ଗଞ୍ଜାମ

୧,୭୫୪ କଳାକାରଙ୍କୁ ମିଳିଲା ବକେୟା ଭତ୍ତା

ଭଞ୍ଜନଗର,୧୩।୧୦(ଡି.ଏନ.ଏ): ଗଞ୍ଜାମ ଜିଲାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୧୮୧୯ ଜଣ ଭତ୍ତା ପାଉଛନ୍ତି। କିନ୍ତୁ ଲାଇଫ୍‌ ସାର୍ଟିଫିକେଟ ଦାଖଲରେ ବିଳମ୍ବ ଯୋଗୁ ୪ମାସ ହେଲା କଳାକାରମାନଙ୍କୁ ଭତ୍ତା ମିଳିପାରି ନ ଥିଲା। ଏ ନେଇ ଧରିତ୍ରୀରେ ଗତ ୯ ତାରିଖରେ…

ବାଇକ୍‌କୁ ଧକ୍କା ଦେଲା ବାଇକ୍‌

ଗଞ୍ଜାମ,୧୨।୧୦(ଡି.ଏନ୍‌.ଏ.): ଗଞ୍ଜାମ ଥାନା ନିକଟସ୍ଥ ଜାତୀୟ ରାଜପଥ ବିଞ୍ଚଣାପଲି ଛକଠାରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଗୋଟିଏ ବାଇକକୁ ଆଉ ଗୋଟିଏ ବାଇକ ଧକ୍କା ଦେବା ଫଳରେ ଉଭୟ ବାଇକ ଚାଳକ ଆହତ ହୋଇଥିବା ଜଣାପଡ଼ିଛି। ଜାତୀୟ ରାଜପଥ ପାଟ୍ରୋଲିଂ ଅଧିକାରୀ…

ବିଚ୍‌ ରାସ୍ତାରେ ବିଦ୍ୟାଳୟର ମହିଳା-ପୁରୁଷ କର୍ମଚାରୀଙ୍କ ହାତାହାତି

ପୁରୁଷୋତ୍ତମପୁର,୧୨।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟରୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ବିଚ୍‌ ରାସ୍ତାରେ ବାଇଧର ମନ୍ଦିର ନିକଟରେ ବିଦ୍ୟାଳୟର ଜଣେ ମହିଳା ଓ ଜଣେ ପୁରୁଷ କର୍ମଚାରୀଙ୍କ ମଧ୍ୟରେ…

ରୂପାନ୍ତରିତ ହେବ ଗଞ୍ଜାମର ୧୦୭ ସ୍କୁଲ

ଛତ୍ରପୁର,୧୨।୧୦(ଡି.ଏନ.ଏ.): ତୃତୀୟ ପର୍ଯ୍ୟାୟରେ ୫-ଟିରେ ଗଞ୍ଜାମ ଜିଲାର ୧୦୭ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କରାଯିବ। ଏଥିସକାଶେ ୫-ଟି ସଚିବ ଭି. କେ. ପାଣ୍ଡିଆନ ମଙ୍ଗଳବାର ଜିଲାର ରୂପାନ୍ତରୀତ ହେବାକୁ ଥିବା ବିଦ୍ୟାଳୟ ସମ୍ପର୍କରେ ଓସ୍ବାନ ଭିସି ମାଧ୍ୟମରେ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ…

ଉର୍ମିଳା ଗଞ୍ଜାମ ମହିଳା ବିଜେଡି ସଭାନେତ୍ରୀ

ଗଞ୍ଜାମ,୧୨।୧୦(ଡି.ଏନ.ଏ.): ଛତ୍ରପୁର ନିର୍ବାଚନ ମଣ୍ଡଳୀର ଗଞ୍ଜାମ ଏନ୍‌ଏସି ମହିଳା ସଭାନେତ୍ରୀ ଭାବେ ପୁଣି ଉର୍ମିଳା ପଲାଇ ମନୋନୀତ ହୋଇଛନ୍ତି। ଏଥିପାଇଁ ସେ ଗଞ୍ଜାମ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା…

ପୁରସ୍କାରପ୍ରାପ୍ତ ଏନ୍‌ଏସିରେ ପରିମଳ ବିପର୍ଯ୍ୟସ୍ତ

ଭଞ୍ଜନଗର,୧୨।୧୦(ଡି.ଏନ.ଏ): ୯୭୪ ମାର୍ଚ୍ଚ ୧୬ରେ ରାଜ୍ୟ ସରକାରଙ୍କ ଚିଠି ନଂ ୬୩୭୩ ଅନୁସାରେ ବେଲଗୁଣ୍ଠା ଏନ୍‌ଏସି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୬ଟି ରାଜସ୍ବ ଗ୍ରାମ ଯଥା ବେଲଗୁଣ୍ଠା, ବାଲିଡ଼ି, ବି.କେ.ଶରଣପୁର, ଧନିଜାପଲ୍ଲୀ, ରମୁଣିପାଟଣା ଓ ଭଗବତୀପାଟଣାକୁ ନେଇ ଏନଏସି ଗଠନ…

ତତ୍କାଳୀନ ଆକାଉଣ୍ଟାଣ୍ଟଙ୍କୁ ୨ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୧୨।୧୦: ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ ମଙ୍ଗଳବାର ଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ଶୁଣାଣି କରିଥିଲେ। ଉପଯୁକ୍ତ ପ୍ରମାଣ ମିଳିବାରୁ ସେ ଅଭିଯୁକ୍ତ ତଥା ତତ୍କାଳୀନ ବୌଦ୍ଧ ଜିଲାରେ ଥିବା ଓଡ଼ିଶା…

୮ ମାସରେ ୪. ୪୧ କୋଟି ଜରିମାନା

ବ୍ରହ୍ମପୁର ଅଫିସ,୧୨।୧୦: ବ୍ରହ୍ମପୁର ସହରର ଟ୍ରାଫିକ ସମସ୍ୟା ଦୂର କରିବା, ଦୁର୍ଘଟଣା ରୋକିବା ସହ ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ପୋଲିସ ତା’ର ପ୍ରୟାସ ଜାରି ରଖିଛି। ପୋଲିସ ଏବେ ତିନି ଜଣିଆ ବାଇକ ଆରୋହୀ (ଟ୍ରିପଲ ରାଇଡିଂ), ଭୁଲ…

ଆଉଟସୋର୍ସିଂ କର୍ମଚାରୀଙ୍କ ଧାରଣା

ବ୍ରହ୍ମପୁର ଅଫିସ,୧୨।୧୦: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରଶାସନିକ କୋଠା ସମ୍ମୁଖରେ ମଙ୍ଗଳବାର ୩୭ ଜଣ ଆଉଟସୋର୍ସିଂ କର୍ମଚାରୀ ମିଳିତ ଭାବେ ଗଣଧାରଣା ଦେଇଥିଲେ। କର୍ମଚାରୀମାନେ ବଦଳି ବନ୍ଦ କରିବା ଦାବିରେ ଦିନତମାମ ଧାରଣା ଦେବା ଫଳରେ ଭଞ୍ଜବିହାର ପରିସରରେ ଉତ୍ତେଜନା ବୃଦ୍ଧି ପାଇଥିଲା।…

ଆଜିଠୁ ଖୋଲିବ ଓଟି କମ୍ପ୍ଲେକ୍ସ

ବ୍ରହ୍ମପୁର ଅଫିସ,୧୨।୧୦: ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ ଅଧୀକ୍ଷକଙ୍କ ଚାମ୍ବରରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏମକେସିଜି ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ଓ ଡ଼ିନ ଡା. ଅବନୀକାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିଲେ। ସେହିପରି…

ଏଥର ରୋଗୀ ହେବେ ଉପକୃତ: ଛତ୍ରପୁର ହସ୍ପିଟାଲରେ ଲାଗିଲା ଅଲଟ୍ରାସାଉଣ୍ଡ ମେଶିିନ

ଛତ୍ରପୁର,୧୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ମଙ୍ଗଳବାର ଏକ ଅଲଟ୍ରାସାଉଣ୍ଡ ମେଶିିନ ଲାଗିଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହାର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ,…

ପୁଇଁତୋଳାରେ ଲକ୍ଷ୍ମୀପୂଜା: ବୁଧବାର ମା’ଙ୍କ ଭସାଣି

ଗଞ୍ଜାମ,୧୧।୧୦(ଡି.ଏନ୍‌.ଏ.): ଚଳିତବର୍ଷ ପ୍ରଥମ ଥର ପାଇଁ ପୁଇଁତୋଳା ସାନସାହିରେ କୁମାରପୂର୍ଣ୍ଣିମା ଉପଲକ୍ଷେ ମା’ଲକ୍ଷ୍ମୀଙ୍କ ପୂଜା ଧୁମ୍‌ଧାମରେ ପାଳିତ ହେଉଛି। ଏଥିପାଇଁ ରବିବାର କଳସ ଯାତ୍ରା ହୋଇଥିଲା । ସାହିର ୫୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ କଳସ ଯାତ୍ରାରେ ସାମିଲ ହୋଇଥିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri