ଗଞ୍ଜାମ

ଗଞ୍ଜାମର ମୃତ ୪ କୋଭିଡ୍‌ ଯୋଦ୍ଧାଙ୍କ ପରିବାରକୁ ସମବେଦନା ଜଣାଇଲେ ଜିଲାପାଳ

ଛତ୍ରପୁର,୬ା୭(ଡି.ଏନ୍‌.ଏ.): କୋଭିଡ-୧୯ ଯୁଦ୍ଧରେ ମାନବ ଜାତି ପାଇଁ କାର୍ଯ୍ୟ ନିର୍ବାହ କରୁଥିବା ବେଳେ ଗଞ୍ଜାମ ଜିଲାର ୪ କୋଭିଡ୍‌ ଯୋଦ୍ଧାଙ୍କ ଜୀବନ ଯାଇଛି। ଏମାନେ ହେଲେ ଧରାକୋଟ ବ୍ଲକର ଜେଇ ପି ସୁରେଶ କୁମାର, ଆସିକା ବ୍ଲକ କେ ରାଇସିଙ୍ଗି ଉଚ୍ଚ…

ରାତି ଅଧିଆ ମାର୍କେଟ କମ୍ପ୍ଲେକ୍ସ ସିଲ୍‌: ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ

ଗଞ୍ଜାମ,୬ା୭(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅଞ୍ଚଳରେ କରୋନା ପଜିଟିଭ୍‌ ଚି଼ହ୍ନଟ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବଡ଼ ବଜାର ମାର୍କେଟ କମ୍ପ୍ଲେକ୍ସକୁ ରବିବାର ରାତିରେ ସିଲ୍‌ କରାଯାଇଛି l ଯାହାକୁ ନେଇ ବ୍ୟବସାୟୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାିଛି। ବିନା ନୋଟିସ…

ଶିକ୍ଷକଙ୍କୁ କୋଭିଡ୍‌ ଦାୟିତ୍ୱ ନ ଦେବାକୁ ଓଷ୍ଟାର ଦାବି

ଭଞ୍ଜନଗର,୬।୭(ଡି.ଏନ.ଏ.)- କୋଭିଡ୍‌-୧୯ ପରିଚାଳନା ଦାୟିତ୍ୱରେ ଥିବା ଗଞ୍ଜାମ ଜିଲାର ୨ ଶିକ୍ଷକଙ୍କର କରୋନାରେ ମୃତ୍ୟୁ ଘଟିଛି। ତେଣୁ ଶିକ୍ଷକମାନଙ୍କୁ ସିଧାସଳଖ କୋଭିଡ୍‌ ଦାୟିତ୍ୱ ଅଗଷ୍ଟ ୩୧ ପର୍ଯ୍ୟନ୍ତ ନଦେବାକୁ ଓଷ୍ଟା ରାଜ୍ୟ ସଂଘ ଉପ ସଭାପତି ସନ୍ତୋଷ ଜେନା ରବିବାର ସଂଘର…

ସଙ୍ଗରୋଧ କେନ୍ଦ୍ରରୁ ଫେରୁଥିବା ମା’ ପୁଅଙ୍କୁ ହାଣିଲେ ଦୁର୍ବୃତ୍ତ

ପାତ୍ରପୁର,୫ା୭(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଜରଡ଼ା ଥାନା ଅଞ୍ଚଳର ଏକ ସଙ୍ଗରୋଧ କେନ୍ଦ୍ରରୁ ଚାଲିଚାଲି ଫେରୁଥିବା ମା’ ପୁଅଙ୍କୁ ରବିବାର ଅଜଣା ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆହତମାନେ ହେଲେ ପାତ୍ରପୁର ଗ୍ରାମର ତ୍ରିବେଣୀ ମହାନ୍ତି ଓ ତାଙ୍କ ପୁଅ ସୁଶାନ୍ତ। ଏନେଇ…

କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ତତ୍ପରତା

ଗଞ୍ଜାମ,୫ା୭(ଡି.ଏନ୍‌.ଏ.)- ଗଞ୍ଜାମ ବ୍ଲକ ଓ ଏନ୍‌ଏସି ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ୱାର୍ଡ ନଂ.୫ରେ ରହୁଥିବା ୨ଦମ୍ପତି କରୋନା ଆକ୍ରାନ୍ତ ପରେ ଉକ୍ତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ କରିବା ପାଇଁ ରବିବାର ତହସିଲଦାର…

ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ସହି ପାରିଲେନି: ଏମ୍‌କେସିଜିରେ ଆଖି ବୁଜିଲେ ନାବାଳିକା ପ୍ରଶଂସକ

ବ୍ରହ୍ମପୁର ଅଫିସ,୫।୭: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଖବରକୁ ସହଜରେ ଗହଣ କରିପାରୁ ନାହାନ୍ତି ପ୍ରଶଂସକ। ଏଭଳି ତାଙ୍କ ଆତ୍ମହତ୍ୟା ପରେ ତାଙ୍କ କେତେଜଣ ପ୍ରଶଂସକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ଏଭଳି ଏକ ଘଟଣା ଘଟାଇ ଶେଷରେ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୯୦ କରୋନା ଆକ୍ରାନ୍ତ: ଗଞ୍ଜାମରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୫।୭(ବ୍ୟୁରୋ)-ରାଜ୍ୟରେ ରବିବାର ପୁଣି ୨୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୯୯ ଜଣ ଥିବାବେଳେ ଗଜପତିରୁ ୫୬, ଝାରସୁଗୁଡାରୁ ୩୩, କଟକ ଓ ନବରଙ୍ଗପୁରରୁ ୧୬ ଜଣ ରହିଛନ୍ତି। ସେହିପରି ବାଲେଶ୍ୱରରୁ ୧୫,…

କାର୍ଯ୍ୟରେ ଯୋଗଦେଲେ ୨ ଆଇଏଏସ, ୬ ଓଏଏସ ଅଧିକାରୀ: ଗଞ୍ଜାମ ଜିଲାପାଳ

ଛତ୍ରପୁର,୫।୭(ଡି.ଏନ୍‌.ଏ.):ଗଞ୍ଜାମ ଜିଲାରେ କରୋନା ପରିସ୍ଥିତି ଅଣାୟତ ହେବାରେ ଲାଗିଛି। ଦିନକୁ ଦିନ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କରୋନାରେ ୨୦ ଜଣଙ୍କ ଜୀବନ ଗଲାଣି। ଏହି ପରିପ୍ରେକ୍ଷୀରେ କରୋନା ପରିଚାଳନା ଲାଗି ୨ ଆଇଏଏସ୍‌ଙ୍କ ସହ ୬ ଓଏଏସ ଗଞ୍ଜାମ…

ଗଞ୍ଜାମର ପ୍ରତି ସରକାରୀ ଅଫିସରେ ମନିଟରଙ୍କୁ ନିଯୁକ୍ତି: ଜଣାଇବେ କର୍ମଚାରୀଙ୍କ କରୋନା ଲକ୍ଷଣ

ଛତ୍ରପୁର,୫।୭(ଡି.ଏନ୍‌.ଏ.):ଗଞ୍ଜାମ ଜିଲାରେ କରୋନା ପରିସ୍ଥିତି ଅସମ୍ଭାଳ ହେଉଥିବା ବେଳେ ସରକାରୀ ଅଧିକାରୀ ଓ କର୍ମଚାରୀ ମଧ୍ୟ ସଂକ୍ରମିତ ହେବାରେ ଲାଗିଛନ୍ତି। ଏମାନଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯିବା ସହ ପ୍ରତି ଅଫିସରେ ମନିଟରଙ୍କୁ ନିଯୁକ୍ତି ଦିଆଯାଇଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା…

ଦିଗପହଣ୍ଡିରେ ଜନତା ହୋଟେଲ ସହ ବିଭିନ୍ନ ଦୋକାନ ସିଲ୍‌ : ୭ ଦିନ ରହିବ ବଳବତ୍ତର

ଦିଗପହଣ୍ଡି,୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡସ୍ଥିତ ଜନତା ହୋଟେଲକୁ ରବିବାର ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ସେହିପରି ଅନ୍ୟ ୩ଟି ଗ୍ରୋସରି ଦୋକାନକୁ ମଧ୍ୟ ସିଲ କରାଯିବା ସହ ଲୁଚା ଚୋରାରେ ବିକ୍ରି ହେଉଥିବା ମାଛ,ମାଂସ ଓ ଚିକେନ ଦୋକାନ ଉପରେ…

ଗଞ୍ଜାମ ଆସିଲେ ୪ ଡିଏସ୍‌ପି, ୪ ପ୍ଲାଟୁନ ଫୋର୍ସ: କରିବେ କୋଭିଡ ପରିଚାଳନା ତଦାରଖ

ଛତ୍ରପୁର,୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କୋଭିଡ-୧୯ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହିପରିପ୍ରେକ୍ଷୀରେ କୋଭିଡ ପରିଚାଳନା ଓ ନିୟମକୁ କଡାକଡି ପାଳନର ତଦାରଖ କରିବା ପାଇଁ ୪ ଜଣ ଡିଏସ୍‌ପି ଓ ୪ ପ୍ଲାଟୁନ ଫୋର୍ସଙ୍କୁ ଡିଜିପି ଜିଲାକୁ…

ସୁସ୍ଥ ହେଲେ ଓଡ୍ରାଫ୍‌ର ୧୩ କର୍ମଚାରୀ

ଛତ୍ରପୁର,୫ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠରେ ଥିବା ଅଷ୍ଟମ ବାଟାଲିୟନ ଅଧୀନ ଓଡ୍ରାଫ୍‌ ଓଡ଼ିଶା ବିପର୍ଯ୍ୟୟ ରାପିଡ୍‌ ଆକ୍ସନ ଫୋର୍ସର ୧୩ କର୍ମଚାରୀ କରୋନାରୁ ସୁସ୍ଥ ହୋଇଛନ୍ତି। ଏମାନେ ଭୁବନେଶ୍ୱରସ୍ଥିତ କୋଭିଡ୍‌ ହସ୍ପିଟାଲରୁ ଫେରି ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ମିଳିଥିବା ସୂଚନାନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?