ଗଞ୍ଜାମ

କରୋନାରେ ଆଖିବୁଜିଲେ ଅଙ୍ଗନଓ୍ବାଡି କର୍ମୀ, ଶୋକ ପ୍ରକାଶ କଲେ ବାଚସ୍ପତି

ଦିଗପହଣ୍ଡି,୧୦ା୧୦(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଅଙ୍ଗନଓ୍ବାଡ଼ି କର୍ମୀ ପି. ମାଙ୍ଗାମା ପାତ୍ର କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ପରଲୋକ ଖବର ପାଇ ଦିଗପହଣ୍ଡି ବିଧାୟକ ତଥା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର,…

ନଦୀପଠାରେ ଯୁବତୀଙ୍କୁ ହତ୍ୟା ମାମଲା: ଭାଜପା ପକ୍ଷରୁ କେ. ନୂଆଗାଁ ଥାନା ଘେରାଉ

ଦିଗପହଣ୍ଡି/ଚିକିଟି,୧୦।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଦେଓଖାଳି ଗାଁର ଯୁବତୀ ପ୍ରମୋଦିନୀ ନାୟକଙ୍କ ହତ୍ୟାଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ହୋଇଛି। ଏ ନେଇ ଭାଜପା ଦିଗପହଣ୍ଡି ବ୍ଳକ କମିଟି ପକ୍ଷରୁ ଶନିବାର କେ. ନୂଆଗାଁ ଥାନା ଘେରାଉ କରାଯାଇଛି। ଭାଜପା ଗଞ୍ଜାମ…

ଷ୍ଟିମ ପାଇପ୍‌ ଫାଟି ଶ୍ରମିକ ଗୁରୁତର ଘଟଣା: ଆଖିବୁଜିଲେ ଶଙ୍କର

ଗଞ୍ଜାମ,୯।୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ଗତ ମଙ୍ଗଳବାର ଷ୍ଟିମ୍‌ ପାଇପ୍‌ ଫାଟି ଜଣେ ଇଞ୍ଜିନିୟର ସମେତ ୩ ଜଣ ଗୁରୁତର ହୋଇଥିଲେ। ଏଥିରେ ପୁଇଁତୋଳା ଗ୍ରାମର ଶଙ୍କର ରାଉଳ (୩୨) ଅଧିକ ଗୁରୁତର ହୋଇଥିଲେ l ତାଙ୍କ ଶରୀର ସମ୍ପୂର୍ଣ୍ଣ…

ଭିଜିଲାନ୍ସ ହାତରେ ଧରାପଡିଲେ କଲେଜ ଅଧ୍ୟକ୍ଷ

ବ୍ରହ୍ମପୁର ଅଫିସ,୮ା୧୦-ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ଯୁକ୍ତ ୨ ବିଜ୍ଞାନ ଉଚ୍ଚ ବିଦ୍ୟାଳୟର ଜଣେ ପଦାର୍ଥ ବିଜ୍ଞାନ ଡେମନଷ୍ଟ୍ରେଟର ବସନ୍ତ କୁମାର ଜେନାଙ୍କ ଜିପିଏଫ ଓ ଏମ୍‌ଏସିପିି ବିଲ୍‌ ପାସ୍‌ କରିବା ପାଇଁ ଉକ୍ତ କଲେଜ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଏମ୍‌. ଟୁନା…

କରୋନା ମୁକାବିଲା: ଗଞ୍ଜାମ ମଡେଲକୁ ପ୍ରଶଂସା କଲା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ

ଛତ୍ରପୁର,୮ା୧୦(ଡି.ଏନ.ଏ.)- କୋଭିଡ୍‌-୧୯ର ସଫଳ ମୁକାବିଲା ପାଇଁ ଗଞ୍ଜାମ ମଡେଲ୍‌ ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଶଂସିତ ହୋଇଛି ା ଏଥିସହ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ ରିପୋର୍ଟରେ ଗଞ୍ଜାମ ମଡେଲ ସ୍ଥାନ ପାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି…

ଷ୍ଟିମ୍‌ ପାଇପ ଫାଟି ଶ୍ରମିକ ଆହତ ଘଟଣା: କ୍ଷତିପୂରଣ ଦେବାକୁ ଶୁଣୁନି କମ୍ପାନୀ, ଆନ୍ଦୋଳନ ଜାରି

ଗଞ୍ଜାମ,୭ା୧୦(ଡି.ଏନ୍‌.ଏ.): ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ମଙ୍ଗଳବାର ଷ୍ଟିମ୍‌ ପାଇପ ଫାଟି କମ୍ପାନୀ ଇଞ୍ଜିନିୟରଙ୍କ ସମେତ ତିନିଜଣ ଠିକା ଶ୍ରମିକ ଆହତ ହୋଇଥିଲେ। ବର୍ତ୍ତମାନ ଆହତ ଶଙ୍କର ରାଉଳଙ୍କ ଅବସ୍ଥା ଗୁରୁତର ଥିବାରୁ ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଶରୀରର ସମ୍ପୂର୍ଣ୍ଣ ଅଙ୍ଗ…

ଷ୍ଟିମ୍‌ ପାଇପ୍‌ ବେଲ୍‌ ଫାଟି ଇଞ୍ଜିନିୟର ସମେତ ତିନି ଶ୍ରମିକ ଗୁରୁତର: କ୍ଷତି ପୂରଣ ଦାବିରେ ଆନ୍ଦୋଳନ

ଗଞ୍ଜାମ,୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ମଙ୍ଗଳବାର ସକାଳେ ଏକ ଅଘଟଣ ଘଟିଛି ।କମ୍ପାନୀର ଷ୍ଟିମ ପାଇପ୍‌ ବେଲ୍‌ ଫାଟିଯିବା ଫଳରେ ସେଠାରେ କାର୍ଯ୍ୟରତ ଜଣେ ଇଞ୍ଜିନିୟର ସମେତ ତିନି ଜଣ ଠିକା କର୍ମଚାରୀ ଗୁରୁତର ହୋଇଛନ୍ତି । ସେମାନେ ହେଲେ…

ଦିଗପହଣ୍ଡିରେ କୋଭିଡ କଟକଣାକୁ ବେଖାତିର: ବ୍ୟବସାୟିକ ପ୍ରତିଷ୍ଠାନ ସିଲ୍‌

ଦିଗପହଣ୍ଡି,୫।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍‌ କଟକଣାକୁ ବ୍ୟବସାୟୀମାନେ ବେଖାତିର କରୁଥିବା ଦେଖିବାକୁ ମିଳୁଛି। ଏ ନେଇ ସୋମବାର ଅତିରିକ୍ତ ଜିଲାପାଳ ଡ. ଶତେ କୁମାର ଦାସ, ସହକାରୀ ଜିଲାପାଳ କେ. ମାଲେଶ୍ୱର ପାତ୍ର ଦିଗପହଣ୍ଡିରେ ପହଞ୍ଚି…

ଘରେ ପଶି ମହିଳାଙ୍କୁ ବଳାତ୍କାର: ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧ା୧୦: ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଅଙ୍ଗଦ ମଳିକଙ୍କୁ ପୋଲିସ ଗୁରୁବାର ବ୍ରହ୍ମପୁର ଜିଲା ଦୌରା ଜଜ୍‌ କୋର୍ଟକୁ ଚାଲାଣ କରିଛି।…

ହିତାଧିକାରୀଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଦିଗପହଣ୍ଡି,୩୦ା୯: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତର ବଜ୍ରଗୁମ୍ମା, ଢେପାପେଣ୍ଠ, ଚୌଧୁରୀ ଟିକରପଡ଼ା ଆଦି ଗ୍ରାମର ବହୁ ସଂଖ୍ୟକ ହିତାଧିକାରୀ ବିଭିନ୍ନ ସରକାରୀ ସହାୟତାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ସାମାଜିକ କର୍ମୀ ଇଂ. ଉତ୍ତମ କୁମାର ପାଣିଗ୍ରାହୀଙ୍କ…

ପୋଖରୀରେ ବୁଡି ଯୁବକଙ୍କ ଜୀବନଗଲା

ଦିଗପହଣ୍ଡି,୩୦।୯(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଆଠ ଗଡ଼ିଆ ସାହିର ବି.ଦିନବନ୍ଧୁ ନାମକ ଜଣେ ଯୁବକ ପୋଖରୀରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ ଟାରୁ ସେ ଘରୁ ଯାଇଥିଲେ ମଧ୍ୟ ରାତି ୧୦ ଟା ଯାଏ ଘରକୁ ଫେରି…

ତପ୍ତପାଣି ଘାଟିରେ ଓଲଟିଲା ପେପର ବୋଝେଇ ଟ୍ରକ୍‌

ପାଟପୁର,୨୯।୯(ଡି.ଏନ୍‌.ଏ.): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ନିକଟ ପାଳୁଖୋଳା ଘାଟିରେ ମଙ୍ଗଳବାର ଭୋରୁ ଏକ ପେପର ବୋଝେଇ ଟ୍ରକ୍‌ (ଓଡି୧୮ଏ୭୨୯୨) ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ବ୍ରେକ୍‌ ଫେଲ ହେବାରୁ ଗାଡ଼ିଟି ଘାଟି ତଳକୁ ଓଲଟି ପଡିଥିବା ଜଣାପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?