ଗଞ୍ଜାମ

ଧାର, କରଜର ଫସଲ ଧୋଇଗଲା

ରାୟଗଡ଼ା ଅଫିସ/ବିଞ୍ଝାରପୁର/ କବିସୂର୍ଯ୍ୟନଗର/ ପଦ୍ମପୁର/ତେଲକୋଇ/ ବାଙ୍ଗିରିପୋଷି(ଡି.ଏନ.ଏ.)/ ନାଉଗଁା(ସ୍ବ.ପ୍ର.),୧୫।୧୧: ଚଳିତବର୍ଷର ଅସ୍ବାଭାବିକ ବର୍ଷାରେ କ୍ଷତିଗ୍ରସ୍ତ ହୋଇ ଯାହା ବି ଧାନ ଓ ଅଣଧାନ ଫସଲ ବଞ୍ଚତ୍ଥିଲା ତାହା ଗତ ୩ ଦିନ ଧରି ଲଗାଣ ବର୍ଷାରେ ପ୍ରାୟ ଉଜୁଡ଼ିଯାଇଛି। ଏହାଦ୍ୱାରା ଋଣ ଶୁଝିବା…

୫ କି.ମି. ରାସ୍ତା ପାଇଁ କଟା ଯିବ ୬୦ ଗଛ

ଛତ୍ରପୁର,୧୪।୧୧(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହରିଡାଖଣ୍ଡି-ବେଲପଡ଼ା ରାସ୍ତାର ଉନ୍ନତୀକରଣ ଓ ପ୍ରଶସ୍ତୀକରଣ କରାଯିବ। ଏଥିଲାଗି ୬୦ଟି ଗଛ କଟାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ଏତେ ସଂଖ୍ୟକ ଗଛ କଟାଯିବାକୁ ନେଇ ପରିବେଶବିତ୍‌ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ହରିଡାଖଣ୍ଡି-ବେଲପଡା ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଲାଗି…

ପୂର୍ବତନ ସରପଞ୍ଚ ହତ୍ୟା ମାମଲା: ୫ ଗିରଫ

ବ୍ରହ୍ମପୁର ଅଫିସ,୧୪ା୧୧: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀ ହତ୍ୟା ମାମଲାରେ ବ୍ରହ୍ମପୁର ବଡ଼ବଜାର ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେହିପରି ମାମଲାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ଅଟକ ରଖାଯାଇଛି। ପୂର୍ବ ଶତ୍ରୁତାକୁ…

ଋଷିକୂଲ୍ୟାରେ ଜଳସ୍ତର ବୃଦ୍ଧି

ଗଞ୍ଜାମ,୧୪।୧୧(ଡି.ଏନ୍‌.ଏ.): ଉପର ମୁଣ୍ଡରେ ଲଘୁଚାପ ଲଗାଣ ବର୍ଷା ଫଳରେ ଗଞ୍ଜାମ ସହର ନିକଟ ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସମୁଦ୍ରରେ ମଧ୍ୟ ଉଚ୍ଚ ଲହଡି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ଋଷିକୂଲ୍ୟା ମୁହାଁଣଟି ପୁରୁଣାବନ୍ଧ ନିକଟସ୍ଥ ମା’ ଗଙ୍ଗାଦେବୀ…

କୋଟିଆ ପରେ ଗଞ୍ଜାମ ଉପରେ ଆନ୍ଧ୍ରର ଦୃଷ୍ଟି

ପାତ୍ରପୁର, ୧୪ା୧୧(ଡି.ଏନ୍‌.ଏ.): ଓଡ଼ିଶା ମାନଚିତ୍ରରେ ଗାଁ ରହିଛି ହେଲେ ପ୍ରଶାସନିକ ଅବହେଳାରୁ ଏହି ଗାଁଗୁଡ଼ିକୁ ବିକାଶ ପହଞ୍ଚତ୍ ପାରିନାହିଁ। ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଏହାର ସୁଯୋଗ ନେଇ କୋଟିଆ ପରେ ଗଞ୍ଜାମ ଜିଲା ପାତ୍ରପୁର ଉପରେ ଦୃଷ୍ଟି ପକାଇଛି। ପାତ୍ରପୁର ବ୍ଲକ ବୁରାତାଲ…

ଏମ୍‌କେସିଜିରେ ଖୋଲିବ ଟିବି ଆଣ୍ଡ ଚେଷ୍ଟ ପିଜି

ବ୍ରହ୍ମପୁର ଅଫିସ,୧୪ା୧୧: ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ କଲେଜ ଓ ହସ୍ପିଟାଲର ଟିବି ଆଣ୍ଡ ଚେଷ୍ଟ ବିଭାଗରେ ଖୁବ୍‌ଶୀଘ୍ର ପିଜି ପାଠ୍ୟକ୍ରମ ଆରମ୍ଭ ହେବ। ଏନେଇ ଶନିବାର ଏମ୍‌ସିଆଇ (ମେଡିକାଲ କାଉନସିଲ ଅଫ ଇଣ୍ଡିଆ)ର ଜଣେ ପ୍ରତିନିଧି ଏମ୍‌କେସିଜିକୁ ଦିନିକିଆ…

ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଲା ପୋଖରୀ ଗାର୍ଡ ଓ୍ବାଲ୍‌

ହିଞ୍ଜିଳିକାଟୁ,୧୩ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପୁଟିଆପଦର ଗ୍ରାମରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ( ଏମ୍‌ଜିଏନ୍‌ଆର୍‌ଇଜିଏ)ରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧୀନ ଏକ ପୋଖରୀର ଗାର୍ଡଓ୍ବାଲ ଶନିବାର ଭୁଶୁଡ଼ି ପଡ଼ିଛି। ଲଗାଣ ବର୍ଷା…

ଲଗାଣ ବର୍ଷାରେ ଚାଷ ଜମି ଜଳମଗ୍ନ

ଗଞ୍ଜାମ,୧୩।୧୧(ଡି.ଏନ୍‌.ଏ.): ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସହର ବାସୀ l ଏଥି ସହିତ ଦିନ ଓ ରାତି ତମାମ ବର୍ଷା ଫଳରେ ଧାନ ଚାଷ ଜମି ଗୁଡିକ ଜଳମଗ୍ନ ରହିଥିବା…

ମନ୍ଦିର ହୁଣ୍ଡିରୁ ନେଇଗଲେ ଲକ୍ଷାଧିକ ଟଙ୍କା

ଚିକିଟି,୧୨।୧୧(ଡି.ଏନ.ଏ.): କେ.ନୂଆଗାଁ ଥାନା ସୁନ୍ଦରଡ଼ା ଗ୍ରାମ ସ୍ଥିତ ସୁନ୍ଦେରଶ୍ୱର ମନ୍ଦିରରୁ ଦୁର୍ବୃତ୍ତମାନେ ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଶୁକ୍ରବାର ସକାଳେ ମନ୍ଦିର ପୂଜାରୀ ପୂଜା କରିବାକୁ ଆସି ହୁଣ୍ଡି ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ପରେ ସେ…

ବର୍ଷାରେ ବେହାଲ ଗଞ୍ଜାମ ସହର

ଗଞ୍ଜାମ,୧୨।୧୧(ଡି.ଏନ୍‌.ଏ.): ଲଗାଣ ବର୍ଷାରେ ଗଞ୍ଜାମ ସହର ବେହାଲ ହୋଇ ପଡିଛି । ଏହି ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ସହରର ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ପୁଇଁତୋଳା, ୱାର୍ଡ ତିନି ନୂଆ ସାହି, ବଡ଼…

ଆଇଆଇସି କହୁଛି କହି ଲକ୍ଷାଧିକ ଟଙ୍କାର ଲୁହାରଡ୍‌ ଲୁଟିଲେ ଦୁର୍ବୃତ୍ତ

ଗଞ୍ଜାମ,୧୦ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଆଇଆଇସି କହୁଛି କହି ଜଣେ ଟ୍ରେଡର୍ସମାଲିକଙ୍କଠାରୁ ଲକ୍ଷାଧିକ ଟଙ୍କାର ଲୁହାରଡ୍‌ ଠକେଇ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି l ଟ୍ରେଡର୍ସ ମାଲିକ ଆଇଆଇସିଙ୍କୁ ଟଙ୍କା ମାଗିବା ପରେ ଖୋଲିଛି ଠକେଇର ଗୁମର। ଆଇଆଇସି ଶୁଭେନ୍ଦୁ କୁମାର ସାହୁ…

ମୋପେଡରେ ଥିଲେ ଜେଜେ ନାତି, ମାଡ଼ିଗଲା ବସ୍‌

ଶେରଗଡ଼/ହିଞ୍ଜିଳିକାଟୁ ,୯ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଥାନା ତଥା ହିଞ୍ଜିଳିକାଟୁ ବ୍ଲକ ବୁରୁପୋଡା ଭଗବତୀ ହାଇସ୍କୁଲ ନିକଟରେ ମଙ୍ଗଳବାର ଏକ ଘରୋଇ ବସ୍‌ ମୋପେଡକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଯାଉଥିବା ମୋପେଡରେ ଯାଉଥିବା ଜେଜେଙ୍କ ମୃତ୍ୟୁ ଘଟିଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri