ଭଞ୍ଜନଗର ବନ୍ଦ ସଫଳ: ୨ ଗୋଷ୍ଠୀ ଅଲଗା ଅଲଗା କଲେ ଆନ୍ଦୋଳନ
ଭଞ୍ଜନଗର,୧୭।୭(ବାବୁଲା ପ୍ରଧାନ):ବାଲେଶ୍ୱର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ ରାଜନୀତି ପଡୁଛିଉଠୁଛି। ଏହିଭଳି ପରିସ୍ଥିତିରେ ଗୁରୁବାର କଂଗ୍ରେସ ସମେତ ୮ଟି ରାଜନୈତିକ ଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ମଧ୍ୟ ଭଞ୍ଜନଗରରେ ଦେଖିବାକୁ ମିଳିଛି। ଭଞ୍ଜନଗର…
FM ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣା: କଂଗ୍ରେସ-ସିପିଆଇର ବନ୍ଦ ପାଳନ
ପୁରୁଷୋତ୍ତମପୁର,୧୭ା୭(ସିମାଞ୍ଚଳ ମିଶ୍ର): ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ ହୋଇଛି। କଂଗ୍ରେସ ଓ ସିପିଆଇ, ସିପିଏମ୍ କର୍ମୀମାନେ…
ସବୁକିଛି ଠପ୍: ରାଜରାସ୍ତାକୁ ଓହ୍ଲାଇଲେ କଂଗ୍ରେସ-କମ୍ୟୁନିଷ୍ଟ କର୍ମୀ
ଦିଗପହଣ୍ଡି,୧୭।୭(ଅଶେଷ ନାଥ ମିଶ୍ର): ଶ୍ବାଲେଶ୍ୱର ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ସ୍ବର୍ଗତା ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ତଥା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ଗୁରୁବାର ଦିଗପହଣ୍ଡିଠାରେ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଶାନ୍ତିପୂର୍ଣ୍ଣ ବନ୍ଦ…
ଜଗା ଦର୍ଶନ କରି ଘରକୁ ଫେରିବା ବେଳେ ଓଲଟିଲା କାର୍, ଜଣଙ୍କ ଜୀବନ ଗଲା, ୪ ଗୁରୁତର
ଖଲ୍ଲିକୋଟ,୧୭ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାରାୟଣୀ ଛକରେ ଗୁରୁବାର ଭୋର୍ରୁ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ,ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳରୁ ପରିବାର ର ୧୨…
ସବୁଠି ସୌମ୍ୟାଶ୍ରୀ ତାତି: ଦିଗପହଣ୍ଡିରେ ମହିଳା ବିଜେଡି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା
ଦିଗପହଣ୍ଡି,୧୬।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ମହିଳା ବିଜେଡି ପକ୍ଷରୁ ବୁଧବାର ସଂଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ତଥା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ଏହି ଶୋଭାଯାତ୍ରା…
FM ଛାତ୍ରୀ ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଛାତ୍ରୀଛାତ୍ର…
ଭଞ୍ଜନଗର,୧୬ା୭(ବାବୁଲା ପ୍ରଧାନ): ବାଲେଶ୍ୱର କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଘଟଣାକୁ ନେଇ ବିରୋଧୀ ଦଳଗୁଡ଼ିକ ବର୍ତ୍ତମାନ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଆଜି ବେଜେଡି ପକ୍ଷରୁ ବାଲେଶ୍ୱର ବନ୍ଦ ଡାକରା ଦେଇଛି। ଏଥିସହ ଭୁବନେଶ୍ୱରରେ ବିଜେଡି ପକ୍ଷରୁ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ…
ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ବିଳମ୍ବ, ବଢୁଛି ଜନ ଅସନ୍ତୋଷ
ବୁଗୁଡ଼ା,୧୬ା୭(କାଳୀଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ସହରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେରାସ୍ତାର ସୌନ୍ଦର୍ଯ୍ୟକରଣ ସହ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ରାସ୍ତାରେ ହୋଇଥିବା ଡିଭାଇଡର ବ୍ୟବସ୍ଥା ବର୍ଷବର୍ଷ ଧରି ଅଧାପନ୍ତରିଆ ରହିଥିବାରୁ…
ହଠାତ୍ କାର୍ ଡ୍ରାଇଭର୍ଙ୍କ ଆଖି ଲାଗିଗଲା: ସେତେବେଳକୁ ସବୁକିଛି…
ଆସିକା,୧୬।୭: ଗଞ୍ଜାମ ଜିଲା ଆସିକା କୋଟିନଡ଼ା ଥାନା ଅନ୍ତର୍ଗତ କୋଟିନଡ଼ା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଭାରସାମ୍ୟ ହରାଇ ଦୋକାନ କାନ୍ଥରେ ପିଟି ହୋଇଛି କାର୍। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।…
ଭଞ୍ଜନଗର ଗସ୍ତ ବାତିଲ, ଭୁବନେଶ୍ୱର ଫେରିଗଲେ ଷ୍ଟାଣ୍ଡିଂ କମିଟି…
ଭଞ୍ଜନଗର,୧୫ା୭(ବାବୁଲା ପ୍ରଧାନ)-ବିଧାନସଭା ଷ୍ଟାଣ୍ଡିଂ କମିଟି ୪ ମଙ୍ଗଳବାର ଭଞ୍ଜନଗର ଗସ୍ତରେ ଆସି ରାତିରେ ରହି ବୁଧବାର ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିଦର୍ଶନ କରିବାର ଥିଲା। କିନ୍ତୁ ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ସମସ୍ତ…
ଘରେ ଶୋଇଥିବା ବେଳେ ନାବାଳିକାଙ୍କୁ ଫେରାର କରି ନେଇ ବଳାତ୍କାର, ଟ୍ରାକିଂ କରି ଚେନ୍ନାଇରୁ ସନିଆଙ୍କୁ ବାନ୍ଧିଲା…
ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରୁ ଅପହରଣ କରାଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ତଦନ୍ତକାରୀ ଅଧିକାରୀ ଏସ୍ଆଇ ଜ୍ୟୋତି ରଞ୍ଜନ ବେହେରା ଚେନ୍ନାଇରୁ ଉଦ୍ଧାର କରିଛନ୍ତି। ଗତ ମେ ୧୮ ତାରିଖ ରାତିରେ…
ଏମ୍କେସିଜି ମେଡିକାଲ ପରିସରରୁ ମିଳିଲା ଗଳିତ ମୃତଦେହ
ବ୍ରହ୍ମପୁର, ୧୫ା୭( ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଆଇନଶୃଙ୍ଖଳା ବିଗିଡିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହତ୍ୟା, ବଳାତ୍କାର ଓ ଲୁଟ ଆଦି ଅପରାଧ ଘଟୁଛି। ମଙ୍ଗଳବାର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଏମକେସିଜି ମେଡିକାଲ ପରିସରରେ ଥିବା ଖେଳପଡିଆ ସମ୍ମୁଖ…
ଭକୁଆ ହେଲେ ଛାତ୍ରୀଛାତ୍ର: ଏପଟେ ଆୟୋଜନା ସେପଟେ ପେଟ ପୂଜା କରି ଚାଲିଗଲା ଷ୍ଟାଣ୍ଡିଙ୍ଗ କମିଟି
ପୁରୁଷୋତ୍ତମପୁର,୧୫।୭ (ସୀମାଞ୍ଚଳ ମିଶ୍ର): ବିଧାନସଭା ଉଚ୍ଚଶିକ୍ଷା ବିଭାଗର ଷ୍ଟାଣ୍ଡିଂ କମିଟି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ରଛାତ୍ରୀଙ୍କୁ ଭକୁଆ ବନାଇ ନିରାଶ କରିଥିବା ବେଳେ ଏଥିରୁ ବାଦ୍ ପଡ଼ି ନାହାନ୍ତି ପୋଲିସ କର୍ମଚାରୀ। ଷ୍ଟାଣ୍ଡିଂ କମିଟିରେ ସ୍ଥାନୀୟ ଖଲ୍ଲିକୋଟ ବିଧ୍ୟାୟକ…
Archives


