ନିର୍ଦ୍ୱନ୍ଦ୍ୱ ସମିତିସଭ୍ୟାଙ୍କ ଅପହରଣ ମାମଲାରେ ନୂଆ ମୋଡ଼
ଗଞ୍ଜାମ,୧୫।୨: ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତର ନିର୍ଦ୍ୱନ୍ଦ୍ୱ ସମିତି ସଭ୍ୟା ମାମି ଦାସଙ୍କୁ ଅପହରଣ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ଏ ନେଇ ପଞ୍ଚାୟତବାସୀ ମେଳି ବାନ୍ଧିଛନ୍ତି। ପଞ୍ଚାୟତବାସୀ ବୈଠକ କରି ଅପହରଣକାରୀଙ୍କ ବିରୋଧରେ ଦୃଢ଼…
ମୁଣ୍ଡରେ ଛତା, ହାତରେ ପାଣି ବୋତଲ ଧରି ଭୋଟ ମାଗୁଛନ୍ତି ପ୍ରାର୍ଥୀ
ଛତ୍ରପୁର,୧୫।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଞ୍ଚାୟତରେ ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି। ସରପଞ୍ଚ ପାର୍ଥିନୀ ହିନା ସେଠୀ ମୁଣ୍ଡରେ ଛତା ଓ ହାତରେ ପାଣି ବୋତଲ ଧରି ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ସମିତି ସଭ୍ୟା ପାର୍ଥିନୀ…
୧୨୭ ଛାତ୍ରୀଛାତ୍ର ନେଲେ କୋଭିଡ ଟିକା
ହିଞ୍ଜିଳିକାଟୁ,୧୪।୨(ଡି.ଏନ୍.ଏ): କରୋନା ମହାମାରୀ ଯୋଗୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ର଼ଖି ଗତ ୨ବର୍ଷ ହେଲା ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଥିଲା। ତେବେ କରୋନା ପ୍ରକୋପ ସାମାନ୍ୟ ହ୍ରାସ ହେବା ପରେ ପିଲାଙ୍କ ଭବିଷ୍ୟତକୁ ନଜରରେ ରଖି ରାଜ୍ୟ…
ଧ୍ୱଂସ ପାଉଛି ଉଖୁଡ଼େଇ ପାହାଡ଼
ଭଞ୍ଜନଗର,୧୪ା୨(ଡି.ଏନ.ଏ): ବେଲଗୁଣ୍ଠା ବ୍ଲକ କଣ୍ଟେଇପଲ୍ଲୀ-ବଡ଼ପଡ଼ା ରାସ୍ତା ଉଖୁଡ଼େଇ ପାହାଡ଼ ଉପରେ ରହିଛି ମା ଉଖୁଡ଼େଇଙ୍କ ମନ୍ଦିର। ବର୍ଷ ବର୍ଷ ଧରି ପାହାଡ଼ ଉପରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ମା’ଙ୍କ ଅଞ୍ଚଳବାସୀଙ୍କ ପ୍ରଗାଢ଼ ବିଶ୍ୱାସ ରହିଛି। ମା’ଙ୍କୁ ପ୍ରତ୍ୟକ୍ଷ ଦେବୀ ଭାବେ ପୂଜା…
ଗୃହ ବିଭାଗର ଅନୁମତିକୁ ଅପେକ୍ଷା: ଅଟକିଛି ସିନ୍ଥେଟିକ୍ ଟର୍ଫ ହକି ସେଣ୍ଟର
ଛତ୍ରପୁର,୧୪ା୨(ଡି.ଏନ.ଏ) ଛତ୍ରପୁର ଠାରେ ପ୍ରସ୍ତାବିତ ସିନ୍ଥେଟିକ୍ ଟର୍ଫ ହକି ସେଣ୍ଟର ପାଇଁ ଚିହ୍ନଟ ଜମିରେ ଥିବା ପୁରୁଣା କୋଠା ଭଙ୍ଗିବାକୁ ଅନୁମତି ମିଳୁ ନ ଥିବାରୁ କାର୍ଯ୍ୟ ଆରମ୍ଭ ହୋଇପାରୁନି। ଚିହ୍ନଟ ଜମିରେ ଗୃହ ବିଭାଗ ଅଧିନ ଗଞ୍ଜାମ ପୋଲିସର ଏକ…
ବୁଗୁଡ଼ା ବ୍ଲକର ୨୦ ଅତିଶୟ ସମ୍ବେଦନଶୀଳ ବୁଥ୍
ବୁଗୁଡ଼ା,୧୪ା୨(ଡି.ଏନ.ଏ.) ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବୁଗୁଡ଼ା ବ୍ଲକର ୨୧ଟି ପଞ୍ଚାୟତର ମୋଟ ୨୮୭ ଟି ବୁଥ୍ ମଧ୍ୟରୁ ୧୪ ପଞ୍ଚାୟତର ୨୦ ବୁଥ୍ ଅତିଶୟ ସମ୍ବେଦନଶୀଳ ବୋଲି ଜଣାପଡିଛି। ଖୋଳଖାଳି ପଞ୍ଚାୟତର ତାଳସାକର ଗ୍ରାମସ୍ଥ ବୁଥ୍ ନଂ୬ ଓ…
କଇଁଛ ଗଣଅଣ୍ଡାଦାନ ପାଇଁ ଋଷିକୁଲ୍ୟା ବେଳାଭୂମି ସଫେଇ
ଗଞ୍ଜାମ,୧୪ା୨(ଡି.ଏନ.ଏ.) ଅସନ୍ତୁଳିତ ପରିବେଶ ଯୋଗୁ ପୃଥିବୀ ପୃଷ୍ଠରେ ସ୍ଥଳଚର ପ୍ରାଣୀ ସମେତ ସାମୁଦ୍ରିକ ଜୀବ ମଧ୍ୟ ହ୍ରାସ ପାଇବାରେ ଲାଗୁଛି। ଏହା ପରିବେଶ ପାଇଁ ଏକ ବୃହତ୍ କ୍ଷତି, ଯାହାକି ଆଗାମୀ ଦିନରେ ଭରଣା କରିବା ଅସମ୍ଭବ ହୋଇପଡିବ। ତେଣୁ ଆଗାମୀ ଦିନରେ…
୬ ଜିଲା ପରିଷଦ ଜୋନ୍ରେ ଭାଜପା-ବିଜେଡି ଲଢ଼େଇ
ବ୍ରହ୍ମପୁର ଅଫିସ,୧୪ା୨: ବ୍ରହ୍ମପୁର ସବଡିଭିଜନ ଅନ୍ତର୍ଗତ ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି ପାତ୍ରପୁର ଓ ଚିକିଟି ବ୍ଲକ। ଏହି ୨ ବ୍ଲକରେ ୬ ଜିଲା ପରିଷଦ ଜୋନ ରହିଛି। ଆସନ୍ତା ୧୮ ତାରିଖରେ ଚିକିଟି ଏବଂ ୨୦ ତାରିଖରେ ପାତ୍ରପୁରରେ ମତଦାନ…
ବ୍ରହ୍ମପୁର ସିଟି ହାଇସ୍କୁଲ: ବର୍ଷାରେ ଗଳୁଛି ପାଣି
ବ୍ରହ୍ମପୁର ଅଫିସ,୧୩।୨: ବ୍ରହ୍ମପୁର ସହରର ସର୍ବପୁରାତନ ଶିକ୍ଷାନୁଷ୍ଠାନ ହେଉଛି ବ୍ରହ୍ମପୁର ସିଟି ହାଇସ୍କୁଲ। ୧୯୩୦ରୁ ୨୦୨୨ ଦୀର୍ଘ ୯୨ ବର୍ଷର ଏହି ବିଦ୍ୟାଳୟରୁ ଖ୍ୟାତିସମ୍ପନ୍ନ ବୈଜ୍ଞାନିକ କୋଟା.ହରିନାରାୟଣଙ୍କ ଭଳି ବହୁ ଜଣାଶୁଣା ବ୍ୟକ୍ତି ଶିକ୍ଷା ଗ୍ରହଣ କରିଛନ୍ତି। କିନ୍ତୁ ଏହାର ମୁଖ୍ୟ କୋଠା…
ହାଇଜେନିକ ମାଛ ବଜାରକୁ ନେଇ ବ୍ୟବସାୟୀ ଅସନ୍ତୋଷ
ବ୍ରହ୍ମପୁର ଅଫିସ୍,୧୩।୨: କମାପଲୀ ଓଭରବ୍ରିଜ ଓ ମର୍ଦ୍ଦରାଜ ଭେଣ୍ଡିଂ ଜୋନରେ ବ୍ୟବସାୟ କରୁଥିବା ମାଛ ବ୍ୟବସାୟୀଙ୍କୁ ଠିକ୍ ଜାଗାରେ ଥଇଥାନ ଉଦ୍ଦେଶ୍ୟରେ ବିଏମ୍ସି ପକ୍ଷରୁ ମର୍ଦ୍ଦରାଜ ଭେଣ୍ଡିଂ ଜୋନ ପଛ ପାର୍ଶ୍ୱରେ ହାଇଜେନିକ୍ ମାଛ ବଜାର ନିର୍ମିତ ହୋଇଛି। ଏହାର ତଳ…
ବିଜେଡିକୁ ମୁକାବିଲା କରୁଛି ଭାଜପା
ବ୍ରହ୍ମପୁର ଅଫିସ,୧୩।୨: ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ୧୦ନଂ. ଜିଲା ପରିଷଦ ଜୋନ୍ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୬ରେ ହେବ। ବ୍ରହ୍ମପୁର ନିକଟ ଲୋଚାପଡ଼ା, ନିମଖଣ୍ଡି, ହୁଗୁଳାପଟା, ଗୁରୁଣ୍ଠି, ବୋରଗଁା, ଜଗଦଳପୁର, ଆଙ୍କୁଶପୁର ଓ ମସିହାଖାଲି ଏହି…
ନକଲି ମାୱା ମସଲା, ଗୁଟ୍ଖା କାରଖାନାରେ ଚଢ଼ାଉ
ଦିଗପହଣ୍ଡି,୧୩।୨(ଡି.ଏନ.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଇଲାକାରେ ଚାଲିଥିବା ନକଲି ମାୱା ମସଲା ଏବଂ ଗୁଟ୍ଖା କାରଖାନା ଉପରେ ଶୁକ୍ରବାର ରାତିରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ମାଦକ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଶେରଗଡ଼ ଥାନା କୁରୁଳା…
Archives


