ଚାଷୀ ଚଢ଼ା ଦରରେ କିଣୁଛି ସାର
ଛତ୍ରପୁର,୧୫ା୧୦(ସନ୍ତୋଷ ପାଢୀ): ଗଞ୍ଜାମ ଜିଲାରେ ସାରର କଳାବଜାର ହେଉଥିବା ଋଷିକୁଲ୍ୟା ରୟତ ମହାସଭା ଅଭିଯୋଗ କରିଛି। ବର୍ତ୍ତମାନ ଧାନ ଫସଲ ପାଇଁ ୟୁରିଆ, ଗ୍ରୋମୋର ଓ ପଟାସ ସାରର ଆବଶ୍ୟକତା ହେଉଛି। ଜିଲାକୁ ସୋସାଇଟିମାନଙ୍କ ଅପେକ୍ଷା ଘରୋଇ ସାର କମ୍ପାନୀ ଡିଲରମାନଙ୍କୁ…
ଆଜିଠୁ ବାଘ ଗଣନା: ଘୁମୁସର ବନଖଣ୍ଡରେ ୧୫୫ ଟିମ୍ ସାମିଲ
ଭଞ୍ଜନଗର,୧୫।୧୦(ବାବୁଲା ପ୍ରଧାନ)କେନ୍ଦ୍ର ସରକାରଙ୍କ ଘୋଷଣା ପ୍ରକାରେ ରାଜ୍ୟରେ ୨୦ ମହାବଳ ବାଘ ଥିବାବେଳେ ୭୬୦ କଲରାପତରିଆ ବାଘ ବିଭିନ୍ନ ଜଙ୍ଗଲରେ ଅଛନ୍ତି। ୨୦୦୬ରେ ୪୫ଟି ମହାବଳ ବାଘ ଥିବାବେଳେ ତାହା ୨୦କୁ ଖସି ଆସିଥିବା ନେଇ ପରିବେଶବିତ୍ମାନେ ଚିନ୍ତିତ ଅଛନ୍ତି। କିନ୍ତୁ…
ଲଙ୍ଗ୍ଜମ୍ପରେ ମିଳିଲା ରୌପ୍ୟ
ଗଞ୍ଜାମ,୧୪।୧୦ (ବିଦ୍ୟାଧର ସାହୁ): ରାଜସ୍ଥାନ କୋଟାରେ ଅନୁଷ୍ଠିତ ଅଲ୍ ଇଣ୍ଡିଆ ଆଥ୍ଲେଟିକ ଚାମ୍ପିୟନଶିପ୍ରେ କମାଲ ଦେଖାଇଛନ୍ତି ଆଇଆର୍ଇ ଏଇସିଏସ୍ ସ୍କୁଲର ଓଡ଼ିଆ ପୁଅ ସୁବ୍ରତ ପାଢ଼ୀ। ସୁବ୍ରତ ଲଙ୍ଗ୍ଜମ୍ପରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ରୌପ୍ୟ ପଦକ ହାସଲ କରି…
ଶିଳ୍ପ ବିକାଶ କ୍ଷେତ୍ରରେ ଗଞ୍ଜାମ ପଛୁଆ
ବ୍ରହ୍ମପୁର,୧୪ା୧୦(ନରସିଂହ ସାହୁ): ଗଞ୍ଜାମରେ ଶିଳ୍ପ ବିକାଶ ହୋଇପାରୁନାହିଁ। ତେଣୁ ଜିଲାର ଲକ୍ଷାଧିକ ଶ୍ରମିକ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି। ଗତ ୫ ଦଶନ୍ଧି ମଧ୍ୟରେ ଗୋଟିଏ ବି ନୂଆ ଶିଳ୍ପ ପ୍ରତିଷ୍ଠା ହୋଇ ନ ଥିବା ବେଳେ ପୁରୁଣା ଶିଳ୍ପ…
ଯୁବତୀ ଗର୍ଭବତୀ: ବନ୍ଧା ହେଲେ ବୃଦ୍ଧ
ଗୋପାଳପୁର,୧୪ା୧୦(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର କରି ଗର୍ଭବତୀ କରିବା ମାମଲାରେ ପୋଲିସ ଜଣେ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ବିଶ୍ୱନାଥପୁର ଗ୍ରାମର ମନୁ…
ବାଇକ୍ ଧକ୍କାରେ ଚାଲିଗଲା ଅଟୋ ଚାଳକଙ୍କ ଜୀବନ
ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଦିଗପହଣ୍ଡି ମୁଖ୍ୟ ରାସ୍ତା ଆମ୍ବଗଡ଼ ଛକ ନିକଟରେ ଶୁକ୍ରବାର ବାଇକ୍ ଧକ୍କାରେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଡ଼ବଜାରର ଅଞ୍ଚଳର ସୀମାଞ୍ଚଳ ଦଳାଇ(୨୮)। ବାଇକ୍ ଆରୋହୀ ୨କଲେଜ ଛାତ୍ରୀଛାତ୍ର ଗୁରୁତର ଆହତ ହୋଇଛନ୍ତି।…
ଚୋରି ଧରାପଡ଼ିଯିବା ଭୟରେ ହତ୍ୟା
ବ୍ରହ୍ମପୁର,୧୨ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଜିଲା ପୋଲିସ ଅଧୀନ ଗୋଷାଣି ନୂଆଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠନଗରରେ ଶିଶୁ ମଙ୍ଗଳ କମିଟି(ସିଡବ୍ଲୁସି) ସଦସ୍ୟା ସୌଦାମିନୀ ରଥଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଚୋରି ଧରାପଡିଯିବା ଭୟରେ କାର୍ ଡ୍ରାଇଭର କଟୁରୀରେ ପିଟି…
ଦୁର୍ଘଟଣାରେ ଚାଲିଗଲା ମୋପେଡ୍ ଚାଳକଙ୍କ ଜୀବନ
ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶିକିରି-ଗିରିଆ ଗ୍ରାମ ରାସ୍ତାରେ ଏକ ଦୁର୍ଘଟଣା ଘଟି ଜଣେ ମୋପେଡ୍ ଚାଳକଙ୍କ ମୃତ୍ୟୁ ଘଟିଛି। ଏପରିକି ମୋପେଡରେ ଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ହିଞ୍ଜିଳି ଥାନା…
କଲେଜ ଛାତ୍ରଙ୍କୁ ଧକ୍କା ଦେଲା କାର୍
ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବିଜ୍ଞାନ ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଗୁରୁବାର ଏକ କାର୍ ଧକ୍କାରେ ଜଣେ କଲେଜ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ସମ୍ପୃକ୍ତ ମହାବିଦ୍ୟାଳୟର + ୩ ଦ୍ବିତୀୟ ବର୍ଷ ଛାତ୍ର ସୁମନ…
ପ୍ରଧାନଶିକ୍ଷକ ନିଲମ୍ବନ ଘଟଣା: ବିଇଓ ଅଫିସ ସମ୍ମୁଖରେ ବସିଲେ ଛାତ୍ରୀଛାତ୍ର
ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ କୌଣସି କାରଣରୁ ନିଲମ୍ବନ କରିଛନ୍ତି ବିଇଓ ଭାଗୀରଥି ବେହେରା। ଯାହାକୁ ନେଇ ଅଭିଭାବକ ଓ ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଘୋର…
ମହିଳାଙ୍କୁ ହତ୍ୟା, ଡ୍ରାଇଭର ଅଟକ
ବ୍ରହ୍ମପୁର (ସୁବାସ ଚନ୍ଦ୍ର ପାଢ଼ୀ)୧୨।୧୦: ଗୋଶାଣୀନୁଆଁ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ସୌଦାମିନୀ ରଥ (ଶିଶୁ ମଙ୍ଗଳ କମିଟି ସଦସ୍ୟା)ଙ୍କୁ ହତ୍ୟା କରାଯାଇଛି। ସୌଦାମିନୀ କୌଣସି ଏକ ବ୍ୟକ୍ତିଙ୍କ ସହ ମୋବାଇଲରେ କଥା ହେଉଥିବା ବେଳେ ଉକ୍ତ ଘରେ…
ଖବରକାଗଜ ବିକ୍ରି ବଞ୍ଚିବା ରାହା ଦେଇଛି
ବ୍ରହ୍ମପୁର,୧୨ା୧୦(ଅଶୋକ କୁମାର ସାହୁ)ବ୍ରହ୍ମପୁର ରେଲୱେ ଷ୍ଟେଶନ ନିକଟରେ ଖବର କାଗଜ ବିକ୍ରୟ କେନ୍ଦ୍ର ଥିଲା। କୌଣସି କାରଣରୁ ଏବେ ଗୀତା ଭବନ ନିକଟକୁ ଘୁଞ୍ଚତ୍ ଯାଇଛି। ସହରର ଖବରକାଗଜ ବିତରକମାନେ ଆସି ସେଠାରୁ ଖବରକାଗଜ ନେଇ ଘର ଘର ବୁଲି ବାଣ୍ଟନ୍ତି।…
Archives


