ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଲା ପୋଖରୀ ଗାର୍ଡ ଓ୍ବାଲ୍
ହିଞ୍ଜିଳିକାଟୁ,୧୩ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପୁଟିଆପଦର ଗ୍ରାମରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ( ଏମ୍ଜିଏନ୍ଆର୍ଇଜିଏ)ରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧୀନ ଏକ ପୋଖରୀର ଗାର୍ଡଓ୍ବାଲ ଶନିବାର ଭୁଶୁଡ଼ି ପଡ଼ିଛି। ଲଗାଣ ବର୍ଷା…
ଲଗାଣ ବର୍ଷାରେ ଚାଷ ଜମି ଜଳମଗ୍ନ
ଗଞ୍ଜାମ,୧୩।୧୧(ଡି.ଏନ୍.ଏ.): ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସହର ବାସୀ l ଏଥି ସହିତ ଦିନ ଓ ରାତି ତମାମ ବର୍ଷା ଫଳରେ ଧାନ ଚାଷ ଜମି ଗୁଡିକ ଜଳମଗ୍ନ ରହିଥିବା…
ମନ୍ଦିର ହୁଣ୍ଡିରୁ ନେଇଗଲେ ଲକ୍ଷାଧିକ ଟଙ୍କା
ଚିକିଟି,୧୨।୧୧(ଡି.ଏନ.ଏ.): କେ.ନୂଆଗାଁ ଥାନା ସୁନ୍ଦରଡ଼ା ଗ୍ରାମ ସ୍ଥିତ ସୁନ୍ଦେରଶ୍ୱର ମନ୍ଦିରରୁ ଦୁର୍ବୃତ୍ତମାନେ ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଶୁକ୍ରବାର ସକାଳେ ମନ୍ଦିର ପୂଜାରୀ ପୂଜା କରିବାକୁ ଆସି ହୁଣ୍ଡି ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ପରେ ସେ…
ବର୍ଷାରେ ବେହାଲ ଗଞ୍ଜାମ ସହର
ଗଞ୍ଜାମ,୧୨।୧୧(ଡି.ଏନ୍.ଏ.): ଲଗାଣ ବର୍ଷାରେ ଗଞ୍ଜାମ ସହର ବେହାଲ ହୋଇ ପଡିଛି । ଏହି ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ସହରର ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ପୁଇଁତୋଳା, ୱାର୍ଡ ତିନି ନୂଆ ସାହି, ବଡ଼…
ଆଇଆଇସି କହୁଛି କହି ଲକ୍ଷାଧିକ ଟଙ୍କାର ଲୁହାରଡ୍ ଲୁଟିଲେ ଦୁର୍ବୃତ୍ତ
ଗଞ୍ଜାମ,୧୦ା୧୧(ଡି.ଏନ୍.ଏ.): ଗଞ୍ଜାମ ଥାନା ଆଇଆଇସି କହୁଛି କହି ଜଣେ ଟ୍ରେଡର୍ସମାଲିକଙ୍କଠାରୁ ଲକ୍ଷାଧିକ ଟଙ୍କାର ଲୁହାରଡ୍ ଠକେଇ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି l ଟ୍ରେଡର୍ସ ମାଲିକ ଆଇଆଇସିଙ୍କୁ ଟଙ୍କା ମାଗିବା ପରେ ଖୋଲିଛି ଠକେଇର ଗୁମର। ଆଇଆଇସି ଶୁଭେନ୍ଦୁ କୁମାର ସାହୁ…
ମୋପେଡରେ ଥିଲେ ଜେଜେ ନାତି, ମାଡ଼ିଗଲା ବସ୍
ଶେରଗଡ଼/ହିଞ୍ଜିଳିକାଟୁ ,୯ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ଥାନା ତଥା ହିଞ୍ଜିଳିକାଟୁ ବ୍ଲକ ବୁରୁପୋଡା ଭଗବତୀ ହାଇସ୍କୁଲ ନିକଟରେ ମଙ୍ଗଳବାର ଏକ ଘରୋଇ ବସ୍ ମୋପେଡକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଯାଉଥିବା ମୋପେଡରେ ଯାଉଥିବା ଜେଜେଙ୍କ ମୃତ୍ୟୁ ଘଟିଥିବା ବେଳେ…
ରାଜଧାନୀରୁ ଅପହୃତା ଛାତ୍ରୀ ରମ୍ଭାରୁ ଠାବ
ଗଞ୍ଜାମ,୯।୧୧(ଡି.ଏନ୍.ଏ): ଭୁବନେଶ୍ୱର ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ କେହି ଅପହରଣ କରିଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା l ଅପହରଣକାରୀ ଏକ କାର ଯୋଗେ ରମ୍ଭା ଆଣିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ପୋଲିସକୁ ଖବର ମିଳିଥିଲା। ସ୍ଥାନୀୟ ପୋଲିସ…
ମଧ୍ୟାହ୍ନ ଭୋଜନ ଚାଉଳ ଖାଇଗଲେ ପ୍ରଧାନ ଶିକ୍ଷୟିତ୍ରୀ
ଗୋପାଳପୁର,୭।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନ ଦାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଧ୍ୟାହ୍ନ ଭୋଜନ ଚାଉଳ ହେର୍ଫେର୍ ଅଭିଯୋଗରେ ଶନିବାର ପ୍ରଧାନ ଶିକ୍ଷୟିତ୍ରୀ ନମିତା ରାଉତଙ୍କୁ ନିଲମ୍ବିତ କରାଯାଇଛି। ଦାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ନମିତା…
ଅଦରକାରୀ ହୋଇଛି ଜାଗା ମିଶନ ଯୋଜନା
ବ୍ରହ୍ମପୁର ଅଫିସ୍, ୭ା୧୧: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୨ ନଂ. ୱାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସ୍ବଚ୍ଛ ବ୍ରହ୍ମପୁର ନେଇ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଏହି ୱାର୍ଡରେ ସ୍ବଚ୍ଛତା…
ହୁମୁରି ତାମ୍ପରା ସମେତ ୫ ଜଳାଶୟ ପ୍ରଦୂଷିତ
ଛତ୍ରପୁର,୭ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଥିବା ହୁମୁରି ତାମ୍ପରା ସମେତ ୫ ଜଳାଶୟ ପ୍ରଦୂଷିତ ରହିଛି। ସେଥିମଧ୍ୟରେ ଛତ୍ରପୁର ବ୍ଲକ ହୁମୁରି ତାମ୍ପରା ହ୍ରଦ(୩୩୭.୮୫୭ ଏକର), ଭଞ୍ଜନଗର ଇନ୍ଦ୍ରଗୁଡା ଗ୍ରାମରେ ଥିବା ଦହ ଜଳଭଣ୍ଡାର,(୯୬.୭୧ଏକର), ଭଞ୍ଜନଗର ଜିଲୁଣ୍ଡି ପୋଖରୀ (୧୫.୨୩ ଏକର), ଖଲ୍ଲିକୋଟ…
ନିମ୍ନମାନର ରାସ୍ତା କାର୍ଯ୍ୟ ପାଇଁ ଅଭିଯୋଗ; ଦୁଇ ମାସ ପୂରିନି ରାସ୍ତାରୁ ଉଠିଲା ପିଚୁ
ଗଞ୍ଜାମ,୬।୧୧(ଡି.ଏନ୍.ଏ. ): ଗଞ୍ଜାମ ସହର ଦାମୋଦର ପୁର ଛକ ଠାରୁ ତ୍ରିବେଣୀ ମଠ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ୬ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି l କିନ୍ତୁ ନିମ୍ନ ମାନର କାର୍ଯ୍ୟ ଯୋଗୁ…
ଜାଲ୍ ସାର୍ଟିଫିକେଟ୍ ପାଇଁ ବନ୍ଧା ହେଲେ ଶିକ୍ଷକ
ଆସିକା,୫ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଜାଲ୍ ସାର୍ଟିଫିକେଟ୍ ଦେଇ ଶିକ୍ଷକତା କରୁଥିବା ଜଣେ ଶିକ୍ଷକଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଆସିକା ବ୍ଲକ ଅଧୀନ ପାଣ୍ଡିଆପଥର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବାୟାମନ ପଣ୍ଡା।…
Archives


