ଢେଙ୍କାନାଳ

ସଙ୍ଗରୋଧ କେନ୍ଦ୍ରରେ ଛାୟା ବିବାହ  

ଓଡ଼ାପଡ଼ା, ୨୭।୫(ଡି.ଏନ.ଏ.)-ସଙ୍ଗରୋଧରେ ଥିବା ପ୍ରବାସୀଙ୍କ ଚିତ୍ତବିନୋଦନ ଲାଗି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଅଙ୍କରାନ୍ତିପୁର ଉନ୍ନୀତ ହାଇସ୍କୁଲସ୍ଥିତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବୁଧବାର ଛାୟା ବିବାହ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ସଙ୍ଗରୋଧରେ ଥିବା ଜଣେ ଦମ୍ପତି ବରକନ୍ୟା ବେଶରେ ସଜେଇ ହୋଇ ପରସ୍ପରକୁ…

ଭବିଷ୍ୟତ ଚିନ୍ତାରେ ୫,୨୨୭ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ, ୨୭।୫ – ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପିଲାମାନଙ୍କୁ ଶିକ୍ଷାରେ ସକ୍ଷମ କରାଇବାକୁ କାର୍ଯ୍ୟକାରୀ ହେଉଛି ଅନେକ ଯୋଜନା। ସେମାନଙ୍କ ହାତରେ ଖଡ଼ି ଧରାଇବାକୁ ଖର୍ଚ୍ଚ କରାଯାଉଛି କୋଟି କୋଟି ଟଙ୍କା। ହେଲେ ଠିକ୍‌ ସମୟରେ ଅବ୍ୟବସ୍ଥିତ…

ଶାଳ ଚାଲୁନି, ପେଟ ପୂରୁନି

ଭୁବନ, ୨୬ା୫ ରାତି ନ ପାହୁଣୁ ଶାଳ ଘରୁ ତାଲା ଖୋଲାଯାଉଥିଲା। ବରାଦ ଅନୁସାରେ ବାସନ ଗଢ଼ାଯାଉଥିଲା। ସେଥିରେ ପୁଣି ଭଳି କି ଭଳି କାରିଗରି। କେଉଁଥିରେ ଫୁଲ ହେବ ତ ଆଉ କେଉଁଥିରେ ମନ୍ଦିରର ମୁଖଶାଳା। ବିବାହ ଋତୁରେ ତ…

ଆଜିଠାରୁ ମାଟ୍ରିକ ଖାତାଦେଖା: ସାନିଟାଇଜ ହେଲା ମୂଲ୍ୟାୟନ କେନ୍ଦ୍ର

ଢେଙ୍କାନାଳ ଅଫିସ,୨୫ା୫- ଢେଙ୍କାନାଳ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ସକାଳ ୯ଟାରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ। ଏଥିପାଇଁ ଅଗ୍ନିଶମ ସେବା ସଂସ୍ଥା ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରକୁ ସାନିଟାଇଜ୍‌ କରାଯାଇଛି…

ଶାଳ ଚାଲୁନି, ପେଟ ପୂରୁନି

ଭୁବନ, ୨୫ା୫(ଡି.ଏନ.ଏ.)- ଆଉ ଶାଳରେ ଶୁଭୁନି କଂସା ବାସନ ତିଆରିର ଶବ୍ଦ। ନା ପହଞ୍ଚି ପାରୁଛି କଞ୍ଚାମାଲ ନା ବିକ୍ରି ହୋଇ ପାରୁଛି ପୂର୍ବ ତିଆରି ସାମଗ୍ରୀ। କୌଳିକ ବୃତ୍ତିକୁ ଆପଣାଇ ଦୁଇ ପଇସା ରୋଜଗାର କରୁଥିବା କାରିଗରଙ୍କ ଦୁର୍ଦ୍ଦିନ ସରିବାର…

ଭୁଜାଲି ଦେଖାଇ ଏସ୍‌ବିଆଇ ଗ୍ରାହକ ସେବା ମାଲିକଙ୍କଠାରୁ ୩ ଲକ୍ଷ ଲୁଟ୍‌

କାମାକ୍ଷାନଗର,୨୫।୫(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଟାଙ୍ଗରପଡା ନିକଟରୁ ସୋମବାର ବାଲିଗୋରଡ ଗ୍ରାମର ଏସ୍‌ବିଆଇ ଗ୍ରାହକ ସେବା ମାଲିକ ମନୋଜ କୁମାର ମହାନ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ୨ ଦୁର୍ବୃତ୍ତ ପ୍ରାୟ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ମନୋଜ କାମାକ୍ଷାନଗର…

ଢେଙ୍କାନାଳରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି

ଢେଙ୍କାନାଳ ଅଫିସ, ୧୫।୫: ଢେଙ୍କାନାଳ ଜିଲାରେ ସୋମବାର ଆଉ ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ତେବେ ନୂଆ ଆକ୍ରାନ୍ତ ଜଣଙ୍କ ଗତ ୧୩ ତାରିଖରେ ଏକ ସ୍କର୍ପିଓ…

କଙ୍କଡ଼ାହାଡ଼କୁ ଛୁଇଁଲା କରୋନା: ଆକ୍ରାନ୍ତ ଯୁବକ ସୁରଟ୍‌ ଫେରନ୍ତା  

ଢେଙ୍କାନାଳ ଅଫିସ, ୨୪।୫-ଢେଙ୍କାନାଳ ଜିଲାର ଆଦିବାସୀବହୁଳ କଙ୍କଡ଼ାହାଡ଼ ବ୍ଲକକୁ ଛୁଇଁଛି କରୋନା। ଶନିବାର ଜଣେ ସୁରତ ଫେରନ୍ତାଙ୍କ ନିକଟରେ କୋଭିଡ୍‌-୧୯ ଭୂତାଣୁଠାବ କରାଯାଇଛି। ଏଥିସହିତ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚତ୍ଛି। ଆକ୍ରାନ୍ତ ଯୁବକଙ୍କ ବୟସ ୩୫ବର୍ଷ। ତାଙ୍କ ଘର ଗତରେଇ…

ଢେଙ୍କାନାଳରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ

ଢେଙ୍କାନାଳ ଅଫିସ,୨୪ା୫: ଜିଲାରେ ରବିବାର ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ସୁରଟ ଫେରନ୍ତା। ତାଙ୍କ ବୟସ ୩୫ ବର୍ଷ। ସେ କଙ୍କଡ଼ାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ଜିଲାରେ ୫୨ ଜଣଙ୍କ ସ୍ବାବ୍‌…

ମନେପଡ଼ିଲେ କଳ୍ପନା

ଢେଙ୍କାନାଳ ଅଫିସ, ୨୩।୫-ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶନିବାର ପାଳିତ ହୋଇଯାଇଛି। ଢେଙ୍କାନାଳର ଏହି ସାହସୀ ଝିଅ ସର୍ବଦା ଯୁବଗୋଷ୍ଠୀଙ୍କ ପ୍ରେରଣା ହୋଇ ରହିବେ। ସାହସିକତା ତାଙ୍କୁ ସବୁଦିନ ଲାଗି ଅମର କରି ରଖିବ ବୋଲି ମତପ୍ରକାଶ ପାଇଥିଲା।…

ସାଇକେଲରେ ତାମିଲନାଡୁରୁ ତେଲକୋଇ

ଢେଙ୍କାନାଳ ଅଫିସ, ୨୩ା୫-ତାଲାବନ୍ଦ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁଃଖଦୈନ୍ୟର ଗୋଟିଏ ପରେ ଗୋଟିଏ ଚିତ୍ର ପଦାକୁ ଆସିବାରେ ଲାଗିଛି। ଅସମୟରେ କମ୍ପାନୀ ହାତ ଛାଡ଼ିଦେବା ପରେ ଭୋକ ବିକଳରେ ଭିଟାମାଟି ଅଭିମୁଖେ ଗଣପଳାୟନ କରୁଛନ୍ତି ଦାଦନ। ବକେୟା ଶୁଝି ନ ପାରି…

‘ଭୀମ ଭୋଇଙ୍କ ଚରିତ୍ର ସଂହାରକୁ ବରଦାସ୍ତ କରାଯିବନି’

ଢେଙ୍କାନାଳ ଅଫିସ, ୨୩।୫ – ଭୀମ ଭୋଇଙ୍କ ଚରିତ୍ରକୁ ଆକ୍ଷେପ କରି ପ୍ରକାଶିତ ଏକ ପୁସ୍ତକକୁ ନେଇ ଢେଙ୍କାନାଳ ଜିଲା ଯୋରନ୍ଦାସ୍ଥିତ ମହିମାଗାଦିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମହିମା ଧର୍ମର ଅନ୍ୟତମ ପ୍ରଚାରକଙ୍କ ପ୍ରତି ଏପରି କୁତ୍ସାରଟନାକୁ ନେଇ ମହିମା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri