ଗଞ୍ଜାମ

ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ପ୍ରତିଫଳନ : ଚ୍ୟାଉ ପଟ୍ଟନାୟକ

ବ୍ରହ୍ମପୁର ଅଫିସ,୨୮ା୨:  ଗଞ୍ଜାମ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ୨୨ ଜିଲା ପରିଷଦ ଜୋନର ଫଳାଫଳ ଶନିବାର ପ୍ରକାଶ ପାଇବା ପରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ସବୁ ଜୋନ ବିଜେଡି ସପକ୍ଷରେ ଯାଇଥିବାରୁ ବିରୋଧୀ ଦଳକୁ ହତୋତ୍ସାହ…

ପୁରୁଷୋତ୍ତମପୁର ୩୬ ଜୋନକୁ ଦଖଲ କଲା ବିଜେଡି

ପୁରୁଷୋତ୍ତମପୁର, ୨୮/୨(ଡିଏନ୍ଏ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ବ୍ଲକ ୩୬ ଜୋନ ଅଧିନରେ ଥିବା ୧୦ଗୋଟି ପଞ୍ଚାୟତର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜେଡି ର ଭଜମନ ବେହେରା ୧୭,୮୫୮ ଭୋଟ ପାଇଥିବା ବେଳେ ଭାଜପାର…

୬ ବର୍ଷର ଝିଅକୁ ପିଟିପିଟି ମାରିଦେଲେ ମା-ବାପା

ଦିଗପହଣ୍ଡି,୨୮ା୨(ଡି.ଏନ୍‌.ଏ.): ଖାଇବାକୁ ଅଝଟ କରିବାରୁ ନିଜ ଝିଅକୁ ପିଟି ପାଟି ମାରିଦେଇଛନ୍ତି ବାପା ଏବଂ ସାବତ ମା’। ଆଗରୁ ଝିଅଟିର ଜନ୍ମକଲା ମା’ ଚାଲି ଯାଇଥିବା ବେଳେ ବାପା ଏବଂ ସାବତ ମା’ଙ୍କ ସହ ରହୁଥିଲା କୁନି ଝିଅଟି। ଶେଷରେ ସାବତ…

ପରାଜୟର ସ୍ବାଦ ଚାଖିଲେ ହେବିୱେଟ

ପୁରୁଷୋତ୍ତମପୁର,୨୭ା୨(ଡି.ଏନ.ଏ.): ପୁରୁଷୋତ୍ତମପୁର ବ୍ଲକ ୩୫ ନଂ ଜୋନ ଅଧିନରେ ଥିବା ୮ ପଞ୍ଚାୟତର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଭୀମପୁର ଓ ପାଣ୍ଡିଆ ପଞ୍ଚାୟତ ସମିତି ସଭ୍ୟ ପଦବୀ ଉପରେ ସଭିଙ୍କ ନଜର ରହିଥିଲା। ଯାହାକି ଦୁଇ ଥର ସରପଞ୍ଚ…

ଗଞ୍ଜାମ ବ୍ଲକ ୧୪ ନଂ ଜୋନ୍‌ରେ ବିଜୟୀ ହୋଇଛନ୍ତି ଏହିସବୁ ପ୍ରାର୍ଥୀ

ଗଞ୍ଜାମ,୨୭ା୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ୧୪ ନମ୍ବର ଜୋନ ଅଧିନସ୍ଥ ବିଭିନ୍ନ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ପୋଇରସି ପଞ୍ଚାୟତରେ ସମିତିସଭ୍ୟ ଅନ୍ତର୍ଯ୍ୟାମୀ ବେହରା, ସରପଞ୍ଚ ରବୀନ୍ଦ୍ର ବେହେରା, ମଲାଡ଼ ପଞ୍ଚାୟତରେ ସମିତିସଭ୍ୟା ବିଷ୍ଣୁପ୍ରିୟା ମହାପାତ୍ର, ସରପଞ୍ଚ ମମତା ବେହେରା, କରପଡ଼ା…

୧୪ ନମ୍ବର ଜୋନରେ ବିଜେଡିର ବାଜିମାତ୍‌

ଗଞ୍ଜାମ,୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ୧୪ ନମ୍ବର ଜୋନରେ ବିଜେଡି ମାଜିମାତ କରିଛି। ବିଜେଡି ପାର୍ଥିନୀ ସସ୍ମିତା ସ୍ବାଇଁ ୧୫ ହଜାର ୧୬୦ ଖଣ୍ଡ ଭୋଟ ପାଇଛନ୍ତି। ପ୍ରତିଦ୍ବନ୍ଦ୍ୱୀ ଭାଜପା ପାର୍ଥିନୀ ୪ ହଜାର ୯୮୨ ଖଣ୍ଡ ଭୋଟ ପାଇଛନ୍ତି l ଫଳରେ…

ମାଛ ମାରିବାକୁ ଯାଇଥିଲେ, ମିଳିଲା ମୃତଦେହ

ଗଞ୍ଜାମ,୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅଧୀନ ପୁରୁଣାବନ୍ଧ ଗ୍ରାମର ମତ୍ସ୍ୟଜୀବୀ ନବୀନା ବେହେରା(୪୨)ଙ୍କ ମୃତଦେହ ଖୋଖରକୁଦା ଗ୍ରାମ ନିକଟସ୍ଥ ସମୁଦ୍ର ବେଳାଭୂମିରୁ ଶନିବାର ପୋଲିସ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ମତ୍ସ୍ୟଜୀବୀ ନବୀନା ଶନିବାର ସନ୍ଧ୍ୟାରେ ଡଙ୍ଗା ଧରି ମାଛ ମାରିବାକୁ…

ଆଲମିରା ତିଆରି କରିବାକୁ ଆସି ବୃଦ୍ଧାଙ୍କୁ ହତ୍ୟା, ମିଳିଲା ରକ୍ତଭିଜା ଛୁରି

ବ୍ରହ୍ମପୁର ଅଫିସ,୨୭ା୨: ସଦର ଥାନା ଅଳକାପୁରୀରେ ରହୁଥିବା ବୃଦ୍ଧ ଦମ୍ପତ୍ତିଙ୍କ ଘରେ ସୁନା, ଗହଣା ଓ ଟଙ୍କା ରହିଥିବା ଅପରାଧୀ ଜଣକ ଜାଣିବାକୁ ପାଇଥିଲେ। ସେହି ଘରେ ବିଜୟ ଚନ୍ଦ୍ର ବେହେରା ଓ ତାଙ୍କ ସ୍ତ୍ରୀ ସୁରଜା ରହୁଥିବା ବେଳେ ଗତ…

ପରାଜୟର ସ୍ବାଦ ଚାଖିଲେ ହେବିୱେଟ୍‌ ନେତା

ପୁରୁଷୋତ୍ତମପୁର, ୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ୩୫ ଜୋନ୍‌ ଅଧୀନରେ ଥିବା ୮ଟି ପଞ୍ଚାୟତର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଭୀମପୁର ଓ ପାଣ୍ଡିଆ ପଞ୍ଚାୟତ ସମିତିସଭ୍ୟ ପଦବୀ ଉପରେ ସଭିଙ୍କ ନଜର ରହିଥିଲା। ଯାହାକି ଦୁଇଥର ସରପଞ୍ଚ,…

ବିଜେଡି ଟିକେଟ ପାଇଁ ଆଶାୟୀଙ୍କ ଲବି

ବ୍ରହ୍ମପୁର ଅଫିସ,୨୭।୨: ପୌର ନିର୍ବାଚନ ପାଇଁ ବ୍ରହ୍ମପୁର ମହାନଗର ରାଜନୀତି ଚଳଚଞ୍ଚଳ ହୋଇଛି। ୪୨ଟି ୱାର୍ଡରେ ଶନିବାର ବିଜେଡି ପକ୍ଷରୁ କର୍ପୋରେଟର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳର ଗଞ୍ଜାମ ଜିଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପହଞ୍ଚତ୍ଛନ୍ତି। ବିଧାୟକ ବିକ୍ରମ…

ଭଞ୍ଜନଗରରୁ କାବୁ ହେଲେ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୨୭।୨: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ଅଳକାପୁରୀ ସପ୍ତମ ଲାଇନ୍‌ରେ ରହୁଥିବା ସୁରଜା ବେହେରା(୬୦)ଙ୍କୁ ବୁଧବାର ଗଳାକାଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଚମ୍ପଟ ମାରିଥିବା ଅଭିଯୁକ୍ତଙ୍କୁ ପୋଲିସ ଭଞ୍ଜନଗରରୁ ଶୁକ୍ରବାର ବିଳମ୍ବିତ ରାତିରେ କାବୁ କରିଛି। ସେ ଏକ…

ୟୁକ୍ରେନ୍‌ରେ ପୋଲସରା ଛାତ୍ର

ପୋଲସରା,୨୭।୨(ଡି.ଏନ.ଏ.): ପୋଲସରା ଷଣ୍ଢସାହିରେ ରହୁଥିବା ପ୍ରଦୀପ କୁମାର ପାତ୍ର ପୋଲସରାରୁ ୯ କିଲୋମିଟର ଦୂରରେ ବୁଢାମ୍ବଠାରେ ଥିବା ଡାକ୍ତରଖାନାରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ। ତାଙ୍କ ପୁଅ ଦେବାଶିଷ ପାତ୍ର (୨୧) ୟୁକ୍ରେନର କିଭ୍‌ ନ୍ୟାଶନାଲ ମେଡିକାଲ ୟୁନିଭର୍ସିଟିରେ ପଢୁଛନ୍ତି। କରୋନା ବେଳେ ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri