ଗଞ୍ଜାମ

କେନାଲରୁ ମିଳିଲା କ୍ଷତାକ୍ତ ମୃତଦେହ

ହିଞ୍ଜିଳିକାଟୁ,୨୨ା୯(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମୋହନାପଲ୍ଲୀ ଗ୍ରାମ ନିକଟ ୧୦ ନମ୍ବର କେନାଲରୁ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତଦେହକୁ ହିଞ୍ଜିଳି ପୋଲିସ ଜବତ କରିଛି। ମୃତକ ହେଲେ ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମ ବେଲପଡ଼ା ସାହିର କୃଷ୍ଣ ସାହୁ।…

ଗଞ୍ଜାମରେ ୩୦ ପ୍ରତିଶତ ଧାନରୁଆ ହୋଇନି

ଛତ୍ରପୁର,୨୧ା୯(ସନ୍ତୋଷ ପାଢୀ)ଗଞ୍ଜାମ ଜିଲାରେ ଗତ ୨ଦିନ ହେଲା ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଚାଷକାର୍ଯ୍ୟ ପାଇଁ ଏହା ଭଲ ବୋଲି ଚାଷୀମାନେ କହୁଛନ୍ତି। ମାତ୍ର ଧାନଚାଷ ପାଇଁ ଯେଉଁ ସମୟରେ ବର୍ଷା ଓ ଜଳସେଚନର ଆବଶ୍ୟକତା ଥିଲା ତାହା…

ବୁଗୁଡ଼ା-ପୋଲସରା ରାସ୍ତା ମଝିରେ ଆଣ୍ଠୁଏ ଖାଲ

ବୁଗୁଡ଼ା,୨୦ା୯(କାଳୀଚରଣ ଦାଶ): ବୁଗୁଡ଼ା-ପୋଲସରା ମୁଖ୍ୟ ରାସ୍ତା ମଝିରେ ଆଣ୍ଠୁଏ ଖାଲ ଯୋଗୁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଥିଲେ ହେଁ ପ୍ରଶାସନିକ ଉଦାସୀନତା ହେତୁ ତାହାର କୌଣସି ପ୍ରତିକାର ବ୍ୟବସ୍ଥା ହୋଇ ପାରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।…

ଜଳିଗଲା ଘର

ଦିଗପହଣ୍ଡି,୨୦ା୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ପୋଡ଼ାମାରୀ ରାସ୍ତାରେ ଥିବା ସୀମାଞ୍ଚଳ ଗୌଡ଼ଙ୍କ ଘରେ ବୁଧବାର ଅପରାହ୍ନରେ ବିଦ୍ୟୁତ୍‌ ଶଟ୍‌ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କଣାପଡ଼ିଛି। ତେବେ ଏହି ଅଘଟଣ ସମୟରେ ଘରର…

ଗଞ୍ଜାମରେ ଲାଗିରହିଛି ବର୍ଷା, ଧାନଚାଷ ପ୍ରଭାବିତ

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଦୁଇଦିନ ହେଲା ଝଡ଼ିବର୍ଷା ଲାଗିରହିଛି। ଏହି ଲଗାଣ ବର୍ଷା ଯୋଗୁ ହାତ ବାନ୍ଧି ବସିଛନ୍ତି ବିଭିନ୍ନ ବ୍ୟବସାୟୀ। ଲୋକେ ପଦାକୁ ବାହାରି ପାରୁନାହାନ୍ତି। ଯାହା ଫଳରେ ବେପାର ବଣିଜ ପୂର ଠପ୍‌ ହୋଇଯାଇଛି। ଏହି ଭଳି…

ବଜ୍ରାଘାତରେ ଛେଳି ଚରାଳିଙ୍କ ମୃତ୍ୟୁ

ଦିଗପହଣ୍ଡି,୧୯।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ ହାଇସ୍କୁଲ ଗାଈ ଗୁହାଳ ଛକ ଏରାବନ୍ଧ ପାହାଡ଼ ନିକଟରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ବଜ୍ରପାତ ହେବାରୁ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗୋକର୍ଣ୍ଣପୁର…

ଜୁଆ ଆଡ୍ଡାରେ ଚଢ଼ାଉ, ୧୨ ଗିରଫ

ଗଞ୍ଜାମ,୨୦।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଥାନାକୁ ମିଳିଛି ବଡ଼ ସଫଳତା l ମହିଳା ଥାନା ଅଧିକାରୀ ଆଇଆଇସି ସୁମିତ୍ରା ପାତ୍ର ଦାୟିତ୍ୱ ଗ୍ରହଣ ଠାରୁ ପ୍ରଥମରୁ ଆକ୍ସନ ମୁଡ଼ରେ ଥିବା ଦେଖିବାକୁ ମିଳିଛି l ପ୍ରଥମେ ଜୁଆ ଆଡ୍ଡାରେ ଚଢ଼ାଉ କରିଛନ୍ତି…

ବିନା ଅନୁମତିରେ ଜିଲାପାଳଙ୍କୁ ଭେଟିବା ପଡ଼ିଲା ମହଙ୍ଗା

ଛତ୍ରପୁର,୧୯।୯(ସନ୍ତୋଷ ପାଢ଼ୀ): ବିନା ଅନୁମତିରେ ଗଞ୍ଜାମ ଜ଼ିପାଳଙ୍କୁ ଭେଟି ସ୍ମାରକପତ୍ର ଦେବା ପଡ଼ିଲା ମହଙ୍ଗା । ଏ ନେଇ ଛତ୍ରପୁର ବ୍ଲକ୍‌ର ୬ ଜଣ ଶିକ୍ଷକଙ୍କ ବିରୋଧରେ ଛତ୍ରପୁର ବିଇଓ ସୀତାରାମ ପାତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କର ଉକ୍ତ ଗୋଟିଏ…

ଜିଲାରେ ବୃଦ୍ଧି ପାଉଛି ମକାଚାଷ

ବ୍ରହ୍ମପୁର,୧୯ା୯ (ସ୍ମୃତି ରଞ୍ଜନ ମହାଲିକ): ଧାନ ଭଳି ମକା ଚାଷ ମଧ୍ୟ ଗଞ୍ଜାମ ଜିଲାରେ ଚାଷୀଙ୍କ କ୍ଷେତ୍ରରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ମକା ଚାଷୀ ପରିବାର ରହିଥିବା ଅନୁମାନ କରାଯାଉଛି। ଏହି ଚାଷରେ…

ସ୍ତ୍ରୀଙ୍କୁ ହାଣି ଫିଙ୍ଗିଦେବା ଘଟଣା, ମିଳିଲା କଟା ଗୋଡ଼

ସୋରଡା,୧୮ା୯(ଲମ୍ବୋଦର ପଣିଗ୍ରାହୀ) : ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ଖଣ୍ଡ ଖଣ୍ଡ କରି ନଦୀକୁ ଫିଙ୍ଗିଦେବା ଘଟଣାରେ ପୋଲିସ ସୋମବାର ଏକ କଟାଗୋଡ଼ ଜବତ କରିଛି। ସକାଳେ ପାଲକାଟ ନିକଟ ନଦୀ ପାର୍ଶରେ ଗୋଟିଏ କଟା ଗୋଡ଼ ଲାଗିଥିବା ଦେଖି କିଛି ଲୋକ…

୪୭ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ବ୍ରହ୍ମପୁର,୧୮।୯ : ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ବିଜିପୁର ସନ୍ତୋଷି ମା ମନ୍ଦିର ନିକଟରୁ ଅବକାରୀ ଗୋଇନ୍ଦା ଟିମ ବ୍ରାଉନନ୍‌ସୁଗାର ଜବତ କରିଛି। ଏକ ଅଟୋରେ ଦୁଇଜଣ ଲୋକ ବସିଥିବା ବେଳେ ତାଙ୍କୁ  ଜେରା କରାଯାଇଥିଲା।  ସେମାନଙ୍କ ନିକଟରୁ ୪୭ଗ୍ରାମ ବ୍ରାଉନସୁଗାର ଜବତ…

ଜୋର ଧରିଲା ବ୍ୟାଙ୍କ ପ୍ରତିଷ୍ଠା ଦାବି

ଗଞ୍ଜାମ,୧୮।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତ ଖଣ୍ଡଦେଉଳୀରେ ଏକ ଷ୍ଟେଟ ବ୍ୟାଙ୍କ ଶାଖା ପ୍ରତିଷ୍ଠା ନେଇ ଦାବି ଜୋର ଧରିଛି l ଏନେଇ ଖଣ୍ଡଦେଉଳୀ ସରପଞ୍ଚ ବୈରାଗୀ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ଗଞ୍ଜାମ ତହସିଲଦାର ଅରୁଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri