କ୍ୱାରାଣ୍ଟାଇନ୍ ସେଣ୍ଟରରେ କାର୍ଯ୍ୟ କରୁଥିବା ଶିକ୍ଷକଙ୍କ କରୋନାରେ ମୃତ୍ୟୁ, ଶୋକ ପ୍ରକାଶ କଲେ ବାଚସ୍ପତି
ଦିଗପହଣ୍ଡି,୧୭।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଫୁଲସୁନ୍ଦରୀ ସାହିର ସହକାରୀ ଶିକ୍ଷକ ବଂଶୀଧର ବେହେରାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର କରୋନାରେ ମୃତ୍ୟୁ ଘଟିଛି। ଏ ନେଇ ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଜଣାଇଛନ୍ତି। ସେ ଦିଗପହଣ୍ଡି କୁଶପଡ଼ା ପଞ୍ଚାୟତ କେ.…
ଗଞ୍ଜାମର ୯ ସହରରୁ ଉଠିଲା ଶଟ୍ଡାଉନ୍: ରାତି ୯ରୁ ଲାଗୁ ହେବ ଲକ୍ଡାଉନ୍
ଛତ୍ରପୁର,୧୭।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଶୁକ୍ରବାର ରାତି ୯ ଟାରୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ହେବ। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଲକ୍ଡାଉନ୍ ପକ୍ରିୟା ଜାରି ରହିବ। ଅପରପକ୍ଷରେ ଗଞ୍ଜାମ ଜିଲାର ୯ଟି ସହରରେ ୨୧ ତାତିଖ ପର୍ଯ୍ୟନ୍ତ ଜାରି ହୋଇଥିବା ଶଟ୍ଡାଉନ୍କୁ ଉଠାଇ…
ମାସ୍କ ନ ପିନ୍ଧି ଦେଲେ ୭୬ ହଜାର ଟଙ୍କା ଜରିମାନା
ବ୍ରହ୍ମପୁର ଅଫିସ,୧୬।୭: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ସହିତ ମୃତ୍ୟୁ ହାର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର ଲକ୍ଡାଉନ ଓ ଶଟ୍ଡାଉନ୍ କଟକଣାକୁ ଜୋରଦାର କରିଛନ୍ତି । ଜିଲାରେ ଜାରି ହୋଇଥିବା ଏହି…
କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ କୋଭିଡ ଯୋଦ୍ଧା: ସଙ୍ଗୀତା ସମସ୍ତଙ୍କ ପାଇଁ ଉଦାହରଣ ଟୁଇଟ କଲେ ମୁଖ୍ୟମନ୍ତ୍ରୀ
ଛତ୍ରପୁର,୧୬।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁର ଶିକ୍ଷୟିତ୍ରୀ ତଥା କରୋନା ଯୋଦ୍ଧା ସଙ୍ଗୀତା ପାଣିଗ୍ରାହୀ କରୋନାରୁ ସୁସ୍ଥ ହୋଇ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଟୁଇଟ କରି କହିଛନ୍ତି ଯେ, କୋଭିଡ ଯୁଦ୍ଧରେ ଆଗଧାଡ଼ିର…
ଗଞ୍ଜାମର କୋଭିଡ ହସ୍ପିଟାଲ, କେୟାର ସେଣ୍ଟରରେ ସମସ୍ୟା ନେଇ ଅଡିଓ ଭାଇରାଲ: ୨୪ ଘଣ୍ଟିଆ କଲ୍ ସେଣ୍ଟରକୁ ଆସିଲା ୨୪୯ଫୋନ୍
ଛତ୍ରପୁର,୧୬।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଥିବା ଶିତଳାପଲିସ୍ଥିତ ଟାଟା କୋଭିଡ ହସ୍ପିଟାଲ, ପାରଳା ମହାରାଜା ଓ ଅନ୍ୟ କୋଭିଡ କେୟାର ସେଣ୍ଟରରେ ଚିକିତ୍ସା, ପାଣି, ଖାଦ୍ୟ, ପରିମଳ ସମ୍ଭନ୍ଧୀୟ ଅବ୍ୟବସ୍ଥା ନେଇ ବାରମ୍ବାର ଭିଡିଓ ଭାଇରାଲ ହେଉଛି। ବୁଧବାର ମଧ୍ୟ ଏସମ୍ପର୍କୀତ ସମସ୍ୟା…
୮୪ ପ୍ରତିଶତ ଗାଁ ଗ୍ରୀନ୍ ଜୋନରେ, ସହର ପାଇଁ ବଢ଼ିଛି ଚିନ୍ତା: ଗଞ୍ଜାମ ଜିଲାପାଳ
ଛତ୍ରପୁର,୧୬।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ସହ ମୃତ୍ୟୁ ହାର ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟଇଛି। ଏଥିସହ ସଂକ୍ରମଣ ବ୍ୟାପୁଥିବାରୁ ଜିଲାବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।…
ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ୭ ଜେଲ୍ ଗଲେ
ଛତ୍ରପୁର,୧୬ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଗୌଡ଼ଗୋଠ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୧୧ ତାରିଖରେ ଅଶାନ୍ତି ଓ ଗଣ୍ଡଗୋଳ ସହ ଡ୍ୟୁଟିରେ ଥିବା ଜଣେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ଏହି ମାମଲାରେ ସମ୍ପୃକ୍ତ ୭ ଜଣଙ୍କୁ ବଡ଼ଗଡ଼ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।…
ଶଟ୍ଡାଉନ୍ରେ ଗଞ୍ଜାମ ପୋଲିସର କଡ଼ାକଡ଼ି ଯାଞ୍ଚ
ଗଞ୍ଜାମ, ୧୬।୭(ଡି.ଏନ୍.ଏ.): ରାଜ୍ୟରେ କରୋନା ଆକ୍ରାନ୍ତ ହୁ ହୁ ହୋଇ ବଢି ଚାଲିଥିବା ବେଳେ ଗଞ୍ଜାମ ଜିଲାରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ୧୬ରୁ…
ବ୍ୟାରିକେଡ୍ ଡେଉଁଛନ୍ତି ଅମାନିଆ: ତାଗିଦ୍ କରିବାରୁ ବିଡିଓଙ୍କୁ ଦୁର୍ବ୍ୟବହାର
ଆର.ଉଦୟଗିରି,୧୫ା୭(ଡି.ଏନ୍.ଏ.)-ଗଜପତି ଜିଲା ଆର୍.ଉଦୟଗିରି ପଞ୍ଚାୟତର ଜଣେ ଆୟୁଷ ଡ଼ାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ହୋମ୍ଗାର୍ଡ କରୋନା ସଂକ୍ରମିତ ହେବାପରେ ସେମାନେ ରହୁଥିବା ପଞ୍ଚାୟତର ୩ ସାହିକୁ ୭ଦିନ ପାଇଁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଥିଲା ପ୍ରଶାସନ। ପ୍ରବେଶ ପଥରେର ବ୍ୟାରିକେଡ୍ କରି ସିଲ୍…
କ୍ଲିନିକ୍ ସିଲ୍, ଡାକ୍ତର ଗିରଫ
ଶେରଗଡ଼,୧୫ା୭(ଡି.ଏନ୍.ଏ.)-ଗଞ୍ଜାମ ଜିଲା ଶେରଗଡ଼ ରମୁଣି ସାହିରେ କୋଭିଡ୍ କଟକଣା ନ ମାନି କ୍ଲିନିକ୍ ଖୋଲିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡିଛି। ସମ୍ପୃକ୍ତ କ୍ଲିନିକ୍କୁ ସିଲ୍ କରାଯାଇଥିବା ବେଳେ ଡାକ୍ତରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ଡାକ୍ତର ହେଲେ ସୁନୀଲ…
୧୬ରୁ ପୁରୁଷୋତ୍ତମପୁର ସହର ଶଟ୍ଡାଉନ: ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ
ପୁରୁଷୋତ୍ତମପୁର, ୧୫।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସିରେ କରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି। କେତେକ ଅମାନିଆ ଦୋକାନ ବଜାରରେ ସାମାଜିକ ଦୂରତ୍ୱ ରକ୍ଷା କରୁ ନ ଥିବା ଦେଖିବାକୁ ମିଳୁଛି। ତେଣୁ ଗୋଷ୍ଠୀ ସଂକ୍ରମଣକୁ ରୋକିବା ଲାଗି ପୁରୁଷୋତ୍ତମପୁର ଏନ୍ଏସି…
ବୁଗୁଡ଼ାରେ ପୁଣି ୧୭ କରୋନା ପଜିଟିଭ୍: ୧୯ ପର୍ଯ୍ୟନ୍ତ ବଢ଼ିଲା ଶଟ୍ଡାଉନ୍
ବୁଗୁଡ଼ା,୧୫ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଲୋକେ ବିଭିନ୍ନ ଆଶଙ୍କା ଦେଇ ଗତି କରୁଛନ୍ତି। ସେହିପରି ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକବାସୀ ମଧ୍ୟ ଏଥିରୁ ବାଦ୍ ପଡ଼ି ନ ଥିବା ଜଣାପଡ଼ିଛି। ବୁଗୁଡ଼ାରେ ବୁଧବାର ପୁଣି ୧୭…
Archives


