ଗଞ୍ଜାମ

ଗଣ୍ଡରେ ବୁଡ଼ି ଚାଲିଗଲା ଜଣଙ୍କ ଜୀବନ

ଦିଗପହଣ୍ଡି,୩୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧୦ ନଂ ଓ୍ବାର୍ଡ ରାଣୀ ସାହି ମଞ୍ଜରୀ ନଗରର ଶିବ ସାହୁ(୫୦) ଘର ନିକଟସ୍ଥ ଗଣ୍ଡରେ ବୁଡିଯିବାରୁ ମୃତ୍ୟୁ ଘଟିଛି। ଖବରପାଇ କାଉନସିଲର ଦୀପକ କୁମାର ମିଶ୍ର, ସାମାଜିକ କର୍ମୀ କେ.କୁନା…

ବାତ୍ୟା ‘ମେନ୍ଥା’ ଯୋଗୁ ଲଗାଣ ବର୍ଷା: ପାତ୍ରପୁର ବ୍ଲକର ସ୍ଥିତି ବେହାଲ, ୪ ପଞ୍ଚାୟତ…

ପାତ୍ରପୁର,୨୯ା୧୦(ଉମା ଚରଣ ନେପାକ): ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଗଞ୍ଜାମ ଜିଲାରେ ବର୍ଷା ହୋଇଥିଲା। ଜିଲାରେ ସର୍ବାଧିକ ବର୍ଷା ପାତ୍ରପୁର ବ୍ଲକରେ ହୋଇଥିବା ରେକର୍ଡ କରାଯାଇଥିଲା। ବର୍ଷା ଯୋଗୁ ବ୍ଲକର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। ବୁଧବାର ସା ସୁଦ୍ଧା ବର୍ଷା ଲାଗି…

ଜଙ୍ଗଲକୁ ଶିକାର ପାଇଁ ଯାଇଥିଲେ, ଫୁଟିଗଲା ବନ୍ଧୁକ; ଜଣେ ଗୁରୁତର….

ଭଞ୍ଜନଗର,୨୯।୧୦(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜୟମଙ୍ଗଳ ନିକଟସ୍ଥ ଜଙ୍ଗଲରେ ମଙ୍ଗଳବାର ରାତିରେ ଶିକାରୀ ଗୁଳି ଫୁଟି ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକଙ୍କୁ ଗ୍ରାମବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ।…

କୁଲାଡ଼ ଉପର ବ୍ୟାଘ୍ର ଦେବୀ ମନ୍ଦିରରୁ ଖସିଲା ପଥର, ଲୋକେ ଆତଙ୍କିତ, ପ୍ରଶାସନ…

ଭଞ୍ଜନଗର,୨୯।୧୦(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ସହର ନିକଟସ୍ଥ କୁଲାଡ ଉପର ବ୍ୟାଘ୍ରଦେବୀ ମନ୍ଦିରରୁ ବୁଧବାର ସନ୍ଧ୍ୟାରେ ଏକ ବିରାଟ ପଥର ଖସି ପଡ଼ିଛି। ଯାହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପଥରଟି ଖସି ତଳକୁ ଆସିବା ସମୟରେ ତଳେ…

ନାଳରେ ଭାସିଗଲେ ମହିଳା, ପତ୍ତା ମିଳୁନି

ଭଞ୍ଜନଗର,୨୯।୧୦(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମର ଜଣେ ମହିଳା ବୁଧବାର ସାରେ ଗ୍ରାମ ନାଳକୁ କୌଣସି କାମରେ ଯାଇଥିବା ବେଳେ ଭାସିଯାଇଛନ୍ତି। ସେ ହେଲେ ଆମ୍ବି ନାୟକ। ଖବର ଲେଖା ହେବା ସୁଦ୍ଧା(ରାତି ୮ଟା) ତାଙ୍କର କୌଣସି…

ଦୁଃଖ ଦେଇଗଲା ‘ମୋନ୍ଥା’: ହେକ୍ଟର ହେକ୍ଟର ଜମିରେ ବର୍ଷା ପାଣି, ଚାଷୀ ମୁଣ୍ଡରେ ହାତ…

ଛତ୍ରପୁର,୨୯।୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଗଞ୍ଜାମ ଜିଲାରେ ତିନି ଦିନ ଧରି ଲଗାଣ ବର୍ଷା ଜାରି ରହିଛି । ଫଳରେ ଜିଲାରେ ହେକ୍ଟର ହେକ୍ଟର ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡି ଯାଇଛି l ବର୍ଷା କିଛି ପରିମାଣରେ କମି ଯାଇଥିଲେ…

ଟଳିଲା ବାତ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା, ସହାୟତା ଦାବି କରି…

ଭଞ୍ଜନଗର,୨୯ା୧୦(ବାବୁଲା ପ୍ରଧାନ): ବାତ୍ୟା ଭଞ୍ଜନଗର ଅଞ୍ଚଳରେ ଯେଉଁଭଳି ତାଣ୍ଡବ ରଚିବ ବୋଲି ଆଶଙ୍କା କରାଯାଉଥିଲା ସୌଭାଗ୍ୟବଶତଃ ସେଭଳି କିଛି ହୋଇନାହିଁ। କିନ୍ତୁ ବର୍ଷା ପାଇଁ ବ୍ଲକର ଅନେକ ଝାଟିମାଟି ଘର ଭାଙ୍ଗିଯାଇଛି। ଏଥିସହ ଜମିରେ ପାଣି ଭରି ରହିବା ଯୋଗୁ ଧାନଫସଲ…

ବସଷ୍ଟାଣ୍ଡ ଯାଇ ଆଉ ଘରକୁ ଫେରିଲେନି ଦଣ୍ଡାସି

ଦିଗପହଣ୍ଡି,୨୯।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡ ନିକଟରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ପିକ ଅପ ଭ୍ୟାନ (ନଂ. ଓଡ଼ି୩୩ ଏସି -୧୦୮୩) ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ଦିଗପହଣ୍ଡି…

ଟଳିଲା ବାତ୍ୟା ଭୟ, ବଢିଲା ଋଷିକୂଲ୍ୟା ନଦୀ ଜଳସ୍ତର, ଭୟରେ ଲୋକେ!

ଗଞ୍ଜାମ,୨୯।୧୦(ବିଦ୍ୟାଧର ସାହୁ ): ବର୍ତ୍ତମାନ ଟଳିଛି ବାତ୍ୟା ଭୟ । ବାତ୍ୟା ମୋନ୍ଥା ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ବର୍ଷା ଲାଗି ରହିଛି । ଏଥିସହ ଉପର ମୁଣ୍ଡରେ ପ୍ରବଳ ବର୍ଷା ଏବଂ ଘୋଡାହଡ଼ା ଡ୍ୟାମ ପାଣି ଛଡା ଯିବା ପରେ…

SI ସ୍କାମ୍‌: ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୨୯ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଓଡିଶା ପୋଲିସ ନିଯୁକ୍ତି ବୋର୍ଡ୍ (ଓପିଆର ବି) ଦ୍ୱାରା ଆୟୋଜିତ ସବ୍-ଇନ୍ସପେକ୍ଟର୍ ପରୀକ୍ଷା ଜାଲିଆତି ମାମଲାରେ ମୋଟ ୧୨୩ ଜଣ ଵ୍ରହ୍ମପୁର ମଣ୍ଡଳ କାରାଗାରରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୧୪ ଜଣ(ଅଶାୟୀ) ପରୀକ୍ଷାର୍ଥୀ ୭ଜଣ ଦଲାଲ ଏପରି…

ଜଳୁନି ଷ୍ଟ୍ରିଟ ଲାଇଟ, ମୋବାଇଲ ଟର୍ଚ୍ଚରେ ବିକ୍ରି କରୁଛନ୍ତି ମାଛ,ଏମିତି ଘଟଣା ଦେଖିବାକୁ ମିଳିଛି…

ଗଞ୍ଜାମ,୨୯।୧୦ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସାନ ବଜାରଠାରେ ମାଛ ମାର୍କେଟ ଅବସ୍ଥିତ। ବହୁ ଦାବି ପରେ ଏନଏସି ପ୍ରଶାସନ ପକ୍ଷରୁ ମାଛ ବେପାରୀମାନଙ୍କ ଲାଗି ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି । ହେଲେ ସାମାନ୍ୟ ବର୍ଷା ହେଲେ ଭେଣ୍ଡିଂ…

ଝିଅ ବାହାଘର ପାଇଁ ବ୍ୟାଙ୍କରୁ ଉଠାଇଥିଲେ ଲକ୍ଷାଧିକ ଟଙ୍କା, ପଲସରରେ ଆସି ଝାମ୍ପି ନେଇ ଚମ୍ପଟ ମାରିଲେ…

ଦିଗପହଣ୍ଡି,୨୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଜନଗହଳି ପୂର୍ଣ୍ଣ ବସଷ୍ଟାଣ୍ଡ – ପୁଞ୍ଜିକଂୟା ଛକ ମୁଖ୍ୟରାସ୍ତା କଡ଼ରେ ଥିବା ଷ୍ଟେଟବ୍ୟାଙ୍କ ସମ୍ମୁଖରୁ ୨ ଦୁର୍ବୃତ୍ତ ଜଣେ ମହିଳାଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?