ଗଞ୍ଜାମ

ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା ଦେଲେ ରାଜ୍ୟ ସରକାର, ଧନ୍ୟବାଦ ଜଣାଇଲେ ସହରବାସୀ

ଛତ୍ରପୁର,୨୪ା୨(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲାର ଛତ୍ରପୁରକୁ ମ୍ୟୁନିସିପାଲିଟି ଭାବେ ଘୋଷଣା କରିଛନ୍ତି। ଦୀର୍ଘଦିନ ପରେ ଛତ୍ରପୁରବାସୀଙ୍କ ଦାବିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି। ଏନେଇ ସହରବାସିନ୍ଦା ମୁଖ୍ୟମନ୍ତ୍ରୀ ୫-ଟି ଅଧ୍ୟକ୍ଷ, ଛତ୍ରପୁର ବିଧାୟକ…

ବିଲ ମଝିକୁ ଓଲଟିଲା ହାଇଓ୍ବା: ରାତାରାତି ଗାଡ଼ିରୁ ନମ୍ବର ପ୍ଲେଟ୍‌ ଗାଏବ

ପୁରୁଷୋତ୍ତମପୁର,୨୪।୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଆସିକା-ହୁମ୍ମା ରାସ୍ତାର ପ୍ରତାପୁର ଛକ ନିକଟରେ ଏକ ବାଲି ବୋଝେଇ ହାଇୱା ଶୁକ୍ରବାର ରାତିରେ ରାସ୍ତାପାର୍ଶ୍ୱ ଏକ ବିଲ ମଝିକୁ ଓଲଟି ପଡ଼ିଛି। ତେବେ ଏଥିରେ କେହି ମୃତାହତ ହୋଇ ନ…

ଏସ୍‌ଆଇଙ୍କ ପୁଅ ପରୀକ୍ଷାରେ କପି କରି ପଡ଼ିଲେ ଧରା, ରାତିରେ କରିଦେଲେ ଏପରି କାଣ୍ଡ

ବ୍ରହ୍ମପୁର,୨୩।୩(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ସୂର୍ଯ୍ୟନଗରରେ ରହୁଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଦେବାଶିଷ ସେଠୀ(୧୭) ବୋଲି ପୋଲିସ କହିଛି। ବେଦ୍ୟନାଥପୁର ଥାନା ପୋଲିସ କେସ୍‌ ନମ୍ବର ୧୦୦/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ…

ଓଲଟି ପଡ଼ିଲା ବୋରୱେଲ ଖନନ ଗାଡ଼ି

ପୁରୁଷୋତ୍ତମପୁର,୨୨।୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ରାଇପୁର ଗ୍ରାମ ନିକଟସ୍ଥ ଏକ ଜମିରେ ଗୁରବାର ରାତିରେ ଏକ ବୋରୱେଲ ଖନନ ଗାଡ଼ି ଓଲଟି ପଡିଛି। ଫଳରେ ଗାଡ଼ି ତଳେ ଚାପିହୋଇ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ସେ ହେଲେ…

ସିସିଟିଭି କ୍ୟାମେରାକୁ ବି ଛାଡିଲେନି….

ଛତ୍ରପୁର,୨୨ା୨(ଦିଲୀପ ସାମଲ): ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧୀନ ଆର୍ଯ୍ୟପଲ୍ଲୀ ହାଇସ୍କୁଲରୁ ପୁଣି ଚୋରି ହୋଇଛି। ହାଇସ୍କୁଲର ୨ଟି ସିସି କ୍ୟାମେରା ଚୋରି ହୋଇଥିବା ଗୁରୁବାର ସକାଳେ ପିଅନ ମଧୁସୂଦନ ବେହେରା ସ୍କୁଲକୁ ଆସି ଦେଖିଥିଲେ। ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସାମନ୍ତରାୟ…

ସୂଚନା ଅଧିକାର ଆଇନ ଅବମାନନା କରିବା ପଡ଼ିଲା ମହଙ୍ଗା, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜରିମାନା

ଛତ୍ରପୁର,୨୨ା୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ସୂଚନା ଅଧିକାର ଆଇନକୁ ଅବମାନନା କରିବା ମହଙ୍ଗା ପଡ଼ିଛି। ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜରିମାନା ହୋଇଛି। ସୂଚନାଯୋଗ୍ୟ, ଗଞ୍ଜାମ ବ୍ଲକ ଅଧୀନ ହୁମା ପାଞ୍ଚାୟତର ଯୋଗୀ ବିଶ୍ୱାଳଙ୍କ ପୁଅ ପ୍ରଶାନ୍ତ କୁମାର ବିଶ୍ୱାଳ ୨୪.୦୬.୨୦୨୧ରେ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନିଜ କାର୍‌ରେ ମେଡିକାଲ ନେଲେ ବିଧାୟକ

ଛତ୍ରପୁର,୨୨ା୨(ବିଦ୍ୟାଧର ସାହୁ): ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ଛଟପଟ ହେଉଥିବା ଆହତଙ୍କୁ ନିଜ ଗାଡ଼ିରେ ମେଡିକାଲ ନେଇ ନିଜ ମହନୀୟତାର ପରିଚୟ ଦେଇଛନ୍ତି। ସୂଚନାନୁଯାୟୀ, ଗୁରୁବାର ବିଧାୟକ ନିଜ ନିର୍ବାଚନ…

ଗଞ୍ଜାମରେ ୫-ଟି ଅଧ୍ୟକ୍ଷଙ୍କୁ ଟମାଟୋ ମାଡ଼

ବେଲଗୁଣ୍ଠା,୨୨।୨: ୫-ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କୁ ଟମାଟୋ ମାଡ଼। ଗଞ୍ଜାମ ଜିଲା ବେଲଗୁଣ୍ଠାଠାରେ ଆୟୋଜିତ ‘ଆମ ଓଡ଼ିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ଼ ହୋଇଛି। ଟମାଟୋ ମାଡ଼ କରିଥିବା ବ୍ୟକ୍ତି ଜଣକ କଂଗ୍ରେସର ଜଣେ କର୍ମୀ…

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ଅଫିସ ସମ୍ମୁଖରେ ପାଚିକା ସହାୟକ ସଂଘର ବିକ୍ଷୋଭ

ଛତ୍ରପୁର,୨୨ା୨(ଦିଲ୍ଲୀପ ସାମଲ/(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଏଆଇଟିୟୁସି ସହ ବନ୍ଧିତ ପାଚିକା ସଂଘ ପକ୍ଷରୁ ୬ ଦଫା ଦାବି ନେଇ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପାଚିକାମାନେ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଯୋଜନାକୁ ସଫଳ କରିଆସୁଛନ୍ତି।…

ଭୁଲ ଇଞ୍ଜେକସନ୍‌ ଦେଇଦେଲେ ଡାକ୍ତର, ଚାଲିଗଲା ୫ମାସ ଶିଶୁର ଜୀବନ!

ବୁଗୁଡା,୨୨।୨: ଡାକ୍ତର ଭୁଲ ଇଞ୍ଜେକସନ ଦେବା ଯୋଗୁ ଚାଲିଗଲା ପାଞ୍ଚ ମାସ ଶିଶୁର ଜୀବନ। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲା ବୁଗୁଡା ସହରର ନେଳିଆବନ୍ଧ ସାହିରେ। ଏନେଇ ବୁଗୁଡା ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ…

ଗଞ୍ଜାମରେ ଗଡ଼ିଲା ଲକ୍ଷ୍ମୀ ବସ୍‌, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୧ା୨(ଦିଲ୍ଲୀପ ସାମଲ/ ସନ୍ତୋଷ ପାଢ଼ୀ): ପ୍ରତି ପଞ୍ଚାୟତରୁ ନିଜ ନିଜ ବ୍ଲକ ଆସିବାକୁ ଆଉ ଅସୁବିଧା ହେବନାହିଁ। ଗ୍ରାମାଞ୍ଚଳର ଲୋକମାନଙ୍କୁ ଉତ୍ତମ ପରିବହନ ସେବା ଯୋଗାଇ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ ବୁଧବାର…

ଆଜି ଗଞ୍ଜାମରେ ଗଡ଼ିବ ଲକ୍ଷ୍ମୀ

ଛତ୍ରପୁର,୨୧।୨(ଦିଲୀପ ସାମଲ ): ଗଞ୍ଜାମ ଜିଲାରେ ଗଡିବ ଲକ୍ଷ୍ମୀ ବସ୍‌। ଏହାକୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ଜିଲା ସଦର ମହକୁମା ଛତ୍ରପୁରରୁ ଏହାର ଶୁଭାରମ୍ଭ ହେବ। ଗଞ୍ଜାମ ଜିଲାର ୧୨୪ଟି ରୁଟ୍‌ରେ ୧୨୪ ଲକ୍ଷ୍ମୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri