ଗଜପତି

ମାଓବାଦୀ ହିଂସାରେ ସମ୍ପୃକ୍ତ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ

ମୋହନା,୧୩।୨୫( ମନ୍ମଥ ମିଶ୍ର ): ମାଓବାଦୀ ସମ୍ପୃକ୍ତି ମାମଲାରେ ଗଜପତି ଜିଲା ଅଡବା ଥାନା ନୁଆଁ ଖଜୁରୀପଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କୁ ପୋଲିସ ଗିରଫ କରିଛ । ଗିରଫ ଶିକ୍ଷକ ହେଲେ ପ୍ରତାପ କୁମାର ନାୟକ । ସେ ଗତ…

ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତା କଡ଼ରେ ପଡ଼ିଥିଲେ ଯୁବକ, ନିଜ ଗାଡ଼ିରେ ଉଦ୍ଧାର କରି ନେଇ ଚିକିତ୍ସା କରାଇଲେ ପୋଲିସ ଅଧିକାରୀ

ଗଜପତି,୧୨।୮ (ଗିରିଧାରୀ ପରିଚ୍ଛା): ଅନେକ ସମୟରେ ଦୁର୍ଘଟଣା ଆମ ଆଖି ଆଗରେ ଘଟୁଥିଲେ ହେଁ ରାସ୍ତାରେ ଯାଉଥିବା ଅନେକେ ସେଥିପ୍ରତି ଦୃଷ୍ଟି ଦିଅନ୍ତି ନାହିଁ। ହେଲେ କିଛି ସେଥିରୁ ଭିନ୍ନ କରି ଉଦାହରଣ ସାଜିଥାନ୍ତି। ସେଭଳି ଏକ ଘଟଣାକ୍ରମରେ ଦୁର୍ଘଟଣାରେ ଆହତ…

ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା: ମାଟିତଳୁ ମିଳିଲା ମୃତଦେହ

ମୋହନା,୭ା୮(ମନ୍ମଥ ମିଶ୍ର): ପୁଣି ମୋହନା ବ୍ଲକରେ ଗୁଣି ସନ୍ଦେହରେ ହତ୍ୟା l ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇ(୩୦)ଙ୍କୁ କୁସୁମପୁର ଗାଁର କେତେଜଣ ଯୁବକ ମିଶି ହତ୍ୟା କରିବା ପରେ ପୋତି ଦେଇଥିବା ନେଇ ପରିବାର ଲୋକେ ମୋହନା ଥାନାରେ…

ଘରେ ନାହିଁ ବିଦ୍ୟୁତ୍‌ ସଂଯୋଗ, ବିଲ୍‌ ଆସିଛି ୧୦ ହଜାର ୪ ଶହ ୭୦ ଟଙ୍କା

ମୋହନା,୭।୮(ମନ୍ମଥ ମିଶ୍ର): ଘରେ ହୋଇ ନାହିଁ ବିଦ୍ୟୁତ୍‌ ସଂଯୋଗ। ହେଲେ ବିଲ୍‌ ଆସିଛି ୧୦ ହଜାର ୪ ଶହ ୭୦ ଟଙ୍କା। ଏଭଳି ଏକ ଅଭିଯୋଗ ଆସିଛି ଗଜପତି ଜିଲା ମୋହନା ବ୍ଲକ ଢେପାଗୁଡ଼ା ପଞ୍ଚାୟତ ଗୋଠକେଳି ଗାଁରୁ। ଗାଁର ସୁରେନ୍ଦ୍ର…

ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ହତ୍ୟା କରି ପୋାତିଦେଲେ: ଅଭିଯୋଗ ପରେ…

ମୋହନା,୭।୮(ମନ୍ମଥ ମିଶ୍ର): ପୁଣି ଗୁଣି ସନ୍ଦେହରେ ହତ୍ୟା l ଏଭଳି ଅଭିଯୋଗ ଆସିଛି ଗଜପତି ଜିଲା ମୋହନା ଥାନା କୁସୁମପୁର ଗାଁରେ l ମୋହନା ଥାନା ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇ(୩୦) ଙ୍କୁ କୁସୁମପୁର ଗାଁର କିଛି…

ଗୁଣି ସନ୍ଦେହରେ ଯୁବକଙ୍କ ଯୌନାଙ୍ଗ କାଟି ଫିଙ୍ଗିଦେଇଥିଲେ, ୧୪ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ପାରଳାଖେମୁଣ୍ଡି,୩।୮(ଗିରିଧାରୀ ପରିଛା): ଗୁଣି ସନ୍ଦେହେରେ ଯୁବକକୁ ମାରି ହରଭଙ୍ଗୀ ଡ୍ୟାମରେ ଯୌନାଙ୍ଗ କାଟି ଫିଙ୍ଗି ଦେଲେ ଦୃର୍ବୁତ୍ତ। ଗଜପତି ଜିଲା ମୋହନା ଥାନା ରାଚାଗୁଡ଼ା ଗାଁରେ ଘଟିଛି ଏହି ଭଳି ଘଟଣା। ମୃତକ ହେଲେ ଗୋପାଳ ମଲ୍ଲିକ। ଗତ ୧୫ ଦିନ…

ଗୁଣି ସନ୍ଦେହରେ ଯୁବକକୁ ହତ୍ୟାକରି ଡ୍ୟାମରେ ଫିଙ୍ଗିଦେଲେ ଗ୍ରାମବାସୀ

ମୋହନା,୩।୮( ମନ୍ମଥ ମିଶ୍ର ): ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା କରି ଡ୍ୟାମରେ ଫିଙ୍ଗିଦେଲେ। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ରାଚାଗୁଡା ଗାଁର। ମୃତକ ହେଲେ ଗୋପାଳ ମଳିକ । ହତ୍ୟା ପରେ ମୃତଦେହକୁ ଅଡବା ହରଭଙ୍ଗୀ…

ଯନ୍ତ୍ରୀଙ୍କୁ ପିଅନ ପରିସ୍ରା ପିଆଇବା ଘଟଣା: RWSS ଅଫିସର ସମସ୍ତ କର୍ମଚାରୀଙ୍କ ପରୀକ୍ଷା ହେବ ପରିସ୍ରା ନମୁନା

ପାରଳାଖେମୁଣ୍ଡି,୧ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଆର୍‌. ଉଦୟଗିରି RWSS କନିଷ୍ଠ ଯନ୍ତ୍ରୀଙ୍କୁ ପିଅନ ପରିସ୍ରା ପିଆଇବା ଅଭିଯୋଗ ଘଟଣାରେ RWSS କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ପରୀକ୍ଷା ହେବ ପରିସ୍ରା ନମୁନା l ପିଅନ ପାଣି ବୋତଲରେ ପରିସ୍ରା ଦେଇଥିବା ନେଇ ଥାନାରେ…

ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣା: ବନ୍ଧାହେଲେ ପିଅନ

ଆର୍‌.ଉଦୟଗିରି,୧।୮: RWSS ବିଭାଗୀୟ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣାରେ ସମ୍ପୃକ୍ତ ପିଅନଙ୍କୁ ଆର୍‌. ଉଦୟଗିରି ଥାନା ପୋଲିସ ଶୁକ୍ରବାର ଗିରଫ କରିଛି। ପାଣି ବଦଳରେ ଯନ୍ତ୍ରୀଙ୍କୁ ପରିସ୍ରା ପିଇବାକୁ ଦେଇଥିଲେ ପିଅନ। ସୂଚନାଯୋଗ୍ୟ, ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକ ଆରଡବ୍ଲ୍ୟୁଏସ୍‌ଏସ୍‌ରେ ଜଣେ…

ପାଣି ବଦଳରେ ଯନ୍ତ୍ରୀଙ୍କୁ ପରିସ୍ରା ପିଇବାକୁ ଦେଲେ ପିଅନ, ଘଟଣା ଜଣାପଡ଼ିବା ପରେ…

ଗଜପତି,୩୧ା୭(ଗିରିଧାରୀ ପରିଚ୍ଛା): ଆର୍‌.ଉଦୟଗିରି RWSS ଯନ୍ତ୍ରୀଙ୍କୁ ବୋତଲରେ ପାଣି ବଦଳରେ ପରିସ୍ରା ଦେଇଛନ୍ତି ଜଣେ କର୍ମଚାରୀ। ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲାରେ। ଗତ ୨୨ ତାରିଖରେ ଆର.ଉଦୟଗିରି RWSS କାର୍ଯ୍ୟାଳୟରେ ଯୋଗଦେଇଥିଲେ ଯନ୍ତ୍ରୀ ସଚିନ ଗୌଡ଼।…

ଶଙ୍କୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ବିଧାୟକ

ପାରଳାଖେମୁଣ୍ଡି, ୩୦।୭ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ନୂଆ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଶଙ୍କୁରୀ ବନ୍ଧର ପୁନରୁଦ୍ଧାର କାର୍ଯ୍ୟକୁ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ସମୀକ୍ଷା କରିଛନ୍ତି। ଦୀର୍ଘ ଏକ ଦଶନ୍ଧିି ଧରି ଏହି ବନ୍ଧର…

ଚାକିରି ଦେବା ନାମରେ ଠକିଥିଲେ, ଯୁବକଙ୍କୁ ଧରି ଥାନାରେ ପହଞ୍ଚିଲେ…

ପାରଳାଖେମୁଣ୍ଡି,୩୦।୭(ଗିରିଧାରୀ ପରିଚ୍ଛା): ଦୁବାଇରେ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଘଟଣାରେ ପାରଳାଖେମୁଣ୍ଡି ଥାନାରେ ଜଣେ ଅଟକ ରହିଛି। ଅଟକ ବ୍ୟକ୍ତିଙ୍କ ନାମ ଲକ୍ଷ୍ମୀ ନାରାୟଣ ପାତ୍ର। ସେ ଆନ୍ଧ୍ର ଶ୍ରୀକାକୁଲମ ଜିଲା ରାଟିଣି ଗ୍ରାମର ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri