ଏସ୍ପି ଅଫିସ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ: ପେଟ୍ରୋଲ, ଦିଆସିଲି ଜବତ
ଢେଙ୍କାନାଳ,୨୩।୮: ଢେଙ୍କାନାଳ ଏସ୍ପି ଅଫିସ ପରିସରରେ ଶନିବାର ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ହେଲେ ଅଘଟଣ ପୂର୍ବରୁ ପୋଲିସ ମହିଳାଙ୍କୁ କାବୁ କରିବା ସହ ପେଟ୍ରୋଲ ବୋତଲ ଏବଂ ଦିଆସିଲି ଜବତ କରିଛି। ଏସ୍ପିଙ୍କ ଉପସ୍ଥିତିରେ ମହିଳାଙ୍କୁ ପଚରାଉଚରା କରାଯାଉଛି।…
ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ମନୋଜ ବିଶ୍ୱାଳ, ଲୁହରେ ଭିଜିଲା ପୂରା ଗାଁ
ପରଜଙ୍ଗ,୧୮ା୮(ନିଗମାନନ୍ଦ ଦଳବେହେରା): ଜମ୍ମୁ-କଶ୍ମୀରର କିସ୍ତଓ୍ବାର ଠାରେ ହୋଇଥିବା ବାଦଲ ଫଟା ବର୍ଷାରେ ଶହୀଦ ହୋଇଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମାଣିକମରା ଗ୍ରାମର ମନୋଜ ବିଶ୍ୱାଳ। ଗତ ଦୁଇ ଦିନ ତଳେ ମନୋଜଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ସୂଚନା ପାଇଥିବା…
ରିସର୍ଟର ସୁଇମିଂପୁଲ୍ରୁ ମିଳିଲା ପର୍ଯ୍ୟଟକଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ
ଢେଙ୍କାନାଳ,୧୬।୮(ରତନ ନାୟାର): ଢେଙ୍କାନାଳ ଜିଲା ଅଗ୍ନିଶମ ସେବା କର୍ମଚାରୀ ରିସର୍ଟରୁ ଶନିବାର ଭୋର ୫ଟାରୁ ଜଣେ ପର୍ଯ୍ୟଟକଙ୍କ ମୃତଦେହକ ଉଦ୍ଧାର କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ତେଜ ଆହୁଜା ଏବଂ ତାଙ୍କ ଘର ଉତ୍ତରାଖଣ୍ଡରେ ବୋଲି ଜଣାପଡିଛି। ମୃତ୍ୟୁର କାରଣ ବର୍ତ୍ତମାନ…
ଲକର ଭାଙ୍ଗି ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଲୁଟେରା
ଭୁବନ,୧୩ା୮(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଡେଙ୍ଗାବାହାଳି ଗ୍ରାମର ବାସୁଦେବ ସାହୁଙ୍କ ଘରୁ ମଙ୍ଗଳବାର ରାତି ଗଡ୍ରେଜ ଭାଙ୍ଗି ନଗଦ ୫୦ ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟେରାମାନେ ଲୁଟି ନେଇଥିବା ବୁଧବାର ଭୁବନ…
ନିଜ ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି
ଭୁବନ,୧୨।୮( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନଏସି ୨ ନମ୍ବର ଓାର୍ଡର ଅଜୟ କୁମାର େହେରାଙ୍କ ପତ୍ନୀ ପ୍ରେମଲତା ନାଏକ (୩୬) ସୋମବାର ରାତିରେ ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର…
ବୋମାମାଡ଼ରେ ଭାଙ୍ଗିଲା ଘରର କବାଟ-ଝରକା, ଜଣେ ଗୁରୁତର
ଢେଙ୍କାନାଳ,୮ା୮(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ତରଭା ଫାଣ୍ଡି ନୂଆଗାଁରେ ଗୁରୁବାର ବିଳମ୍ବିତ ରାତିରେ ଗ୍ରାମର ବିଜୟ ନାୟକ (୪୭)ଙ୍କ ଘର ଉପରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ବିଜୟଙ୍କ ଘର କବାଟ ଓ ଝରକା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ବୋମାମାଡ଼…
କାମାକ୍ଷାନଗରରେ ଭୟଙ୍କର ବସ୍ ଦୁର୍ଘଟଣା: ୨୦ରୁ ଅଧିକ ଯାତ୍ରୀ ଗୁରୁତର
ଢେଙ୍କାନାଳ,୮।୮: ଢେଙ୍କାନାଳ ଜିଲାର ତୁମୁସିଂହା ଥାନା ଅନ୍ତର୍ଗତ କନ୍ତିଓକାଟେଣି ନିକଟରେ ରେଙ୍ଗାଲି ଶାଖା କେନାଲରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବା ଫଳରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହି ଘରୋଇ ବସ୍ଟି ପରଜଙ୍ଗ ଅଞ୍ଚଳରୁ ୫୦ରୁ ଅଧିକ…
ପୁଣି ହାତୀ ଉପଦ୍ରବ, ଆକ୍ରମଣରେ ଗଲା ୨ ଜୀବନ ଜଣେ ଗୁରୁତର
ହିନ୍ଦୋଳ,୩୧।୭: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ବାଘ ଧରିଆ ଗ୍ରାମରେ ଗୁରୁବାର ଭୋର ଦନ୍ତା ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି।…
ଜମି ଦେବାକୁ କହି ମନ୍ତ୍ରୀଙ୍କଠାରୁ ଠକିନେଲେ ୨୫ ଲକ୍ଷ ଟଙ୍କା: ଥାନାର ଦ୍ୱାରସ୍ଥ
ଢେଙ୍କାନାଳ,୨୯ା୭(ରତନ ନାୟାର):ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଜମି ଦେବାକୁ କହି ୨୫ଲକ୍ଷ ଟଙ୍କା ଠକେଇ କରାଯିବା ଘଟଣା ଢେଙ୍କାନାଳ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ଗତ ୨୬…
ଭୁଜାଲି ଦେଖାଇ PEOଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
କାମାକ୍ଷାନଗର,୨୩।୭(ସୁଧୀର କୁମାର ପରିଡ଼ା):ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଭଏରପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କୁ ଆକ୍ରମଣ କରି ୧ ଲକ୍ଷ ୯୦ ହଜାର ଟଙ୍କା ଲୁଟ୍ କରିଛନ୍ତି ୨ଦୁର୍ବୃତ୍ତ। ଭତ୍ତା ଦେଇ ପଲିସାନ୍ତରାପୁର ଗାଁରୁ ଫେରିବା ବାଟରେ ଆକ୍ରମଣ କରି…
ଢେଙ୍କାନାଳରେ ମଦ ନେଲା ୨ ଜୀବନ
ଢେଙ୍କାନାଳ,୧୨ା୭(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ବମ୍ପା ଗ୍ରାମରେ ମଦ ପିଇ ଗତ ୨୪ଘଣ୍ଟା ମଧ୍ୟରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ମନ୍ମଥ ସାମଲ ଓ ପ୍ରଫୁଲ…
ପାଣି ପମ୍ପ ଲଗାଉଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ମୃତ
ପରଜଙ୍ଗ,୨୪।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କୁଆଳୁ ପଞ୍ଚାୟତ ପରମହଂସ ପୁର ଗ୍ରାମରେ ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ଗ୍ରାମର ପିକୁନୁ ସାହୁ(୩୩) ମଙ୍ଗଳବାର ସକାଳ ୮ ଟା ବେଳେ ନିଜ ବାଡ଼ିରେ ଥିବା…
Archives


