ଗଞ୍ଜାମ

ମୃତ କୋଭିଡ ଯୋଦ୍ଧାଙ୍କ ସହ ପୁରା ଗଞ୍ଜାମ ପୋଲିସ ରହିଛି: ୩ ମୃତକଙ୍କ ପରିବାରଙ୍କୁ ପ୍ରାପ୍ୟ ପ୍ରଦାନ

ଛତ୍ରପୁର,୯।୯(ଡି.ଏନ୍‌.ଏ .): କରୋନା ପରିଚାଳନା କାର୍ଯ୍ୟ କରୁଥିବା ବେଳେ ଗଞ୍ଜାମ ଜିଲା ପୋଲିସର ୩ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ସେମାନେ ହେଲେ ଆସିକା ଥାନା କୋଟିନଡ଼ା ଫାଣ୍ଡିର ଗୋଲକ ନାୟକ, ଭଞ୍ଜନଗର କୋର୍ଟର ଏଏସ୍‌ଆଇ ରବୀନ୍ଦ୍ର ନାଥ ବେହେରା ଓ…

ଗଞ୍ଜାମରେ ଟ୍ରେନ ରହଣି ପ୍ରସଙ୍ଗ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ଛତ୍ରପୁର,୯ା୯(ଡି.ଏନ୍‌.ଏ.): ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏଥିରେ ଦର୍ଶାଯାଇଛି ଯେ, କେନ୍ଦ୍ର ସରକାରଙ୍କ ଅନଲକ୍‌ ୪ ଗାଇଡ୍‌ଲାଇନ ଅବମାନନା କରି ରାଜ୍ୟ ସରକାରଙ୍କ ସୁପାରିସ କ୍ରମେ ବ୍ରହ୍ମପୁର ଗଞ୍ଜାମ, ଛତ୍ରପୁର, ବାଲୁଗାଁ ଷ୍ଟେଶନରେ ସ୍ପେଶାଲ ଟ୍ରେନ୍‌ ଫାଲ୍‌କନାମା, କୋଣାର୍କ…

ମାସ୍କ ନ ଥିଲେ ଯାତ୍ରୀଙ୍କୁ ଗଞ୍ଜାମ ପ୍ରବେଶ ମନା: ବସ୍‌, ଅଟୋରେ ଚାଲିଛି ଯାଞ୍ଚ

ଛତ୍ରପୁର,୯।୯(ଡି.ଏନ୍‌.ଏ.): କରୋନା ଭୟ ବର୍ତ୍ତମାନ ବି ଗଞ୍ଜାମ ଜିଲାରେ ଶେଷ ହୋଇନାହିଁ । କରୋନା ଶେଷ ହୋଇଗଲା ଭାବି ଜିଲାବାସୀ ବେଖାତିର ଭାବେ ବୁଲାବୁଲି କରୁଛନ୍ତି। ସତର୍କତା ନିୟମ ପାଳୁ ନାହାନ୍ତି। ଏହା ସେମାନଙ୍କ ପ୍ରତି ବିପଦ। ଏଣୁ ସତର୍କ ରହିବା…

ଗଞ୍ଜାମ ଜିଲାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଅକ୍ସିଜେନ ସ୍ତର ଯାଞ୍ଚ ଆରମ୍ଭ

ଛତ୍ରପୁର, ୮।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପ୍ରତେକ ବ୍ୟକ୍ତିଙ୍କ ଅକ୍ସିଜେନ ସ୍ତର ଯାଞ୍ଚ ପାଇଁ ମଙ୍ଗଳବାର ଠାରୁ କ୍ୟାମ୍ପେନ ଆରମ୍ଭ ହୋଇଛି। ଜ଼ିଲାର ସମସ୍ତ ଘରକୁ ଟିମ୍‌ ଯାଇ ପରିବାରର ସମସ୍ତ ସଦସ୍ୟଙ୍କ ଅକ୍ସିଜେନ ସ୍ତର କ’ଣ ଅଛି ତାହା ଯାଞ୍ଚ କରୁଛନ୍ତି।…

ଗଞ୍ଜାମରେ ଧାନ ବିକିବା ପାଇଁ ୯୯.୬୪ ପ୍ରତିଶତ ଚାଷୀ କରିଛନ୍ତି ପଞ୍ଜିକରଣ

ଛତ୍ରପୁର, ୭।୯(ଡି.ଏନ୍‌.ଏ.): ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କର ପଞ୍ଜିକରଣ କାର୍ଯ୍ୟକୁ ମିଶନ ମୋଡରେ କରିବା ସକାଶେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗତ ୨୯.୦୮.୨୦୨୦ରିଖ ବୈଠକରେ ଯୋଗାଣ ବିଭାଗ ଓ ସମବାୟ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଥିଲେ। ଗତ ବର୍ଷ…

ନଡ଼ିଆଗଛ ଉପରେ ନାଗସାପ ଦେଖି ଭୟରେ ତଳକୁ ଖସିପଡ଼ିଲେ ଯୁବକ, ଆଉ ତା’ ପରେ…

ଦିଗପହଣ୍ଡି,୬ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦଗାଁରେ ନଡ଼ିଆ ଗଛରୁ ଖସି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏହି ଯୁବକ ଜଣକ ହେଲେ କୈଳାସ ସେଠୀ। ରବିବାର ସକାଳେ ସେ ବାଡ଼ିପଡ଼େ ଥିବା ନଡ଼ିଆ ଗଛରୁ ନଡ଼ିଆ ତୋଳୁଥିବା…

ବୃଦ୍ଧାଙ୍କୁ ଧକ୍କା ଦେଇ ମିନି ବସ୍‌ ସହ ପିଟିହେଲା କାର୍‌, ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୬ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡ ନିକଟ ମୁଖ୍ୟରାସ୍ତାରେ ରବିବାର ଏକ କାର୍‌ (ନଂ. ଓଡ଼ି ୦୭ ଏ ବି -୧୫୧୨) ଧକ୍କା ଦେବାରୁ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି। ବୃଦ୍ଧା ଜଣକ ହେଲେ ଦିଗପହଣ୍ଡି ଗଜାନନ ନଗରର କାଞ୍ଚନ…

ଶିକାରୀଙ୍କ ବିଦ୍ୟୁତ୍‌ ତାରରେ ଲାଗି ୨ ଭାଇ ମୃତ

ହିଞ୍ଜିଳିକାଟୁ,୫ା୯(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସିଙ୍ଗିପୁର ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଶିକାର କରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଭାଇଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ ସିଙ୍ଗିପୁର ଗ୍ରାମର ରମେଶ ମୁନି…

ଗଞ୍ଜାମରେ କରୋନା ନେଲାଣି ୨୦୦ ଜୀବନ

ଛତ୍ରପୁର, ୫ା୯(ଡି.ଏନ୍‌.ଏ.)- କରୋନାରେ ଗଞ୍ଜାମ ଜ଼ିଲାର ୨୦୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଜ଼ିଲାରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଜିଲାରେ ମୃତ୍ୟୁ ସଂଖ୍ୟା କମୁ ନ ଥିବାରୁ ଚିନ୍ତା ବଢିଛି…

ଗଞ୍ଜାମରୁ ସୁରତ ଯାଉଥିବା ବସ୍‌ ଦୁର୍ଘଟଣା; ୮ ଶ୍ରମିକ ମୃତ

ରାୟପୁର, ୫।୯: ଛତିଶଗଡ଼ର ରାଜଧାନୀ ରାୟପୁରରେ ଶନିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟର ସୁରତ ଯାଉଥିବା ଏକ ବସ ରାଇପୁରର ଚେରି ଖେଡି ନିକଟରେ ଗୋଟିଏ ଟ୍ରକ୍‌ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ…

ଗଞ୍ଜାମରେ ପ୍ଲାଜମା ନେଇ ସୁସ୍ଥ ହେଲେଣି ୫୮ କରୋନା ରୋଗୀ

ଛତ୍ରପୁର,୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ପ୍ଲାଜମା ବ୍ୟାଙ୍କରେ କରୋନାରୁ ସୁସ୍ଥ ହୋଇଥି ଲୋକଙ୍କ ମଧ୍ୟରୁ ୨୦୧ ଜଣ ପ୍ଲାଜମା ଦାନ କରିଛନ୍ତି। ଅପରପକ୍ଷରେ କରୋନାରେ ଗୁରୁତର ୧୮୦ ଜଣଙ୍କୁ ପ୍ଲାଜମା ଥେରାପି ଦିଆଯାଇଛି। ସେଥିରୁ ୫୮ ଜଣ ସୁସ୍ଥ ହୋଇ…

ସୁସ୍ଥ ହୋଇ ଘରକୁ ଫେରିଲେ କରୋନା ଯୋଦ୍ଧା: ପ୍ରଶାସନ, ମେଡିକାଲ ସେବାକୁ ଜଣାଇଲେ କୃତଜ୍ଞତା

ଛତ୍ରପୁର,୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ତଥା କରୋନା ଯୋଦ୍ଧା ଜୟସେନ ବେହେରା କାର୍ଯ୍ୟରତ ଅବସ୍ଥାରେ କରୋନାରେ ସଂକ୍ରମିତ ହୋଇଥିଲେ। ସେ ବର୍ତ୍ତମାନ ସୁସ୍ଥ ହେବା ପରେ ତାଙ୍କ ଅନୁଭୂତି ବାଣ୍ଟିଛନ୍ତି। ଜିଲାପାଳ, ବିଡିଓଙ୍କ ସହଯୋଗ ଏବଂ କୋଭିଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri