୯ରେ ସର୍ବ ଭାରତୀୟ ଧର୍ମଘଟ, ପ୍ରସ୍ତୁତି ଜୋରଦାର
ଗଞ୍ଜାମ,୬।୭(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ପ୍ରତ୍ୟାହାର ଦାବି ନେଇ ଜୁଲାଇ ୯ ତାରିଖରେ ସର୍ବ ଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟକୁ ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରରେ ସଫଳ କରିବା ନିମନ୍ତେ ଏଆଇଟିୟୁସି,…
ପୁରୁଷୋତ୍ତମପୁରବାସୀଙ୍କୁ ମରଣ ମୁହଁକୁ ଠେଲିଦେଉଛି ଜନସ୍ବାସ୍ଥ୍ୟ ବିଭାଗ, ହଇଜା ବ୍ୟାପିବା ଆଶଙ୍କା
ପୁରୁଷୋତ୍ତମପୁର,୬ା୭(ସୀମାଞ୍ଚଳ ମିଶ୍ର): ଯାଜପୁରରେ ମହାମାରୀ ହଇଜାକୁ ନେଇ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଥଥିବାାବେଳେ ଏହାକୁ ନେଇ ସରକାର ଓ ପ୍ରଶାସନର ନିଦ ହଜିଯାଇଛି। ଏହି ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସିରେ ଜନସ୍ବାସ୍ଥ୍ୟ…
ଦିଗପହଣ୍ଡିରେ ମାଡ଼ିଲା ହଇଜା, ୧୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇ…
ଦିଗପହଣ୍ଡି,୬ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଜନଜାତି ବହୁଳ ଦୁର୍ଗମ ଗାଁ ଉସ୍ତପଲ୍ଲୀ ଗାଁରେ ହଇଜା ପ୍ରଭାବରେ ୧୦ରୁ ଊଦ୍ଧର୍ବ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ ରବିବାର ସକାଳେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।…
ଦ୍ରୁତଗତିରେ ଆସି ଦୋକାନ ଘର ଭିତରେ ପଶିଗଲା କାର୍, ଜଣେ ଗୁରୁତର
ଭଞ୍ଜନଗର,୬ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହି ରାସ୍ତାରେ ରବିବାର ଅପରାହ୍ନ ୧ଟା ସମୟରେ ଏକ କାର ଦୋକାନ ଭିତରେ ପଶିଯାଇଥିଲା। ଫଳରେ ଦୋକାନ ସମ୍ମୁଖରେ ବସିଥିବା ଭଞ୍ଜନଗର ତହସିଲ କାର୍ଯ୍ୟାଳୟର ଅବସରପ୍ରାପ୍ତ ଡ୍ରାଇଭର ଗୋରା ଚାନ୍ଦ ପଟ୍ଟନାୟକ(୬୫) ଗୁରୁତର…
ଏଣିକି ରାତିରେ ଛାତ୍ରୀଛାତ୍ରଙ୍କ ପାଇଁ ରୁଟି: ପାଠ ପଢିବା ପାଇଁ ଆଗ୍ରହ ସହ ଅଧିକ ଭିଟାମିନ୍
ଭଞ୍ଜନଗର,୬।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟରେ ଶନିବାର ବନ ମହୋତ୍ସବ ସପ୍ତାହ ଅବସରରେ ଚାରା ରୋପଣ ହୋଇଥିଲା। ଏହି ଅବସରରେ ରୋଟି ତିଆରି ମେସିନ ମଧ୍ୟ ଉଦ୍ଘାଟିତ ହୋଇଥିଲା । ରାତିରେ ଛାତ୍ରୀଛାତ୍ର ମାନେ ଭାତ…
ଧରିତ୍ରୀରେ ଖବର ପ୍ରକାଶ ପରେ ଏନ୍ଏସି ପ୍ରଶାସନର ନିଦ ଭାଙ୍ଗିଲା, ଯୁଦ୍ଧକାଳୀନ ଭିତ୍ତିରେ…
ପୁରୁଷୋତ୍ତମପୁର,୬ା୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ପ୍ରଶାସନର ଦାୟିତ୍ୱହୀନତା ଯୋଗୁ ପରିମଳ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସାମାନ୍ୟ ବର୍ଷାରେ ଓ୍ବାର୍ଡ ନଂ ୯ ରଥସାହି ଜଗନ୍ନାଥମନ୍ଦିର ଉତ୍ତର ଦ୍ବାର ରାସ୍ଥାଟି ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇପଡୁଛି। ଯାହାକି ଜଗନ୍ନାଥଙ୍କ ରଥଯାତ୍ରାକୁ…
ବୁଗୁଡ଼ାରେ ବାହୁଡ଼ା ଯାତ୍ରା: ମଝିଦାଣ୍ଡରେ ଅଟକିଲା ରଥ
ବୁଗୁଡା,୫।୭(କାଳିଚରଣ ଦାଶ): ବୁଗୁଡ଼ାରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଭକ୍ତଙ୍କ ଗହଣରେ ରଥଟଣା ହୋଇଥିବା ମଝିଦାଣ୍ଡରେ ରଥ ଅଟକିଛି। ଶନିବାର ଅପରାହ୍ନରେ ପୁରୋହିତ ସୀମାଞ୍ଚଳ ପଣ୍ଡାଙ୍କ ଦ୍ବାରା ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା । ପରେ ମନ୍ଦିର ପୂଜକ ବାଦ୍ୟ ବାଜଣା…
ଆମେରିକାରେ ଚମକିଲେ ଓଡ଼ିଆ ଯବାନ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତନରଡା ଆଇଆର୍ବି ୮ମ ସ୍ବତନ୍ତ୍ର ବାଟାଲିୟନର ଯବାନ ଅଶୋକ ଦଣ୍ଡସେନା ଆମେରିକାର ବର୍ମିହୋମରେ ଚାଲିଥିବା ବିଶ୍ବ ପୋଲିସ ଓ ଫାୟାର କ୍ରୀଡ଼ାରେ ଚମକିଲେ । ବିଶ୍ବ ପୋଲିସ ଓ ଫାୟାର କ୍ରୀଡ଼ାରେ ଦଣ୍ଡସେନା ଭାଗ…
ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ବଡ଼ ବଜାର
ଗଞ୍ଜାମ,୫।୭(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାର ବାହୁଡା ଯାତ୍ରାରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ତ୍ରିବେଣୀ ମଠ ଛକ ମାଉସୀ ମା ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ରଥ ଉପରକୁ ପହଣ୍ଡି ବିଜେ କରାଯାଇ ରଥ ଟଣା ହୋଇ ବଡ଼ ବଜାର…
ଠକେଇ ସହ ହତ୍ୟା ଧମକ ଘଟଣା : ଆକାଉଣ୍ଟରେ ଟଙ୍କା ନ ଥାଇ ଦେଇଥିଲେ ଚେକ୍ ପରେ…
ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଭିଷ୍ମଗିରି ଗ୍ରାମରେ ବକେୟା ଟଙ୍କା ବାବଦକୁ ବ୍ୟାଙ୍କରେ ଟଙ୍କା ନ ଥାଇ ଏକ ଚେକ ପ୍ରଦାନ କରି ଠକେଇ ସହ ହତ୍ୟା ଧମକ ଦେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଶନିବାର ଗିରଫ…
କୁଲାଡ ବାହୁଡା଼ ଯାତ୍ରା:ଡାହୁକଙ୍କ ଅଶ୍ଳୀଳ ଡାକକୁ ନ଼େଇ ଅସନ୍ତୋଷ
ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଐତିହାସିକ ପ୍ରସିଦ୍ଧ କୁଲାଡ ବାହୁଡା଼ ଯାତ୍ରା ଶନିବାର ସାରେ ଶାନ୍ତିଶୃଙ୍ଖଳାର ସହ ସରିଛି। କିନ୍ତୁ ବାହୁଡା଼ ଯାତ୍ରା ଚାଲିଥିବା ସମୟରେ କିଛି ସମୟ ପାଇଁ ରଥ ଚକ ଆଉ ବଡ ଦାଣ୍ଡରେ ଗଡ଼ି ନ ଥିଲା।…
ପୁରୁଷୋତ୍ତମପୁରରେ ବାହୁଡା ଯାତ୍ରା ପାଳିତ
ପୁରୁଷୋତ୍ତମପୁର,୫।୭(ସୀମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ଅଞ୍ଚଳରେ ବାହୁଡାଯାତ୍ରା ପାଳିତ ହୋଇଛି। ଏହି ଅବସରରେ ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିରରେ ପରମ୍ପରା ଅନୁଷାରେ ପୂଜାର୍ଚ୍ଚନା କରାଯିବା ଅପରାହ୍ନରେ କାଳିଆ ସାଆନ୍ତଙ୍କୁ ପହଣ୍ଡି କରି ରଥାରୁଢ କରାଯାଇଥିଲା। ଏଠାରେ ସୋମବାର ରଥଟଣାହେବ। ଜଗନ୍ନାଥଙ୍କୁ ଦର୍ଶନକରିବା ଲାଗି…
Archives


