ନୂଆ ନିୟମକୁ ନେଇ ସଚେତନ: କଲେଜ ଛାତ୍ରୀଙ୍କ ସୁରକ୍ଷା ଚିନ୍ତା

ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଯୁକ୍ତ ୩ ପ୍ରଥମ ବର୍ଷ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗ ଛାତ୍ରୀଛାତ୍ରଙ୍କୁ କଲେଜ ନୀତି ନିୟମ ସମ୍ପର୍କରେ ବୁଧବାର ସଚେତନ କରାଯାଇଥିଲା। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ସଭାରେ ଅଧ୍ୟକ୍ଷତା କରି ଛାତ୍ରୀଛାତ୍ର କଲେଜରେ କିଭଳି ଶୃଙ୍ଖଳିତ ଜୀବନଯାପନ ବିତାଇବେ ସେନେଇ କହିଥିଲେ। ଏଥିସହ କଲେଜର ନୀତି ନିୟମ ସମ୍ପର୍କରେ ସେ ବୁଝାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀ ବିଭାସ ଦାସ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ଅଧ୍ୟାଯକ ସନାତନ ବେହେରା, ଅଧ୍ୟାପିକା ରାଜଲକ୍ଷ୍ମୀ ରଥ, ତୃପ୍ତିମୟୀ ଦାସ, ଶେଫାଳୀ ପଟ୍ଟନାୟକ, ଅନିତା ମହାପାତ୍ର ପ୍ରମୁଖ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ଏହାପରେ କଲେଜ ଆଇସିସି ବୈଠକ ହୋଇଥିଲା। ରାଜ୍ୟର କେତେକ ସ୍ଥାନରେ ଛାତ୍ରୀଙ୍କ ଉପରେ ହିଂସା ବଢୁଛି। ତେଣୁ ଉକ୍ତ କମିଟି ମାଧ୍ୟମରେ ଛାତ୍ରୀମାନେ କିଭଳି ସୁରକ୍ଷିତ ରହିପାରିବେ ସେନେଇ ପଦକ୍ଷେପ ନିଆଯାଉଛି। ତେଣୁ ଆଜି କଲେଜ ଆଇସିସି କମିଟି ବୈଠକ ହୋଇଥିଲା। ଏଥିରେ ଛାତ୍ରୀମାନଙ୍କୁ ନୂଆ ନୀତି ନିୟମ ସମ୍ପର୍କରେ ସଚେତନ କରାଯାଇଥିଲା। ଏଥିରେ ପ୍ରାଧ୍ୟାପିକା ରାଜଲକ୍ଷ୍ମୀ ରଥ, ତୃପ୍ତିମୟୀ ଦାସ, ସଭ୍ୟା ସୁନିତା ରାଣୀ ଖଣ୍ଡୁଆଳ, ସ୍ମରଣିକା ପାଢ଼ୀ, ମିନାକ୍ଷୀ ପ୍ରଧାନ ପ୍ରମୁଖ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଋଣ ଭାର ସହି ନପାରି ବେକରେ ରଶି ଲଗାଇ ଝୁଲିପଡିଲେ ବୃଦ୍ଧ ଦମ୍ପତି

ଗାଙ୍ଗପୁର,୨୫।୪( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡବନ୍ଧ ପଞ୍ଚାୟତ କଳାସୂତା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଘରେ କେହି ନଥିବାବେଳେ ବେକରେ…

ଅତର୍କିତ ଆକ୍ରମଣ: ବାପ ପୁଅ ସମେତ ୪ ଆହତ

ଆସିକା,୨୫।୪(ସୁରେନ୍ଦ୍ର ନାଥ ସାହୁ) : ଗଞ୍ଜାମ ଜିଲା କୋଟିନଡା ଥାନା ଅନ୍ତର୍ଗତ ଜୟପୁର ଗ୍ରାମରେ ଶୁକ୍ରବାର ରାତିରେ ଏକ ଅତର୍କିତ ଆକ୍ରମଣରେ ଗୋଟିଏ ପରିବାରର ବାପା ଓ…

ଇସ୍ତଫା ଦେବାକୁ ନିଜେ କହିଥିଲେ କେଜରିଓ଼୍ବାଲ, ରାଘବ ଚଢାଙ୍କୁ ନେଇ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୪: ଆମ ଆଦମୀ ପାର୍ଟି (AAP) ର ଦଶ ଜଣ ଏମପିଙ୍କ ମଧ୍ୟରୁ ସାତ ଜଣ ଦଳ ଛାଡିଛନ୍ତି। ଏହି ଏମପିମାନଙ୍କ ମଧ୍ୟରୁ ଛଅ ଜଣ ପଞ୍ଜାବର…

ଭାରତ ଆଗରେ ଆଉ ଏକ ସଙ୍କଟ: ସାବୁନ ଠାରୁ ଆରମ୍ଭ କରି ଚିପ୍ସ, ବିସ୍କୁଟ ପର୍ଯ୍ୟନ୍ତ ସବୁକିଛି ହୋଇଯିବ ମହଙ୍ଗା! ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୫।୪: ଇରାନରେ ଯୁଦ୍ଧ ଆରମ୍ଭ ହେବା ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ଭାରତ ପୂର୍ବରୁ ଅଶୋଧିତ ତୈଳ ଯୋଗାଣର ଅଭାବର ସମ୍ମୁଖୀନ ହେଉଛି। ବର୍ତ୍ତମାନ, ପାମ…

ଅକ୍ଷୟ କୁମାରଙ୍କ ଝିଅକୁ ନଗ୍ନ ଫଟୋ ମାଗିବା ପଡିଲା ମହଙ୍ଗା, ଅଭିଯୁକ୍ତଙ୍କୁ ଗିରଫ କଲା ଏବେ ସାଇବର ପୋଲିସ

ମୁମ୍ବାଇ,୨୫।୪: ଅକ୍ଷୟ କୁମାର ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖନ୍ତି। ସେ ଦୁଇଟି ସନ୍ତାନର ପିତା। ତାଙ୍କର ପୁଅଙ୍କ ନାଁ ଆରବ…

ଯୁଦ୍ଧ ମଧ୍ୟରେ ଚାଇନା ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଆମେରିକା, ବିଶ୍ୱରେ ହଇଚଇ

ଓ୍ବାଶିଂଟନ୍‌,୨୫।୪: ଇରାନ ସହିତ ଯୁଦ୍ଧ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଚାଇନା ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆମେରିକା ଚାଇନାର ଏକ ରିଫାଇନାରୀ ଏବଂ ଇରାନର ତୈଳ…

ନୂଆ ଓ ପୁରୁଣା

ଦିନ ପରେ ଦିନ ବିତେ, ବର୍ଷ ପରେ ବର୍ଷ ଆସେ। ସମୟ ସ୍ରୋତରେ ଆଜିର ମୁହୂର୍ତ୍ତ କାଲିର ଅତୀତ ପାଲଟେ। ନୂଆକୁ ସ୍ବାଗତ କରିବାର ପରମ୍ପରା ଆମ…

ସଂରକ୍ଷଣ ବ୍ୟବସ୍ଥାର କ୍ରମ ବିକାଶ

ସମ୍ବିଧାନରେ ସ୍ଥାନିତ ହୋଇଥିବା ସଂରକ୍ଷଣ ବ୍ୟବସ୍ଥାର ଦୀର୍ଘ ପୃଷ୍ଠଭୂମି ରହିଛି। ବ୍ରିଟିଶ ଶାସନାଧୀନ ଭାରତବର୍ଷରେ ସର୍ବପ୍ରଥମେ କୋହ୍ଲାପୁର ରାଜ୍ୟରେ ୧୯୦୨ରେ ସରକାରୀ ସିଦ୍ଧାନ୍ତ ରୂପେ ଚାକିରି କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri