ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ: ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ଜିଲାପାଳ
ଦେବଗଡ଼,୧୯ା୧(ଡି.ଏନ୍.ଏ.) -ଜାନୁୟାରୀ ୧୮ ରୁ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ସୋମବାର ଜିଲା ଆଞ୍ଚଳିକ ପରିବହନ ବିଭାଗ ଓ ଜିଲା ସଡକ ସୁରକ୍ଷା ସମିତିଙ୍କ ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ସଡକ ସୁରକ୍ଷା ସପ୍ତାହ…
ତିଳେଇବଣି ବ୍ଲକଠାରେ କୋଭିଡ-୧୯ ଟିକାକରଣ
ଦେବଗଡ,୧୯ା୧ (ଡ଼ି.ଏନ୍.ଏ.)- ଦେବଗଡ ଜିଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କୋଭିଡ଼୍-୧୯ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ା ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ ଖୋଲା ଯାଇଥିବା କୋଭିଡ -୧୯ ଭ୍ୟାକ୍ସିନ ସେଲ ଠାରେ ଜିଲାପାଳ ସୁଧାଂଶୁ ମୋହନ…
ଜିଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀ ଉଦ୍ଯାପିତ
ଦେବଗଡ଼,୧୯ା୧(ଡ଼ି.ଏନ୍.ଏ.)-ଓରମାସ ଏବଂ ଜିଲା ପ୍ରଶାନର ମିଳିତ ଆନୁକୂଲ୍ୟରେ ଗତ ୨ରୁ ସ୍ଥାନୀୟ ଶନି ମନ୍ଦିର ନିକଟରେ ଆୟୋଜିତ ହେଉଥିବା ଜିଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀ ଗତ ୧୬ ତାରିଖ ଉଦ୍ଯାପିତ ହୋଇଯାଇଛି ା ଏହି ପ୍ରଦର୍ଶନୀରେ ଜିଲାର ବିଭିନ୍ନ ସ୍ଥାନରୁ ୧୫ଟି ସ୍ବୟଂ…
କାଲକାଠ ବାବା ଫୁଟବଲ୍ ଟୁର୍ନାମେଣ୍ଟ: ସରତଳା ଟିମ୍ ଚାମ୍ପିୟନ
ଦେବଗଡ,୧୯ା୧ (ଡ଼ି.ଏନ୍.ଏ.) -ଦେବଗଡ଼ ଜିଲା ବାରକୋଟ ବ୍ଲକ କାଲକାଠ ବାବା କ୍ଲବ ଆନୁକୂଲ୍ୟରେ ଫୁଟବଲ ଟୁର୍ନାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଏହି ଫୁଟବଲ ମ୍ୟାଚରେ ୮ଟି ଟିମ୍ ଅଂଶଗ୍ରହଣ କରିଥିଲେ। ସୋମବାର ଉଦ୍ଯାପନୀ ଦିବସରେ ଫାଇନାଲ ମ୍ୟାଚ୍ ଦେବଗଡ଼ ସରତଳା ଓ କାଲକାଠ…
ବନାଞ୍ଚଳ ସ୍ତରୀୟ ମୋବାଇଲ ବ୍ୟାରାକ କୋଠା ଉଦଘାଟିତ
ଦେବଗଡ଼,୧୨ା୧(ଡି.ଏନ.ଏ):ବନ ବିଭାଗ ପକ୍ଷରୁ ଦେବଗଡ କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ନୂତନ ଭାବେ ନିର୍ମିତ ଦେବଗଡ ବନାଞ୍ଚଳସ୍ତରୀୟ ମୋବାଇଲ ବ୍ୟାରାକ କୋଠା ସୋମବାର ଉଦଘାଟିତ ହୋଇଯାଇଛି। ବନବିଭାଗରେ କାର୍ଯ୍ୟରତ ମୋବାଇଲ ସ୍କ୍ବାଡ୍ମାନଙ୍କ ନିମନ୍ତେ ମୋଟ ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ…
ଦେବଗଡ଼ରୁ ଶୁଭାରମ୍ଭ ହେଲା ବିଜୁ ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀ
ଦେବଗଡ଼,୧୦ା୧(ଡି.ଏନ.ଏ)- ଦେବଗଡ ଜିଲା ବିଜୁ ଜନତାଦଳ ଆନୁକୂଳ୍ୟରେ ଦେବଗଡ ସ୍ଥିତ ବସନ୍ତ ନିବାସ ଡାକବଙ୍ଗଳା ପରିସରରେ ଶନିବାର ବିଜୁ ଯୁବ-ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଯାଇଛି। ଦେବଗଡ ଜିଲା ବିଜେଡି ସଭାପତି ରୋମାଞ୍ଚରଞ୍ଜନ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିଜୁ ଯୁବ-ଛାତ୍ର…
ନିଜେ ବିଛାଇଥିବା ବିଦ୍ୟୁତ୍ ତାରରେ ଯୁବକଙ୍କ ଜୀବନ ଗଲା
ରିଆମାଳ୯।୧: ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ଶ୍ୟାମପାଲି ଗ୍ରାମର ଏକ ବଗିଚାରେ ବାର୍ହା ଶିକାର ପାଇଁ ନିଜେ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶନିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ପ୍ରଦୀପ ପ୍ରଧାନ (୩୫)।…
ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ: କଂଗ୍ରେସ ପାଳିଲା ଆଦିବାସୀ ଗଣହତ୍ୟା ଶ୍ରଦ୍ଧାଞ୍ଜଳି ଦିବସ
ଦେବଗଡ଼,୩।୧(ଡି.ଏନ.ଏ) ଦେବଗଡ ଜିଲା କଂଗ୍ରେସ କମିଟି ପକ୍ଷରୁ ଶନିବାର ଆଦିବାସୀ ଗଣହତ୍ୟା ଶ୍ରଦ୍ଧାଞ୍ଜଳି ଦିବସ ଭାବେ ପାଳନ କରାଯାଇଛି। ଏଥି ନିମନ୍ତେ ଏକ ଶୋଭାଯତ୍ରା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ…
ଜିଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀ ଉଦ୍ଘାଟିତ
ଦେବଗଡ,୩।୧(ଡି.ଏନ.ଏ) ଦେବଗଡ ଜିଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀ ଶନିବାର ସ୍ଥାନୀୟ ଶନିମନ୍ଦିର ନିକଟରେ ଉଦ୍ଘାଟିତ ହୋଇଯାଇଛି। ଜାନୁୟାରୀ ୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରଦର୍ଶନୀକୁ ଜିଲାପାଳ ସୁଧାଂଶୁ ମୋହନ ସାମଲ ଉଦ୍ଘାଟନ କରିଥିଲେ। କୋଭିଡ କଟକଣା ଯୋଗୁ…
କୋଭିଡ ଟୀକାକରଣ ନିମନ୍ତେ ପୂର୍ବାଭ୍ୟାସ
ଦେବଗଡ଼,୩ା୧(ଡି.ଏନ.ଏ) ଦେବଗଡ ଜିଲାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର କୋଭିଡ ଟୀକାକରଣର ପୂର୍ବାଭ୍ୟାସ କରାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ ଓ ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲା ପ୍ରୋଗ୍ରାମ ମ୍ୟାନେଜର ଉମେଶ ଷଡଙ୍ଗୀଙ୍କ ତତ୍ୱାବଧାନରେ ଏହି…
ଦେବଗଡ ଜିଲାର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ
ଦେବଗଡ଼,୨ା୧(ଡି.ଏନ.ଏ)-ସ୍ଥାନୀୟ ଚମ୍ପକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସମଗ୍ର ଦେବଗଡ଼ ଜିଲା ବିକାଶ ମଞ୍ଚ ପକ୍ଷରୁ ଶୁକ୍ରବାର ଦେବଗଡ ଜିଲାର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିକାଶ ମଞ୍ଚ ପକ୍ଷରୁ ସକାଳେ ସହରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସ,…
ରାସ୍ତାରେ ନିଆଁ ଲଗାଇ ସେକି ହେଉଥିବା ବେଳେ ଚଢ଼ିଗଲା କାର: ୩ ଗୁରୁତର
ଦେବଗଡ଼,୨୯ା୧୨(ଡ଼ି.ଏନ୍.ଏ.): ଦେବଗଡ଼ ଜିଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ କାଇବେଙ୍କ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରବଳ ଶୀତ ଯୋଗୁ ଗ୍ରାମର କେତେକ ଲୋକେ ରାସ୍ତା କଡରେ ନିଆଁ ଲଗାଇ ସେକି ହେଉଥିବା ବେଳେ ଏକ…
Archives


