ଗଞ୍ଜାମ

ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ

ହିଞ୍ଜିଳିକାଟୁ,୪ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଖରିଡ଼ା ଗ୍ରାମରେ ଏକ ଖଳାରେ ଶନିବାର ଅପରାହ୍ନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ କିପରି ଲାଗିଲା, ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ଓ…

କନ୍ୟା ସୁରକ୍ଷା ଲାଗି ବାହାରିଲା ଶୋଭାଯାତ୍ରା

ପୁରୁଷୋତ୍ତମପୁର,୪।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ସମନ୍ବୟ ଶିଶୁ ବିକାଶ ଯୋଜନା ପ୍ରକଳ୍ପ ବିଭାଗ ପକ୍ଷରୁ ସିଡିପିଓ ସବିତା ଚ୍ୟାଉପଟ୍ଟନାୟକଙ୍କ ସଂଯୋଜନାରେ କନ୍ୟାରତ୍ନ ସୁରକ୍ଷା ନେଇ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଏନ୍‌ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ଉଦ୍‌ଘାଟନ…

କୃଷକ ବୈଜ୍ଞାନିକ ସମନ୍ବୟ ରହିଲେ କୃଷି ଉତ୍ପାଦନ ବଢ଼ିବ

ଭଞ୍ଜନଗର,୪।୨(ଡି.ଏନ.ଏ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ୩୧ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଜ୍ଞାନିକମାନଙ୍କ ବିନା ପରାମର୍ଶରେ ଜମିରେ ଆବଶ୍ୟକଠାରୁ ଅଧିକ ରାସାୟନିକ ସାର ପ୍ରୟୋଗ କରାଯାଉଛି। ଏହାଦ୍ୱାରା ଧିରେଧିରେ ଜମିର ଉର୍ବରତା କମିଯାଉଛି । ତେଣୁ…

ଦୁର୍ଘଟଣାରେ ଚାଲିଗଲା ସିପାହୀଙ୍କ ଜୀବନ

ଗଞ୍ଜାମ,୪।୨(ଡି.ଏନ.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଁ ଗାଁ ଛକ ନିକଟସ୍ଥ ୧୬ନମ୍ବର ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଛତ୍ରପୁର ଓଏସ୍‌ଏପି ଅଷ୍ଟମ ବାଟାଲିୟନର ଜଣେ ସିପାହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସେ ହେଲେ ଛତ୍ରପୁର ଥାନା…

ମାସ ଶେଷ ସୁଦ୍ଧା କାର୍ଯ୍ୟ ନ ସରିଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୩ା୨(ଡି.ଏନ.ଏ): ଗଞ୍ଜାମ ଜିଲାର କବିସୂର୍ଯ୍ୟନଗର, ବୁଗୁଡା, ସୋରଡ଼ା ଓ ପୁରୁଷୋତ୍ତମପୁର ସହରାଞ୍ଚଳରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲାଯିବ। ଏନେଇ ୭ ଦିନ ମଧ୍ୟରେ ଜାଗା ଚିହ୍ନଟ କରିବାକୁ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଜିଲା ସ୍ବାସ୍ଥ୍ୟ…

ବ୍ରହ୍ମପୁରରେ ଆରମ୍ଭ ହେଲା ଭର୍ଚୁଆଲ ହାଇକୋର୍ଟ

ବ୍ରହ୍ମପୁର ଅଫିସ,୪ା୨ବ୍ରହ୍ମପୁର ଜିଲା କୋର୍ଟ ପରିସରରେ ଶୁକ୍ରବାର ଆଭାସୀ ଉଚ୍ଚ ନ୍ୟାୟାଳୟ (ଭର୍ଚ୍ଚୁଆଲ ହାଇକୋର୍ଟ) ଖୋଲିଛି । ପ୍ରଧାନ ବିଚାରପତି ଡ. ଡି.ୱାଇ. ଚନ୍ଦ୍ରଚୁଡ଼ ଆଭାସୀ ମାଧ୍ୟମରେ ଏହି କୋର୍ଟକୁ ଉଦଘାଟନ କରିଛନ୍ତି। ଓଡିଶାର ୧୦ଟି ଜିଲାରେ ଉଚ୍ଚ ନ୍ୟାୟାଳୟର ଏଭଳି…

ବ୍ଲକ ଘେରିଲା ଭାଜପା

ପୁରୁଷୋତ୍ତମପୁର,୩।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଭାଜପା ପକ୍ଷରୁ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ୱରେ ଭାଜପା କର୍ମୀମାନେ କାଳୀ ମନ୍ଦିର ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ…

ବିପଦ ଅବସ୍ଥାରେ ଦୋହଲୁଛି ଶୁଖିଲା ଗଛ

ବୁଗୁଡା,୩ା୨(ଡି.ଏନ୍‌.ଏ.): ବୁଗୁଡ଼ା-କରସିଙ୍ଗି ମୁଖ୍ୟ ସଡ଼କ ଅନ୍ତର୍ଗତ ଜେଏକ ଓ ପଥରବଣି ମଝି ରାସ୍ତା କଡ଼ରେ ଏକ ବିରାଟ ଶୁଖିଲା ଥୁଣ୍ଟା ଗଛ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି। ଏହି ରାସ୍ତା ଦେଇ ଶତାଧିକ ଯାନବାହାନ ଚଳାଚଳ ସାଙ୍ଗକୁ ସ୍କୁଲ ଓ କଲେଜ…

ପିଡି ଦାୟିତ୍ୱ ନେଲେ ନୀଳମାଧବ

ଛତ୍ରପୁର,୩ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଭାବେ ନୀଳମାଧବ ଭୋଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସିଥିଲେ। ସେ ୨୦୦୦…

ଅଭିଯୁକ୍ତଙ୍କ ସହପାଠୀଙ୍କୁ କ୍ରାଇମ୍‌ବ୍ରାଞ୍ଚର ପଚରାଉଚରା

ବ୍ରହ୍ମପୁର ଅଫିସ,୩ା୨:ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କ ବ୍ରହ୍ମପୁର ପୈତୃକ ବାସଭବନ, ଭଡ଼ା ଘର ଓ ତାଙ୍କ ସହପାଠୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗତ ତିନିଧରି ପର୍ଯ୍ୟାୟକ୍ରମେ ପଚରାଉଚରା ଜାରି ରଖିଛି। ଗୋପାଳକୃଷ୍ଣଙ୍କ ବଡ ଭାଇ ସତ୍ୟନାରାୟଣ ୪୮…

ବସ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଖଲ୍ଲିକୋଟ,୨ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ କେଶପୁର ଛକ ନିକଟରେ ଗୁରୁବାର ଏକ ଘରୋଇ ଯାତ୍ରୀବାହୀ ମିନିବସଥ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ରାମ ନାହାକ (୨୩)। ମିଳିଥିବା ସୂଚନା ମୁତାବକ,…

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ

ଗୋପାଳପୁର,୨ା୨(ଡି.ଏନ.ଏ.): ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିନେଇଥିବା ଗୁରୁବାର ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। କଇଠାପଲ୍ଳୀ ଗ୍ରାମର ଜନୈକା ଛାତ୍ରୀ ସ୍କୁଲ ଯିବାକୁ କହି ଘରୁ ବାହାରିଯାଇଥିଲେ। ସନ୍ଧ୍ୟାସୁଦ୍ଧା ସେ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?