ଅକ୍ସିମିଟର ଆପ ଡାଉନ୍ଲୋଡ ନ କରିବାକୁ ଗଞ୍ଜାମ ଏସ୍ପିଙ୍କ ପରାମର୍ଶ: ଫିଙ୍ଗର ପ୍ରିଣ୍ଟ ନେଇ ଲୁଟୁଛନ୍ତି ଟଙ୍କା
ଛତ୍ରପୁର,୨୬।୫(ଡି.ଏନ୍.ଏ.): ସୁଗାର, ବିପି ଓ ଅକ୍ସିଜେନ ସ୍ତର କ’ଣ ଅଛି ମୋବାଇଲ ଫୋନ ଦ୍ୱାରା ଜାଣିବାକୁ ପ୍ରାୟ କେତେ ଲୋକ ଅକ୍ସିଜେନ ଆପ ଡାଉନଲୋଡ଼ କରୁଛନ୍ତି। ପରେ ଉକ୍ତ ଆପ ଖୋଲି ମୋବାଇଲ ଉପରେ ଲୋକେ ଫିଙ୍ଗର ପ୍ରିଣ୍ଟ ଦେଉଛନ୍ତି। ଏହି…
ବାତ୍ୟା ୟାସ୍ ପ୍ରସ୍ତୁତି: ୭୫ହଜାର ଲୋକଙ୍କୁ ସ୍ଥାନାନ୍ତର, ୫୦୪ଗର୍ଭବତୀଙ୍କୁ ମେଡିକାଲକୁ ପଠାଇବା ଲକ୍ଷ୍ୟ
ଛତ୍ରପୁର,୨୫।୫(ଡି.ଏନ୍.ଏ.): ରାଜ୍ୟ ସରକାର ଓ ଏସ୍ଆରସିଙ୍କ ପକ୍ଷରୁ ଆସୁଥିବା ସୂଚନା ଅନୁସାରେ ଗଞ୍ଜାମରେ ବାତ୍ୟା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବାତ୍ୟା ମୁକାବିଲା ପାଇଁ ଜିଲାରେ ୪ ଥର ବୈଠକ ମଧ୍ୟ ହୋଇସାରିଛି। ୩ ଦିନ ହେଲା ଗର୍ଭବତୀଙ୍କୁ ଡେଲିଭେରୀ ସୁବିଧା…
୪୫ ଅକ୍ସିଜେନ କନ୍ସନ୍ଟ୍ରେଟର ଦେଲା ଗୋପାଳପୁର ପୋର୍ଟ
ଛତ୍ରପୁର,୨୫।୫(ଡି.ଏନ୍.ଏ.): ଗଞ୍ଜାମ ଜିଲାପ୍ରଶାସନକୁ ଗୋପାଳପୁର ପୋର୍ଟ ପକ୍ଷରୁ ୪୫ଟି ଅକ୍ସିଜେନ କନ୍ସନ୍ଟ୍ରେଟର ପ୍ରଦାନ କରାଯାଇଛି। ଏନେଇ ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପି.ଡି. ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିପାଇଁ ପୋର୍ଟ କର୍ତ୍ତୃପକ୍ଷଙ୍କୁ…
ପୁଣି ୨ମୁଣ୍ଡ ନେଲା କରୋନା: ଗଞ୍ଜାମରେ ୧୧.୨୮ଲକ୍ଷ ଲୋକଙ୍କ ହେଲାଣି ସ୍ବାସ୍ଥ୍ୟ ସ୍କ୍ରିନିଂ
ଛତ୍ରପୁର,୨୫।୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଜିଲାରେ ୨୫୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୨ଜଣଙ୍କ ଜୀବନ ନେଇଛି କରୋନା। କୋଭିଡରେ ମୃତ ବ୍ୟକ୍ତିଙ୍କ ମଧୁମେହ, ରକ୍ତଚାପ ଆଦି ଅନ୍ୟ…
ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ପରଲୋକ
ଭଞ୍ଜନଗର,୨୫।୫(ଡି.ଏନ୍.ଏ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ର (୮୧)ଙ୍କ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ପରଲୋକ ଘଟିଛି। କରୋନାରେ ଚିକିତ୍ସଧୀନ ଥିବାବେଳେ ତାଙ୍କର ବିୟୋଗ ହୋଇଛି। ସେ୧୯୮୫ରୁ୧୯୯୦ ପର୍ଯ୍ୟନ୍ତ ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ କଂଗ୍ରେସର ବିଧାୟକ ଥିଲେ…
ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନ ପ୍ରସ୍ତୁତ: ସ୍ଥାନାନ୍ତର ହେବେ ୫ ହଜାର ପରିବାର
ଗଞ୍ଜାମ,୨୫।୫(ଡି.ଏନ୍.ଏ.): ବାତ୍ୟା ୟାସ୍ ପାଇଁ ଗଞ୍ଜାମ ସହରରେ ମଧ୍ୟ ପ୍ରସ୍ତୁତି ଚାଲିଛି। ପ୍ରଶାସନ ବ୍ଲକର ୧୫ ପଞ୍ଚାୟତରୁ ପ୍ରାୟ ୫ ହଜାର ପରିବାରଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ସ୍କୁଲକୁ ସ୍ଥାନାନ୍ତର କରିବାକୁ ସ୍ଥାନୀୟ ପ୍ରଶାସନ ଲକ୍ଷ୍ୟ ରଖିଛି l ଏଥିସହ ବାତ୍ୟା…
ଗଞ୍ଜାମରେ ୭.୮୨ ଲକ୍ଷ ଲୋକଙ୍କ ହେଲାଣି ସ୍ବାସ୍ଥ୍ୟ ସ୍କ୍ରିନିଂ
ଛତ୍ରପୁର,୨୪।୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ସମସ୍ତ ଘରକୁ ଘର ଯାଇ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ ଗତ ୧୯ ତାରିଖରୁ ଚାଲିଛି। ଗଞ୍ଜାମରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲାପାଳ ଏହି ନିଷ୍ପତି ନେଇଥିଲେ। ରବିବାର ସୁଦ୍ଧା ଗଞ୍ଜାମରେ ୭ ଲକ୍ଷ…
କରୋନାକୁ ହରାଇ ଫେରିଥିବା ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କଲେ ଗଞ୍ଜାମ ଜିଲାପାଳ, ଜାଣନ୍ତୁ କ’ଣ
ଛତ୍ରପୁର,୨୪।୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଦୈନିକ ସୁସ୍ଥ ହାର ବଢ଼ିଉଛି। ଅପରପକ୍ଷରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ରହ୍ମପୁରରେ ପୋଷ୍ଟ କୋଭିଡ୍ କେୟାର ସେଣ୍ଟର ସୋମବାର ଉଦ୍ଘାଟିତ ହୋଇଯାଇଛି କରୋନାକୁ…
ସମ୍ଭାବ୍ୟ ବାତ୍ୟା ନେଇ ଉଚ୍ଚସ୍ଥାନକୁ ଚାଲିଯିବା ପାଇଁ ପ୍ରଶାସନର ପରାମର୍ଶ
ଗଞ୍ଜାମ,୨୪ା୫(ଡି.ଏନ୍.ଏ.): ଆସନ୍ତା ୨୬ରେ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’କୁ ନେଇ ନାନା କଳ୍ପନା ଜଳ୍ପନା ଲାଗିରହିଛି l ବିଶେଷକରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳଗୁଡ଼ିକର ମତ୍ସ୍ୟଜୀବୀମାନେ କିପରି ସୁରକ୍ଷିତ ରହିବେ ଚିନ୍ତାରେ ପ୍ରଶାସନ। ଏନେଇ ଖୋଦ୍ ଗଞ୍ଜାମ ତହସିଲଦାର ଅରୁଣ କୁମାର…
ବାତ୍ୟା ‘ୟାସ’ ନେଇ ପ୍ରସ୍ତୁତି: ହୋମଆଇସୋଲଶନରୁ କୋଭିଡ୍ ରୋଗୀଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ
ଛତ୍ରପୁର,୨୩।୫(ଡି.ଏନ୍.ଏ.): ଗଞ୍ଜାମ ଜିଲାର ସମସ୍ତ ବ୍ଲକ ସ୍ତରୀୟ ଓ ଏନ୍ଏସି ସ୍ତରୀୟ ଅଧିକାରୀ ମାନଙ୍କୁ ସମ୍ଭାବ୍ୟ ବାତ୍ୟା ନିମନ୍ତେ ପ୍ରସ୍ତୁତ ରହିବାପାଇଁ ଜିଲାପାଳ ବିଜୟା ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ଗର୍ଭବତୀ, ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କୁ…
ବ୍ୟବସାୟୀଙ୍କୁ ଟିକା
ଗଞ୍ଜାମ,୨୩।୫(ଡି.ଏନ୍.ଏ.): ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ସେହି ତୁଳନାରେ ମୃତ୍ୟୁସଂଖ୍ୟା ମଧ୍ୟ ବଢୁଛି । କରୋନାର ଦ୍ୱିତୀୟ ଷ୍ଟ୍ରେନ ଭୟଙ୍କର ରୂପ ଧାରଣ କରିଛି । ଏଥିପାଇଁ ସମସ୍ତ ବର୍ଗ ବ୍ୟକ୍ତିଙ୍କ ନିମନ୍ତେ ସରକାର ଟିକାକରଣ…
ଷଷ୍ଠଶ୍ରେଣୀ ଛାତ୍ରୀ ପ୍ରତିଭାଙ୍କ କମାଲ: କଣ୍ଟେନ୍ମେଣ୍ଟ ଜୋନ୍ ପାଇଁ ପ୍ରସ୍ତୁତ କଲେ ଆପ୍
ଗଞ୍ଜାମ,୨୩।୫(ଡି.ଏନ୍.ଏ.): ମହାମାରୀ କରୋନା ଯୋଗୁ ଚିନ୍ତାରେ ସାରା ବିଶ୍ୱ। ଏହାକୁ ରୋକିବାକୁ ସରକାରଙ୍କ ପକ୍ଷରୁ ସମସ୍ତ ଚେଷ୍ଟା ଜାରି ରହିଛି । ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା ସଂକ୍ରମଣ ବ୍ୟାପୁଥିବା ସ୍ଥାନକୁ କଣ୍ଟେନ୍ମେଣ୍ଟ ଜୋନ ଭାବେ ଚି଼ହ୍ନଟ ଲାଗି ଏକ ଆପ୍…
Archives


