ଗଞ୍ଜାମ

ଗଞ୍ଜାମ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଅନ୍ତେବାସୀଙ୍କ ଦୀପ ଜାଳି ପ୍ରାର୍ଥନା, ସରପଞ୍ଚ ସଫାକଲେ ପାଇଖାନା

ଛତ୍ରପୁର, ୧୬।୫(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାର କ୍ୱାରାଣ୍ଟାଇନ ସେଣ୍ଟର ମାନଙ୍କରେ ଯୋଗ, ବ୍ୟାୟାମଠାରୁ ଆରମ୍ଭ କରି ନୈତିକ ଶିକ୍ଷା, ସ୍ବାସ୍ଥ୍ୟକର୍ମୀ ତାଲିମ ଦିଆଯାଉଛି। ସେଣ୍ଟରରେ ଥିବା ଅନ୍ତେବାସୀମାନେ ମଧ୍ୟ ଗାର୍ଡେନିଂ, ପରିସର ସଫେଇ, ଜାତୀୟ ସଂଗୀତ ଗାନ ସହ ସନ୍ଧ୍ୟାରେ ପ୍ରାର୍ଥନା କରୁଥିବା…

କରୋନା ଦୁଃଖ: କ୍ୱାରାଣ୍ଟାଇନ୍‌ ଅବଧି ସରି ନ ଥିବାରୁ ମା’ଙ୍କ ମୁଁହରେ ମୁଖାଗ୍ନି ଦେଇପାରିଲେନି ପୁଅ

ଛତ୍ରପୁର, ୧୬।୫(ଡି.ଏନ୍‌.ଏ.)- କରୋନା ମୁକାବିଲାକୁ ନେଇ ସାରା ଦେଶରେ ଲକ୍‌ଡାଉନ୍‌ କଟକଣା। ଏପରିକି ସଂକ୍ରମଣ ଆଶଙ୍କାରେ ବାହାରୁ ଫେରୁଥିବା ପ୍ରବାସୀମାନଙ୍କୁ ରାଜ୍ୟର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଉଛି। ହେଲେ କ୍ୱାରାଣ୍ଟାଇନ୍‌ ଅବଧି ସରି ନ ଥିବାରୁ ମା’ଙ୍କ ମୁଁହରେ ପୁଅ ମୁଖାଗ୍ନି…

ଚିଲିକାରେ ଡଙ୍ଗା ଯୋଗେ ପୁରୀ ଜିଲାକୁ ହେଉଛି ଚାଲାଣ: ରମ୍ଭା ପୋଲିସର ଚଢ଼ାଉ; ୨ହଜାର ଲିଟର ଦେଶୀ ମଦ ଜବତ,୮ ଗିରଫ

ଛତ୍ରପୁର, ୧୬।୫(ଡି.ଏନ୍‌.ଏ.)- ଚିଲିକାରେ ଡ଼ଙ୍ଗା ଯୋଗେ ଗଞ୍ଜାମ ଜିଲାରୁ ପୁରୀ ଜିଲାର ପାରିକୁଦ ଅଞ୍ଚଳକୁ ଚୋରା ମଦ ବିକ୍ରି ପାଇଁ ଚାଲାଣ ବେଳେ ଶନିବାର ରମ୍ଭା ପୋଲିସ ଚଢ଼ାଉ କରି ଜବତ କରିଛି। ଏଥିରେ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରାଯିବା…

ପ୍ରବାସୀ ଓଡ଼ିଆଙ୍କୁ ଫେରେଇ ଆଣିବାକୁ ଗଞ୍ଜାମ ଜିଲାପାଳଙ୍କୁ ଗୁହାରି

ଗଞ୍ଜାମ,୧୬।୫(ଡି.ଏନ୍‌.ଏ.): କରୋନା ଭୂତାଣୁ ପାଇଁ ସବୁ ଆଡ଼େ କାମ ଧନ୍ଦା ବନ୍ଦ ହୋଇଯାଇଛି। ରାଜ୍ୟ ବାହାରେ ଥିବା ଲୋକମାନେ ପ୍ରାଣ ବିକଳରେ ନିଜ ରାଜ୍ୟକୁ ଫେରୁଛନ୍ତି। କେତେକ ଲୋକ ଚାଲି ଚାଲି ଘରକୁ ଫେରୁଥିବା ବେଳେ ଆଉ କେତେକ ବିପଦଜନକ ଭାବେ…

କୃଷି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଉପରେ ଗୁରୁତ୍ୱ

ଭୁବନେଶ୍ୱର/ଛତ୍ରପୁର/ରାୟଗଡ଼ାଅଫିସ/ପାରଳାଖେମୁଣ୍ଡି,୧୬ା୫: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲାରେ କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ କରିଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ବିଭାଗ ସଚିବ ଭି.କେ. ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଗଞ୍ଜାମ, ରାୟଗଡା, ଗଜପତି…

ଧରିତ୍ରୀ ପ୍ରଭାବ: ସ୍କୁଲ ବାଟରୁ ବାଉଁଶ ଖୋଲିଲେ ଗ୍ରାମବାସୀ

ପାଟପୁର,୧୬ା୪-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପକ୍ଷରୁ ୧୩୦ ସ୍କୁଲ କଲେଜରେ କ୍ବାରାଣ୍ଟାଇନ୍‌ କେନ୍ଦ୍ର ଖୋଲାଯାଇଥିବା ବେଳେ ସେଠାରେ ପ୍ରବାସୀଙ୍କୁ ସଙ୍ଗରୋଧରେ ରହିବା ବ୍ୟବସ୍ଥା କରାଯାଇଛି। ହେଲେ କେତେକ ଗ୍ରାମରେ ସୁରଟ ଓ ଅନ୍ୟ ରାଜ୍ୟରୁ ଫେରନ୍ତାଙ୍କୁ ନିଜ ଗଁ। ସ୍କୁଲରେ ରଖିବାକୁ…

ଶଙ୍କରପୁର ସାହିକୁ ଆକ୍ସେସ୍‌ କଣ୍ଟ୍ରୋଲ୍‌ ଜୋନ୍‌ ଘୋଷଣା

ବ୍ରହ୍ମପୁର ଅଫିସ,୧୬ା୫- ବ୍ରହ୍ମପୁର ବଡବଜାର ଅଞ୍ଚଳର ଶଙ୍କରପୁର ସାହିକୁ ଶୁକ୍ରବାର ରାତିରେ ବିଏମ୍‌ସି ଆକ୍ସେସ କଣ୍ଟ୍ରୋଲ୍‌ ଜୋନ୍‌ ଭାବେ ଘୋଷଣା କରିଛି। ଏହି ସାହରି କେତେଜଣ ଲୋକ ଜଣେ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଅସିଥିବାରୁ ସାହି ଲୋକଙ୍କ ସୁରକ୍ଷା ଓ ସଂକ୍ରମଣକୁ…

ବିନା ସୁରକ୍ଷାରେ ଶିକ୍ଷକ ଜଗିଛନ୍ତି ସଙ୍ଗରୋଧ କେନ୍ଦ୍ର

ଭଞ୍ଜନଗର,୧୫।୫(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଶିକ୍ଷକମାନେ ବିନା ସୁରକ୍ଷାରେ ପାଳି କରି ସଙ୍ଗରୋଧ କେନ୍ଦ୍ର ଜଗୁଛନ୍ତି। କେତକ ସ୍କୁଲରେ ପାଚେରୀ ନ ଥିବାବେଳେ ଆଉକେତେକ ସ୍କୁଲରେ ପରିମଳ ବ୍ୟବସ୍ଥା, ଭିତ୍ତିଭୂମି ନ ସଜାଡି ଲୋକଙ୍କୁ ନେଇ ରଖାଯାଇଛି। ସ୍କୁଲ ଗୁଡ଼ିକରେ ଥିବା ପାଇଖାନାକୁ…

ଭୋଜି ପରେ ଗଣ୍ଡଗୋଳ, ଜଣେ ଗୁରୁତର

ବେଗୁନିଆପଡ଼ା,୧୫ା୫(ଡି.ଏନ.ଏ.)- ଭୋଜିପରେ ନିଶାସକ୍ତ ଅବସ୍ଥାରେ ଗଣ୍ଡଗୋଳ ଓ ସହଯୋଗୀଙ୍କ କାଠ ଫାଳିଆ ମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ବେଗୁନିଆପଡା କଞ୍ଚଣା ଛକଠାରେ। ପୋଲିସ ସୂଚନା ପ୍ରକାରେ, ଗୁରୁବାର ରାତିରେ ଜେ.ମାନସ ଭାଟପଡ଼ା ଗ୍ରାମର ୨ଜଣ ବ୍ୟକ୍ତିଙ୍କ…

ମଦସହ ୩ ବାଇକ ଜବତ, ୩ ଗିରଫ

ବେଗୁନିଆପଡ଼ା,୧୫ା୫(ଡି.ଏନ.ଏ.)- କରୋନା କଟକଣାର ଫାଇଦା ନେଇ ଅସାଧୁ ମଦ ବେପାରୀ ମାତିଛନ୍ତି। ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଶୁକ୍ରବାର ଶାଳବଣ ଛକରେ ପାଟ୍ରୋଲିଂବେଳେ ବାଇକରେ ମଦ ନେଇ ଯାଉଥିବା ୩ ଜଣଙ୍କୁ ଗିରଫ କରିବା ସହ ୬ଶହ ଲିଟର…

ସଂଘବଦ୍ଧ ଆକ୍ରମଣ ମାମଲା; ୩ କୋର୍ଟଚାଲାଣ

ଦିଗପହଣ୍ଡି,୧୫।୫(ଡି.ଏନ.ଏ.)-ଏକ ସଂଘବଦ୍ଧ ଆକ୍ରମଣ ମାମଲାରେ ଶୁକ୍ରବାର ଦିଗପହଣ୍ଡି ପୋଲିସ ଭୀଷ୍ମଗିରି ଗ୍ରାମର ଏମ. କଂଗ୍ରେସ ପାତ୍ର, ଏମ.ରାଜି ଓରଫ ରାଜେନ୍ଦ୍ର ପାତ୍ର ଦୁଇ ଭାଇଙ୍କ ସମେତ ତାଙ୍କ ସମ୍ପର୍କୀୟ ଏମ. ମାଗି ପାତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ କହିଛି,…

ଗଞ୍ଜାମରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ନିର୍ମାଣ: ହିଞ୍ଜିଳିକାଟୁ କୋଭିଡ ହସ୍ପିଟାଲ ପରିଦର୍ଶନ କରି ସମୀକ୍ଷା କଲେ ୫-ଟି ସଚିବ

ହିଞ୍ଜିିଳିକାଟୁ, ୧୫ା୫(ଡ଼ି.ଏନ୍‌.ଏ) : ରାଜ୍ୟ ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଶୁକ୍ରବାର ହିଞ୍ଜିିଳିକାଟୁର ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ବୁଲି ଦେଖିଛନ୍ତି। ହସ୍‌ପିଟାଲ ମଧ୍ୟରେ ଡାକ୍ତର ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?