ବୁଢୀ ଠାକୁରାଣୀ ଯାତ୍ରାକୁ ବିଏମ୍ସିର ଅନୁମତି
ବ୍ରହ୍ମପୁର ଅଫିସ,୨୧ା୩: ବ୍ରହ୍ମପୁର ମା’ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରାକୁ ନେଇ ଶନିବାର ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ୭ଦିନ ଯାତ୍ରା ପାଇଁ ଅନୁମତି ଦିଆଯାଇଛି। ବିଏମ୍ସି କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। କୋଭିଡ୍…
ବ୍ରହ୍ମପୁର ଆଇଟିଆଇକୁ ସ୍କଚ୍ ଆୱାର୍ଡ
ବ୍ରହ୍ମପୁର ଅଫିସ୍,୨୧ା୩: କରୋନା ସମୟରେ ସଂକ୍ରମଣରୁ ଦୂରେଇ ରହିବା ନିମନ୍ତେ ଉନ୍ନତମାନର ସାମଗ୍ରୀ ପ୍ରସ୍ତୁତ କରି ବ୍ରହ୍ମପୁର ଶିଳ୍ପ ତାଲିମ୍ ବୈଷୟିକ ଅନୁଷ୍ଠାନ ୭୨ତମ ସ୍କଚ୍ ସମିତିରେ ଶନିବାର ସ୍ବର୍ଣ୍ଣ ବିଜେତା ଭାବେ ସ୍କଚ୍ ଆୱାର୍ଡ଼ ହାସଲ କରିଛି। ଛାତ୍ରୀଛାତ୍ରମାନେ ସ୍ମାର୍ଟ…
କରୋନା କଟକଣା: ଗଞ୍ଜାମରେ ନିରାଡ଼ମ୍ବର ହେବ ଦୋଳଯାତ୍ରା
ଗଞ୍ଜାମ,୨୦।୩(ଡି.ଏନ୍.ଏ.): ଗଞ୍ଜାମର ଐତିହାସିକ ଦୋଳଯାତ୍ରା ଏଥର ନିରାଡ଼ମ୍ବରରେ ପାଳନ ହେବ। କରୋନା କଟକଣା ପାଇଁ ଚଳିତ ବର୍ଷ ବାଜା ରୋଷଣୀ ନାଚଗୀତ ବିନା କେବଳ ରୀତିନୀତିରେ ଦୋଳଯାତ୍ରା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି। ଗଞ୍ଜାମ ସହରରେ ପ୍ରଶାସନ ପକ୍ଷରୁ ଏ ନେଇ…
ମୁମ୍ବାଇରେ ପ୍ରବାସୀ ଓଡ଼ିଆଙ୍କ ମହାନତା, ଗରିବଙ୍କୁ ବଢ଼ାଉଛନ୍ତି ସହାୟତାର ହାତ
ପୁରୁଷୋତ୍ତମପୁର,୨୦।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଡଙ୍କାରି ଗ୍ରାମର ଭାଣ୍ଡି ଗୌରିଶଙ୍କର (୫୫)ଙ୍କ ହାର୍ଟ ସମସ୍ୟା ନେଇ ସେ ମୁମ୍ବାଇର ଫ୍ଳାଟଇନାମା ହସ୍ପିଟାଲ ଚିକିତ୍ସା ଲାଗି ଯାଇଥିଲେ। ତେବେ ଏହା ଜାଣି ମୁମ୍ବାଇରେ ରହୁଥିବା ଜଣେ ପ୍ରବାସୀ ଓଡ଼ିିଆଙ୍କ ମହାନତା ଦେଖିବାକୁ…
ଓଡ଼ିଶା ବାହାରୁ ଆସିଲେ ଜଣାଅ: ଗଞ୍ଜାମ ଜିଲାପାଳ
ଛତ୍ରପୁର,୨୦।୩(ଡି.ଏନ୍.ଏ.)- କୋରୋନା ସଂକ୍ରମଣ ବଢୁଥିବାରୁ ଗଞ୍ଜାମ ଜିଲାପାଳ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ ସେ ଶନିବାର ଟୁଇଟ କରି କହିଛନ୍ତି, ଯଦି କେହି ଓଡ଼ିଶା ବାହାରୁ ଗଞ୍ଜାମକୁ ଆସନ୍ତି , ତାହା ହେଲେ ସେ ସ୍ଥାନୀୟ…
ଓଡିଆ ନ ଜାଣିବା ମହଙ୍ଗା ପଡ଼ିଲା: ଆର୍ଯ୍ୟପଲ୍ଲୀ ସରପଞ୍ଚଙ୍କ ପଦବୀ ଅସିଦ୍ଧ
ଛତ୍ରପୁର,୧୯।୩(ଡି.ଏନ.ଏ): ଓଡିଆ ଲେଖାପଢ଼ା ଜାଣି ନ ଥିବା କାରଣରୁ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସରପଞ୍ଚ ଏମ୍ .ଲକ୍ଷ୍ମୀଙ୍କ ପଦବୀ ଅସିଦ୍ଧ ଘୋଷଣା ହୋଇଛି। ଛତ୍ରପୁର ସିଭିଲ ଜଜ୍ ଜୁନିୟର ଡିଭିଜନ ବିଚାରପତି ସନ୍ତୋଷ କୁମାର ପାଣିଗ୍ରାହୀ ଗୁରୁବାର…
ଯୌତୁକ ନିର୍ଯାତନା, ସ୍ବାମୀ ଅଟକ
ଗଞ୍ଜାମ,୧୮।୩(ଡି.ଏନ୍.ଏ.): ଗଞ୍ଜାମ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକ ଯୌତୁକ ନିର୍ଯାତନା ଦେଉଥିବା ନେଇ ଗଞ୍ଜାମ ଥାନାରେ ଅଭିଯୋଗ ହୋଇଛି l ଏତଲା ପରେ ଗଞ୍ଜାମ ଥାନା ପୋଲିସ ପକ୍ଷରୁ କେସ୍ ନମ୍ବର ୫୩/୨୧ରେ ମାମଲା ରୁଜୁ କରିବା…
ପ୍ରବାସୀଙ୍କୁ ଯାତ୍ରା ମନା
ଛତ୍ରପୁର,୧୭ା୩: ଗଞ୍ଜାମ ଜିଲାରେ ପୁଣି କରୋନା ସଂକ୍ରମଣ ବଢିବା ସମ୍ଭାବନା ରହିଥିବାରୁ ଜିଲାବାସୀଙ୍କୁ ସତର୍କ ରହିବାକୁ ହେବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ଭର୍ଚୁଆଲ ବୈଠକରେ ଅବଗତ କରାଇଛନ୍ତି। ଜିଲାରେ ଆଗକୁ ଦୋଳଯାତ୍ରା, ତାରାତାରିଣୀଙ୍କ ଯାତ୍ରା ଓ ଦଣ୍ଡଯାତ୍ରା…
ଗଞ୍ଜାମରେ ଝାମୁ ଯାତ୍ରା ଶୁଭାରମ୍ଭ: ୨୩ରୁ ନିଆଁରେ ଚାଲିବେ ମାନସିକଧାରୀ
ଞ୍ଜାମ,୧୭।୩(ଡି.ଏନ୍.ଏ.): ଆବାହନ କାଳରୁ ହୋଇ ଆସୁଥିବା ତେଲୁଗୁ ସମ୍ପ୍ରଦାୟ ଦେବୀ ମା’ ଏଲଏମାଙ୍କ ଝାମୁ ଯାତ୍ରା ମଙ୍ଗଳବାର ଆରମ୍ଭ ହୋଇଛି । ଗଞ୍ଜାମସ୍ଥିତ ଷୋହଳ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ଙ୍କ ମନ୍ଦିରରେ ଏହି ଯାତ୍ରା ଅନୁଷ୍ଟିତ ହୁଏ। ବର୍ତ୍ତମାନ…
ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ସାଇକେଲ ରାଲି
ବଲାଙ୍ଗୀର ଅଫିସ,୧୭।୩: ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ ବଲାଙ୍ଗୀର ପକ୍ଷରୁ ବୁଧବାର ସାଇକେଲ ଶୋଭାଯାତ୍ରା ଆୟୋଜନ ହୋଇଛି। ସ୍ଥାନୀୟ ଗାନ୍ଧୀ ଭବନ ସମ୍ମୁଖରୁ ଆରମ୍ଭ ହୋଇଥିବା ସଚେତନତା ସାଇକେଲ ରାଲିକୁ ପ୍ରଫେସର ମଧୁସୂଦନ ପତି ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ।…
ଯୁବକଙ୍କୁ ଗୁଳିମାଡ଼; ୩ ଗିରଫ, ବନ୍ଧୁକ ଜବତ
ବ୍ରହ୍ମପୁର ଅଫିସ, ୧୭।୩: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡ଼ସିଂ ଧୋବା ସାହିରେ ମଙ୍ଗଳବାର ମଧ୍ୟରାତିରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ପୋଲିସ ଏହି ଘଟଣାରେ ବୁଧବାର ମାଷ୍ଟରମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଖୋଡାସିଂ…
ଲଟେରି ଉଠିଲେ ମିଳୁଛି ପାଣି
ଛତ୍ରପୁର,୧୬।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହରରେ ପାନୀୟ ଜଳ ଅଭାବ ଦେଖାଦେଇଛି। ବିଶୁଦ୍ଧ ପାଣି ଟୋପାଏ ପାଇଁ ଏଠାରେ ଲଟେରି ପକାଇବାକୁ ପଡୁଛି। ଭାଗ୍ୟ ସାଥ୍ ଦେଲେ ଲଟେରି ଉଠିଲେ ଶୋଷ ମେଣ୍ଟାଇବାକୁ ପାଣି ମିଳୁଛି। ଏପରି ଦେଖିବାକୁ ମିଳିଛି…
Archives


