ଢେଙ୍କାନାଳ

ଚାଉଳକୁ ନେଇ ଦ୍ୱନ୍ଦ୍ୱରେ ହିତାଧିକାରୀ

ଢେଙ୍କାନାଳ ଅଫିସ୍‌, ୧୭।୪: ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ମିଳୁଥିବା ଚାଉଳକୁ ନେଇ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ହିତାଧିକାରୀଙ୍କୁ ଯୋଗାଣ ହେଉଥିବା ଚାଉଳରେ ଧଳା ଧଳା ଦାନା ମିଶିଛି। ତେଣୁ ଅନେକେ ଭୟରେ ଏହାକୁ ଫିଙ୍ଗି…

ଗାଉଛନ୍ତି ୮ ଭାଷାରେ ଗୀତ

ଢେଙ୍କାନାଳ ଅଫିସ, ୧୭।୪: ନିଜର ଅସାଧାରଣ ପ୍ରତିଭା ପାଇଁ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି ଢେଙ୍କାନାଳର ସାଇସମ୍ପନ୍ନା। ସ୍ଥାନୀୟ ମଣ୍ଟଫର୍ଟ ସ୍କୁଲ ଏଲ୍‌କେଜିରେ ପଢୁଥିବା ଏହି କୁନିଝିଅ ନିଜର ବିଚକ୍ଷଣ ବୁଦ୍ଧି, ସଙ୍ଗୀତ ଗାନ କୌଶଳ ପାଇଁ ଚର୍ଚ୍ଚା ସାଉଁଟୁଛନ୍ତି। ବୟସ ଯେ…

ସ୍କୁଲ ବସ୍‌ ଧକ୍କାରେ ପୌରସଂସ୍ଥା ମହିଳା କର୍ମଚାରୀଙ୍କ ଜୀବନ ଗଲା

ଢେଙ୍କାନାଳ ଅଫିସ,୧୭ା୪: ଢେଙ୍କାନାଳ ସହର ଦେଉଳ ସାହି ରାମଦାସ ଛକଠାରେ ସୋମବାର ଡିପିଏସ୍‌ ସ୍କୁଲ ବସ୍‌ ଧକ୍କାରେ ସୌଭାଗ୍ୟଲକ୍ଷ୍ମୀ ଦଳେଇ(୨୬) ନାମକ ପୌରସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି। ମୃତ ସୌଭାଗ୍ୟଲକ୍ଷ୍ମୀଙ୍କ ଘର କଟକ ଜିଲା ଆଠଗଡ଼ ଥାନା ଅଞ୍ଚଳରେ।…

ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନି, ପ୍ରତିବାଦରେ ରାସ୍ତା ଅବରୋଧ

ଢେଙ୍କାନାଳ ଅଫିସ,୧୭ା୪: ଢେଙ୍କାନାଳ ସଂସଦୀୟ କ୍ଷେତ୍ର ମଧ୍ୟ ଦେଇ ଯାଇଥିବା ୫୫ ଓ ୧୪୯ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ଅହେତୁକ ବିଳମ୍ବ ହେଉଥିବାରୁ ପ୍ରତିବାଦରେ ସୋମବାର ସକାଳ ୮ ଟାରୁ ୯ଟା ପର୍ଯ୍ୟନ୍ତ ଢେଙ୍କାନାଳ କଲେଜ…

‘ସମର ତରଙ୍ଗ’ ଦିଲ୍ଲୀ ନେବାକୁ ଉଦ୍ୟମ ହେବ

ଢେଙ୍କାନାଳ ଅଫିସ, ୧୫ା୪- ଢେଙ୍କାନାଳର ନାଟ୍ୟ ଅନୁଷ୍ଠାନ କଳା ପରିଷଦ ପକ୍ଷରୁ ଶୁକ୍ରବାର ସମର କବି ବ୍ରଜନାଥ ବଡ଼ଜେନାଙ୍କ ଜୟନ୍ତୀ ଅବସରରେ ଗୀତିନାଟ୍ୟ ସମର ତରଙ୍ଗ ସ୍ଥାନୀୟ ମିନି ଷ୍ଟାଡିୟମରେ ପରିବେଷଣ ହୋଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟ ମୁଖ୍ୟ ଶାସନ…

ଢେଙ୍କାନାଳରେ ଡିପୋ, ରାଜସ୍ଥାନ ଯାଏ ଚେର

ଢେଙ୍କାନାଳ ଅଫିସ,୧୪।୪: ବୌଦ୍ଧ, କନ୍ଧମାଳ ଜିଲାରୁ ଆସୁଥିଲା ଗଞ୍ଜେଇ। ଏହାକୁ ରଖିବା ଲାଗି ଢେଙ୍କାନାଳରେ କରାଯାଇଥିଲା ଡିପୋ। ସେଠାରୁ ପ୍ୟାକେଟ୍‌ କରାଯାଇ ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା। ରାଜସ୍ଥାନ ସୀମାନ୍ତରେ ରହି ଏହାକୁ ଅପରେଟ କରୁଥିଲେ…

ଉପଶମ ହେଉଛି ଉପାନ୍ତ କ୍ଷତ

ଢେଙ୍କାନାଳ ଅଫିସ୍‌, ୧୩।୪: ଶିଳ୍ପରେ ସମୃଦ୍ଧ। ଅଥଚ ଅପହଞ୍ଚ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶାର ଅନ୍ତ ହେଉ ନ ଥିଲା। କେତେବେଳେ ଭୋକର ଭୂଗୋଳ ତ ଆଉ କେବେ ଜନନୀ ଯନ୍ତ୍ରଣାର ଚିତ୍ର ଦୋହଲାଇ ଦେଉଥିଲା। ନା ନା ଯୋଜନା ସତ୍ତ୍ୱେ ବର୍ଷ ବର୍ଷ…

ବ୍ରାହ୍ମଣୀ କୂଳର ଶୋଷିଲା ଗଁା କମଳାଙ୍ଗ

ଢେଙ୍କାନାଳ ଅଫିସ, ୧୩।୪: ଗଁା ନିକଟରେ ପ୍ରବାହିତ ହେଉଛି ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ। ଶିଳ୍ପସଂସ୍ଥା ପାଣି ଶୋଷୁଛନ୍ତି। ଜମିକୁ ଜଳଯୋଗାଣ ହେଉଛି। ହେଲେ ନଦୀ ନିକଟରେ ଶୋଷରେ ଆଉଟୁପାଉଟୁ ହେଉଛନ୍ତି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗ ପଞ୍ଚାୟତର…

ଏସ୍‌ଆଇ, ଏଏସ୍‌ଆଇ ସ୍ତରରେ ଅଦଳବଦଳ

ଢେଙ୍କାନାଳ ଅଫିସ୍‌, ୧୨।୪: ଢେଙ୍କାନାଳ ଜିଲା ପୋଲିସର ଏସ୍‌ଆଇ ଏବଂ ଏଏସ୍‌ଆଇସ୍ତରରେ ମଙ୍ଗଳବାର ବଡ଼ ଧରଣର ଅଦଳବଦଳ ହୋଇଛି। ମହାବିରୋଡ ଥାନାରେ କାର୍ଯ୍ୟରତ ଏସ୍‌ଆଇ ପ୍ରଦୀପ ରଞ୍ଜନ ପାତ୍ରଙ୍କୁ ତୁମୁସିଙ୍ଗା ଥାନାଧିକାରୀ ଏବଂ ଯୋରନ୍ଦା ଫାଣ୍ଡିର ଏସ୍‌ଆଇ ଅନାଦି ଚରଣ ପଟ୍ଟାୟତଙ୍କୁ…

ପରିମଳ ପରିଚାଳନାକୁ ପ୍ରଶଂସା

ଢେଙ୍କାନାଳ ଅଫିସ, ୧୨।୪: ମହାରାଷ୍ଟ୍ରର ପ୍ରଶାସନିକ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ମଙ୍ଗଳବାର ଢେଙ୍କାନାଳ ପରିଦର୍ଶନରେ ଆସି ପରିମଳ ପରିଚାଳନା, ଗଠନମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି। ବର୍ଜ୍ୟବସ୍ତୁ ସଂଗ୍ରହ ପ୍ରକ୍ରିୟା ଏବଂ ଏହାର ପରିଚାଳନାକୁ ସେମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ଜିଲା…

ଖାତାଦେଖାକୁ ବିଦ୍ୟୁତ୍‌ ବିଭ୍ରାଟ ଅଡୁଆ

ଢେଙ୍କାନାଳ ଅଫିସ, ୧୧।୪: ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ସୋମବାରଠାରୁ ଆରମ୍ଭ ହୋଇଥିବା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ବାଧାପ୍ରାପ୍ତ ହୋଇଛି। ଏଭଳି ଲାଗି ରହିଲେ ନିର୍ଦ୍ଧାରିତ ସମୟରେ ମୂଲ୍ୟାୟନ ସରିବ ନାହିଁ ବୋଲି ଆଶଙ୍କା…

୧୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ବିଇଓ

ଢେଙ୍କାନାଳ ଅଫିସ,୧୧।୪: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ଶାନ୍ତନୁ କୁମାର ମଲିକ ମଙ୍ଗଳବାର ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବିଇଓ ଶାନ୍ତନୁ ବ୍ରହ୍ମପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?