ଗଞ୍ଜାମ

ଲାଗିରହିଛି ଝିପିଝିପି ବର୍ଷା: ଫିକା ପଡିଲା କାର୍ତ୍ତିକ ମାସ ପ୍ରଥମ ସୋମବାର

ଗଞ୍ଜାମ,୧୩।୧୦(ବିଦ୍ୟାଧର ସାହୁ):ବର୍ଷକ ବାର ମାସ ମଧ୍ୟରୁ ପବିତ୍ର ଧାର୍ମିକ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ l ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର l ଗତ କାଲି ରାତିରୁ ଗଞ୍ଜାମରେ ବର୍ଷା ଲାଗି ରହିଛି l ଲୋକମାନେ ଘରୁ…

ଯୁବତୀଙ୍କୁ ପଠାଉଥିଲେ ଅଶ୍ଳୀଳ ଫଟୋ, ପରେ ଯାହା ଘଟିଲା ଜାଣନ୍ତୁ…

ବ୍ରହ୍ମପୁର,୧୨।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବତୀଙ୍କୁ ଅଶ୍ଳୀଳ ଫଟୋ ପଠାଇବା ଅଭିଯୋଗରେ ସାଇବର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସେ ହେଲେ କୁକୁଡାଖଣ୍ଡିର ଜ୍ୟୋତିର୍ମୟ ଦଳାଇ(୨୫)। ଅଭିଯୁକ୍ତଙ୍କ ବ୍ୟବହୃତ ମୋବାଇଲ ଫୋନ୍‌କୁ ପୋଲିସ ଜବତ କରିଛି। ଏନେଇ…

ମା’ ଗଜଲକ୍ଷ୍ମୀଙ୍କୁ ବିଦାୟ ଦେଲେ ଗଞ୍ଜାମ ସହରବାସୀ, ଶୋଭାଯାତ୍ରାରେ…

ଗଞ୍ଜାମ,୧୨।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାରଠାରେ ମହା ଆଡମ୍ବରରେ ଚାଲିଥିବା ମା’ ଗଜଲକ୍ଷ୍ମୀଙ୍କୁ ମେଲାଣି ପରେ ରବିବାର ବିଦାୟ ଦିଆଯାଇଛି। ୭ ଦିନ ମା’ ଅସ୍ଥାୟୀ ମଣ୍ଡପରେ ପୂଜା ପାଇବା ପରେ ମା’ ବିଦାୟ ନେଇଛନ୍ତି। ଏହି ଅବସରେ ମା’ଙ୍କ…

ଟ୍ରେନରେ ଲାଗିଲା ନିଆଁ

ଛତ୍ରପୁର,୧୨ା୧୦(ଦିଲ୍ଲୀପ ସାମଲ): ଖୋର୍ଦ୍ଧାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଯାଇଥିବା ଛତ୍ରପୁର ଷ୍ଟେଶନରେ ଜଣାପଡ଼ିଥିଲା। ଛତ୍ରପୁର ଅଗ୍ନିଶମ ବିଭାଗ ଉକ୍ତ ନିଆଁକୁ ଆୟତ୍ତ କରିଛି । କୋଇଲା ବୋଝେଇ ଟ୍ରେନର ୧୧ ନଂ ବଗିରୁ ଖୁବଜୋରରେ…

ସ୍ମାର୍ଟ ମିଟର ବର୍ଜନ ପାଇଁ ମେଳି, ଟାଟା ବିରୁଦ୍ଧରେ ଆନ୍ଦୋଳନ ପାଇଁ ସଜବାଜ…

ଗଞ୍ଜାମ,୧୨।୧୦(ବିଦ୍ୟାଧର ସାହୁ): ଦିନକୁ ଦିନ ଟାଟା ବିଦ୍ୟୁତ କର୍ମଚାରୀଙ୍କ ମନମୁଖୀ ଶାସନରେ ଅତିଷ୍ଠ ହୋଇ ପଡିଲେଣି ବିଦ୍ୟୁତ ଉପଭୋକ୍ତା l ପ୍ରତ୍ୟେକ ଗ୍ରାହକଙ୍କ ଘରେ ଜବରଦସ୍ତ ସ୍ମାର୍ଟ ମିଟର ଲଗାଇବା ଓ ସ୍ମାର୍ଟ ମିଟର ଲାଗିବା ପରେ ମୋଟା ଅଙ୍କର ବିଲ,…

ବଟେଶ୍ୱର ପୀଠରେ ଯାତ୍ରା: ପ୍ରବଳ ଭକ୍ତ ସମାଗମକୁ ନେଇ ଟ୍ରାଫିକ, ଭକ୍ତଙ୍କ ସୁରକ୍ଷା ଉପରେ…

ଗଞ୍ଜାମ,୧୨।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ କଣ୍ଟିଆଗଡ଼ ସ୍ଥିତ ବଟେଶ୍ୱର ପୀଠରେ କାର୍ତ୍ତିକ ମାସର ଚାରୋଟି ସୋମବାର ପାଇଁ ଯାତ୍ରା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯାତ୍ରା ପରିଚାଳନା କମିଟି ସଭାପତି ରଙ୍କନିଧି ସ୍ବାଇଁ ସଭାପତିତ୍ୱ…

ବୃଦ୍ଧଙ୍କୁ ନଦୀ ପଠାରେ ନିମର୍ମ ହତ୍ୟା, ମୃତ ଦେହ ଜବତ

ଚିକିଟି,୧୨।୧୦ (ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ ନୂଆଗାଁ ଥାନା ନୂଆପଡା ଗ୍ରାମ ଚାରିଆ ପଡା ସାହିର ନାରାୟଣ ପ୍ରଧାନ (୫୯)ଙ୍କୁ ରବିବାର କୌଣସି ଦୁର୍ବୁତ୍ତ ନିମର୍ମ ଭାବେ ହତ୍ୟା କରିଥିବା ଜଣାପଡିଛି। ମୃତ ଦେହକୁ ନୂଆପଡା ଫାଣ୍ଡି ପୋଲିସ…

ଘୁମୁସର ଉନ୍ନୟନ ମଞ୍ଚ ପକ୍ଷରୁ ବଡ଼ ବୈଠକ, କୁଲାଡରେ ହେବ ମ୍ୟୁଜିୟମ, ଡିସେମ୍ବରରେ ଭୁବନେଶରରେ ଘୁମୁସର ମହୋତ୍ସବ

ଭଞ୍ଜନଗର,୧୨।୧୦(ବାବୁଲା ପ୍ରଧାନ): ଘୁମୁସର ଉନ୍ନୟନ ମଞ୍ଚ ପକ୍ଷରୁ ଶନିବାର ଭୁବନେଶ୍ବର ପାତ୍ରପଡାରେ ରାଜଧାନୀରେ ହେବାକୁ ଥିବା ଘୁମୁସର ମହୋତ୍ସବ ଉପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଞ୍ଚର ସଭାପତି ତଥା ପ୍ରାକ୍ତନ କଲେଜ ଅଧ୍ୟକ୍ଷ ବାଲ୍ମୀକି ପଟ୍ଟନାୟକ ଅଧ୍ୟକ୍ଷତା…

ଅଟୋ ଡ୍ରାଇଭର ଆକ୍ରମଣରେ ଜଣେ ଗୁରୁତର: ଛତ୍ରପୁର ମେଡିକାଲରେ ଭର୍ତ୍ତି

ଛତ୍ରପୁର,୧୨।୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଥାନା ଅଧିନ କରପଡା ଗ୍ରାମରେ ଅଟୋ ଡ୍ରାଇଭର ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଜଣକ କରପଡା ଗ୍ରାମର ପରିବା ବିକାଳୀ ଶିବରାମ ରାଉଳ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ…

ନାଁକୁ ଅଟୋରେ ଥିଲେ ଯାତ୍ରୀ, କରୁଥିଲେ ଗଞ୍ଜେଇ ଚାଲାଣ: ମାଡ଼ି ବସିଲା ପୋଲିସ

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ ଶନିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ପୋଡ଼ାମାରି ପୋଲିସ ଚେକ ଗେଟ ନିକଟରେ ଗାଡ଼ି ଚେକିଂ କରୁଥିଲେ। ଗଜପତି ଜିଲା…

ପାନ ଦୋକାନରେ ବିକୁଥିଲେ ବିଦେଶୀ ମଦ, ଚଢ଼ାଉ କଲା ଅବକାରୀ ବିଭାଗ, ଅଭିଯୁକ୍ତ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡରେ ଥିବା ନିରଞ୍ଜନ ବେହେରାଙ୍କ ପାନ ଦୋକାନରୁ ଶନିବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ୧୧୧ ଟି ବିଦେଶୀ ମଦ ବୋତଲ ଜବତ କରାଯାଇଛି। ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର…

‘ଆମ ଭଞ୍ଜ ଆମ ଅସ୍ମିତା’

ଭଞ୍ଜନଗର,୧୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭା କକ୍ଷରେ ଶନିବାର ସମ୍ଭବ ସାହିତ୍ୟ ପରିବାର ଓ ଶ୍ରୀ ବିଘ୍ନରାଜ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭଞ୍ଜ ସାହିତ୍ୟ କୃତୀ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସମ୍ଭବ ପତ୍ରିକା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri