ଗଜପତି

‘ପାରଳାର ଲଲାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ’ ପୁସ୍ତକକୁ ନେଇ ଚର୍ଚ୍ଚା

ପାରଳାଖେମୁଣ୍ଡି, ୪ା୮ (ଡି.ଏନ୍‌.ଏ): ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ୧୮୫୭ର ସିପାହୀ ବିଦ୍ରୋହ ନା ୧୮୧୭ର ପାଇକ ବିଦ୍ରୋହ, ସେ ସମ୍ପର୍କରେ ଚର୍ଚ୍ଚା ଚାଲିଥିବା ବେଳେ ବିଶିଷ୍ଟ ଐତିହାସିକ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଲିଖିତ ‘ପାରଳାର ଲଲାମ...

ପରକିଆ ପ୍ରୀତି ନେଇ ମହିଳାଙ୍କ ସହ ୨ ପୁରୁଷଙ୍କୁ ବାନ୍ଧି ଛେଚିଦେଇଗଲେ ଗ୍ରାମବାସୀ

ପାରଳାଖେମୁଣ୍ଡି,୩।୮(ଡି.ଏନ୍‌.ଏ.): ପରକିଆ ପ୍ରୀତି ଓ ଅନୈତିକ କାର୍ଯ୍ୟକଳାପ ଲାଗି ସୋଲାର ପାଣି ଟାଙ୍କି ଖୁଣ୍ଟରେ ଜଣେ ମହିଳା ସମେତ ଦୁଇ ପୁରଷଙ୍କୁ ଗ୍ରାମବାସୀ ବାନ୍ଧି ରଖିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅଞ୍ଚଳରେ।...

ସାଇ ମନ୍ଦିରରୁ ରୁପା ଅଳଙ୍କାର ଚୋରି

ପାରଳାଖେମୁଣ୍ଡି,୨।୮(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରେଖେଣ ସାହିସ୍ଥିତ ଶିରିଡ଼ି ସାଇ ମନ୍ଦିରରୁ ସୋମବାର ବିଳମ୍ବିତ ରାତିିରେ ଚୋରି ହୋଇଥିବା ଜଣାପଡିଛି। କେତେକ ଦୁର୍ବୃତ୍ତ ମନ୍ଦିର ଗ୍ରିଲ ତାଲା ଭାଙ୍ଗି ଭିତରେ ପଶି ସାଇବାବାଙ୍କ ରୁପା ମୁକୁଟ...

ଜୁଆ ଆଡ୍ଡା ଉପରେ ଚଢାଉ: ୬ ଗିରଫ, ୯୭ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ପାରଳାଖେମୁଣ୍ଡି,୧।୮(ଡି.ଏନ୍‌.ଏ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାମନଗରଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ସୋମବାର ଚଢ଼ାଉ ହୋଇଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ହୋଇଥିବା ଏହି ଅତର୍କିତ ଚଢାଉରେ ୬ଜଣ ଜୁଆଡିଆଙ୍କୁ ଗିରଫ କରାଯାଇଛି। ଏଥିସହ...

ବାହାଘରକୁ ଆସି କରୁଥିଲେ ମୋବାଇଲ ଚୋରି, ପଡ଼ିଲେ ଧରା

ଆର୍‌.ଉଦୟଗିରି,୧।୮(ଡି.ଏନ୍‌.ଏ.): ଗଜପତି ଜିଲା ବେଲପଡ଼ା ଗ୍ରାମରେ ଗତ ୨୯ ତାରିଖ ରାତିରେ ଏକ ବିବାହ ଉତ୍ସବକୁ ଆସିଥିବା ଲୋକଙ୍କ ୫ଟି ମୋବାଇଲ ଫୋନ ଚୋରି ହୋଇଯାଇଥିଲା। ଏନେଇ ମୋହନା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା(ନଂ.୧୨୪/୨୨)...

ବନ୍ଦ କୋଠରିରୁ ନବବଧୂଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ

ପାରଳାଖେମୁଣ୍ଡି,୩୧ା୭(ଡି.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ଯାଜପୁରଠାରେ ଏକ ବନ୍ଦ କୋଠରିରୁ ଜଣେ ନବବଧୂଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଛି। ତେବେ ଘରେ କେହି ନ ଥିବା ବେଳେ ସେ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା...

ନସିଂ ଛାତ୍ରୀ ମୃତ୍ୟୁ ମାମଲା: କଲେଜ ଅଧ୍ୟକ୍ଷାଙ୍କ ନାମରେ ମାମଲା ରୁଜୁ, ଭୟରେ କ୍ୟାମ୍ପସ ଛାଡ଼ିଲେ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦।୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ନସିଂ ଛାତ୍ରୀ ଆଖିଲା ବେହେରାଙ୍କ ମୃତ୍ୟୁ ଘଟଣାକୁ ନେଇ ପୋଲିସର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ପୋଲିସ ଦଫା ୩୦୨, ୨୦୧, ୩୪ରେ କଲେଜ ଅଧ୍ୟକ୍ଷା ଓ ଅନ୍ୟ...

କଲେଜ ପରିସରରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା

ଗଜପତି,୨୮ା୭(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ରାଣୀପେଣ୍ଠ ନିକଟସ୍ଥ ଗଜପତି ନର୍ସିଂ କଲେଜ ପରିସରରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। କଲେଜର ପ୍ରଥମ ବର୍ଷ ଛାତ୍ରୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଛାତ୍ରୀ ଜଣକ ବ୍ରହ୍ମପୁର ଅଞ୍ଚଳର ହୋଇଥିବା ଜଣାପଡ଼ିଛି।...

ଜମି ବିବାଦ: ସମାଧାନ କରିବାକୁ ଆସି ନିରାଶ ହେଲେ ଅଧିକାରୀ

ଆର.ଉଦୟଗିରି,୧୭।୭(ଡି.ଏନ.ଏ.): ଗଜପତି ଜିଲା ମୋହନା ବ୍ଲକର ଅଡବା ଥାନା ଅଧୀନ ଚୁଡୁଙ୍ଗପୁର ପଞ୍ଚାୟତ ସିଆଳିଲଟି ଏବଂ ଗୁଲୁବା ପଞ୍ଚାୟତର ଗାଲିମେରା ଗ୍ରାମବାସୀଙ୍କ ମଧ୍ୟରେ ଜମି ବିବାଦ ଦେଖାଦେଇଛି। ବିବାଦର ସମାଧାନ ନେଇ ରବିବାର ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ପରେ ମଧ୍ୟ...

ମେଳିରେ ତାତିଲେ ଆଦିବାସୀ, ନଇଁଲା ପ୍ରଶାସନ

ଆର.ଉଦୟଗିରି,୧୭।୭(ଡି.ଏନ୍‌.ଏ.): ତାତିଲେ ଆଦିବାସୀ, ନଇଁଲା ପ୍ରଶାସନ। ଗଜପତି ଜିଲା ମୋହନା ବ୍ଲକରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ସୂଚନା ଅନୁଯାୟୀ, ମୋନହା ବ୍ଲକ ଅଧୀନ ଆଲିଗଣ୍ଡା ପଞ୍ଚାୟତର ଆଦିବାସୀଙ୍କ ବିଭିନ୍ନ ସମସ୍ୟା ରହିଥିବା ଅଭିଯୋଗ ରହିଥିଲା। ଏହାକୁ ନେଇ...

ଲଗାଣ ବର୍ଷା ଯୋଗୁ ପୁଣି ଗଜପତିରେ ଧସିଲା ପାହାଡ଼, ମାଡ଼ି ଆସିଲା ଝରଣା ପାଣି

ପାରଳାଖେମୁଣ୍ଡି,୧୭।୭(ଡି.ଏନ୍‌.ଏ.): ଗଜପତି ଜିଲା ଗୁମ୍ମା ବ୍ଲକ କଳାକୋଟରେ ଶନିବାର ରାତି ତମାମ ଲଗାଣ ବର୍ଷା ଯୋଗୁ ଗୁମା ବ୍ଳକର କିଛି ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ବିଳମ୍ବିତ ରାତିରେ କଳକୋଟ ପଞ୍ଚାୟତର ଜାଙ୍ଗିରତୁଲ କୁଲଙ୍ଗ ଗ୍ରାମ...

ନୂଆପଲ୍ଲୀରେ ଭୂସ୍ଖଳନ, ପୋତି ହୋଇଗଲା ୫ ବାଇକ୍‌

ଆର୍‌.ଉଦୟଗିରି,୧୨ା୭(ଡି.ଏନ୍‌.ଏ.): କିଛିଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁ ଗଜପତି ଜିଲା ନୂଆଗଡ଼ ଅନ୍ତର୍ଗତ ପରିମଳ ପଞ୍ଚାୟତର ନୂଆପଲ୍ଲୀ ଗାଁରେ ଭୂସ୍ଖଳନ ହୋଇଛି। ପାହାଡ଼ ଉପରୁ ମାଟି ଅତଡ଼ା ଧସିବା ସହ ବର୍ଷା ଜଳ ଗ୍ରାମ ମଧ୍ୟକୁ ଚାଲିଆସିଥିବା ଦେଖାଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri