ଜଳିଗଲା କୁକୁଡ଼ା ଫାର୍ମ
ବୁଗୁଡ଼ା,୧୦ା୮(କାଳିଚରଣ ଦାଶ ): ଗଞ୍ଜାମ ଜିଳା ବୁଗୁଡ଼ା ଥାନା ତଥା ସଂକୁରୁ ପଞ୍ଚାୟତ ଅଧୀନ ଘୋଳପୁର ଗ୍ରାମରେ ଏକ କୁକୁଡ଼ା ଫାର୍ମରେ ଅଗ୍ନିକାଣ୍ଡ ଘଟିଛି। ହେଲେ ଅଗ୍ନିକାଣ୍ଡରେ କୁକୁଡ଼ା ଚିଆଁ ବର୍ତ୍ତିଯାଇଥିବା ଜଣାପଡିଛି। ଗୁରୁବାର ଘୋଳପୁର ଗ୍ରାମର ମୁରଲୀ ଜେନାଙ୍କ କୁକୁଡ଼ା…
‘ପରିଶ୍ରମ କର ସଫଳତା ନିଶ୍ଚିତ ମିଳିବ’
ଗଞ୍ଜାମ,୧୦ା୮(ବିଦ୍ୟାଧର ସାହୁ)- ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅନିଲ ବିଶୋଇଙ୍କୁ ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠରେ ଗୁରୁବାର ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ସ୍କୁଲ କନ୍ଫେରେନ୍ସ ହଲରେ ଏକ ସଭା ଅନୁଷ୍ଠିତ ହୋଇଥିଲା। କ୍ରୀଡା ଶିକ୍ଷକ ପ୍ରତିରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା…
ଟାଟା ପାଓ୍ବାର କାର୍ଯ୍ୟାଳୟ ଘେରିଲେ ୩ ପଞ୍ଚାୟତ ବାସିନ୍ଦା
ବେଗୁନିଆପଡ଼ା,୧୦ା୮(ସୁଶାନ୍ତ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ୩ ପଞ୍ଚାୟତବାସୀ ଗୁରୁବାର କୋଦଳା ଟାଟା ପାଓ୍ବାର ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଦୈନିକ ୮ରୁ ୯ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍କାଟ୍ ହେଉଥିବା ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଭେଟି…
ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ
ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଜାତୀୟ ରାଜପଥରେ ମଙ୍ଗଳବାର ରାତି ପ୍ରାୟ ୧ଟା ବେଳେ ଏକ ଗାଡ଼ି ଧକ୍କାରେ ଗୋଟିଏ ମାଈ କଲରାପତରିଆ ବାଘର ମୃତ୍ୟୁ ହୋଇଛି। ବାଘଟିର ବୟସ ପ୍ରାୟ ୨ବର୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି।…
ବିଜେଡିରୁ ଏକାଧିକ ଆଶାୟୀ ପ୍ରାର୍ଥୀ
କୋଦଳା,୯।୮(ଅମିତ କୁମାର ପଟ୍ଟନାୟକ): ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ରାଜନୀତି ସରଗରମ ହେଲାଣି। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବେଗୁନିଆପଡା ବ୍ଲକ, କୋଦଳା ଏନଏସି, କବିସୂର୍ଯ୍ୟନଗର ଏନଏସି, କବିସୂର୍ଯ୍ୟନଗର ବ୍ଲକର ୧୨ ପଞ୍ଚାୟତ…
ମିଳିଲା୨ ନିଖୋଜ କାଉଡିଆଙ୍କ ମୃତଦେହ
ଖଇରା,୮।୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ସାନଜୟୀପୁର ଗ୍ରାମର ଶୈବପୀଠରେ ଜଳାଲାଗି କରିବାକୁ ସାଳନ୍ଦୀକୁ ପାଣି ଆଣିବାକୁ ଯାଇ ନିଖୋଜ ଥିବା ୨ କାଉଡିଆଙ୍କ ମୃତଦେହ ମଙ୍ଗଳବାର ସକାଳେ ଉଦ୍ଧାର ହୋଇଛି ା ନିଖୋଜର ୨୨ ଘଣ୍ଟା ପରେ ପ୍ରାଣ ହରାଇଥିବା ସାନଜୟୀପୁର…
ଗଞ୍ଜାମରେ ୭ ହେଲା ଡେଙ୍ଗୁ ପଜିଟିଭ୍ ସଂଖ୍ୟା
ବ୍ରହ୍ମପୁର,୭ା୮(ସୁବାସ ଚନ୍ଦ୍ର ପାଢ଼ୀ)-ଗଞ୍ଜାମ ଜିଲାରେ ପୁଣି ୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବ୍ରହ୍ମପୁର ସିଦ୍ଧାର୍ଥନଗରର ଜଣେ ଓ ଅନ୍ୟ ଜଣକ ଦିଗପହଣ୍ଡିର ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏହି ଦୁଇ ଜଣଙ୍କୁ ମିଶାଇଲେ ଜିଲାରେ ପଜିଟିଭ୍…
ମିଟର ରିଡିଂ ଅଧିକ ଆସିବାରୁ ବିଦ୍ୟୁତ୍ କର୍ମଚାରୀଙ୍କୁ ହତ୍ୟା କଲେ ଉପଭୋକ୍ତା
ଭଞ୍ଜନଗର,୭।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀନରେ କାର୍ଯ୍ୟରତ ଗାଲେରୀର ଜଣେ କର୍ମଚାରୀଙ୍କୁ ସୋମବାର ଅତି ନିର୍ମମ ଭାବେ କୁପାଟି ଗ୍ରାମରେ ହତ୍ୟା କରାଯାଇଛି। ମୃତ କର୍ମଚାରୀ ଜଣଙ୍କ ହେଲେ ଗାଲେରୀର ଲକ୍ଷ୍ମୀନାରାୟଣ ତ୍ରିପାଠୀ (୫୨)। ମିଟର ରିଡ଼ିଂ…
ଆକ୍ରମଣ କରିବାକୁ ଆସି ଖାଇଲେ ଚେଛା
ବ୍ରହ୍ମପୁର,୬ା୮(ସୁବାସ ଚନ୍ଦ୍ର ପାଢ଼ୀ): ଜେଲ ଫେରନ୍ତା ଜଣେ ଅଭିଯୁକ୍ତ ଆକ୍ରମଣ କରିବାକୁ ଯାଇ ବିପକ୍ଷ ଗୋଷ୍ଠୀଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି। ୨ ଗୋଷ୍ଠୀର ଆକ୍ରମଣ ଓ ପ୍ରତିଆକ୍ରମଣ ନେଇ ଅଭିଯୋଗ ପରେ ଟାଉନ ଥାନା ପୋଲିସ ୨ଟି ମାମଲା ରୁଜୁ…
ନବବଧୂ ମୃତ୍ୟୁ ଘଟଣା: ଜେଲ୍ ଗଲେ ସ୍ବାମୀ, ଶାଶୁ-ଶ୍ୱଶୁର
ଗଞ୍ଜାମ,୫ା୮(ବିଦ୍ୟାଧର ସାହୁ): ବିବାହର ତିନି ମାସ ନ ପୂରୁଣୁ ଶାଶୁଘର ଲୋକେ ଦେଇଥିଲେ ଯୌତୁକ ନିର୍ଯାତନା। ଏହାକୁ ସହ୍ୟ କରି ନ ପାରି ଶେଷରେ ବିଷ ପିଇ ଜୀବନ ହାରିଥିଲେ ଜଣେ ନବବଧୂ l ଏନେଇ ଝିଅ ବାପଘର ପକ୍ଷରୁ ହୁମା…
ଗଞ୍ଜେଇ ଭର୍ତ୍ତି କାର୍ ଜବତ, ଜଣେ ଗିରଫ
ବ୍ରହ୍ମପୁର,୫ା୮(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ଗୋଇନ୍ଦା ଡେପୁଟି କମିଶନର ଡମ୍ବରୁଧର ଖଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଫାଷ୍ଟଗେଟ୍ ଛକରେ ଚଢ଼ାଉ କରି ଗଞ୍ଜେଇ ଭର୍ତ୍ତି କାର୍ ଜବତ କରିଛି। ସେଥିରୁ ୧୫୦ କେଜି ଗଞ୍ଜେଇ ଜବତ ହୋଇଛି। ଜଣେ ଚାଲାଣକାରୀଙ୍କୁ…
ଇଟାଭାଟିରେ ପୋଡ଼ି ହୋଇ ମହିଳା ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ମୋହନା,୫ା୮(ସୁକାନ୍ତ କୁମାର ରଥ): ଗଜପତି ଜିଲା ଅଡ଼ବା ଥାନା ଡେଙ୍ଗାସଖାଲ ପଞ୍ଚାୟତ ଅନ୍ତର୍ଗତ ରାଇଜୁକା ଗ୍ରାମରେ ନିଆଁରେ ପୋଡ଼ି ହୋଇ ମହିଳାଙ୍କ ମୃତ୍ୟୁ ଘଟଣା ନୂଆମୋଡ଼ ନେଇଛି। ଏହା ଦୁର୍ଘଟଣା ନୁହେଁ ବରଂ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିବା ସହ ଏନେଇ…
Archives


