ଗଜପତି

ଦା’ରେ ସ୍ତ୍ରୀଙ୍କ ବେକ କାଟିଦେଲେ ସ୍ବାମୀ

ପାରଳାଖେମୁଣ୍ଡି,୩୦।୧୨: ଗଜପତି ଜିଲା ଗୋଷାଣି ବ୍ଲକ ଗାରବନ୍ଧ ଥାନା ଅନ୍ତର୍ଗତ ଅଡଗାଁରେ ଏକ ଅଘଟଣ ଘଟିଛି। ସ୍ବାମୀ ଦା’ ରେ ସ୍ତ୍ରୀଙ୍କ ବେକ କାଟି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ପାରିବାରିକ କଳହରୁ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ସ୍ବାମୀ ଗଙ୍ଗା…

ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ପାରଳାଖେମୁଣ୍ଡି,୨୯ା୧୨(ଡି.ଏନ୍‌.ଏ.): କାଶୀନଗର ବ୍ଲକ ହାଡୁଭାଙ୍ଗି ଗ୍ରାମରେ ଜବରଦଖଲ ଉଚ୍ଛେଦ ପ୍ରତିବାଦରେ କିରୋସିନି ଢାଳି ହୋଇ ନିଆଁ ଲଗାଇ ଉଦ୍ୟମ ବେଳେ ପୋଲିସ କାବୁ କରିଛି। ତେବେ ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରଖିଛି ପ୍ରଶାସନ। ଗଜପତି ଜିଲା କାଶୀନଗର ବ୍ଲକ…

ପରିବା ବୋଝେଇ ଗାଡ଼ି ଭିତରେ ୧ କୋଟି ଟଙ୍କାର ଗଞ୍ଜେଇ

ପାରଳାଖେମୁଣ୍ଡି:୨୯।୧୨: ଗଜପତି ଜିଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ ମଙ୍ଗଳବାର ରାତିରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏଥିସହ ୩ ଜଣଙ୍କୁ ଅଟକ ରଖାଯାଇଛି। ପାଟ୍ରୋଲିଂ ବେଳେ ଗଜପତିରୁ ମହାରାଷ୍ଟ୍ର ଅଭିମୁଖେ ଯାଉଥିବା ଏକ ଟ୍ରକ୍‌କୁ ଯାଞ୍ଚ କରାଯାଇଥିଲା। ଟ୍ରକ୍‌ରେ…

ସ୍ମୃତିରେ ୨୦୨୧

ହାତଗଣତି କେତୋଟି ଦିନ ପରେ ଶେଷ ହେବ ୨୦୨୧ ମସିହା । ନୂଆ ଆଶା, ଆକାଂକ୍ଷା, ଉନ୍ମାଦନା ଓ ସମ୍ଭାବନାକୁ ନେଇ ଆସିବ ନୂତନ ବର୍ଷ। ୨୦୨୧ ବର୍ଷକୁ ବିଦାୟ ସହ ନବବର୍ଷ ୨୦୨୨କୁ ସ୍ବାଗତ ପାଇଁ ଆରମ୍ଭ ହୋଇଗଲାଣି ସଜବାଜ।…

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରୀ

ଜି.ଉଦୟଗିରି,୧୯ା୧୨(ଡି.ଏନ୍‌.ଏ.): ତିନିଦିନ ଧରି ପାରଦ ତଳମୁହାଁ ହେବାରେ ଲାଗିଛି। ଜି. ଉଦୟଗିରି ସହରରେ ଶନିବାର ଓ ରବିବାର ଦୁଇଦିନ ଧରି ପାରଦ ୬.୮ ଡିଗ୍ରୀ ସେଲ୍‌ସିୟସ ରହୁଛି ବୋଲି ଜି.ଉଦୟଗିରି କୃଷି ଗବେଷଣା ଅନୁଷ୍ଠାନ ପକ୍ଷରୁ ଜଣାଯାଇଛି। ଜି. ଉଦୟଗିରି ସହର…

କୁକୁରଙ୍କ କବଳରୁ କୁଟୁରା ଉଦ୍ଧାର

ଆର.ଉଦୟଗିରି,୧୭।୧୨(ଡି.ଏନ.ଏ.): ଖାଦ୍ୟ ଅନ୍ବେଷଣରେ ଶୁକ୍ରବାର ଗଜପତି ଜିଲା ଆର୍‌.ଉଦୟଗିରି ବସ୍ତି ଅଞ୍ଚଳକୁ ଏକ କୁଟୁରା ଚାଲି ଆସିଥିଲା। କୁଟୁରାକୁ ଦେଖି କେତେକ ବୁଲା କୁକୁର ଗୋଡାଇଥିଲେ। ଏହା ଦେଖି ସ୍ଥାନୀୟ ଅଞ୍ଚଳବାସୀ କୁକୁରଙ୍କ କବଳରୁ କୁଟୁରାକୁ ଉଦ୍ଧାର କରି ବନ ବିଭାଗକୁ…

ଗଜପତି ସୀମାରେ ହାତୀପଲ

ପାରଳାଖେମୁଣ୍ଡି ,୧୫।୧୨(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ରେଞ୍ଜ ଅନ୍ତର୍ଗତ ମିନିଙ୍ଗା ବିଟ୍‌ ନିକଟ – ଆଳତି ଗ୍ରାମକୁ ୪ ଟିକିଆ ହାତୀ ପଲ ପଶି ଆସି ଥିବା ଦେଖିବାକୁ ମିଳିଛି। ଧାନ ଫସଲ ଖାଇବାକୁ ଜଙ୍ଗଲରୁ ହାତୀ ପଳାଇ ଆସୁଛନ୍ତି। ଆନ୍ଧ୍ର…

ବ୍ୟବସାୟୀଙ୍କ ଘରେ ଚଢ଼ାଉ, ବିପୁଳ ରକ୍ତ ଚନ୍ଦନ କାଠ ଜବତ

ପାରଳାଖେମୁଣ୍ଡି,୧୫।୧୨(ଡି.ଏନ୍‌.ଏ): ପାରଳାଖେମୁଣ୍ଡି ସ୍ଥିତ ବାଳିକା ବିଦ୍ୟାଳୟ ନିକଟ ଜନୈକ ବ୍ୟବସାୟୀ ଜି ରାମା ରାଓଙ୍କ ଘରେ ରେଡ୍‌ ହୋଇଛି। ପୋଲିସ , ଅବକାରୀ ଓ ଜଙ୍ଗଲ ବିଭାଗର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମିଳିତ ଚଢାଉ କରିଥିବା ସୂଚନା ମିଳିଛି। ରାମା ରାଓ ରକ୍ତ…

ବିବାହ ଭୋଜିରୁ ଫେରୁଥିବା ବେଳେ ବସ୍‌ ଦୁର୍ଘଟଣା, ୪୦ ଆହତ

ରାୟଗଡ଼(ଗଜପତି),୧୪ା୧୨(ଡି.ଏନ.ଏ.): ଗଜପତି ଜିଲା ରାୟଗଡ଼ ଥାନା ବମିକା ଛକ ନିକଟରେ ମଙ୍ଗଳବାର ଏକ କନ୍ୟା ଯାତ୍ରୀ ମିନି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୫ ଶିଶୁଙ୍କ ସମେତ ପ୍ରାୟ ୪୦ ଯାତ୍ରୀ ଆହତ ହୋଇଛନ୍ତି। ୬ ଜଣ ଗୁରୁତର ହୋଇଥିବା ଜଣାପଡିଛି। ଗଞ୍ଜାମ…

ଦରମା ବଦଳରେ ବାଧ୍ୟତାମୂଳକ ଅବସର

ପାରଳାଖେମୁଣ୍ଡି,୧୨ା୧୨(ଡି.ଏନ୍‌.ଏ.): ଗଜପତି ଜିଲାର ପୂର୍ବତନ ଜିଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କ ସମେତ ଅନ୍ୟ ୩ ଜଣ ଭଲିବଲ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର ମିଳିଛି। ନିଜ ପ୍ରାପ୍ୟ ଦରମା ନ ପାଇବାରୁ ନ୍ୟାୟାଳୟରେ ଆଶ୍ରୟ ନେବାରୁ ସରକାରଙ୍କ ଆକ୍ରୋଶର ଶିକାର ହୋଇଛନ୍ତି…

୨୦୦ ଫୁଟ ତଳକୁ ଓଲଟିଲା ପିକ୍‌ଅପ୍‌ ଭ୍ୟାନ

ପାରଳାଖେମୁଣ୍ଡି,୧୧ା୧୨(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ଼ ବ୍ଲକ ବୁରଖତ ଗ୍ରାମ ନିକଟ ଘାଟି ରାସ୍ତାରେ ଶନିବାର ଏକ ପିକ୍‌ଅପ୍‌ ଭ୍ୟାନ ୨୦୦ ଫୁଟ ତଳକୁ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଗୁରୁତର ଆହତ ହୋଇଛି।…

ଏଟିଏମ୍‌ ତାଡି ଟଙ୍କା ଲୁଟୁଥିଲେ ଦୁର୍ବୃତ୍ତ, ଆଉ ଶେଷରେ…

ପାରଳାଖେମୁଣ୍ଡି,୭।୧୨(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି କ୍ରିଷ୍ଣା ସିନେମା ହଲ ନିକଟରେ ଥିବା ଏସ୍‌ବିଆଇ ଏଟିଏମରୁ ସୋମବାର ରାତିରେ ଲୁଟ୍‌ ଉଦ୍ୟମ ହୋଇଛି। ଦୁର୍ବୃତ୍ତ ଏଟିଏମ୍‌ ତାଡ଼ି ଟଙ୍କା ବାହାର କରୁଥିବା ବେଳେ ଖବରପାଇ ପାଟ୍ରୋଲିଂ କରୁଥିବା ପୋଲିସ ୩ ଜଣଙ୍କୁ କାବୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri