ଗଜପତି

ପଥର କ୍ବାରିରେ ଭୟଙ୍କର ବିସ୍ଫୋରଣ: ଚାଲିଗଲା ୩ ଶ୍ରମିକଙ୍କ ଜୀବନ, ୪ ଗୁରୁତର

ଗଜପତି,୮।୧୦(ଗିରିଧାରୀ ପରିଛା): ପଥର କ୍ବାରିରେ ବିସ୍ଫୋରଣ ଜନିତ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଘଟଣାଟି ଘଟିଛି ସୀମାନ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା ମେଳିଆପୁଟି ମଣ୍ଡଳର ଗଙ୍ଗାରାଜୁ ପୁରମ ଗ୍ରାମର ରାଜଯୋଗ ପଥର ଖଣିରେ।...

ଜଳପ୍ରପାତରେ ପ୍ରବଳ ସ୍ରୋତ: ପର୍ଯ୍ୟଟକଙ୍କୁ ଯିବା ମନା

ଗଜପତି,୦୬।୧୦(ଗିରିଧାରୀ ପରିଛା): ଲଗାଣ ବର୍ଷା ଯୋଗୁ ଜଳପ୍ରପାତ ଗୁଡ଼ିକରେ ପ୍ରବଳ ବର୍ଷାଜଳର ସ୍ରୋତ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ଜଳପ୍ରପାତ ଭିତରକୁ ଯିବାକୁ ବାରଣ କରିଛି। ଗଜପତି ଜିଲା ପ୍ରଶାସନ ଦ୍ୱାରା ଜିଲାର ଜଳପ୍ରପାତ...

ଫସଲ କ୍ଷତି ସହି ନ ପାରି କୀଟନାଶକ ପିଇଦେଲେ ଚାଷୀ

ମୋହନା,୫।୧୦: ( ମନ୍ମଥ ମିଶ୍ର ) ଲଘୁଚାପ ଜନିତ ପ୍ରବଳ ବର୍ଷା ଉଜାଡି ଦେଲା ପରିବା ଚାଷ। ଏହାକୁ ସହ୍ୟ କରି ନ ପାରି କୀଟନାଶକ ପିଇଦେଲେ ଚାଷୀ । ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା...

ବିଜେଡିକୁ ବଡ଼ ଝଟ୍‌କା: ଦଳରୁ ଇସ୍ତଫା ଦେଲେ…

ଗଜପତି, ୪।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ବିଜେଡିକୁ ଲାଗିଛି ଏକ ବଡ଼ ଝଟକା। ୨୦୨୪ ସାଧାରଣ ନିର୍ବାଚନରେ ମୋହନା ବିଜେଡି ବିଧାୟକ ପ୍ରାର୍ଥୀ ଥିବା ଅନ୍ତର୍ଯ୍ୟାମୀ ଗମାଙ୍ଗ ବିଜେଡିକୁ କରିଛନ୍ତି ବାଏ ବାଏ। ସେ ୨୦୦୯ରେ ଭାଜପା ପକ୍ଷରୁ ମୋହନା...

ଘୋଡ଼ାକୋଣ ବ୍ରିଜ ଉପରୁ କାର ସହ ଭାସିଯାଇଥିଲେ ଯୁବକ, ମିଳିଲା…

ଗଜପତି,(ଗିରିଧାରୀ ପରିଛା)୪।୧୦: ପବଳ ବର୍ଷାରେ ରା.ଉଦୟଗିରି କାଳିଆ ତୋଟା ନଦୀରେ ଏକ କାର ଭାସିଯାଇଥିଲା। ତେବେ କାର୍‌ ସହ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ପ୍ରତାପ ପଣ୍ଡା। ଆର୍‌. ଉଦୟଗିରି କାଳିଆତୋଟା ନଦୀରୁ...

୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୧୦: ଗଜପତି ଜିଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନରେ ୨ ଜଣଙ୍କର ପ୍ରାଣହାନି ଘଟିଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି। ୨...

ବିପଦପୂର୍ଣ୍ଣ ପ୍ରଖର ନାଳ ଦେଇ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହି ଆଣିଲେ ଅଗ୍ନିଶମ କର୍ମଚାରୀ

ଗଜପତି,୩।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ ବ୍ଲକ ପେକଟ ଗ୍ରାମ ନିକଟରେ ଭୁସ୍ଖଳନ ଘଟଣାରେ ବାପା ପୁଅଙ୍କ ନିଖୋଜ ମାମଲାରେ ଅନୁସନ୍ଧାନ କରୁଥିବା ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗ ସାହାସିକତା ଦେଖାଇଛି। ପେକଟ ଗ୍ରାମ ନିକଟ ନାଳ ଆରପାରିରୁ ଜଣେ ଗର୍ଭବତୀ...

ଗାଈ ଚରାଇବାକୁ ଯାଇ ଆଉ ଫେରି ନ ଥିଲେ ଲକ୍ଷ୍ମଣ: ନଦୀ ପଠାରୁ ମିଳିଲା…

ମୋହନା,୩।୧୦(ମନ୍ମଥ ମିଶ୍ର): ଲଘୁଚାପଜନିତ ଲଗାଣ ଅତିପ୍ରବଳ ବର୍ଷାରେ ଗଜପତି ଜିଲାର ମୋହନା ଥାନା ଆନ୍ତର୍ଗତ ବନ୍ଧାଗୁଡା ଗାଁ ଲକ୍ଷ୍ମଣ ମଲ୍ଲିକ ଲୁଡୁରୁ ଗାଁକୁ ଗାଈ ଚରାଇବାକୁ ଯାଇ ନଦୀରେ ନିଖୋଜ ଥିବାର ସୂଚନା ମିଳିଥିଲା l ଗ୍ରାମବାସୀ କୌଣସି ଅନୁସନ୍ଧାନ...

ପ୍ରକୃତିର କରାଳ ତାଣ୍ଡବ: ଜନଜୀବନ ଅସ୍ତବ୍ୟସ୍ତ, ବାପ-ପୁଅ ନିଖୋଜ

ମୋହନା, ୩।୧୦(ମନ୍ମଥ ମିଶ୍ର): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଜପତି ଜିଲ୍ଲାର ସ୍ଥିତି ବେହାଲ l ଲଗାଣ ବର୍ଷା ଫଳରେ ରାୟଗଡ ବ୍ଲକ ପେକଟ ଗାଁ ନିକଟରେ ଭୂସ୍ଖଳନ ଦେଖିବାକୁ ମିଳିଥିଲା l ଭୂସ୍ଖଳନରେ ଗାଁର ୨ ଜଣ...

ଗାଈ ଚରାଇବାକୁ ଯାଇଥିଲେ ତ୍ରିନାଥ, ଧସିଲା ପାହାଡ଼: ଆଉ ତା’ପରେ…

ଗଜପତି,୩।୧୦(ପାରଳାଖେମୁଣ୍ଡି): ଗଜପତି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରାମ.ଉଦୟଗିରିରେ ଲଗାଣ ବର୍ଷାରେ ପାହାଡ ଧସି ଏକ ଅଘଟଣ ଘଟିଛି। ଗାଈ ଚରାଇବାକୁ ଯାଇଥିବାବେଳେ ପାହାଡ଼ ଧସି ପଥରରେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ରା.ଉଦୟଗିରି...

ଲଗାଣ ବର୍ଷାରେ ଧସିଲା ମାଟି: ଗାଡି ଚଳାଚଳ ଠପ୍‌

ମୋହନା,୨।୧୦(ମନ୍ମଥ ମିଶ୍ର): ବ୍ରହ୍ମପୁରଠାରୁ ରାୟଗଡା, ଜୟପୁର, କନ୍ଧମାଳ ଯାତାୟତ କରିବା ମୁଖ୍ୟ ରାସ୍ତା ୩୨୬ ଜାତୀୟ ରାଜପଥ ଠପ୍‌ ହୋଇପଡିଛି। କିଛିଦିନ ହେବ ଲଘୁଚାପ ଜନିତ ତୁହାକୁ ତୁହା ବର୍ଷା ଲାଗି ରହିଥିଲା। ଗତକାଲି ବୁଧବାର ଦିନଠାରୁ ଅତି ପ୍ରବଳ...

ପ୍ରବଳ ବର୍ଷାରେ ବେହାଲ ଗଜପତି: ପାଣିରେ ଭାସିଲା ବୋଲେରା ଗାଡି

ମୋହନା, ୨।୨୫ ( ମନ୍ମଥ ମିଶ୍ର ): କିଛି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆଜି ପବଳ ବର୍ଷା ଯୋଗୁ ଗଜପତି ଜିଲାର ଆର.ଉଦୟଗିରି ଗ୍ରାମ୍ୟ ପରିମଳ ବିଭାଗୀୟ ଉପଖଣ୍ଡ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri