ବଡ଼ ବଜାରରେ ନାହିଁ ଶୌଚାଳୟ: ଲୋକେ ହଇରାଣ
ବ୍ରହ୍ମପୁର ଅଫିସ,୨୬।୧ – ବ୍ରହ୍ମପୁର ସହରର ପ୍ରାଣ କେନ୍ଦ୍ର ବଡ଼ବଜାର। ନିୟମିତ ଗଞ୍ଜାମ ଜିଲା ସମେତ ଅନ୍ୟ ସ୍ଥାନରୁ ବହୁ ବ୍ୟବସାୟୀ ଓ ଗ୍ରାହକଙ୍କ ଭିଡ଼ ଏଠାରେ ଲାଗିରହିଥାଏ। କିନ୍ତୁ ଦୀର୍ଘବର୍ଷଧରି ବଡ଼ବଜାରର ଶୌଚାଳୟ ସମସ୍ୟା ଦୂରହୋଇ ପାରିନାହିଁ। ଫଳରେ ଦୂରସ୍ଥାନରୁ…
ଅଙ୍ଗନଓ୍ବାଡି କର୍ମୀଙ୍କ ଧାରଣା ସ୍ଥଗିତ
ସୋରଡ଼ା,୨୫ା୧(ଡି.ଏନ୍.ଏ.): ବିଭିନ୍ନ ସମସ୍ୟା ନେଇ ଓଡ଼ିଶା ଅଙ୍ଗନବାଡି ଲେଡିସ ଓ୍ବାର୍କର୍ସ ଆସୋସିଏଶନ ସୋରଡା ବ୍ଲକ ତରଫରୁ ଜିଲପାଳ, ତହସିଲଦାର, ଆଇଆଇସି, ଉପଜିଲପାଳଙ୍କୁ ଗତ ଶନିବାର ଏକ ଦାବିପତ୍ର ପ୍ରଦାନ କରଯାଇଥିଲା। ୨୪ ତାରିଖ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନ ହେଲେ ୨୫…
ପିଇବା ପାଣି ବିଷ: ଲକ୍ଷ୍ମୀବିହାରରେ ଚାଲିଛି ଚଢ଼ାଉ
ବ୍ରହ୍ମପୁର ଅଫିସ ,୨୪।୧: ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ବଢ଼ିଚାଲିଛି ନକଲି କାରବାର। ଭେଜାଲ ମସଲା ଗୁଣ୍ଡ, ଚା’ଗୁଣ୍ଡ ପରେ ଏବେ ଭେଜାଲ ପାଣି କାରଖାନା ଉପରେ ବଡବଜାର ପୋଲିସ ଚଢ଼ାଉ କରିଛି । ଲକ୍ଷ୍ମୀନଗର ଅଞ୍ଚଳରେ ଘରଭଡା ନେଇ ଲଷ୍ମୀ…
ଝିଆରୀଙ୍କ ତଣ୍ଟି କାଟିଦେଲେ ଦାଦା
ବୁଗୁଡ଼ା,୨୪।୧: (ଡି.ଏନ୍.ଏ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବଣପଲ୍ଲୀ ଗ୍ରାମରେ ରବିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ସମ୍ପର୍କୀୟ ଦାଦାଙ୍କ ଛୁରା ମାଡରେ ଝିଆରୀ ଗୁରୁତର ହୋଇଛନ୍ତି। ତାଙ୍କ ବେକ ଓ ପେଟରେ ଆଘାତ ଲାଗିଥିବା…
ବ୍ରହ୍ମପୁରରେ ନକଲି ସସ୍ କାରଖାନା
ବ୍ରହ୍ମପୁର ଅଫିସ,୨୩।୧- ବ୍ରହ୍ମପୁର ସହରତଳି ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ନକଲି କାରଖାନା ଠାବ କରୁଛି ପୋଲିସ। ବଡବଜାର ଥାନା ଫାଷ୍ଟଗେଟ୍ ଗଣପତିନଗରରୁ ଶନିବାର ରାତିରେ ଠାବ ହୋଇଛି ଏକ ନକଲି ସସ୍ କାରଖାନା। ସକାଳେ ବେଆଇନ ଗୁଟ୍ଖା କାରଖାନା ପରେ…
ମନ୍ଦିର ଦାନହୁଣ୍ଡି ଚୋରି କରି ନଦୀ ବାଲିରେ ପୋତିଦେଲେ ଦୁର୍ବୃତ୍ତ
ସୋରଡ଼ା,୨୩।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ାସ୍ଥିତ ପଞ୍ଚାନନ ହୁଣ୍ଡିକୁ ଶୂକ୍ରବାର ରାତିରେ ଦୁର୍ବୃତ୍ତମାନେ ଚୋରି କରି ନେଇଥିବା ଶନିବାର ସକାଳେ ମନ୍ଦିର ପୂଜକ ଯାଇ ଦେଖିଥିଲେ। ଏନେଇ ପରିଚାଳନା କମିଟିକୁ ଖବର ଦେଇଥିଲେ। କମିଟି ସଭ୍ୟ ମନୋଜ କୁମାର ପଟ୍ଟନାୟକ ଥାନାକୁ ଜଣାଇଥିଲେ।…
ରାସ୍ତା ଝାଡ଼ୁ କଲେ ବିଚାରପତି
ପୁରୁଷୋତ୍ତମପୁର,୨୩।୧(ଡି.ଏନ୍.ଏ.): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଶନିବାର ‘କ୍ଳିନ ଆଣ୍ଡ ଗ୍ରୀନ୍ ପ୍ରୋଜେକ୍ଟ“ଆରମ୍ଭ ହୋଇଛି। ବିଚାରପତି ଦିଲ୍ଲୀପ କୁମାର ବାରିକ ଏହା ସମ୍ପର୍କରେ ଗୁରୁତ୍ୱାରୋପ କରି ପରିବେଶ ସୁରକ୍ଷା ସହ…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ
ବ୍ରହ୍ମପୁର ଅଫିସ,୨୨ା୧: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଲିଙ୍ଗରାଜ ଲ’ କଲେଜରେ ଠିକା ଭାବେ କାମ କରୁଥିବା ଟାଇପିଷ୍ଟ ପ୍ରଶାନ୍ତ କୁମାର ନାୟକ ଗିରଫ ହୋଇ ଜେଲ ଯାଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ ଜାମିନ ମିଳିଛି। ହାଇକୋର୍ଟ ନିର୍ଦ୍ଦେଶ ଆଧାରରେ ଶୁକ୍ରବାର…
ବାଲ୍ୟବିବାହ ସୂଚନା ଦେଲେ ମିଳିବ ୫ ହଜାର ପୁରସ୍କାର
ଛତ୍ରପୁର,୨୨ା୧(ଡି.ଏନ୍.ଏ.)- ଗଞ୍ଜାମ ଜିଲା ନିର୍ଭୟକଢି ଟାସ୍କଫୋର୍ସ କମିଟି ବୈଠକ ଶୁକ୍ରବାର ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ । ଗାଁରେ ବାଲ୍ୟବିବାହ ହେଲେ ସ୍ଥାନୀୟ ସ୍କୁଲ ଶିକ୍ଷକ ଓ ଅଙ୍ଗନୱାଡି…
ଲକ୍ଷ୍ମୀଦତ୍ତ ହତ୍ୟା ମାମଲା, ସାକ୍ଷ୍ୟ ଦେଲେ ବଡ଼ଭାଇ
ଛତ୍ରପୁର,୨୧ା୧(ଡି.ଏନ୍.ଏ.): ଛତ୍ରପୁର ଏନ୍ଏସିର ବିଜେଡି କାଉନ୍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ବିଚାର ଛତ୍ରପୁର ଏଡିଜେ କୋର୍ଟରେ ବୁଧବାରଠାରୁ ଆରମ୍ଭ ହୋଇଛି। ବୁଧବାର ଲକ୍ଷ୍ମୀଦତ୍ତଙ୍କ ଭାଇ ତଥା ଏତଲାକାରୀ ଦେବୀଦତ୍ତ ପ୍ରଧାନ ସାକ୍ଷ୍ୟ ପ୍ରଦାନ କରିଥିଲେ। ଗୁରୁବାର ତାଙ୍କ ବଡ଼ଭାଇ ସଞ୍ଜୀବ…
ଗଞ୍ଜାମ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା
ଗଞ୍ଜାମ,୨୧ା୧(ଡି.ଏନ.ଏ.): ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ଘୋଷଣା କରାଯିବା ପରେ ଗୁରୁବାର ଗଞ୍ଜାମ ସହର କର୍ମୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଜୟ ନବୀନ, ଜୟ ବିଜେଡି ଧ୍ୱନିରେ ସହର ପ୍ରକମ୍ପିତ ହୋଇଥିଲା। ବ୍ରହ୍ମପୁର ଏମ୍ପି ଚନ୍ଦ୍ର…
ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ
ଦିଗପହଣ୍ଡି,୨୧ା୧(ଡି.ଏନ.ଏ.): ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗଁାରେ ଘରେପଶି ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ନେଇ ମହିଳା ଜଣକ ଗୁରୁବାର ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ବସନ୍ତ କୁମାର ସେଠୀ କେସ୍ ନଂ.୧୮/୨୧ରେ ୨ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ…
Archives


