ଗଞ୍ଜାମ

ରାତିରେ ଚାଲୁଥିଲା ଜୁଆ ଖେଳ, ଅଚାନକ ପହଞ୍ଚିଗଲା ପୋଲିସ, ଆଉ ତା’ପରେ…

ଛତ୍ରପୁର, ୨।୯ (ଦିଲ୍ଲୀପ ସାମଲ) : ଚମାଖଣ୍ଡି ଥାନା ପୋଲିସ କୌଣସି ପ୍ରକାରେ ସୂଚନା ପାଇଁ ସୋମବାର ରାତିରେ ମାଟିଖାଲ ଅଂଚଳରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଏଥଥିରେ ୪ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ଏହା ସହ…

ଜାତୀୟ କିକବକ୍ସିଂ ପ୍ରତିଯୋଗିତାରେ କମାଲ କଲେ ଶିଶୁ ପ୍ରତିଯୋଗୀ, ରୌପ୍ୟ ପଦକ ଜିତି ଆଣିଲେ ଗୌରବ

ଗଞ୍ଜାମ , ୨।୯(ବିଦ୍ୟାଧର ସାହୁ ): ତାମିଲନାଡୁର ଚେନ୍ନାଇସ୍ଥିତ ନେହୁର ଇନଡୋର ଷ୍ଟାଡିୟମରେ ୱାକୋ ଇଣ୍ଡିଆ କିକବକ୍ସିଂ ଫେଡେରେଶନ ଦ୍ୱାରା ଆୟୋଜିତ କିକ ବକ୍ସିଂ ପ୍ରତିଯୋଗିତା ସାରି ଓଡ଼ିଶା ଫେରିଛନ୍ତି ଗଞ୍ଜାମ ଜିଲାର ଚାରି ଜଣ ଶିଶୁ ପ୍ରତିଯୋଗୀ। ଚିଲ୍ଡରେନ ଓ…

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା କାର୍‌: ବିଦ୍ୟୁତ ସେବା ପ୍ରଭାବିତ

ଭଞ୍ଜନଗର,୨/୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ସାଲୁଆପଲ୍ଲୀ ନିକଟରେ ମଙ୍ଗଳବାର ସକାଳେ ଏକ କାର ଗାଡ଼ି ଧକ୍କାରେ ୩୩ କେଭି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଛି। ଫଳରେ କଣ୍ଟେଇପଲ୍ଲୀ ଗ୍ରିଡ ସବ ଷ୍ଟେଶନରୁ ଭଞ୍ଜନଗର ବିଦ୍ୟୁତ ସେବା ବନ୍ଦ ହୋଇଯାଇଛି।…

ଗୋପାଳପୁର ବେଳାଭୂମିକୁ ବୁଲୁ ବୁଲୁ ଲଜ୍‌ରେ ପହଞ୍ଚିଲେ ପ୍ରେମୀଯୁଗଳ, ରୁମ୍‌ରେ ଘଟିଲା…

ଗୋପାଳପୁର,୧।୯(ନବୀନ ରାଜ ଆଚାରୀ): ସୋମବାର ଅପରାହ୍ନରେ ଗଞ୍ଜାମ ଜିଲା ଗୋପାଳପୁର ଥାନା ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋପାଳପୁର ଥାନାକୁ ଅଭିଯୋଗ ପାଇଁ ଆସି ନାବାଳିକା ଜଣଙ୍କ ପର୍ସରେ ଆଣିଥିବା ଏକ କାଚ ସିଶାରୁ ଔଷଧ କାଢି ଖାଇ ଦେଇଥିଲେ।…

ଦିଗପହଣ୍ଡିରେ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା: ଭାଗନେଲେ ୨୫୦ ପ୍ରତିଯୋଗୀ

ଦିଗପହଣ୍ଡି,୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ଦିଗପହଣ୍ଡିସ୍ଥିତ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୨ ଦିନିଆ ପଦ୍ମନାଭପୁର ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଏହି କ୍ରୀଡା…

ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗର ସହଯୋଗ ଲୋଡିଲେ ଭିଏସଏସ କର୍ମକର୍ତ୍ତା, ଦାବି ପତ୍ରରେ କହିଲେ…

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜର କେତେକ ଅଞ୍ଚଳରେ ବନ୍ୟପ୍ରାଣୀ ବିପଦରେ ପଡୁଛନ୍ତି। ବନ୍ୟପ୍ରାଣୀମାନେ ବିଶେଷ କରି ହାତୀ ଜଙ୍ଗଲରୁ ବାହାରି ଲୋକଙ୍କ ବ୍ୟାପକ କ୍ଷତି କରୁଛନ୍ତି। କେତେକ ଅଞ୍ଚଳରେ ଜଙ୍ଗଲ କ୍ଷୟ ହେଉଛି।…

ସାର ଅଭାବୀ ବିକ୍ରି: ୭୫୦ ଚାଷୀ ପାଇଁ ଆସିଲା ମାତ୍ର ଏତିକି ପ୍ୟାକେଟ୍‌, ପଡିଲେ ଚିନ୍ତାରେ…

ଗଞ୍ଜାମ, ୧/୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକରେ ୧୨ ହଜାର ୮୮୪ ହେକ୍ଟର ଚାଷ ଜମିରୁ ୭୮୬ ହେକ୍ଟର ଜମିରେ ଚାଷୀ ଧାନ ଚାଷ କରୁଛନ୍ତି । ବର୍ତ୍ତମାନ ଜମିରେ ଧାନ ତଳି ବଢ଼ିବାରେ ଲାଗିଛି । ଉନ୍ନତ ଫସଲ ନିମନ୍ତେ…

ସାର ଅଭାବ, କୃଷକଙ୍କ ସମସ୍ୟା ନେଇ ବିଜେଡିର ଆନ୍ଦୋଳନ

ଛତ୍ରପୁର,୧ା୯(ଦିଲୀପ ସାମଲ): ଗଞ୍ଜାମ ଜିଲାରେ ସାର ଅଭାବ ଏବଂ କୃଷକମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଜିଲାର ବହୁ…

ଭଞ୍ଜନଗର ମ୍ୟୁନିସିପାଲିଟିରେ ୧୫ ଗ୍ରାମ ମିଶିବ: ବିଧାୟକ ମିଠା ବାଣ୍ଟିଲେ, ବାଣ ଫୁଟାଇଲେ ଲୋକେ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ରାଜ୍ୟ ସରକାର ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି। ଏଥିସହ ଜଗନ୍ନାଥପ୍ରସାଦକୁ ଏନଏସି ଘୋଷଣା କରିଛନ୍ତି। ଏହି ଖବର ଜଣାପଡିବା ପରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ ଲୋକଙ୍କୁ ଭିଡ ଜମିଛି। ଏହାପରେ ଲୋକଙ୍କୁ ବିଧାୟକ ମିଠା…

ଅବ୍ୟବସ୍ଥା ଘେରରେ ଆଖଡ଼ା ବନ୍ଧ ସାହି: ସଫା ହେଉନି ଡ୍ରେନ, ଅଳିଆ ଆବର୍ଜନା ସ୍କୁଲ ପରିସର

ଗଞ୍ଜାମ,୧।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନମ୍ବର ୩ ଆଖଡ଼ା ବନ୍ଧ ସାହି l ଉକ୍ତ ସାହିରେ ୩୫ରୁ ୪୦ ପରିବାରର ପ୍ରାୟ ତିନିଶହରୁ ଉର୍ଦ୍ଧ୍ୱ ଲୋକ ବାସ କରନ୍ତି। ୧୯୬୫ରେ ସ୍ଥାପିତ ବହୁ ପୁରାତନ ଏକ୍ସ ବୋର୍ଡ ପ୍ରାଥମିକ…

ଶେଷରେ ସୁଇଟିଙ୍କୁ ମିଳିଲା ପୁରସ୍କାର: ଖୁସିବ୍ୟକ୍ତ କରି କହିଲେ…

ଗଞ୍ଜାମ,୧।୯(ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ଧନ୍ଦା ମୂଳକ ଶିକ୍ଷା (ଭୋକେଶନାଲ)ରେ ଟପ୍ପର ଛାତ୍ରୀ ସୁଇଟି ନାୟକ ଫାଷ୍ଟ ପ୍ରାଇଜ ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧନା ଦିଆଯାଇଥିଲା l ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ଏନଏସି ପ୍ରଶାସନ ପକ୍ଷରୁ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ…

ଦିଗପହଣ୍ଡିରେ ସ୍ବାୟତ୍ତ ଶାସନ ଦିବସ ପାଳିତ, ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ୫୨ ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ଉତ୍ସବ ରବିବାର ସାରେ ଉଦ୍‌ଯାପିତ ହୋଇଯାଇଛି।ବଜାର ଗାନ୍ଧୀ ଛକଠାରେ ଏନ ଏ ସି କାର୍ଯ୍ୟ ର୍ନିବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri