ଗଜପତି

ଶିଶୁକନ୍ୟାକୁ ଚାପିଦେଲା ପରିବା ବୋଝେଇ ପିକ୍‌ଅପ୍‌

ଅଡ଼ବା,୧୬ା୭(ଗିରିଧାରୀ ପରିଚ୍ଛା): ଶିଶୁକନ୍ୟା ଉପରେ ରବିବାର ଏକ ପରିବା ବୋଝେଇ ପିକଅପ୍‌ ମାଡ଼ିଯିବାରୁ ଚାପି ହୋଇ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଅଡ଼ବା ଥାନା ଗଣ୍ଡାଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ପରିବା...

ଭଲ ଫସଲ ଅମଳ ପାଇଁ ଆଶା ବାନ୍ଧିଛି ଚାଷୀ

ପାରଳାଖେମୁଣ୍ଡି, ୧୫ା୭(ଗିରିଧାରୀ ପରିଛା) : ଗଜପତି ଜିଲାର ପ୍ରାୟ ୮୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। କିଏ ଅର୍ଥକାରୀ ଫସଲ ତ ଆଉ କିଏ ପରିବା ଚାଷ କରନ୍ତି। ମୋଟ ୮୪୮୦୩ ହେକ୍ଟର ଚାଷଜମି ମଧ୍ୟରୁ...

ଓଲଟି ପଡିଲା ଜିପ୍‌

ପାରଳାଖେମୁଣ୍ଡି, ୧୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ସାରିଆପଲ୍ଲୀ ଗ୍ରାମ ନିକଟରେ ମଙ୍ଗଳବାର ଭୋର ସମୟରେ ଦୁର୍ଘଟଣା ଘଟି ଗାଡି ଚାଳକଙ୍କ ମୃତ୍ୟୁ ଘଟିଛି। ଆନ୍ଧ୍ରର ମଞ୍ଜୁଷା ଗ୍ରାମରୁ ପାରଳାଖେମୁଣ୍ଡି ସହରକୁ ଆସୁଥିବା ଏକ ଜିପ ଦୁର୍ଘଟଣାଗ୍ରସ୍ତ...

ସମ୍ପତ୍ତି ପାଇଁ ମା’କୁ ଆକ୍ରମଣ କଲା ପୁଅ

ପାରଳାଖେମୁଣ୍ଡି,(ଗିରିଧାରୀ ପରିଛା)୧୦।୭: ପାରଳାଖେମୁଣ୍ଡି ସହରର ଅର୍ଣ୍ଣପୂର୍ଣ୍ଣା ନଗର-୨ରେ ଜଣେ ପୁଅ ସମ୍ପତ୍ତି ପାଇଁ ନିଜ ମା’କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସମ୍ପତ୍ତି ପାଇଁ ପରିଣତ ବୟସରେ ମାଡ ମାରି ରକ୍ତାକ୍ତ କରିଥିବା ମା’ ହେମଲତା ସାହୁ ପୁଅ ନାଁରେ...

ରାସ୍ତା ମରଣଯନ୍ତା, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ନୂଆଗଡ଼,୧୦ା୭(ପପୁନ ପରିଚ୍ଛା) : ଗଜପତି ଜିଲା ନୂଆଗଡ଼ ସଦର ମହକୁମାଠାରୁ ରାୟଗଡ଼ା ଜିଲା ସୀମାନ୍ତ ଅଞ୍ଜରସିଂ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତି ଦୟନୀୟ ହୋଇଛି। ଏହି ଖାଲଖମା ପଥୁରିଆ ରାସ୍ତା ଦେଇ ମରଣକୁ ବାଜି ଲଗାଇ ବହୁକଷ୍ଟରେ ସ୍ବାସ୍ଥ୍ୟ,...

ଟ୍ରକ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ପାରଳାଖେମୁଣ୍ଡି,୯।୭(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗାରବନ୍ଧ ଥାନା ଅଧୀନ ସାରିଆପଲ୍ଲୀ ଗ୍ରାମ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ଗାଡି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଇଠଡା ଗ୍ରାମର ଟି.ସିମାଞ୍ଚଳମ୍‌(୫୨)। ମିଳିଥିବା ସୂଚନା ମୁତାବକ, ଟି.ସିମାଞ୍ଚଳମ...

୩ ଅଭିଯୁକ୍ତଙ୍କୁ ଆଶ୍ୱସ୍ତି

ପାରଳାଖେମୁଣ୍ଡି,୮ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ମୃତ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀ, ପୂର୍ବତନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି...

ମୋହନାରେ ଆବାସ ଯୋଜନା କେଳେଙ୍କାରୀ

ମୋହନା,୭ା୭(ମନ୍ମଥ ମିଶ୍ର)ସରକାର ଆବାସ ଯୋଜନାରେ ଅସହାୟ ଗରିବ ପରିବାରଙ୍କୁ ପକ୍କା ଘର ଯୋଗାଉଛନ୍ତି। ହେଲେ କିଛି ଅସାଧୁ ନେତା ଓ କର୍ମଚାରୀଙ୍କ ପାଇଁ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ପାରୁନଥିବା ଅଭିଯୋଗ ହେଉଛି। ଆବାସ ନିର୍ମାଣ ନାମରେ ହିତାଧିକାରୀଙ୍କ...

ଗୁମ୍ମା ମିନି ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟ ନିମ୍ନମାନର

ପାରଳାଖେମୁଣ୍ଡି,୩ା୭(ଗିରିଧାରୀ ପରିଚ୍ଛା): ସରକାର ଉପାନ୍ତ ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଥିବା ବେଳେ ଅଞ୍ଚଳର ବିକାଶ ନାଁରେ ହରିଲୁଟ ଚାଲିଛି। ଗଜପତି ଜିଲା ଗୁମ୍ମା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ...

ମିସ୍‌ ଇଣ୍ଡିଆ କନିଷ୍ଠ ପ୍ରତିଯୋଗିତାରେ ଓଡ଼ିଆ ଝିଅ

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା),୧ା୭: ଗ୍ଲାମର ଦୁନିଆରେ ଓଡ଼ିଆ ଝିଅଙ୍କ କମାଲ। ମିସ୍‌ ଇଣ୍ଡିଆ କନିଷ୍ଠ ପ୍ରତିଯୋଗିତାରେ ମନ ଜିଣିଲେ ଗଜପତି ଜିଲା ପାରଳାଖେମୁଣ୍ଡି ନୂଆ ନଡିଆତୋଟା ସାହିର ପାୟଲ ପାତ୍ର। ଷ୍ଟାର ଏଣ୍ଟରଟେନ୍‌ମେଣ୍ଟ ଜାତୀୟ ସ୍ତରରେ ଗତ ଡିସେମ୍ବରଠାରୁ ଆରମ୍ଭ ହୋଇଛି...

ଟ୍ରକ ସହ ୪୮୦ କେଜି ଗଞ୍ଜେଇ ଜବତ, ୪ ଗିରଫ

ବ୍ରହ୍ମପୁର,୩୦।୬ (ସୁବାସ ଚନ୍ଦ୍ର ପାଢ଼ୀ): ଗଜପତିରୁ ହ୍ମପୁର ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ଅବକାରୀ ଗୁଇନ୍ଦା ନିକଟରେ ଖବର ପହଞ୍ଚିଥିଲା। ଡେପୁଟି ସୁପରଟେଣ୍ଡେଣ୍ଟ କୁବେର ସେଠୀଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା। ୪ ଘଣ୍ଟାର ଅପରେଶନରେ ଉକ୍ତ...

ଟମାଟୋ କିଣିବାକୁ ଡର, କିଲୋ ୧୦୦ରୁ ଅଧିକ

ପାରଳାଖେମୁଣ୍ଡି,୩୦ା୬(ଗିରିଧାରୀ ପରିଛା): ବଢୁଛି ପରିବା ଦର। ଅତିଷ୍ଠ ହେଉଛନ୍ତି ସାଧାରଣ ଲୋକେ। ନିମ୍ନ ଓ ମଧ୍ୟବିତ୍ତ ପରିବାରର ଲୋକେ ପରିବା କିଣିବା ଆଗରୁ ଦଶ ଥର ଭାବୁଛନ୍ତି। ପାରଳାଖେମୁଣ୍ଡି ସହରରେ ଟମାଟୋ ଦର ୧୦୦ ଟଙ୍କା ପାର କରିଛି। ମାସକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri