ଗଜପତି

ବିବାହ ନିମନ୍ତ୍ରଣ କାର୍ଡ ବାଣ୍ଟି ଘରକୁ ଫେରୁଥିଲେ, ବାଟରେ ଧକ୍କା ଦେଲା ବସ୍‌; ଚାଲିଗଲା ଜଣଙ୍କ ଜୀବନ, ଆଉ…

ଆର୍‌.ଉଦୟଗିରି,୧୭।୫(ମନ୍ମଥ ମିଶ୍ର): ବିବାହ ନିମନ୍ତ୍ରଣ କାର୍ଡ ଦେଇ ଘରକୁ ଫେରୁଥିଲେ। ଧକ୍କା ଦେଲା ଘରୋଇ ବସ୍‌। ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ଆର.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ନିକଟସ୍ଥ କୁଲା ପଥର…

ଆଦିବାସୀ ଝିଅ ମାଧବୀ ପାଇଲେ ଓଡ଼ିଶୀ ନୃତ୍ୟ ଛାତ୍ରବୃତ୍ତି, ଚାରିଆଡ଼ୁ ଛୁଟିଛି ଅଭିନନ୍ଦନର ସୁଅ

ମୋହନା, ୧୭।୫( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ଦମାଦୁଆ ଗ୍ରାମର ଆଦିବାସୀ ଝିଅ ମାଧବୀ ମାଝୀ ଓଡିଶୀ ନୃତ୍ୟ ଛାତ୍ରବୃତ୍ତି ପାଇଛନ୍ତି। ତାଙ୍କୁ ସିସିଆର୍‌ଟି ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଓଡ଼ିଶୀ ନୃତ୍ୟ…

ପ୍ରେମିକଙ୍କ ସହ ମିଶି ମାଙ୍କୁ ମାରିଦେଲେ ଝିଅ, ନାଟକୀୟ ଢଙ୍ଗରେ ଲୁଚାଇଥିଲେ  ପୂରା  ଘଟଣା ପରେ…. 

ଗଜପତି(ଗିରିଧାରୀ ପରିଛା)୧୬।୫: କଥାରେ ଅଛି ସବୁ ଗଛ ଲଗେଇବୁ ହେଲେ ମଣିଷ ଗଛ ନୁହେଁ। ପାଳିପୋଷି ବଡ଼  କରିଥିବା ମା’କୁ ପ୍ରେମିକ ସହ ମିଶି ହତ୍ୟା କରିଛନ୍ତି ନାବାଳିକା ଝିଅ। ଏମିତି ଏକ ଘଟଣା ପ୍ରମାଣିତ ହୋଇଛି  ଗଜପତି ଜିଲା ପାରଳାଖେମୁଣ୍ଡିର…

କାର୍‌କୁ ସାଇଡ୍‌ ଦେବାକୁ ଯାଇ ଘାଟିରେ ଓଲଟିଲା ବୋଲେରୋ

ମୋହନା,୧୬ା୫(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ନାରିଙ୍ଗୀ ଘାଟିରେ ବୋଲେରୋ ଦୁର୍ଘଟଣାଗସ୍ତ ହୋଇଛି। ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହୋଇ ମୋହନା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଡ୍ରାଇଭର ଜଣକ ହେଲେ, ଚନ୍ଦ୍ରଗିରି ଗାଁର ଶିବରାମ ବଡ଼କୁମର। ବୋଲେରୋଟି ଚନ୍ଦ୍ରଗିରିରୁ ମୋହନା…

ସ୍ତ୍ରୀ’ ମୃତ୍ୟୁପରେ ପୁଅ-ଝିଅଙ୍କୁ ବିଷ ପିଆଇ ଶେଷରେ ନିଜେ ଜୀବନ ହାରିଲେ ବ୍ୟକ୍ତି

ପାରଳାଖେମୁଣ୍ଡି,୧୫ା୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଓଡ଼ିଆ ପାରଳା ସାହିରେ ପୁଅଝିଅଙ୍କୁ ବିଷ ଦେଇ ମାରିଥିବା ବାପା ଶୁଭାଶିଷ ପାଣିଗ୍ରାହୀ ଗୁରୁବାର ବ୍ରହ୍ମପୁର ବଡ଼ ମେଡିକାଲରେ ଆଖି ବୁଜିଛନ୍ତି। ଗତ ମାର୍ଚ୍ଚ ୨୧ତାରିଖରେ ଶୁଭାଶିଷଙ୍କ ସ୍ତ୍ରୀଙ୍କ ସନ୍ଦେଜନକ ମୃତ୍ୟୁ…

ମନ୍ଦିର ଦର୍ଶନବେଳେ ଘେରିଗଲେ ବାଘୁଆ ମହୁମାଛି: ୪ ଭକ୍ତ ଗୁରୁତର

ଗଜପତି,୧୫।୫:ବାଘୁଆ ମହୁ ମାଛି ଆକ୍ରମଣରେ ଚାରି ଭକ୍ତ ଗୁରୁତର। ଚନ୍ଦ୍ରଗିରି ଶିବ ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଇଥିବାବେଳେ ଘଟିଛି ଏପରି ଅଘଟଣ। ପୂର୍ବରୁ ମଧ୍ୟ ହନୁମାନ ଜୟନ୍ତୀ ଦିନ ମନ୍ଦିରରେ ହୋଇଥିଲା ମହୁମାଛି ଆକ୍ରମଣ। ଗଜପତି ଜିଲା ମୋହନା ଥାନା…

ସହି ପାରିଲେନି ସ୍ତ୍ରୀଙ୍କ ମୃତ୍ୟୁ, ଜଳଖିଆରେ ପୁଅ ଝିଅଙ୍କୁ ବିଷ ଦେଇ ଆତ୍ମହତ୍ୟା କଲେ ବାପା

ଗଜପତି,୧୪ା୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ଓଡିଆ ପାରଳା ସାହିରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅଝିଅଙ୍କୁ ବିଷ ଦେଇ ବାପା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ୮ ବର୍ଷୀୟ ପୁଅ ବିଜୟାନନ୍ଦଙ୍କ ପାରଳାଖେମୁଣ୍ଡି ମେଡିକାଲରେ ଓ ୧୨ବର୍ଷୀୟା ଝିଅ ପ୍ରିୟଦର୍ଶିନୀ…

ପାଣି ପାଇଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆର୍‌.ଉଦୟଗିରି,୧୪ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଆର୍‌. ଉଦୟଗିରି ବ୍ଲକ ସଦର ମହକୁମାରେ ଲାଗିରହିଛି ପାନୀୟ ଜଳ ସମସ୍ୟା। ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଲେ ମଧ୍ୟ ନିଘୋଡ଼ ନିଦ୍ରାରେ ବ୍ଲକ ଅଧିକାରୀ। ପରିଶେଷରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଗ୍ରାମର ମହିଳା ଓ…

ଅଡ଼ବା ପୋଲିସକୁ ବଡ଼ ସଫଳତା, ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୨ ମାଫିଆଙ୍କୁ ବାନ୍ଧିଲା…

ମୋହନା,୧୩।୫( ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ପଞ୍ଚାୟତ ଯୋଡ଼ାଆମ୍ବ ଗାଁ ନିକଟରୁ ଏକ ୧୦ ଚକିଆ ଟ୍ରକ ଯୋଗେ ପଞ୍ଜାବକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଏନେଇ ଅଡବା ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିବା…

ହଜାରେ ଟଙ୍କାର ଭତ୍ତା ପାଇବାକୁ ଖର୍ଚ୍ଚ କରୁଛନ୍ତି ୫ ଶହ

ଆର.ଉଦୟଗିରି,୧୩।୫(ମନୋଜ କୁମାର ପାଢୀ): ଗଜପତି ଜିଲାର ମୋହନା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ୭୦ ବର୍ଷୀୟା ବାଗି ସବରଙ୍କ ଜୀବନ ଏକ ଦୁଃଖଦ ପରିହାସର ଶିକାର ହୋଇଛି। ତାଙ୍କର ସବୁଠାରୁ ବଡ଼ ସମସ୍ୟା ହେଉଛି, ମାତ୍ର ୧୦୦୦ ଟଙ୍କାର ପେନସନ ସଂଗ୍ରହ…

ଗାଈକୁ ବଞ୍ଚାଇବାକୁ ଯାଇ ବସ୍‌ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମୋହନା, ୧୨।୫(ମନ୍ମଥ ମିଶ୍ର): ଗାଈକୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା। ଅଳ୍ପକେ ବର୍ତ୍ତୀଲେ ଯାତ୍ରୀ l ଗଜପତି ଜିଲା ଆର. ଉଦୟଗିରି ଥାନା ଛେଳିଗଡ଼ ହାଟପଦା ନିକଟରେ ଏଭଳି ଘଟଣା ଘଟିଛି l ସୂଚନା ପ୍ରକାରେ, ହନୁମାନ ନାମକ ଯାତ୍ରୀବାହୀ…

ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୩ ଅଭିଯୁକ୍ତ ଗିରଫ

ମୋହନା, ୧୨।୫(ମନ୍ମଥ ମିଶ୍ର): ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣାରେ ପୋଲିସ ପୁତୁରା ସମେତ ତିନି ଜଣଙ୍କୁ ଗିରଫ କରିଛି l ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର. ଉଦୟଗିରି ଥାନା ବେତାରସିଂ ଗାଁରେ l ଗାଁର ଅଶୋକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri