ଗଞ୍ଜାମ

ମଇଁଷି ଛୁଆକୁ ଟାଣି ଖାଇଲା ବାଘ

ପାତ୍ରପୁର,୮ା୧୧(ଉମା ଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି । ପାତ୍ରପୁର ବ୍ଲକ ଜୟନ୍ତୀପୁର ଗ୍ରାମ ନିକଟରେ ରାତିରେ ଜଣେ ଅଟୋ ଚାଳକ ଗ୍ରାମକୁ ଫେରୁଥିବା ବେଳେ ବାଘ ରାସ୍ତା ପାର ହୋଇଥିବା ଦେଖି ସ୍ଥାନୀୟ ବନ…

ସାମାନ୍ୟ ବଚସା ହେଲା କାଳ: ଖୁଡ଼ିଙ୍କ ଗଳାକାଟି ହତ୍ୟା କଲେ ପୁତୁରା

ଧରାକୋଟ,୮।୧୧: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଗ୍ରାମରେ ଆଜି ଘଟିଛି ଏକ ଲୋମାଟାଙ୍କୁରା ହତ୍ୟାକାଣ୍ଡ। ସ୍ପଷ୍ଟ ଦିବାଲୋକରେ ଗ୍ରାମର ସିକନ୍ଦର ସାହୁଙ୍କ ପୁଅ ବଳରାମ ସାହୁ ନିଜ ବିଧବା ଭାଉଜ ସସ୍ମିତା ସାହୁ(୩୨)ଙ୍କୁ ନିର୍ମମ ଭାବେ ଛୁରି ଭୂଷି…

ତାରାତାରିଣୀ ମନ୍ଦିରରୁ ଚୋରି ଘଟଣା: ସନ୍ଦେହଘେରରେ ସେବାୟତ-ସୁରକ୍ଷାକର୍ମୀଙ୍କ ଭୂମିକା

ପୁରୁଷୋତ୍ତମପୁର,୮ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମା’ଙ୍କ ଅଳଙ୍କାର ଚୋରାଇ ନେବା ସହ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଭକ୍ତଙ୍କ ଲକ୍ଷାଧିକ ଦାନ ଟଙ୍କା ଚୋରି ହୋଇଛି। ଯାହାକି ମନ୍ଦିରକୁ ଯିବା ଲାଗି କିପରି ବାଟ…

ତାରାତାରିଣୀ ମନ୍ଦିରରୁ ଚୋରି: ପବିତ୍ରତା ଫେରାଇ ଆଣିବା ପାଇଁ ମା’ଙ୍କୁ କରାଗଲା ମହାସ୍ନାନ

ପୁରୁଷୋତ୍ତମପୁର,୮ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରେ ପଶି ଦୁର୍ବୃତ୍ତମାନେ ତାରାତାରିଣୀ ଦୁଇ ଭଉଣୀଙ୍କ ପିନ୍ଧା ଅଳଙ୍କାରକୁ ଲୁଟି ନେଇଥିଲେ। ଯାହାକି ମନ୍ଦିରରେ ଏଭଳି ଅବାଧ ପ୍ରବେଶ ହେତୁ ମା’ଙ୍କ ମନ୍ଦିର ଅପବିତ୍ର ହୋଇପଡ଼ିଛି। ଏଣୁ ଏହାକୁ…

୧୪ରୁ ପୁଣି ହାତୀ ଗଣନା

ଭଞ୍ଜନଗର,୭ା୧୧(ବାବୁଲା ପ୍ରଧାନ)- ରାଜ୍ୟ ସରକାର ପ୍ରଥମ ଥର ପାଇଁ ବର୍ଷକୁ ଦୁଇଥର ହାତୀ, ବାଘ ଓ ଅନ୍ୟ ବନ୍ୟପ୍ରାଣୀ ଗଣନା କରିବାକୁ ଯାଉଛନ୍ତି। ଆସନ୍ତା ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫୧ଟି ବନଖଣ୍ଡରେ ହାତୀ ଗଣନା ହେବ। ଗୁରୁବାର…

ବସ୍‌ଷ୍ଟାଣ୍ଡରୁ ବସ୍‌ ଚୋରି: ସିସିଟିଭିରୁ ଜଣାପଡିଲା ସତ

ଛତ୍ରପୁର,୭।୧୧(ଦିଲ୍ଲୀପ ସାମଲ): ପ୍ରତିଦିନ ଭଳି ଭଞ୍ଜନଗର ବସଷ୍ଟାଣ୍ଡରେ ରାତିରେ ବହୁ ବସ ରହିଥାଏ। ବୁଧବାର ରାତିରେ ମା’ ଦୁର୍ଗା ନାମକ ଏକ ଘରୋଇ ବସ ରହିଥିଲା। କିନ୍ତୁ ସେହି ବସ୍‌କୁ କିଏ ଚୋରି କରି ନେଇଯାଇଥିବା ଜଣାପଡିଛି। ଏନେଇ ମାଲିକ ଏ.…

ଶାନ୍ତି ମିଶ୍ର ହତ୍ୟା ମାମଲା: ୧୧ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ବ୍ରହ୍ମପୁର,୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହରର ବହୁଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ମାମଲା ଦୀର୍ଘ ୧୧ ବର୍ଷ ହେଲା କୋର୍ଟରେ ବିଚାରଣା ଚାଲିଥିବା ବେଳେ ଗୁରୁବାର ତାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଏଥିରେ ସମ୍ପୃକ୍ତ ଥିବା ସମସ୍ତ ୧୧ ଜଣ…

ପନାଡାରେ ମହାବଳ ଆତଙ୍କ: ୪ ଛେଳିକୁ ମାରି ଖାଇସାରିଲାଣି, କ୍ୟାମେରାରେ ହେଲା କଏଦ

ଗୋପାଳପୁର,୭ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଓ ଗଜପତି ଜିଲାର ସୀମାରେ ମହାରାଷ୍ଟ୍ର ରାଜ୍ୟ ଅଞ୍ଚଳରୁ ଆସିଥିବା ମହାବଳ ବାଘ ଖାଦ୍ୟ ଅନ୍ବେଷଣ ପାଇଁ ବୁଲୁଥିବା ନେଇ ବନ ବିଭାଗ ସୂଚନା ପାଇଛି। ଗତ ୩ ତାରିଖ ରାତିରେ ଗୋଳନ୍ଥରା ଥାନା ଅଧିନସ୍ଥ…

ଲଜ୍‌ରେ ଅତର୍କିତ ଚଢ଼ାଉ, କାଗଜପତ୍ର ଯାଞ୍ଚ କରୁଛି ପୋଲିସ

ଗଞ୍ଜାମ,୭।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଥିବା ଲଜ୍‌ ଓ ରେସିଡେନ୍ସିଗୁଡିକରେ ଗଞ୍ଜାମ ପୋଲିସର ଚଢ଼ାଉ ଜାରି ରହିଛି l ପୋଲିସର ଅଚାନକ ଚଢ଼ାଉକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଥିଲେ ମଧ୍ୟ ଲଜ୍‌ମାଲିକଙ୍କ ମଧ୍ୟରେ ଛନକା ପଶି ଯାଇଛି।…

୨ ହତ୍ୟା ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏ ଜେଲ୍‌

ବ୍ରହ୍ମପୁର,୬ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରା ଜଜ୍‌ ରୂପଶ୍ରୀ ଚୌଧୁରୀ ଏକ ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ସମସ୍ତ ପ୍ରମାଣକୁ ଆଧାର କରି ଦୁଇ ଜଣଙ୍କୁ ସେ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ବାଇଗଣବାଢ଼ି ଗ୍ରାମର ବସନ୍ତ…

ଏନ୍‌ଏସି ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଛତ୍ରପୁର,୬ା୧୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍‌ଏସିର ଉପାଧ୍ୟକ୍ଷା ଟି.ବବିତା କୁମାରୀଙ୍କ ବିରୋଧରେ ଉକ୍ତ ଏନ୍‌ଏସିର ୧୧ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଭେଟି ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ଏମାନେ…

୩୦ ବର୍ଷ ପରେ ତାରାତାରିଣୀ ମନ୍ଦିରରୁ ଚୋରି: ସେବେ ନେଇଥିଲେ ଚଳନ୍ତି ପ୍ରତିମା ଏବେ ନେଇଗଲେ ଅଳଙ୍କାର

ପୁରୁଷୋତ୍ତମପୁର,୬।୧୧ (ସିମାଞ୍ଚଳ ମିଶ୍ର): ଭଗବାନଙ୍କଠାରୁ ମଧ୍ୟ ଲୁଟିନେବାକୁ ଚୋରମାନେ ପଛାଉ ନାହାନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ। ଏହି ଚୋରି ଯୋଗୁ ମା’ଙ୍କ ନିତିକାନ୍ତିରେ ଦୁଇ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ବିଳମ୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?