଉଦ୍ଧାର ହରିଣ ଜଙ୍ଗଲରେ ଛଡ଼ାଗଲା

ଭଞ୍ଜନଗର,୨୪।୪(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ବନାଞ୍ଚଳର ବୁଦିଲି ଗ୍ରାମକୁ ଗୁରୁବାର ସକାଳେ ଏକ ହରିଣ ପଶି ଆସିଥିଲା। ହରିଣଟିକୁ କୁକୁର ଗୋଡ଼ାଇଥିଲେ। ଖବରପାଇ ରେଞ୍ଜର ଆଶାଲତା ଦିଗାଲ ଓ ଅନ୍ୟ କର୍ମଚାରୀମାନେ ପହଞ୍ଚି ହରିଣକୁ ଉଦ୍ଧାର କରି ସ୍ଥାନୀୟ…

ପିଏମ କେୟାର୍ସ ଫଣ୍ଡକୁ ଲକ୍ଷେ ଟଙ୍କା ଦେଲେ ଭାଜପା ନେତା

ବୁଗୁଡ଼ା,୨୪ା୪(ଡି.ଏନ.ଏ.)- ଭାଜପା ଜିଲା ସାଧାରଣ ସମ୍ପାଦକ ତଥା ଫିଡ୍‌ ଦି ନିଡ୍‌ର ସଂଯୋଜକ ଭାବେ କାର୍ଯ୍ୟ କରୁଥିବା ପ୍ରତାପ ଚନ୍ଦ୍ର ନାୟକ ମଙ୍ଗଳବାର ପ୍ରଧାନ ମନ୍ତ୍ରୀ ରିଲିଫ ଫଣ୍ଡ (ପିଏମ୍‌ କେୟାର୍ସ ଫଣ୍ଡ)କୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏଥିସହ…

ସରପଞ୍ଚ ପ୍ରତିନିଧିଙ୍କୁ ହତ୍ୟା ଉଦ୍ୟମ ମାମଲା: ଜେଲ ଗଲେ ବାପା, ଜେଜେବିରେ ପୁଅ ହାଜର

ଦିଗପହଣ୍ଡି,୨୪ା୪(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ବୋମକେଇ ଗାଁରେ କରୋନା ଆର୍ଥିକ ସହାୟତା ବଣ୍ଟନବେଳେ ସରପଞ୍ଚ ପ୍ରତିନିଧି ଭଗବାନ ବାଡତ୍ୟାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ନଂ.୯୦/୨୦ରେ ମାମଲା ରୁଜୁକରି କ.ନୂଆଗଁା ପୋଲିସ ଅଭିଯୁକ୍ତ ବାପା ଶତ୍ରୁଘ୍ନ ପ୍ରଧାନଙ୍କୁ ଗିରଫ କରି ଦିଗପହଣ୍ଡି…

ଗୋମାଂସ ଚାଲାଣ, ୨ ଗିରଫ

ଆର.ଉଦୟଗିରି,୨୩ା୪(ଡି.ଏନ.ଏ.)-ଆର.ଉଦୟଗିରି ଥାନା ରଣାଲଇ ଗ୍ରାମରୁ ବୁଧବାର ଗୋମାଂସ ଚାଲାଣ କରୁଥିବା ଅଭିଯୋଗରେ ବାଇକ୍‌ ସହ ୨ ଜଣକୁ ପୋଲିସ ଗିରଫ କରିଛି। ସେମାନେ ହେଲେ ରଣାଲଇ ଗ୍ରାମର ସୁକାନ୍ତ ପ୍ରଧାନ ଓ ପ୍ରଦୀପ କୁମାର ପାଣି। ବୁଧବାର ଆର.ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ…

ପୋଲିସକୁ ମାଡ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଆର.ଉଦୟଗିରି,୨୩ା୪(ଡି.ଏନ.ଏ.)- ଲକ୍‌ଡାଉନ ଲାଗୁହେବାପରେ ଗତ ୧୪ ତାରିଖରେ ଅଡବା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କେତେକ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ମୋହନା ଓ ଅଡବା ପୋଲିସ ୧୬ ତାରିଖ ସକାଳୁ ଚଢାଉ କରି ୧୪ ଜଣଙ୍କୁ ଗିରଫ କରିଥିଲା। ତେବେ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?