ଝାଡାବାନ୍ତି ପ୍ରଭାବିତ ଅଞ୍ଚଳରେ ବିଜେଡ଼ି, କଂଗ୍ରେସ ଟିମ୍: ସରକାରୀ ବିଫଳତା ସହ ଡାକ୍ତର ପଦବୀ ଖାଲି ନେଇ…
ଦିଗପହଣ୍ଡି/ପାଟପୁର,୨୪ା୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ସାନଖେମୁଣ୍ଡି ବ୍ଲକ୍ ଟି.ଗୋବିନ୍ଦପୁର ପଞ୍ଚାୟତ ଦାମପୁର ଗାଁରେ ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପାଖରେ ଗୁରୁବାର ରାଜ୍ୟ ବିଜେଡି ନେତୃମଣ୍ଡଳୀ ପହଞ୍ଚି ଆଶ୍ୱାସନା ଦେଇଥିଲେ। ପରେ ସେମାନେ ଗ୍ରାମବାସୀଙ୍କ ସହ ଆଲୋଚନା କରିବାସହ ଉପସ୍ଥିତ…
ପରିତ୍ୟକ୍ତ ଅବସ୍ଥାରେ ଅଧାପନ୍ତରିଆ ଅଙ୍ଗନୱାଡି କେନ୍ଦ୍ର, ଛୋଟ ଶିଶୁମାନେ…
ବୁଗୁଡ଼ା,୨୪ା୭(କାଳିଚରଣ ଦାଶ)-ବୁଗୁଡ଼ା ଏନଏସି ଅନ୍ତର୍ଗତ ୫ନଂ ୱାର୍ଡରେ ଜନସଂଖ୍ୟା ଅନୁସାରେ ଅଙ୍ଗନୱାଡି କେନ୍ଦ୍ର ନାହିଁ। ଏଠାରେ ମାତ୍ର ଗୋଟିଏ ରହିଛି। ଏହି କେନ୍ଦ୍ରଟି ଅସଂପୂର୍ଣ୍ଣ ଥିବାରୁ କେନ୍ଦ୍ର ୬ନଂ ୱାର୍ଡରେ ଚାଲୁଛି। ୫ ନଂ. ୱାର୍ଡରେ ଅଙ୍ଗନୱାଡି କେନ୍ଦ୍ର ପାଇଁ ଲକ୍ଷାଧିକ…
ବୁଗୁଡ଼ାରେ ଚାଲିଥିଲା ଚୋରା ମଦ କାରବାର: ଚଢାଉରେ ୫ହଜାର ଲିଟର ପୋଚ, ୨ଶହ ଲିଟର ଦେଶୀମଦ ଜବତ
ବୁଗୁଡା,୨୪ା୭(କାଳିଚରଣ ଦାଶ): ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ କରାଯାଇ ପ୍ରଚୁର ପରିମାଣର ପୋଚ ଓ ଦେଶୀମଦ ସହ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିବା ଜଣାପଡ଼ିଛିି। ପ୍ରକାଶ ଯେ, ବୁଗୁଡ଼ା ଅଞ୍ଚଳରେ ବ୍ୟାପକ…
ନିଶାରେ ଯୁବକଙ୍କ ଗାଲରେ ଭୁସିଥିଲେ ଛୁରୀ: ଜେଲ ଗଲେ ଅଭିଯୁକ୍ତ ଅରୁଣ ସେଠୀ
ଦିଗପହଣ୍ଡି,୨୪ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଜନତା ଲେନରେ ବୁଧବାର ପୂର୍ବାହ୍ନରେ ଅରୁଣ ସେଠୀଙ୍କ ଛୁରା ମାଡ଼ରେ ଦିଗପହଣ୍ଡି କମାର ସାହିର କାହ୍ନା ସେଠୀ ନାମକ ଯୁବକ ଗୁରୁତର ଆହାତ ହୋଇଥିଲେ। କାହ୍ନାଙ୍କ ମାଆ ଶକୁନ୍ତଳା ସେଠୀଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା…
ମନ୍ଦିରରୁ ଚୋରି କରିନେଇଥିଲେ, ୬ ଜଣଙ୍କୁ ବାନ୍ଧିଲା ପୋଲିସ
ଛତ୍ରପୁର, ୨୪।୭ (ଦିଲ୍ଲୀପ ସାମଲ) : ଗତ ୧୬ ତାରିଖ ଦିନ ବିଳମ୍ବିତ ରାତ୍ରରେ ଛତ୍ରପୁର ଥାନା ଅଧିନ ଉଜ୍ଜଳେଶ୍ୱରୀ ମନ୍ଦିର ଓ ଚମାଖଣ୍ଡି ଥାନା ଅଧିନ କଣମଣା ଗ୍ରାମରେ ଥିବା ମା’ କନକ ଦୁର୍ଗାଙ୍କ ମନ୍ଦିରରୁ ଚୋରି ହୋଇଥିଲା। ଏନେଇ…
ଜବରଦଖଲକାରୀଙ୍କ କବଳରୁ ଜଗନ୍ନାଥଙ୍କ ଜମି ମୁକ୍ତ ପାଇଁ ଜୋର୍ ଧରିଲା ଦାବି, ତହସିଲଦାରଙ୍କୁ ଭେଟି…
ପୁରୁଷୋତ୍ତମପୁର,୨୪ା୭(ସୀମାଞ୍ଚଳ ମିଶ୍ର): ହିନ୍ଦୁସମାଜର ଆରାଧ୍ୟଠାକୁର ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଜବରଦଖଲକାରୀଙ୍କ କବଳରୁ ଉଦ୍ଧାର କରି ମନ୍ଦିରକୁ ହସ୍ତାନ୍ତର କରିବାକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦାବି ଜୋର ଧରିଛି। ଏଥିନେଇ ଜଗନ୍ନାଥପ୍ରେମୀ ଭକ୍ତମାନେ ତହସିଲ କାର୍ଯ୍ୟାଳୟ ଆସି ଜବରଦଖଲକାରୀଙ୍କଠାରୁ ଜଗନ୍ନାଥଙ୍କ ଘରବାଡ଼ି,…
ବଜ୍ରପାତରେ ଚାଲିଗଲା ୨ ଜୀବନ: ସହାୟତା ଯୋଗାଇ ଦେବାକୁ ବିଧାୟକଙ୍କ ନିର୍ଦ୍ଦେଶ
ଭଞ୍ଜନଗର,୨୩।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଖାରିଗୁଡା ଗ୍ରାମର ବସନ୍ତ ଗୌଡ (୩୮) ବୁଧବାର ସାରେ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଖବରପାଇ ଜିଲା ପରିଷଦ ଏମ୍ପି ପ୍ରତିନିଧି ଶିବ…
ମଦ ନିଶାରେ ଉନ୍ମତ୍ତକାଣ୍ଡ: ଯୁବକଙ୍କ ଗାଲରେ ଭୁସି କଲେ ରକ୍ତାକ୍ତ, ଅଭିଯୁକ୍ତଙ୍କୁ…
ଦିଗପହଣ୍ଡି,୨୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଜନତା ଲେନ୍ରେ ବୁଧବାର ମଧ୍ୟାହ୍ନରେ ଜଣେ ମଦ୍ୟପଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ନିଶାରେ ଚୁର ଅବସ୍ଥାରେ ସେ ଜଣେ ଯୁବକଙ୍କ ଗାଲରେ ଛୁରୀ ଭୁଷି ଦେଇଥିଲେ। ଏଥିରେ ଯୁବକ କାହ୍ନା ସେଠୀ ଗୁରୁତର…
ଛଟେଇ ନୋଟିସ୍ ପରେ ଟାଟା ପାଓ୍ବାର କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ
ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଭିଜିଲାନ୍ସ ସେକ୍ସନରେ ଭକ୍ତରାମ ସାହୁ ସୁପରଭାଇଜର ଭାବେ ଆଜକୁ ୪ ବର୍ଷ ହେବ କାମ କରୁଛନ୍ତି। କିନ୍ତୁ ସେ ବିଗତ କିଛିଦିନ ହେବ କାମ ଠିକ୍ କରୁ ନ ଥିବା ଦର୍ଶାଇ…
ନୂଆ ନିୟମକୁ ନେଇ ସଚେତନ: କଲେଜ ଛାତ୍ରୀଙ୍କ ସୁରକ୍ଷା ଚିନ୍ତା
ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଯୁକ୍ତ ୩ ପ୍ରଥମ ବର୍ଷ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗ ଛାତ୍ରୀଛାତ୍ରଙ୍କୁ କଲେଜ ନୀତି ନିୟମ ସମ୍ପର୍କରେ ବୁଧବାର ସଚେତନ କରାଯାଇଥିଲା। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର…
ନିଜକୁ ଜାଳିଦେଲେ ବୃଦ୍ଧ, ସୁଇସାଇଡ ନୋଟ୍ରେ ପୁଅକୁ ଲେଖିଲେ…
ଦିଗପହଣ୍ଡି/ପାଟପୁର,୨୩।୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦୟାନିଧି ପୁର ପଞ୍ଚାୟତ ବଡ଼ିଆଓସ୍ତା ଗ୍ରାମରେ ବୁଧବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ବୃଦ୍ଧ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଘର ଭିତରେ ନିଜେ…
ଚଢ଼ାଉ ବେଳେ ମିଳିଲା ମଦ ସହ ୨ ବନ୍ଧୁକ: ପରେ….
ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ମଙ୍ଗଳବାର ଭୋରରେ ମହୁଡା ଗ୍ରାମ ନିକଟସ୍ଥ ଦୁର୍ଗମ କେରାଣ୍ଡିମାଳ ଜଙ୍ଗଲ ସଂଲଗ୍ନ ଲୁଣ୍ଡୁରିଗୁଡା ଗ୍ରାମରେ ଅତର୍କିତ ଚଢାଉ କରାଯାଇ ଅବକାରୀ ଧରପଗଡ କରିଥିଲେ । ଗ୍ରାମର ସୁରେନ୍ଦ୍ର…
Archives


