ଗଞ୍ଜାମ

ବନ୍ୟା ଆଣିଛି ବିପତ୍ତି: ସାପ କାମୁଡ଼ା, ନଦୀରେ ଭାସି ଚାଲିଗଲା ୨ ଜୀବନ

ଭଞ୍ଜନଗର,୧୮।୮(ଡି.ଏନ୍‌.ଏ.): ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗିନ ହୋଇଛି। ବହୁ ଲୋକେ ପାଣି ଘେରର ଥିବା ବେଳେ ଜନବନ୍ଦି ହୋଇ ରହିଛନ୍ତି। ଏଭଳିସ୍ଥିତିରେ ମଣିଷ ଏବଂ ଗୃହପାଳିତ ପ୍ରାଣୀଙ୍କ ପାଇଁ ସାପ ଭୟ ଘାରିଛି। ଏହି ସମୟରେ ଗଞ୍ଜାମ ଜିଲାରୁ ଗୁରୁବାର ଆସିଛି…

ମହିଳାଙ୍କୁ ବଳାତ୍କାର କରି ବନ୍ଧାହେଲେ ଲାଇନ୍‌ମ୍ୟାନ୍‌

ରମ୍ଭା,୧୮ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର ହୋଇଥିବା ନେଇ ଗୁରୁବାର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପରେ ରମ୍ଭା ଥାନା ପୋଲିସ କେସ୍‌ ନଂ ୪୦୨/୨୨ରେ ମାମଲା ରୁଜୁ ସହ ବଳାତ୍କାରୀ ଅଭିଯୁକ୍ତଙ୍କୁ ଗିରଫ…

ଜୁଆଆଡ୍ଡାରେ ଚଢ଼ାଉ, ୯ ଗିରଫ

ହିଞ୍ଜିଳିକାଟୁ,୧୭ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ରାଜତୋଟା ସାହିଠାରେ ଏକ ଘରେ ଚାଲିଥିବା ଜୁଆଆଡ୍ଡା ଉପରେ ହିଞ୍ଜିଳି ପୋଲିସ ବୁଧବାର ସନ୍ଧ୍ୟାରେ ଚଢ଼ାଉ କରି ୯ ଜୁଆଡିଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ନଗଦ ୩୦ ହଜାର ୨୦ ଟଙ୍କା , ୮…

ବୁଲା ଗୋରୁଙ୍କ କବ୍‌ଜାରେ ଗଞ୍ଜାମ ଏନ୍‌ଏସି ମୁଖ୍ୟ ରାସ୍ତା

ଗଞ୍ଜାମ,୧୭।୮(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ବୁଲା ଗୋରୁଙ୍କ ପାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଗୋରୁଙ୍କ କବଜାରେ ସହରର ମୁଖ୍ୟ ରାସ୍ତା। ଏମାନଙ୍କୁ ହଟାଇବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଏନ୍‌ଏସି ପ୍ରଶାସନକୁ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ…

ପୁଣି ସମୁଦ୍ରରେ ଲୀନହେଲା ୩ ଘର

ଗଞ୍ଜାମ,୧୭।୮(ଡି.ଏନ୍‌.ଏ.): ଲଘୁଚାପ କାରଣରୁ ଅଶାନ୍ତ ସମୁଦ୍ରର ଉଚ୍ଚ ଜୁଆରରେ ଗଞ୍ଜାମ ବ୍ଲକର ପୁରୁଣା ପୋଡ଼ମପେଟା ଗ୍ରାମର ପୁଣି ୩ଟି ଘର ସମୁଦ୍ରରେ ଲୀନ ହୋଇଯାଇଛି। ପ୍ରଶାସନ ପକ୍ଷରୁ ଓଡ଼ିଶା ବିପର୍ଯ୍ୟୟ ଓ ଥଇଥାନ ପ୍ରକଳ୍ପ (ଓଡ଼ିଆରପି) ଯୋଜନାରେ ଘର ମିଳି ନ…

ପୁଣି ସମୁଦ୍ର ଆଁରେ ଲୀନ ହେଲେ ପୋଡମପେଟା ଗ୍ରାମର ଆଉ ୩ ଘର

ଗଞ୍ଜାମ,୧୬।୮(ଡି.ଏନ୍‌.ଏ.): ପୁଣି ସମୁଦ୍ରର ଆଁରେ ଲୀନ ହୋଇଛି ପୋଡମପେଟା ଗ୍ରାମର ଆଉ ୩ ଘର। ଲଘୁଚାପ ଯୋଗୁ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବାରୁ ଘରଗୁଡ଼ିକ ସମୁଦ୍ରଗର୍ଭକୁ ଚାଲିଯାଇଛି। ଫଳରେ ଘର ନ ପାଇ ଉକ୍ତ ଗ୍ରାମରେ ରହୁଥିବା ଲୋକେ ଆତଙ୍କିତ ହୋଇପଡିଛନ୍ତି…

ଡିଏସ୍‌ପି ଅଜୟ ମିଶ୍ରଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କାର୍ଯ୍ୟରତ ଡିିଏସ୍‌ପି ଅଜୟ କୁମାର ମିଶ୍ରଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୋଲିସ ମେଡାଲ ମିଳିଛି। ସ୍ବାଧୀନତା ଦିବସ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ମେଡାଲ ଦେଇ ସମ୍ମାନିତ କରିଛନ୍ତି। ଏ ନେଇ…

ପୁରୁଷୋତ୍ତମପୁରର ବିଭିନ୍ନ ସ୍ଥାନରେ ଉଡିଲା ତ୍ରିରଙ୍ଗା

ପୁରୁଷୋତ୍ତମପୁର,୧୫।୮(ଡି.ଏନ୍‌.ଏ) ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବିଚାରପତି ପୂଜାପ୍ରିୟଦର୍ଶନୀ ପତି ପତାକା ଉତ୍ତୋଳନ କରିଥିଲେ। ଏସଡିପିଓ ଅଫିସରେ ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନାରେ ଆଇଆଇସି ପ୍ରିୟସରଞ୍ଜନ ଛୋଟରାୟ,…

ଫେରି ନ ଥିଲେ ଘରକୁ, ପୋଖରୀରୁ ମିଳିଲା ମୃତଦେହ

ପୁରୁଷୋତ୍ତମପୁର,୧୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ବାଘଲା ଗ୍ରାମ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ସୋମବାର ମୃତ୍ୟୁ ଘଟିଛି। ମୃତକ ହେଲେ ଆଙ୍ଗୁ ଗ୍ରାମର ଯୋଗୀ ନାହାକ(୫୦)। ଯୋଗୀ କୌଣସି କାର୍ଯ୍ୟରେ ବାଘଲା ଗ୍ରାମକୁ ଯାଇ ଆଉ ଘରକୁ ଫେରି…

ସେବା ସମବାୟ ସମିତିରେ ଉଡ଼ିଲାନି ତ୍ରିରଙ୍ଗା, ଭୁଲିଗଲେ କର୍ମଚାରୀ

ପୁରୁଷୋତ୍ତମପୁର,୧୫।୮(ଡି.ଏନ୍‌.ଏ.): ସ୍ବାଧୀନତା ଦିବସ ପାଳନ ନେଇ ସରକାର ହର୍‌ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଆହ୍ବାନ ଦେଇଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସେବା ସମବାୟ ସମିତିରେ। ପ୍ରକାଶଯୋଗ୍ୟ, ଖୋଦ୍‌ ସରକାରଙ୍କଳ ଅଧୀନରେ ଥିବା ଏହି ସେବା…

ବାଇବାଲି ପଞ୍ଚାୟତ ବରଗଁାକୁ ନାହିଁ ପକ୍କା ରାସ୍ତା

ଭଞ୍ଜନଗର,୧୫।୮(ଡି.ଏନ.ଏ): ଭଞ୍ଜନଗର ଅଞ୍ଚଳରେ ଆଜକୁ ପ୍ରାୟ ଏକ ସପ୍ତାହ ହେବ ମଝିରେ ମଝିରେ ଲଗାଣ ବର୍ଷା ହେଉଛି। ଏହାଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଲୋକେ ଘରୁ ବାହାରି ପାରୁନାହାନ୍ତି। କେତକ ସ୍ଥାନରେ ଝାଟିମାଟି ଘର ଭୁଶୁଡ଼ି ପଡ଼ିଛି । ଭଞ୍ଜନଗର…

ବନ୍ୟା ସ୍ଥିତି ଗମ୍ଭୀର: କେନ୍ଦ୍ରାପଡ଼ା ଗଲା ଛତ୍ରପୁର ଅଷ୍ଟମ ବାଟାଲିୟନ ଓଡ୍ରାଫ ଟିମ୍‌

ଗଞ୍ଜାମ,୧୫।୮(ଡି.ଏନ୍‌.ଏ.): ଗତ କିଛିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ସରକାର ଏବଂ ଜିଲା ପ୍ରଶାସନ ନଈକୂଳିଆ ଲୋକଙ୍କୁ ସ୍ଥାନାନ୍ତର କରିଥିବା ବେଳେ ବନ୍ୟା ପ୍ରଭାବିତ ହେବାକୁ ଥିବା ଅଞ୍ଚଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri