ଗଞ୍ଜାମ

ଜଙ୍ଗଲ ଜମି ଅଧିକାର କର୍ମଶାଳା

ଆସିକା,୨୦ା୧୦(ଡି.ଏନ୍‌.ଏ.) -ରାଜ୍ୟର ବିଭିନ୍ନ ଜଙ୍ଗଲରେ ବସବାସ କରୁଥିବା ବନବାସୀ ପରିବାରର ସାମଗ୍ରୀକ ସୁରକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ନିଆଯାଇଛି। ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଏହି ପରିବାର ମାନଙ୍କର ସାମଗ୍ରୀକ ସ୍ବାର୍ଥ ରକ୍ଷା ହାସଲ କରିବା ଦିଗରେ ଦାୟିତ୍ୱରେ ଥିବା…

ଗଁ।ରେ ରଖିବାକୁ ବାସନ୍ଦ ପରିବାରଙ୍କ ନିବେଦନ

ହିଞ୍ଜିଳିକାଟୁ,୨୦ା୧୦(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ଗ୍ରାମରେ ଜଣେ ବିବାହିତା ମହିଳା ଚାକିରୀ ନ ଛାଡ଼ିବାରୁ ଗ୍ରାମ୍ୟ କମିଟି କଙ୍ଗାରୁ କୋର୍ଟ କରି ମହିଳାଙ୍କ ମା’ ବାପାଙ୍କୁ ଗ୍ରାମରୁ ସାମାଜିକ ବାସନ୍ଦ କରିଛନ୍ତି। ଗତ ଜୁଲାଇ ୪ରେ ଗ୍ରାମର ନାଡ଼ି ରାଜେଶ୍ୱରୀ…

ସୁନାମାଳି ଗୁନ୍ଥିବା ଆଳରେ ଠକେଇ : ୪ ମହିଳା ଗିରଫ

ହିଞ୍ଜିଳିକାଟୁ,୧୯।୧୦(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ମାଳି ଗୁନ୍ଥିବା ଆଳରେ ଠକେଇ ହୋଇଛି। ସୁନାମାଳି ବଦଳରେ ନକଲି ମାଳି ଦେଇଥିବା ଅଭିଯୋଗରେ ଶୁକ୍ରବାର ସ୍ଥାନୀୟ ପୋଲିସ ୪ ଜଣ ଅଣଓଡ଼ିଆ ମହିଳାଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ଶିବ…

ଜଳାଶୟରେ ବୁଡ଼ି ନାବାଳକ ମୃତ

ଛତ୍ରପୁର, ୧୯।୧୦: ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଡୁଗୁଲ ଛକ ନିକଟ ଏକ ଅସ୍ଥାୟୀ ଜଳାଶୟରେ ବୁଡି ଶନିବାର ଜଣେ ନାବାଳକର ମୃତ୍ୟୁ ଘଟିଛି। ସେ ହେଲେ କଣମଣା ଓଡିଆର୍‌ପି କଲୋନୀର ସଞ୍ଜୟ ସେଠୀଙ୍କ ପୁଅ ଦିଗାମ୍ବର(୧୧)। ସୂଚନା ଅନୁଯାୟୀ, ଆଇଆର୍‌ଇ…

ନବବଧୂଙ୍କୁ ହତ୍ୟାକରି ପୋଡ଼ିଦେଲେ

ଭଞ୍ଜନଗର,୧୯।୧୦(ଡି.ଏନ.ଏ) -ଭଞ୍ଜନଗର ସହର ବଡ଼ତୋଟାସାହିର ନବବଧୂ ଆରତୀ ନାହାକ (୩୦)ଙ୍କୁ ହତ୍ୟାକରି ଶ୍ୱଶୁରଘର ଲୋକେ ବୁଧବାର ପୋଡ଼ି ଦେଇଥିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ କରିଛନ୍ତି ଆରତୀଙ୍କ ଭାଇ। ନଂ.୩୫୧।୧୯ରେ ଏକ ଯୌତୁକ ଜନିତ ହତ୍ୟା ମାମଲା ରୁଜୁକରି…

ମୌଳିକ ସୁବିଧାରୁ ବଞ୍ଚିତ ଆମ୍ବଖାଲବାସୀ

ହାତୀଓଟ,୧୯ା୧୦-ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ବହୁ ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି। କିନ୍ତୁ ଏବେ ମଧ୍ୟ କିଛି ଆଦିବାସୀ ଅଞ୍ଚଳରେ ସରକାରଙ୍କ ଦୃଷ୍ଟି ପଡୁନାହିଁ। ଏହା ଦେଖିବାକୁ ମିଳିଛି ପୋଲସରା ବ୍ଲକ ମାଳତେନ୍ତୁଳିଆ ଗ୍ରାମ…

ଆର୍ଥିକ ମାନ୍ଦାବସ୍ଥା ପ୍ରତିବାଦରେ ସିପିଏମର ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ,୧୯ା୧୦-ସିପିଏମ ପକ୍ଷରୁ ଶୁକ୍ରବାର ବ୍ରହ୍ମପୁର ଉପଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ସମାବେଶ କରାଯାଇଥିଲା। ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଶାସନରେ ଦେଶର ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହୋଇପଡଥିବାରୁ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି। ଏହା ପ୍ରତିବାଦରେ ମିଳିତ ବାମପନ୍ଥୀ…

ଗଞ୍ଜାମରେ ନୂଆ ୧୨ ସ୍ପେସାଲିଷ୍ଟ ଡାକ୍ତର ନିଯୁକ୍ତି

ଛତ୍ରପୁର,୧୯ା୧୦(ଡି.ଏନ.ଏ)-ଗଞ୍ଜାମ ଜିଲାର ବିଭିନ୍ନ ହସ୍ପିଟାଲରେ ୧୨ ନୂଆ ସ୍ପେସାଲିଷ୍ଟ ଡାକ୍ତର ନିଯୁକ୍ତି ମିଳିଛି। ଏହି ଡାକ୍ତରମାନେ ବିଭିନ୍ନ ମେଡିକାଲ କଲେଜରୁ ନିକଟରେ ପିଜି ପାଶ୍‌ କରିବା ପରେ ନିଯୁକ୍ତି ପାଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୭ତାରିଖରେ…

ପାନନୂଆଗାଁରେ ଗୋଷ୍ଠୀ ସଂଘର୍ଷ

ଖଲ୍ଲିକୋଟ,୧୮ା୧୦(ଡି.ଏନ.ଏ.)- ଖଲ୍ଲିକୋଟ ବ୍ଲକ ଡ଼ିମିରିଆ ପଞ୍ଚାୟତ ପାନନୂଆଗଁାରେ ବୁଧବାର ରାତିରେ କୋଠିଶାଳ ଯାତ୍ରା କୁମ୍ଭବୁଡ଼ା ସମୟରେ ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅନୁଯାୟୀ,…

ଔଷଧ ୩ଘଣ୍ଟା, ପରୀକ୍ଷା ୪ଘଣ୍ଟା

ବ୍ରହ୍ମପୁର ଅଫିସ୍‌,୧୮ା୧୦- ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ଉପରେ ଦକ୍ଷିଣ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶର ରୋଗୀମାନେ ନିର୍ଭର କରୁଛନ୍ତି। ବିଭିନ୍ନ ଯୋଜନାରେ ସରକାର ଏବେ ଅନେକ ସୁବିଧା ମାଗଣା କରି ଦେଇଥିବାରୁ ମେଡ଼ିକାଲ୍‌ରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି…

ବ୍ରହ୍ମପୁର ଆଇଟିଆଇ ଆପ୍ରେଣ୍ଟିସ୍‌ସିପ୍‌ ପଖୋଡା କାର୍ଯ୍ୟକ୍ରମ

ବ୍ରହ୍ମପୁର ଅଫିସ,୧୮ା୧୦- ଛାତ୍ରୀଛାତ୍ରଙ୍କୁ ନିଜ ଅଞ୍ଚଳ ମଧ୍ୟରେ ଆପ୍ରେଣ୍ଟିସ୍‌ସିପ୍‌ ତାଲିମ ପ୍ରଦାନ କରାଇବାକୁ ନେଇ ବ୍ରହ୍ମପୁର ଆଇଟିଆଇ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଆରମ୍ଭ ହୋଇଛି ା ଏନେଇ ଅନୁଷ୍ଠାନ ପକ୍ଷରୁ ଆପ୍ରେଣ୍ଟିସ୍‌ସିପ୍‌ ପଖୋଡା (ପକ୍ଷ) କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ା…

ସେପ୍ଟେଜ ବିଶୋଧନାଗାର ପରିଚାଳନା କର୍ମଶାଳା

ବ୍ରହ୍ମପୁର ଅଫିସ,୧୮ା୧୦- ମହିଳା ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚଜି)ଙ୍କୁ ସୁଦୃଢ କରିବାକୁ ବ୍ରହ୍ମପୁର ମହାନଗର ନିଗମ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି। ପୂର୍ବରୁ ମହିଳା ଏସ୍‌ଏଚଜିଙ୍କୁ ଶୌଚାଳୟ ପରିଚାଳନା ଦିଗରେ ନିୟୋଜିତ କରାଯାଇଥିଲା। ଏବେ ମହୁଡାରେ ନିର୍ମିତ ସେପ୍ଟେଜ ବିଷୋଧନାଗାର ପରିଚାଳନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri