ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ଦାୟିତ୍ୱ ନେଲେ ଶର୍ମିଷ୍ଠା ପ୍ରଧାନ
ଛତ୍ରପୁର,୩୦।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ଭାବେ ଶର୍ମିଷ୍ଠା ପ୍ରଧାନ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଛତ୍ରପୁର ଏନ୍ଏସିକୁ ମ୍ୟୁନିସିପାଲିଟି ମାନ୍ୟତା ଲାଗି ଉଦ୍ୟମ କରିବି ବୋଲି ସେ କହିଛନ୍ତି। ଏଥିସହ ଦଳୀୟ ନିର୍ବାଚନୀ ଇସ୍ତାହାରକୁ କାର୍ଯ୍ୟକାରୀ…
ପିତ୍ତଳ ଛକ ୪ ଭାଇଙ୍କୁ ହତ୍ୟା ଘଟଣା: ୫ ଗିରଫ
ହିଞ୍ଜିଳିକାଟୁ,୨୯।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପିତ୍ତଳ ଛକରେ ୪ ଭାଇଙ୍କୁ ନିର୍ମମ ଭାବରେ କାଠ ଫାଳିଆରେ ହତ୍ୟା ମାମଲାରେ ମଙ୍ଗଳବାର ୪ ଜଣଙ୍କୁ ପୋଲିସ ଗିରଫ କରିଛି । ଏ ନେଇ ଗଞ୍ଜାମ ଏସପି ବ୍ରିଜେଶ ରୟ ସୂଚନା ଦେଇଛନ୍ତି। ଗିରଫ…
ମା’ ତାରାତାରିଣୀଙ୍କ ମହାଲକ୍ଷ୍ମୀ ବେଶ
ପୁରୁଷୋତ୍ତମପୁର,୨୯।୩(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଦ୍ୱିତୀୟ ପାଳି ଯାତ୍ରା କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି। ସୋମବାର ରାତି ୧ଟା ୩୫ରେ ମନ୍ଦିର ଦ୍ୱାରା ଫିଠାଯାଇଥିଲା। ପରମ୍ପରା ଅନୁସାରେ ଅବକାଶ ନୀତି, ମଙ୍ଗଳ ଆଳତି,…
ବିଜେଡି ହାତରୁ ଖସିଲା ୩ ଏନ୍ଏସି
ଛତ୍ରପୁର,୨୯ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୩ ଏନ୍ଏସି ଛତ୍ରପୁର, ଗଞ୍ଜାମ ଓ ରମ୍ଭାରେ ବିଜେଡିର ପରାଜୟ ହୋଇଛି। ଏହି ୩ ଏନ୍ଏସି ଅଧ୍ୟକ୍ଷ ଆସନ ବିଜେଡି ହାତରୁ ଖସିଯାଇଛି। ଗତ ପୌର ନିର୍ବାଚନରେ ବିଜେଡି ଏହି ୩…
ଶ୍ରମିକ ୟୁନିୟନର ରାଜପଥ ଅବରୋଧ
ହିଞ୍ଜିଳିକାଟୁ,୨୮।୩(ଡି.ଏନ୍.ଏ.): ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସମର୍ଥନ କରି ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। ଘରୋଇକରଣ ବନ୍ଦ, ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର…
ମହଙ୍ଗା ପଡ଼ିଲା ପୂର୍ବତନ କର୍ପୋରେଟରଙ୍କୁ ହତ୍ୟା ଧମକ: ୫ ଗିରଫ
ବ୍ରହ୍ମପୁର ଅଫିସ,୨୮ା୩: ବ୍ରହ୍ମପୁର ସହରରେ ପୌର ନିର୍ବାଚନ ପରବର୍ତ୍ତୀ ହିଂସା ଓ ଜଣେ କର୍ପୋରେଟରଙ୍କୁ ହତ୍ୟା ଧମକ ଘଟଣାରେ ଗୋଷାଣୀନୂଆଗାଁ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପ୍ରେମନଗର ଫର୍ଚ୍ୟୁନ ଶଙ୍କର ପ୍ୟାଲେସରେ ରହୁଥିବା ଶିବା ଓରଫ କୁମାର…
ରାଜ୍ୟ ଦଳରେ ଗଞ୍ଜାମର ୫ ପ୍ରତିଯୋଗୀ
ବ୍ରହ୍ମପୁର ଅଫିସ,୨୮।୩: ୩୨ତମ ଜାତୀୟସ୍ତରୀୟ ଟେନିସ ବଲ କ୍ରିକେଟ (ପୁରୁଷ ଓ ମହିଳା) ଚାମ୍ପିୟନଶିପ୍ ପ୍ରତିଯୋଗିତା ଆସନ୍ତା ୨୮ରୁ ୩୧ ପର୍ଯ୍ୟନ୍ତ ମହାରାଷ୍ଟ୍ରର ନାଗପୁରଠାରେ ଅନୁଷ୍ଠିତ ହେବ। ଏଥିନିମନ୍ତେ ଗଞ୍ଜାମ ଜିଲା ଟେନିସ ବଲ କ୍ରିକେଟ ସଂଘର ୫ ଜଣ ପ୍ରତିଯୋଗୀ ଶନିବାର…
ମହାନଗରରେ ବଦଳୁଛି ରାଜନୈତିକ ଚିତ୍ର
ବ୍ରହ୍ମପୁର ଅଫିସ,୨୮।୩: ଗଞ୍ଜାମ ଜିଲାର ଗୁରୁତ୍ୱପୂର୍ଣ୍ଣ ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି)ର ଚଳିତ ପୌର ନିର୍ବାଚନରେ ଖାତା ଖୋଲିଛି ଭାଜପା। ୨୦୧୩ ନିର୍ବାଚନରେ ଜଣେ ବି କର୍ପୋରେଟର ଜିତିନଥିବା ବେଳେ ଏଥର ୭ ଜଣ ନିର୍ବାଚିତ ହୋଇଛନ୍ତି। ଅପରପକ୍ଷରେ ରେଶମ ନଗରୀରେ ସର୍ବପୁରାତନ…
ଦୁର୍ଦ୍ଦଶାରେ ସାବିତ୍ରୀଙ୍କ ଜୀବନ
ବଲସକୁମ୍ପା,୨୮।୩: ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ଗ୍ରାମ ପଞ୍ଚାୟତ ଅଧୀନ ନବଗୁବା ଗ୍ରାମରେ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି ସାଗର ବେହେରାଙ୍କ ପରିବାର। ପରିବାର କହିଲେ ସ୍ବାମୀ, ସ୍ତ୍ରୀ ସହ ଦୁଇ ପୁଅ ଏବଂ ଗୋଟିଏ ଝିଅ। ପ୍ରତିଦିନ ଚାଷବାସ କରିବା ସହିତ ଦିନମଜୁରିଆ…
୧୨ ବର୍ଷ ହେଲା ଛୁଇଁନାହାନ୍ତି ଖାଦ୍ୟ: ଗୋଡ଼ି, ପଥର ଖାଇ ବଞ୍ଚିଛନ୍ତି ଏହି ବ୍ୟକ୍ତି
ଛତିଶଗଡ଼ର ଯଶପୁର ଜିଲାର ଉଦ୍ୟାନ ବିକାଶ ବ୍ଲକ ଛିପତାଲା ବାସିନ୍ଦା ସନ୍ତୋଷ ଲାକ୍ରାଙ୍କ ନାମ ଏବେ ବେଶ୍ ଚର୍ଚ୍ଚାରେ। କାରଣ ସନ୍ତୋଷ ଦୀର୍ଘ ୧୨ ବର୍ଷ ହେଲା ଅନ୍ନ ସ୍ପର୍ଶ ନ କରି କେବଳ ଗୋଡ଼ି, ପଥର ଖାଇ ଜୀବନ ବଞ୍ଚାଇଛନ୍ତି।…
ଅଲିଭ୍ ରିଡ୍ଲେଙ୍କ ଗଣଅଣ୍ଡାଦାନ ଆରମ୍ଭ
ଗଞ୍ଜାମ,୨୮ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ନିକଟସ୍ଥ ରୁଷିକୂଲ୍ୟା ମୁହାଣରେ ସାମୁଦ୍ରିକ କଇଁଛଙ୍କ ଗଣଅଣ୍ଡାଦାନ ପର୍ବ ଆରମ୍ଭ ହୋଇଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୪୦,୫୩୩ ସାମୁଦ୍ରିକ କଇଁଛ ସମୁଦ୍ରର ନୀଳ ଜଳରାଶିରୁ ଉଠିଆସି ବେଳାଭୂମିର ବାଲୁକା ରାଶିରେ ଗଣଅଣ୍ଡାଦାନ…
ପୂର୍ବତନ କର୍ପୋରେଟରଙ୍କ ଘରେ ପଶି ହତ୍ୟା ଧମକ
ବ୍ରହ୍ମପୁର ଅଫିସ,୨୭।୩: ଗଞ୍ଜାମ ଜିଲାରେ ପୌର ନିର୍ବାଚନ ଶେଷ ହୋଇଛି। ହେଲେ ନିର୍ବାଚନୀ ହିଂସା ଥମିବାର ନାଁ ନେଉ ନାହିଁ। ଶନିବାର ବିଳମ୍ବିତ ରାତିରେ ଗୋଷାଣୀ ନୂଆଗାଁ ଥାନା ଅଧୀନ ହାଉସିଂବୋର୍ଡ ବ୍ରିଟ କଲୋନୀରେ ରହୁଥିବା ପୂର୍ବତନ କର୍ପୋରେଟର ତଥା ପରାଜିତ…
Archives


