ଓଲଟିଲା ଧାନବୋଝେଇ ଟ୍ରାକ୍ଟର: ଜଣେ ଶ୍ରମିକ ମୃତ, ଜଣେ ଆହତ
ଛତ୍ରପୁର,୧୩ା୧(ଦିଲ୍ଲୀପ ସାମଲ): ଭାରସାମ୍ୟ ହରାଇ ଏକ ଧାନବୋଝେଇ ଟ୍ରାକ୍ଟର ଓଲଟି ପଡ଼ିବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ଆହତ ଜଣଙ୍କ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତ ଶ୍ରମିକ ଜଣକ ହେଲେ ସୁନ୍ଦରପୁର ଗ୍ରାମ…
କୋଡ଼ି ମାଡ଼ରେ ଜଣଙ୍କ ଜୀବନ ଗଲା, ଅଭିଯୁକ୍ତ ଗିରଫ
ହିଞ୍ଜିଳିକାଟୁ,୧୩ା୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମରେ ଶନିବାର କୋଡ଼ି ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ବିଜୟ ପାଣିଗ୍ରାହୀ (୩୩)। ହତ୍ୟା ଅଭିଯୋଗରେ ପୋଲିସ ଉକ୍ତ ଗ୍ରାମର ରାମକୃଷ୍ଣ ସାହୁ(୫୪)ଙ୍କୁ ଗିରଫ କରିଛି।…
ଡାକ୍ତରଙ୍କୁ ଆଜୀବନ ଜେଲ
ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳର ବିଷ୍ଣୁ ଗୌଡ଼ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଶୁକ୍ରବାର ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍ (ଏଡିଜେ)୩ ରାଜ କୁମାର ଦାଶ ମାମଲାର ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷୀକେଶ ତ୍ରିପାଠୀ, ସହଯୋଗୀ…
ନିଶା ଇଞ୍ଜେକଶନ୍ ଦେଇ ମାରି ଖଣ୍ଡ ଖଣ୍ଡ କରି କାଟିଥିବା ଡାକ୍ତରଙ୍କୁ ଆଜୀବନ ଜେଲ
ବ୍ରହ୍ମପୁର,୧୨।୧(ସୁବାସ ଚନ୍ଦ୍ର ପାଢ଼ୀ) : ବହୁ ଚର୍ଚ୍ଚିତ ବିଷ୍ଣୁ ଗୌଡ଼ ହତ୍ୟା ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁକ୍ରବାର ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ (ଏଡିଜେ)୩ ରାଜ କୁମାର ଦାଶ ପ୍ରକାଶ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ…
ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର, ଗ୍ରାମ୍ୟ ଶିଳ୍ପ ଉଦ୍ୟାନ ବୁଲିଲେ ରାଜ୍ୟପାଳ
ଛତ୍ରପୁର,୧୧।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଚମାଖଣ୍ଡିସ୍ଥିତ ମିଶନଶକ୍ତି ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଓ ମିଶନ ଶକ୍ତି ଗ୍ରାମ୍ୟ ଶିଳ୍ପ ଉଦ୍ୟାନକୁ ରାଜ୍ୟପାଳ ରଘୁବର ଦାସ ଗୁରୁବାର ବୁଲି ଦେଖିଛନ୍ତି। ସେଠାରେ ଚାଲିଥିବା ବିଭିନ୍ନ ସାମଗ୍ରୀର ପ୍ରସ୍ତୁତି କାର୍ଯ୍ୟ…
ନାବାଳିକା ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ଗ୍ରାମରେ ଉତ୍ତେଜନା
ହିଞ୍ଜିଳିକାଟୁ,୧୧ା୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଦାରୁଭଦ୍ରା ପ୍ରାଥମିକ ବିଦ୍ୟାଳୟରେ ଜଣେ ନାବାଳିକା ଛାତ୍ରୀଙ୍କୁ ଗୁରୁବାର ପୂର୍ବାହ୍ନରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ପାଇଛି। ବହୁ…
ଅଙ୍ଗନଓ୍ବାଡ଼ି କେନ୍ଦ୍ରର ପୋଷଣ କାର୍ଯ୍ୟକ୍ରମରେ ରାଜ୍ୟପାଳ
ଛତ୍ରପୁର,୧୧ା୧(ସନ୍ତୋଷ ପାଢ଼ୀ): ରାଜ୍ୟପାଳ ରଘୁବର ଦାସ ଗୁରୁବାର ଗଞ୍ଜାମ ଗଞ୍ଜାମ ଜିଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଜ୍ୟପାଳ ଆଜି ସକାଳେ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ଦର୍ଶନ କରିଛନ୍ତି। ଏହା ପରେ ସେ ସେଠାରୁ ହୁମ୍ମାସ୍ଥିତ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଯାଇ…
ତାରାତାରିଣୀଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳକାମନା କଲେ ରାଜ୍ୟପାଳ,ରାସ୍ତାରେ ଲୋକଙ୍କ ଅଭିଯୋଗ ଶୁଣିଲେ , ରୋଗାକ୍ରାନ୍ତ ନାବାଳକଙ୍କ ଚିକିସାଲାଗି ଦେଲେ ପ୍ରତିଶ୍ରୁତି
ପୁରୁଷୋତ୍ତମପୁର,୧୧/୧( ସିମାଞ୍ଚଳ ମିଶ୍ର) ରାଜ୍ୟପାଳ ରଘୁବର ଦାଶ ଗୁରୁବାର ସକାଳେ ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରୀଣୀଙ୍କ ଦର୍ଶନ କରି ଆଶିଷ ନେବା ସହ ଓଡିଶାବାସୀଙ୍କ ମଙ୍ଗଳକାମନା କରିଛନ୍ତି। ଏହା ସହ ମନ୍ଦିର ଚତୁପାର୍ଶରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ…
୨୫ରୁ ଗୋପାଳପୁର ବେଳାଭୂମି ମହୋତ୍ସବ
ଛତ୍ରପୁର,୧୦ା୧(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲାରେ ଚଳିତ ମାସ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ। ଏନେଇ ବୁଧବାର ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ ସଦ୍ଦ୍ଭାବନା ସଭାଗୃହ ପ୍ରକୋଷ୍ଠଠାରେ ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା, ଗୋପାଳପୁର ବେଳାଭୂମି…
ନାବାଳିକା ଗର୍ଭବତୀ, ଥାନାରେ ଏତଲା
ପାତ୍ରପୁର,୮ା୧(ଉମା ଚରଣ ନେପାକ): ପାତ୍ରପୁର ବ୍ଲକ୍ ଅଞ୍ଚଳରେ ଜଣେ ୧୬ ବର୍ଷିୟା ନାବାଳିକା ଗର୍ଭବତୀ ହେବା ସମ୍ପର୍କରେ ଜରଡ଼ା ଥାନାରେ ସୋମବାର ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ ହୋଇଛି। ଏ ନେଇ ଜରଡ଼ା ଥାନା ଅଧିକାରୀଙ୍କୁ ପଚାରିବାରୁ…
ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ
କୋଦଳା,୮ା୧(ଅମିତ କୁମାର ପଟ୍ଟନାୟକ)-କୋଦଳା ସ୍ବର୍ଣ୍ଣମୟୀ ହାଇସ୍କୁଲକୁ ଗତ ୫ ତାରିଖରେ ଜିଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକ ଅଚାନକ ଆସି ବିଭିନ୍ନ ଅବ୍ୟବସ୍ଥା ଦେଖିବା ପରେ ବିରକ୍ତି ପ୍ରକାଶ କରିିଥିଲେ। ଏହାକୁ ନେଇ ସୋମବାର ଜିଲା ଶିକ୍ଷା ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସ୍ବର୍ଣ୍ଣମୟୀ…
ଜଙ୍ଗଲରୁ ଗୁଳି, ବାରୁଦ ଜବତ: ୪ ଗିରଫ
ଗୋପାଳପୁର,୫ା୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଟାମଣା ଜଙ୍ଗଲରୁ ଗୋଳନ୍ଥରା ଥାନା ପୋଲିସ ବିପୁଳ ପରିମାଣର ଗୁଳି, ବାରୁଦ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସିଙ୍ଗାବାଡି ଗ୍ରାମର ପୂର୍ଣ୍ଣ ଗାୈଡ ଓରଫ ଚିଆଁ, ମେଦିନିପୁର…
Archives


