ଢେଙ୍କାନାଳ

ଧାନ କାଟୁଥିବାବେଳେ ଚାଷୀଙ୍କୁ କାମୁଡ଼ିଲା ସାପ, ଆଉ ତା’ ପରେ…

ପରଜଙ୍ଗ,୨୭ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମର ଜଣେ ଚାଷୀ ଗୁରୁବାର ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣଙ୍କ ପଥରଖମ୍ବ ଗାଁର ଛକଡ଼ି ସାହୁ। ଛକଡ଼ି…

ପରଜଙ୍ଗ ଅଞ୍ଚଳରେ ମାତିଛନ୍ତି ଡିଜେଲ ଚୋର, ବୋଲେରୋରେ ଆସି ଗାଡ଼ିରୁ କରୁଛନ୍ତି ଚୋରି

ପରଜଙ୍ଗ୨୬।୧୧(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରୁ ବାଇପାସ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଚେନ ମେଶିନରୁ ବୁଧବାର ଭୋର ସମୟରେ ଶତାଧିକ ଲିଟର ଡିଜେଲ ଚୋରି ହୋଇଯାଇଛି । ସୂଚନା ମୁତାବକ ଜଣେ…

୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ

ହିନ୍ଦୋଳ, ୨୨।୧୧: ଠକେଇ ମାମଲାରେ ୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ। ୬୮.୮୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ କରାଯାଇଛି। ହିନ୍ଦୋଳ ସବ୍‌ ଟ୍ରେଜରିର ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁ ଗିରଫ…

ତେଜରାତି ଦୋକାନରୁ ବିଦେଶୀ ମଦ ଜବତ: ଜଣେ ଗିରଫ

ପରଜଙ୍ଗ,୧୭।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ରୋଡ ଗ୍ରାମରେ ଥିବା ପ୍ରାଥମିକ ସ୍କୁଲ ନିକଟରେ ଥିବା ଏକ ତେଜରାତି ଦୋକାନରେ ପରଜଙ୍ଗ ଥାନା ଏସଆଇ ଦେବଗ୍ରାହୀ ମହାନ୍ତି,ଏଏସଆଇ ଜଳନ୍ଧର ବାରିକ ଚଢ଼ାଉ କରି ବିଭିନ୍ନ ପ୍ରକାର…

ଆଜି ଢେଙ୍କାନାଳ ବନ୍ଦ: ଟିପିସିଓଡିଏଲ୍‌ର ଶୋଷଣକୁ ନେଇ ପ୍ରତିବାଦ

ଢେଙ୍କାନାଳ,୧୭ା୧୧(ରତନ ନାୟାର):ଟିପିସିଓଡିଏଲ୍‌ର ଶୋଷଣ ପ୍ରତିବାଦରେ ବିଦ୍ୟୁତ୍‌ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ଢେଙ୍କାନାଳ ପକ୍ଷରୁ ଜିଲା ଓକିଲ ସଂଘ ଆବାହକତ୍ୱରେ ସୋମବାର ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବ। ଏଥିପାଇଁ ସହର…

୫ କନ୍ୟା ସନ୍ତାନଙ୍କୁ ଜନ୍ମ ଦେବାରୁ ସ୍ତ୍ରୀଙ୍କୁ ସ୍ବାମୀଙ୍କ ଅକଥନୀୟ ନିର୍ଯାତନା, ସହି ନ ପାରି…

ଭୁବନ,୧୬ା୧୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଚମ୍ପାନାଳିଆ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଗ୍ରାମର ବାବୁଲି ନାଏକଙ୍କ ଝିଅ ସୁଲୋଚନା ୫ କନ୍ୟା ସନ୍ତାନଙ୍କୁ ଜନ୍ମ ଦେବାରୁ ତାଙ୍କ ସ୍ବାମୀ ଅକଥନୀୟ ନିର୍ଯାତନା ଦେଉଥିଲେ।…

ଦାଉ ସାଧିଲା ଦଇବ: ଅଧା ରାସ୍ତାରେ ଲିଭିଗଲା ତିତିତିନି ଜଣଙ୍କ ଜୀବନ ଦୀପ

ପରଜଙ୍ଗ,୧୬।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୧୪୯ ନଂ ଜାତୀୟ ରାଜପଥର କୁଲେଇ ଗ୍ରାମ ନିକଟସ୍ଥ ଜିଏମ ଆଣ୍ଡ ଆଇରନ ଷ୍ଟିଲ ପ୍ଲାଣ୍ଟ ନିକଟରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ…

ମହିଳା ଗ୍ୟାଙ୍ଗକୁ ଧରିଲା ପୋଲିସ: ସୁନା ମାଳ ଗୁନ୍ଥିବା ନାଁରେ କରୁଥିଲେ ଲୁଟ୍‌

ପରଜଙ୍ଗ,୧୫।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରୁ ଏକ ବଡ଼ ଧରଣର ସୁନା ଚୋରି ମହିଳା ଗ୍ୟାଙ୍ଗକୁ ସ୍ଥାନୀୟ ଲୋକେ ଧରି ପରଜଙ୍ଗ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଛତିଶଗଡରୁ ଆସି ଓଡ଼ିଶାର ବିଭିନ୍ନ ଅଂଚଳକୁ ଯାଇ କରୁଥିଲେ ସୁନା…

ଘରୁ ଭିଡିଓ ଶୁଟିଂ ପାଇଁ ବାହାରିଥିଲେ ଯୁବକ: ଗୋଟିଏ ଦିନ ପରେ ମିଳିଲା…

ପରଜଙ୍ଗ୧୪/୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ମୁକ୍ତାପଶି ଗାଁ ସତସଙ୍ଗ ଘର ପାଖ ପୋଖରୀରୁ ମିଳିଲା ଯୁବକଙ୍କ ସନ୍ଦେହଜନକ ମୃତଦେହ। ତାଙ୍କୁ ହତ୍ୟା କରି କେହି ପୋଖରୀରେ ପକେଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ…

OSRTC ବସକୁ ଧକ୍କା ଦେଲା ଟ୍ରକ: ୪ ଗୁରୁତର

ପରଜଙ୍ଗ,୮।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରା ଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର ଦୋମୁହାଁଣି ଗାଁ ଛକ ନିକଟରେ OSRTC ବସକୁ ଧକ୍କା ଦେଇଛି ଟ୍ରକ। ତେବେ ଦୁର୍ଘଟଣାରେ ୪ ଜଣ ବସ ଯାତ୍ରୀ ଗୁରୁତର…

ହାଇଓ୍ବାକୁ ପିଟିଲା ୧୮ ଚକିଆ ଟ୍ରକ: ଚାଳକଙ୍କୁ ଚାଲିଗଲା ଜୀବନ

ଭୁବନ, ୨୭।୧୦( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଡେଙ୍କାାହାଳ ଛକ ଜାତୀୟ ରାଜପଥ ୫୩ରେ ଏକ ହାଇଓା ଟ୍ରକ(ଓଡି ୦୪ଟି ୭୮୦୬) ଠିଆ ହୋଇଥିବାବେଳେ ପଛପଟୁ ଆସି ଏକ ୧୮ ଚକିଆ ଟ୍ରକ(ଓଡି ୩୫ କେ ୧୩୩୫)…

ଶୌଚ ହେବାକୁ ଯାଇ ୨ ଦିନ ହେବ ନିଖୋଜ ଥିଲେ ପ୍ରଚଣ୍ଡ: ଆଜି ମିଳିଲା…

ପରଜଙ୍ଗ,୨୭।୧୦(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଗ୍ରାମ ସ୍ଥିତ ଖଣ୍ଡିଆବନ୍ଧରୁ ସୋମବାର ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାବେଳେ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣକ ପରଜଙ୍ଗ ବାଉଁଶ କାରିଗର ସାହିର ପ୍ରଚଣ୍ଡ ନାଏକ। ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri