ଗଞ୍ଜାମ

ଭଞ୍ଜନଗର ଏନଏସି ପକ୍ଷରୁ ଫୁଟବଲ ଟୁର୍ନାମେଣ୍ଟ: କେ ଏସୟୁବି କଲେଜକୁ ହରାଇ ବିପଦର ବନ୍ଧୁ ଚାମ୍ପିୟନ

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସି ଆସନ୍ତା ୩୧ ତାରିଖରେ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳନ କରିବ । ଚଳିତ ବର୍ଷ ଏନଏସି ପକ୍ଷରୁ ବଡ ଧରଣର ଉତ୍ସବ ଆୟୋଜନ କରାଯାଇଛି । ତେଣୁ ଅଧ୍ୟକ୍ଷ ଗୋପବନ୍ଧୁ…

ବରିଷ୍ଠ ନେତା ହରିବନ୍ଧୁ ପ୍ରଧାନଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

ଭଞ୍ଜନଗର,୧୮।୮(ବାବୁଲା ପ୍ରଧାନ): ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଜଣାଶୁଣା ନେତା ତଥା ସାମାଜିକ କର୍ମୀ ହରିବନ୍ଧୁ ପ୍ରଧାନଙ୍କର (୭୩) ସୋମବାର ପରଲୋକ ଘଟିଛି। ତାଙ୍କର ବିୟୋଗରେ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ରାଜନେତା ସହ ବିଭିନ୍ନ ଧର୍ମ ଅନୁଷ୍ଠାନ…

ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ : ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ବାରଣ

ଛତ୍ରପୁର,୧୮।୮(ଦିଲ୍ଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ । କିଛି ସ୍ଥାନରେ…

ପୁଅ, ଝିଅଙ୍କୁ ଟ୍ୟୁଶନ ଛାଡିବାକୁ ଯାଉଥିଲେ ବାପା, ବାଟରେ ଘଟିଲା ଛାତିଥରା ଘଟଣା

ଛତ୍ରପୁର,୧୮।୮(ଦିଲ୍ଲୀପ ସାମଲ): ଛତ୍ରପୁର ଜାତୀୟ ରାଜପଥ ଡିଆରଡିଏ ଛକ ନିକଟରେ ଟ୍ରକ ଦୁର୍ଘଟଣାରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ବେଳେ ବାପା ଓ ଦୁଇ ଭାଇ ଅଳ୍ପକେ ବଞ୍ଚିଯାଇଛନ୍ତି। ମୃତ ନାବାଳିକା ଜଣକ ହେଲେ କାଳିଆବାଲିର ଅବସରପ୍ରାପ୍ତ ଆର୍ମି ଏସ.ଦେବରାଜ ରେଡ୍ଡିଙ୍କ…

ହଠାତ୍‌ ଯୁବକଙ୍କ ଉପରେ ପଡ଼ିଲା ୧୧ କେଭି ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧୮।୮(ବିଦ୍ୟାଧର ସାହୁ):୧୬ ନମ୍ବର ଜାତୀୟ ରାଜପଥ ଶନି ମନ୍ଦିର ନିକଟରେ ଇଲେଭେନ କେଭି ବିଦ୍ୟୁତ ତାର ହଠାତ୍‌ ଛିଡି ପଡିଛି l ସେହି ରାସ୍ତାରେ ବାଇକରେ ଯାଉଥିବା ଜଣେ ଯୁବକଙ୍କ ଉପରେ ତାର ପଡି ଯାଇଥିଲା l ଫଳରେ ଯୁବକ ଜଣକ…

ଭାଉଜଙ୍କୁ ଆକ୍ରମଣ କରି ଶଳା, ଭିଣୋଇ ଜେଲ ଗଲେ

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କଇଠଖଣ୍ଡି ପଞ୍ଚାୟତ ତଲାସିଂ ଗ୍ରାମରେ ଘଟିଥିବା ପାରିବାରିକ ହିଂସା ମାମଲାରେ ପୋଲିସ କୃଷ୍ଣ ଗୌଡ଼(ଭିଣୋଇ) ଏବଂ ତାଙ୍କ ଶଳା ସମୀର ଗୌଡ଼ଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ…

ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ଲକ୍ଷପତି ଦିଦି ଏସ୍‌.ଜ୍ୟୋତି ରେଡ୍ଡୀ

ଛତ୍ରପୁର, ୧୭।୮(ସନ୍ତୋଷ ପାଢ଼ୀ ): ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସରେ ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ  ଗଞ୍ଜାମ ଜିଲାର ଲକ୍ଷପତି ଦିଦି ତଥା ଛତ୍ରପୁର ବ୍ଲକ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ କାଳିଆବାଲି ଗ୍ରାମର ଏସ୍‌. ଜ୍ୟୋତି ରେଡ୍ଡୀ ଯୋଗଦେଇଥିଲେ। ରାଷ୍ଟ୍ରପତି ଭବନରେ…

ଜଗନ୍ନାଥପୁର ଗ୍ରାମ ଶିବ ମନ୍ଦିର ନିକଟ ଆଦର୍ଶ ଗୁହାଳରୁ ବିପୁଳ ପରିମାଣର ଡିଟୋନେଟର ଜବତ 

ଛତ୍ରପୁର, ୧୬।୮(ଦିଲ୍ଲୀପ ସାମଲ):  ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ଗ୍ରାମ ଶିବ ମନ୍ଦିର ନିକଟ ଏକ ଆଦର୍ଶ ଗାଈ ଗୁହାଳରୁ ବିପୁଳ ପରିମାଣର ଡିଟୋନେଟର ଜବତ କରିଛି ପୋଲିସ। ସୂଚନା ମୁତାବକ, କନ୍ଧମାଳ ଜିଲା ତୁମୁଡିବନ୍ଧଠାରେ ଏକ ଗାଡ଼ିରେ କିଛି ଡିଟୋନେଟର…

ରେଞ୍ଜରଙ୍କ ଲାଞ୍ଚନେବା ଭିଡିଓ ଭାଇରାଲ

ବୁଗୁଡ଼ା, ୧୭।୮(କାଳିଚରଣଦାଶ):ବୁଗୁଡ଼ା ରେଞ୍ଜର ପ୍ରଦୀପ କୁମାର ମିଶ୍ର ଜଣେ କାଠ ମାଫିଆଙ୍କ ଠାରୁ ୫ହଜାର ଟଙ୍କା ନେଉଥିବା ଭିଡିଓ ଭାଇରଲକୁ ନେଇ ଚର୍ଚ୍ଚା ଜୋର ଧରିଛି । ବୁଗୁଡ଼ା ବନବିଭାଗ କାର୍ଯ୍ୟାଳୟରେ ଜଣେ କାଠ ମାଫିଆ ନିଜ ଗାଡି ଛାଡିବା ପାଇଁ…

ମହୁ ଚାଷ କରନ୍ତୁ ଲକ୍ଷପତି ଦିଦି ବନନ୍ତୁ :ବିଧାୟକଙ୍କ ବଡ଼ ଘୋଷଣା ଭଞ୍ଜନଗର ବ୍ଲକର ୨୫ ଶହ ଗ୍ରୁପକୁ ଦିଆଯିବ….

ଭଞ୍ଜନଗର,୧୭/୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ତେଣୁ ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ଏବଂ ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ମିଳିତ…

ନିଲମ୍ବିତ ହେଲେ ଥାନାଧିକାରୀ, ମାତ୍ର ୫ ମାସ ୨୦ ଦିନରେ…

ଛତ୍ରପୁର,୧୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତିଙ୍କୁ ଓଡ଼ିଶା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନିଲମ୍ବନ କରିଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ସମୟରେ ବ୍ରହ୍ମପୁର ଆଇଜି କାର୍ଯ୍ୟାଳୟରେ ରହିବେ। ଚମାଖଣ୍ଡି ଆଇଆଇସି ସବ୍ୟସାଚୀ ମଲ୍ଲଙ୍କୁ…

ଆମ ମୁଖ୍ୟମନ୍ତ୍ରୀ ବହୁତ ଭଲ, ଆଶାଠୁ ଅଧିକ ଦିଅନ୍ତି ଅନୁଦାନ: ପ୍ରଶଂସାରେ ପୋତିଲେ ମନ୍ତ୍ରୀ

ଭଞ୍ଜନଗର,୧୬।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଗୋଟିଏ ଗଛ ମା’ଙ୍କ ନାମରେ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଘୁମୁସର ଉତ୍ତର ବନଖଣ୍ଡ,ଅଟଳ ଯୁବ ବାହିନୀ, ଜାତୀୟ ସେବା ଯୋଜନା ପୁରୁଷ ଶାଖା (୧),…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri