୧୮ ମାସରେ ଉତ୍ତମ ଚମତ୍କାରୀ ପାଠ, ଅନର୍ଗଳ ଭାବେ କହୁଛନ୍ତି…
ମୋହନା,୧୪।୬(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ସହରରେ ରହୁଥିବା ସାମାଜସେବୀ ତଥା ପ୍ରକୃତି ବନ୍ଧୁ, ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର କୁମାର ବେହେରାଙ୍କ ୧୮ ମାସର ପୁଅ ଉତ୍ତମ କୁମାର ବେହେରା ଖୁବ କମ୍ ବୟସରେ ନିଜ…
ବିଦ୍ୟାର୍ଥୀଙ୍କୁ ବସ,ଟ୍ରେନରେ ଯାତ୍ରା ଦେୟମୁକ୍ତ କରିବା ପାଇଁ ଦାବି
ପାରଳାଖେମୁଣ୍ଡି,୧୨।୬,(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ନିର୍ଦେଶକ୍ରମେ ଜିଲାର ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଜିଲା କଂଗ୍ରେସ ସଭାପତି ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ନେତୃତ୍ୱରେ ଛାତ୍ରୀଛାତ୍ରଙ୍କୁ ବସ,ଟ୍ରେନ…
ଭୋଜି ଖାଇବାକୁ ଯାଇଥିଲେ, ଫେରିବା ବାଟରେ ବାଇକ୍ ସହ ମୁହାଁମୁହିଁ; ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର
ମୋହନା୧୦ା୬(ମନ୍ମଥ ମିଶ୍ର)-ବନ୍ଧାଗୁଡା ଗ୍ରାମକୁ ଏକ ଭୋଜି ଖାଇବାକୁ ଯାଇ ଫେରୁଥିବା ବେଳେ ଏକ ବାଇକ୍ ଧକ୍କାରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ଯୁବକ ଫେରାର ହୋଇଯାଇଛନ୍ତି। ଖବରରୁ ଜଣାପଡିଛି , ଏଣ୍ଡ୍ରିମା ଗ୍ରାମର ଭୀମ…
ସ୍ତ୍ରୀଙ୍କୁ ମାରି ନିଜେ ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓରେ ଏମିତି କଥା କହିଦେଇଥିଲେ ସ୍ବାମୀ: ଭାଇରାଲ ହେଉଛି ଭିଡିଓ
ଗଜପତି,୧୦।୬(ଗିରିଧାରୀ ପରିଛା):ପରକ୍ରିୟା ପ୍ରୀତି ଯୋଗୁ ସ୍ତ୍ରୀଙ୍କୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି ସ୍ବାମୀ। ନିଜେ ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଥିଲେ ସମ୍ପୁର୍ଣ୍ଣ କାହାଣୀ । ଏହି ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି। ପୋଲିସ ଏହି…
ଗଛ ପଡ଼ି ଜାତୀୟ ରାଜପଥ ଅବରୋଧ:ଯାତାୟତ ଠପ୍
ରା. ଉଦୟଗିରି,୧୦।୬(ମନ୍ମଥ ମିଶ୍ର): ଗଜପତି ଜିଲା ଆର ଉଦୟଗିରି ବ୍ଲକରେ ଘଡଘଡି ସହ ବର୍ଷା ପବନ ଲାଗି ରହିଛି। ଯାହା ଫଳରେ ରାମଗିରି ଥାନା ଅନ୍ତର୍ଗତ ଫୁକା ଗାଁଠାରେ ସକାଳ ସମୟରେ ଏକ ବିଶାଳ ଶାଳ ଗଛ ଜାତୀୟ ରାଜପଥରେ ପଡିଯାଇଥିଲା…
ପରକୀୟା ପ୍ରୀତି ହେଲା କାଳ: ସ୍ତ୍ରୀଙ୍କ ଗଳା କାଟି ହତ୍ୟା ପରେ ଗଛରେ ଝୁଲିପଡ଼ିଲେ ସ୍ବାମୀ
ପାରଳାଖେମୁଣ୍ଡି, ୧୦ା୬(ଗିରଧାରୀ ପରିଛା):ଗଜପତି ଜିଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଭୋର ସମୟରେ ସ୍ତ୍ରୀଙ୍କ ଗଳାକାଟି ହତ୍ୟା କରିବା ପରେ ଅପରାହ୍ନରେ ସ୍ବାମୀ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତା…
ପରକୀୟା ପ୍ରୀତିରୁ ସ୍ତ୍ରୀଙ୍କ ଗଳାକାଟି ହତ୍ୟା କଲେ ସ୍ବାମୀ
ଗଜପତି,୯ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁର ଜଣେ ମହିଳାଙ୍କ ଗଳାକାଟି ହତ୍ୟା କରିଛି ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ମହିଳା ଜଣଙ୍କ ହେଲେ ମୋନିକା ପାଇକ। ଘଟଣାସ୍ଥଳରୁ ସ୍ବାମୀ ନରେନ୍ଦ୍ର…
ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ପୋଡ଼ିଦେଲେ ଦୁର୍ବୃତ୍ତ, ରକ୍ତ ଛିଟା ଦେଖି…
ପାରଳାଖେମୁଣ୍ଡି,୮ା୬(ଗିରିଧାରୀ ପରିଚ୍ଛା): ଗୁଣି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା କୁଇହୁରୁ ଗାଁରେ। ମୃତକ ଜଣକ ହେଲେ ୬୦ ବର୍ଷୀୟ କାମ୍ବି ମଳିକ। ଗତ ମଙ୍ଗଳବାର…
ଭୂତକୋଠି ପାଲଟିଛି ବୃନ୍ଦାବନ ପ୍ୟାଲେସ୍, ତଦାରଖ କଲେ ବିଧାୟକ
ପାରଳାଖେମୁଣ୍ଡି,୮ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ରହିଛି ଏକ ପର୍ଯ୍ୟଟନସ୍ଥଳୀ ବିଏନ୍ ପ୍ୟାଲେସ ବା ବୃନ୍ଦାବନ ପ୍ୟାଲେସ। କିନ୍ତୁ ଯେଉଁଭଳି ଭାବେ ଏହି ପ୍ୟାଲେସକୁ ବାରମ୍ବାର ଅବହେଳା କରାଯାଉଛି, ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ରକ୍ଷଣାବେକ୍ଷଣ ଅଭାବରୁ ବୃନ୍ଦାବନ…
ଗାଧୋଇଲା ବେଳେ ପଥର ସନ୍ଧିରେ ଖସିପଡ଼ିଲା ସବୁନ୍, ଆଣିବାକୁ ଯାଇ ୪୮ ଘଣ୍ଟା…
ଆର.ଉଦୟଗିରି, ୬ା୬(ମନୋଜ କୁମାର ପାଢୀ): ଗାଧୋଇବାକୁ ଯାଇ ଜଣେ ନାବାଳକଙ୍କ ହାତ ପଥର ସନ୍ଧିରେ ପଶିଯିବାରୁ ଦୀର୍ଘ ୮ ଘଣ୍ଟା ପରିଶ୍ରମ ପରେ ହାତ ବାହାରିଛି। ସେ ହେଉଛନ୍ତି ଗଜପତି ଜିଲା ଆର. ଉଦୟଗିରି ଥାନା ତିଳିଗାଆଁର …ଙ୍କ ପୁଅ ….।…
ଗାଡ଼ିଆରେ ବୁଡି ଚାଲିଗଲା ନାବାଳିକାଙ୍କ ଜୀବନ
ପାରଳାଖେମୁଣ୍ଡି,୫।୬(ଗିରିଧାରୀ ପରିଛା): ଗାଡ଼ିଆରେ ବୁଡି ୧୦ ବର୍ଷ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରାମଗିରି ଥାନା ଅନ୍ତର୍ଗତ ତବାରସିଂ ଗ୍ରାମରେ। ମିଳିଥିବା ସୂଚନା ମୁତାବକ, ଗ୍ରାମର ଈଶ୍ବର ବଡ଼ରଇତଙ୍କ ଝିଅ ଆରତି ବଡରଇତ(୧୦)।…
ରାତିରେ ଦେଶୀ ବନ୍ଧୁକ ଧରି ବୁଲୁଥିଲେ, ପାଟ୍ରୋଲିଂ ବେଳେ ୨ ଯୁବକଙ୍କୁ ମାଡ଼ି ବସିଲା ପୋଲିସ
ପାରଳାଖେମୁଣ୍ଡି,୪ା୬(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ନିକଟସ୍ଥ ଡକ୍ତର ବାଞ୍ଜରୀ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ୍(ନଂ.ଓଡି ୧୮ ଏଚ ୧୬୧୩)ରେ ଯାଉଥିବା ୨ ଯୁବକଙ୍କୁ ପାଟ୍ରୋଲିଂ କରୁଥିବା ପୋଲିସ ସନ୍ଦେହରେ ଅଟକାଇଥିଲା। ସବ ଇନ୍ସପେକ୍ଟର ପ୍ରଫୁଲ୍ଲ ଜାଗରଙ୍ଗା ଓ ତାଙ୍କ ଟିମ ଯୁବକଦ୍ୱୟଙ୍କୁ…
Archives


