ଗ୍ୟାସ୍ ସିଲିଣ୍ଡର ଫାଟି ୩ ଗୁରୁତର
ଚିକିଟି,୬ା୨(ଡି.ଏନ୍.ଏ.)-କେ.ନୂଆଗଁ। ଥାନା ଚିକିଟି ଫାଣ୍ଡି ଜାନକୀ ମଣିପୁର ଶାସନରେ ବୁଧବାର ରାତି ସାଢ଼େ ୯ଟାରେ ଗ୍ୟାସ୍ ସିଲିଣ୍ଡର ଫାଟି ୩ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ନିରଞ୍ଜନ ପାଢ଼ୀ, ତାଙ୍କ ସ୍ତ୍ରୀ ସୁନନ୍ଦା, ପୁଅ ଅଜିତ। ପଡ଼ୋଶୀ ସାଇବାଣୀ ପ୍ରଧାନ, ଦଣ୍ଡାସୀ…
ଜାତୀୟସ୍ତରରେ ବ୍ରହ୍ମପୁରର ତବଲା ବାଦକ ଦୀପ୍ତ ପୁରସ୍କୃତ
ବ୍ରହ୍ମପୁର ଅଫିସ,୬ା୨-ବୟସ ମାତ୍ର ୧୪ ବର୍ଷ । କିନ୍ତୁ ଏହି ବୟସରେ ତାଙ୍କର ତବଲା ବାଦନ ଆଗରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତିି । ନିଜର ପ୍ରତିଭା ପ୍ରଦର୍ଶନ କରି ସେ ଜାତୀୟସ୍ତରରେ ପୁରସ୍କୃତ ହୋଇ ଗଞ୍ଜାମ ଜିଲା ପାଇଁ ଗୌରବ ଅଣିଛନ୍ତି…
ସେବା ସମବାୟ ସମିତି ସମ୍ପାଦକ ନିଲମ୍ବିତ: କାଳିଆ ଯୋଜନା ଅର୍ଥ ହେରଫେର
ଛତ୍ରପୁର/ଧରାକୋଟ,୬ା୨(ଡି.ଏନ.ଏ)- ଗଞ୍ଜାମ ଜିଲା ଧରାକୋଟ ବ୍ଲକ ସିଙ୍ଗିପୁର ସେବା ସମବାୟ ସମିତିରେ କାଳିଆ ଯୋଜନା ଅର୍ଥ ହେରଫେର ହୋଇଥିଲା। କାଳିଆ ଅର୍ଥ ପାଇବାକୁ ଥିବା ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟ ବଦଳରେ ଅନ୍ୟ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଅଭିଯୋଗ ହୋଇଥିଲା ।…
ଦୁର୍ଘଟଣାରୁ ବର୍ତ୍ତିଲା ବସ୍, ୫୦ ପର୍ଯ୍ୟଟକ ସୁରକ୍ଷିତ
ଦାରିଙ୍ଗବାଡ଼ି/ ସୋରଡା, ୫।୨(ଡି.ଏନ.ଏ.) -କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ଗାଜଲବାଡ଼ି ୯ ନଂ.ଘାଟି ବୁଲାଣୀ ରାସ୍ତାରେ ବୁଧବାର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଛି ଏକ ଘରୋଇ ବସ୍। ୫୦ପର୍ଯ୍ୟଟକଙ୍କୁ ନେଇ ଏହି ବସ୍ ଦାରିଙ୍ଗବାଡିରୁ ଭୁବନେଶ୍ୱର ଫେରୁଥିଲା। ସୂଚନାପ୍ରକାରେ, ଭୁବନେଶ୍ୱରରୁ ଏକ ଘରୋଇ ବସ୍…
ଭାଲିଆଗୋଚ୍ଛା ନୃସିଂହ ମନ୍ଦିରରେ ୨ ଗରୁଡପକ୍ଷୀ
ସୋରଡା,୫ା୨(ଡି.ଏନ୍.ଏ.): ବ୍ଲକର ସୋରଡା ଆସିକା ରାସ୍ତା ଭାଲିଆଗୋଚ୍ଛା ନୃସିଂହ ମନ୍ଦିରରେ ବୁଧବାର ମଧ୍ୟାହ୍ନରେ ୨ଟି ଗରୁଡା ପକ୍ଷୀ କେଉଁଆଡୁ ଆସି ପହଁଞ୍ଚତ୍ଥିଲେ। ବିରଳ ଗରୁଡ ପକ୍ଷୀ ବିଷ୍ଣୁଙ୍କ ବାହନ ହୋଇଥିବାରୁ ପକ୍ଷୀ ୨ଟିକୁ ପୂଜାରୀ ଦେଖି ପୂଜା କରିଥିଲେ। ଭକ୍ତମାନେ ମଧ୍ୟ…
ଶିକ୍ଷକ ପଦବୀ ପୂରଣ ଦାବିରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ
ଦାରିଙ୍ଗବାଡ଼ି,୫।୨(ଡି.ଏନ୍.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ହାତୀମୁଣ୍ଡାର ତାମାଙ୍ଗି ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ସହ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବୁଧବାର ଛାତ୍ରୀଛାତ୍ରଙ୍କ ସମେତ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି।…
କାଳିଆ ଅର୍ଥ ହେରଫେର ମାମଲାରେ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାନୁଷ୍ଠାନ: ସେବା ସମବାୟ ସମିତି ସମ୍ପାଦକ ନିଲମ୍ବିତ, ଡାଟା ଏଣ୍ଟ୍ରି ଅପରେଟରଙ୍କ ବିରୋଧରେ ଏତଲା
ଛତ୍ରପୁର, ୫।୨(ଡି.ଏନ୍.ଏ.)- ଗଞ୍ଜାମ ଜ଼ିଲା ଧରାକୋଟ ବ୍ଲକ ସିଙ୍ଗିପୁର ସୋସାଇଟିରେ କାଳିଆ ଯୋଜନା ଅର୍ଥ ହିତାଧିକାରୀଙ୍କ ବଦଳରେ ଅନ୍ୟ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଉକ୍ତ ମାମଲାରେ ବୁଧବାର ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା…
ଗଞ୍ଜାମରେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ ପ୍ରତିନିଧି ଦଳ
ଛତ୍ରପୁର,୫।୨(ଡି.ଏନ୍.ଏ.): ନ୍ୟାଶନାଲ ଡିଫେନ୍ସ ଏକାଡେମୀର ଭାରତ, ଉଗାଣ୍ଡା, ନେପାଳର ୧୪ ଜଣିଆ ପ୍ରତିନିଧି ଦଳ ବୁଧବାର ଗଞ୍ଜାମ ଜ଼ିଲା ଗସ୍ତରେ ଆସିଛନ୍ତି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଜିଲାରେ ଚାଲିଥିବା ଉନ୍ନୟନ କାର୍ଯ୍ୟ, ବିପର୍ଯ୍ୟୟ ମୁକାବିଲା ପରିଚାଳନା ଉପରେ ପ୍ରତିନିଧି…
ଗଞ୍ଜାମରେ ଶିଶୁ ସୁରକ୍ଷା ଆୟୋଗ: ଶୈଶବ ସୁରକ୍ଷିତ ଦିଗରେ ସଚେତନତା
ଛତ୍ରପୁର,୫।୨(ଡି.ଏନ୍.ଏ.) : ୨୦୨୫ ସୁଦ୍ଧା ରାଜ୍ୟ ହେବ ଶିଶୁଶ୍ରମିକ ମୁକ୍ତ। ଶୈଶବ କିପରି ସୁରକ୍ଷିତ ରହିବ ସେ ଦିଗରେ ସରକାର ଲକ୍ଷ୍ୟ ରଖିଛନ୍ତି। ଛତ୍ରପୁର ସର୍କିଟ ହାଉସ ପରିସରରେ ବୁଧବାର ଏନେଇ ଆୟୋଜିତ ଏକ ଖବରଦାତା ସମିଳନୀରେ ରାଜ୍ୟ ଶିଶୁ ସୁରକ୍ଷା…
ବାଇକ ଧକ୍କାରେ କୃଷ୍ଣସାର ମୃତ
ବୁଗୁଡା,୫ା୨(ଡି.ଏନ୍.ଏ.):ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ଜିଲିବା ରାସ୍ତାରେ ମଙ୍ଗଳବାର ରାତି ପ୍ରା ୮ଟାରେ ବାଇକ ଧକ୍କାରେ ଏକ କୃଷ୍ଣସାର ମୃଗର ମୃତ୍ୟୁ ହୋଇଛି। ବାଇକ ଆରୋହୀ ଜଣକ ବଡଖୋଲରୁ ବେଲଗୁଣ୍ଠା ଯାଉଥିବାବେଳେ ଜିଲିବା ନିକଟରେ ରାସ୍ତାପାର ହେଉଥିବା କୃଷ୍ଣସାରକୁ ଧକ୍କା ଦେଇଥିଲା। ବନବିଭାଗ…
ସଚେତନ ହେଲେ କର୍କଟ ରୋଗକୁ ଦୂରେଇ ହେବ
ବ୍ରହ୍ମପୁର ଅଫିସ,୫ା୨-କର୍କଟ ରୋଗର ଅରୋଗ୍ୟ ସମ୍ଭବ। ପ୍ରାୟ ୪୦ରୁ ୫୦ ପ୍ରତିଶତ କର୍କଟରୋଗର ସମ୍ପୂର୍ଣ୍ଣ ଆରୋଗ୍ୟ ବର୍ତ୍ତମାନ ସମ୍ଭବ ହୋଇପାରୁଛି। ସାରା ବିଶ୍ୱରେ ପ୍ରତି ମିନିଟରେ ୧୭ ଜଣ କର୍କଟ ରୋଗରେ ମୃତ୍ୟୁ ମୁଖରେ ପଡୁଛନ୍ତି। ପ୍ରଥମିକ ଅବସ୍ଥାରେ କର୍କଟ ରୋଗ…
ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ, ଭିଡିଓ ଭାଇରାଲ
ଦିଗପହଣ୍ଡି,୫ା୨(ଡି.ଏନ.ଏ.) -ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗଁାର ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଭାଇରାଲ ପରେ ତାଙ୍କ ବାହାଘର ଭାଙ୍ଗିଯାଇଛି। ଅଭିଯୋଗ ପରେ ଘଟଣାରେ ସମ୍ପୃକ୍ତ ତାଙ୍କ ସହପାଠୀ ତଥା ପ୍ରେମିକ ରତ୍ନାକର ଗୌଡଙ୍କୁ…
Archives


