ଅନ୍ୟ ରାଜ୍ୟରୁ ଗଞ୍ଜାମ ଫେରିବାକୁ ପଞ୍ଜୀକରଣ କଲେଣି ୧.୯୧ ଲକ୍ଷ ଲୋକ
ଛତ୍ରପୁର, ୨୯।୪(ଡି.ଏନ୍.ଏ.): ଲକ୍ଡାଉନ ଉଠିବା ପରେ ବିଭିନ୍ନ ରାଜ୍ୟରୁ ଗଞ୍ଜାମ ଜ଼ିଲାକୁ ଶ୍ରମିକ, ଛାତ୍ରୀଛାତ୍ର ଓ ଅନ୍ୟମାନେ ଫେରିବେ। ଏ ନେଇ ପଞ୍ଜୀକରଣ କରିବାକୁ ଓଡିଶା ସରକାର ବାଧ୍ୟତାମୂଳକ କରିଛନ୍ତି। ଗତ ୨୪ ତାରିଖରୁ ଏହି ପଞ୍ଜୀକରଣ ଆରମ୍ଭ ହୋଇଛି। ଅନଲାଇନ…
ପୁଣି ବୋଟ୍ରେ ଆସିଲେ ୩୩ ମତ୍ସ୍ୟଜୀବୀ
ଛତ୍ରପୁର,୨୯ା୪(ଡି.ଏନ୍.ଏ.): ଲକ୍ଡାଉନ୍ ଯୋଗୁ ଚେନ୍ନାଇରେ ଫସି ରହିଥିବା ମତ୍ସ୍ୟଜୀବୀ ଓ ଶ୍ରମିକମାନେ ନିଜ ଉଦ୍ୟମରେ ବୋଟ୍ କିଣି ସମୁଦ୍ର ପଥରେ ଗଞ୍ଜାମ ଫେରିବାରେ ଲାଗିଛନ୍ତି। କରୋନା ଭୟ ହେଉ କି କାମଧନ୍ଦା ମିଳୁ ନ ଥିବାରୁ ଖାଦ୍ୟ ଯୋଗାଡ଼ କରି ନ…
କୋଭିଡ୍-୧୯ରୁ ମୁକ୍ତି ପାଇଁ ଗ୍ରାମଦେବତୀଙ୍କ ନିକଟରେ ପୂଜା
ବେଗୁନିଆପଡ଼ା,୨୯ା୪(ଡି.ଏନ.ଏ.)-କରୋନା ଭୂତାଣୁ ଲୋକଙ୍କ ନିଦ ହଜାଇଦେଇଥିବା ବେଳେ ଏଥିପାଇଁ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି। ମଙ୍ଗଳବାର ବେଗୁନିଆପଡ଼ା ବ୍ଲ୍ଳକ ଏସ୍.ଛଚିନା ଗ୍ରାମରେ କୋଭିଡ୍-୧୯ରୁ ରକ୍ଷା ପାଇବା ପାଇଁ ଏବଂ ଗ୍ରାମରେ ଶାନ୍ତି ପ୍ରତିଷ୍ଠା ପାଇଁ ଗ୍ରାମଦେବତୀଙ୍କ…
ଖାଦ୍ୟ ଲାଗି ହନ୍ତସନ୍ତ ହେଉଛନ୍ତି ଗୋରୁ, କୁକୁର
ବ୍ରହ୍ମପୁର ଅଫିସ,୨୯ା୪-କରୋନା ସଂକ୍ରମଣ ରୋକିବା ପାଇଁ ଲକ୍ଡାଉନ ଘୋଷଣା କରାଯାଇଛି। ଏଥି ଯୋଗୁ ସମଗ୍ର ଜିଲାରେ ବୁଲା ଗୋରୁ, କୁକୁର ଏବେ ଭୋକିଲା ରହୁଛନ୍ତି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି। ସହରରେ ବୁଲୁଥିବା ଗୋରୁ ଓ…
କ୍ୱାରାଣ୍ଟାଇନ କେନ୍ଦ୍ର ପମ୍ପ ଅଚଳ: ପାଣି ପାଇଁ ଧାରଣା
ଭଞ୍ଜନଗର,୨୯।୪(ଡି.ଏନ୍.ଏ.)- ଭଞ୍ଜନଗର ଏନ୍ଏସି ପକ୍ଷରୁ ଟାଉନ ହଲ୍ରେ ହୋଇଥିବା କ୍ୱାରାଣ୍ଟାଇନ କେନ୍ଦ୍ର ପାଣିପମ୍ପ ସୋମବାର ରାତିରେ ଅଚଳ ହୋଇପଡ଼ିଥିଲା। ମଙ୍ଗଳବାର ସକାଳେ ଲୋକେ ପାଣି ପାଇପାରିନଥିଲେ। କେନ୍ଦ୍ରରେ ଥିବା ଖ୍ରୀଷ୍ଟିୟାନ ସାହିର ଜଣେ ବ୍ୟକ୍ତି ଏନେଇ କେନ୍ଦ୍ର ସମ୍ମୁଖରେ କିଛି ସମୟ…
ଚାଲିଚାଲି ଚେନ୍ନାଇରୁ ଫେରିଲେ ୧୦ ଶ୍ରମିକ
ଶେରଗଡ,୨୯ା୪(ଡି.ଏନ୍.ଏ.)- ଚେନ୍ନାଇରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ଗଞ୍ଜାମ ଜିଲା ଶେରଗଡ ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ୧୦ ଜଣ ଲକ୍ଡାଉନ ପରେ ସେଠାରେ ଫସି ରହିଥିଲେ। କାମଧନ୍ଦା ବନ୍ଦ ପରେ ଖାଇବାକୁ ବହୁ ଅସୁବିଧା ହେବାରୁ ଶେଷରେ…
କୋଭିଡ୍ ଫଣ୍ଡକୁ ଶିକ୍ଷକ ଦେଲେ ୪.୮୩ ଲକ୍ଷ
ଶେରଗଡ଼,୨୮ା୪(ଡି.ଏନ୍.ଏ.)- ଶେରଗଡ଼ ବ୍ଲକର ଶିକ୍ଷକମାନେ ଦିନକର ଦରମା ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ଫଣ୍ଡକୁ ପ୍ରଦାନ କରିଛନ୍ତି। ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ୪ଲକ୍ଷ ୮୩ହଜାର ୪୪୧ଟଙ୍କା ସୋମବାର ଶେରଗଡ଼ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ପ୍ରଦାନ କରାଯାଇଛି।…
ଶହେ ଲିଟର ଦେଶୀମଦ ଜବତ, ୨ ଗିରଫ
ଧରାକୋଟ,୨୮ା୪(ଡି.ଏନ.ଏ.)- ଧରାକୋଟ ଥାନା ଚମ୍ପାପଲ୍ଲି ଗ୍ରାମରେ ବ୍ୟାପକ ଚୋରାମଦ ପ୍ରସ୍ତୁତି ଚାଲିଥିବାବେଳେ ବାରମ୍ବାର ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉ ଜାରି ରହିଛି। ମାତ୍ର ମଦ ପ୍ରସ୍ତୁତକାରୀ ଭୃକ୍ଷେପ କରୁ ନ ଥିବା ଜଣାପଡିଛି। ମଙ୍ଗଳବାର ଭୋରରୁ ଆସିକା ଏସଡିପିଓ ସୂର୍ଯ୍ୟମଣି…
ପୂଜା ସାମଗ୍ରୀ ଦୋକାନ ଜଳିଗଲା
ଭଞ୍ଜନଗର,୨୮।୪(ଡି.ଏନ.ଏ.)- ଭଞ୍ଜନଗର ହନୁମାନ ମନ୍ଦିରକୁ ଲାଗିଥିବା ମହାବୀର ପୂଜା ସାମଗ୍ରୀ ଦୋକାନଟି ସୋମବାର ରାତିରେ ଜଳିଯାଇଛି। ନିଅଁା କେଉଁଭଳି ଲାଗିଲା ଜଣାପଡ଼ିନାହିଁ। ଭଞ୍ଜନଗର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ କରିଥିଲେ। ଲକ୍ଡ଼ାଉନ ଯୋଗୁ ଦୋକାନଟି ବନ୍ଦ ଥିଲା। ସଟ୍ସର୍କିଟ…
ଯୋଗାଣ ସହାୟିକାଙ୍କୁ ଆକ୍ରମଣ
ପାଟପୁର,୨୭ା୪- ଜଣେ ମହିଳା ସରକାରୀ କର୍ମଚାରୀଙ୍କୁ ସୋମବାର କାର୍ଯ୍ୟ କ୍ଷେତ୍ରରେ ଆକ୍ରମଣ ହୋଇଥିବା ପାଟପୁର ଥାନାରେ ଏତଲା ହୋଇଛି। ନଂ.୯୩/୨୦ରେ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଛି। ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତର ଯୋଗାଣ ସହାୟିକା ପ୍ରମିତା କୁମାରୀ ଶତପଥି…
ଗ୍ରାହକ ସାଜି ଅବକାରୀ ବିଭାଗର ଚଢ଼ାଉ
ପାଟପୁର,୨୮ା୪- ଦିଗପହଣ୍ଡି ଅବକାରୀ ବିଭାଗ, ସାନଖେମୁଣ୍ଡି ତହସିଲଦାର, ପାଟପୁର ପୋଲିସ ସୋମବାର ରାତି ପ୍ରାୟ ୧୦ଟାରେ ପାଟପୁର ଥାନା ପଳାସପୁର ଛକରେ ଥିବା ଏକ ପାନ ଦୋକାନରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିବା ସହ ୨୨ ଲିଟର ବିଦେଶୀ ମଦ…
ସୁରଟ ଫେରନ୍ତାଙ୍କ ମଧ୍ୟରେ ଶେରଗଡର ୫୭, ଆସିକାର ୧୧ଜଣ
ଆସିକା/ଶେରଗଡ,୨୮ା୪(ଡି.ଏନ୍.ଏ.)- ଲକ୍ଡାଉନ ପରେ ସୁରଟରେ ଫସିଥିବା ଓଡ଼ିଆଙ୍କ ମଧ୍ୟରୁ ୪ଟି ବସ୍ ଯୋଗେ ଗଞ୍ଜାମ ଜିଲାର ୨୨୮ଜଣ ସୋମବାର ପ୍ରଥମ ଦଫାରେ ଫେରୁଛନ୍ତି। ସେମାନଙ୍କ ମଧ୍ୟରେ ଆସିକା ବ୍ଲକର ବିଭିନ୍ନ ପଞ୍ଚାୟତର ୧୧ଜଣ ରହିଥିବାବେଳେ ଶେରଗଡର ୫୭ଜଣ ରହିଛନ୍ତି। ଏନେଇ ଆସିକା…

