କଟକ

ପରିତ୍ୟକ୍ତ କୂଅ ଭିତରୁ ବଜ୍ରକାପ୍ତା ଉଦ୍ଧାର

ଆଠଗଡ଼ ,୨୧।୬(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତ ଅଧୀନସ୍ଥ ଆଙ୍କୁଲା ଗ୍ରାମର ଏକ ପରିତ୍ୟକ୍ତ କୂଅ ମଧ୍ୟରୁ ରବିବାର ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଗ୍ରାମର ଜନୈକ ବ୍ୟକ୍ତିଙ୍କ ବିଲରେ ଥିବା ଏକ କୂଅ ମଧ୍ୟରେ…

ଚାଇନା ଆପ୍‌କୁ ନା, ବିକଳ୍ପ ଚାହୁଁଛନ୍ତି ଯୁବପିଢ଼ି

କଟକ ଅଫିସ,୨୧।୬: କିଛିଦିନ ହେଲା ଭାରତ ଓ ଚାଇନା ଭିତରେ ଲାଗିରହିଥିବା ତିକ୍ତତା ଓ କରୋନା ସଂକ୍ରମଣ ଭୟ ଯୋଗୁ ଚାଇନା ଓ ସେଠାକାର ଉତ୍ପାଦିତ ଦ୍ରବ୍ୟ ପ୍ରତି ବିମୁଖ ହୋଇଛନ୍ତି ଭାରତୀୟ। କରୋନା ମହାମାରୀର ଆତଙ୍କ ସମୟରେ ଦେଶର ପ୍ରଧାନମନ୍ତ୍ରୀ…

୭୮ଘଣ୍ଟା କୋଟସାହି ପଞ୍ଚାୟତ ଶଟ୍‌ଡାଉନ

ଟାଙ୍ଗୀ(କଟକ)୨୦ା୬(ଡି.ଏନ୍‌.ଏ): ଟାଙ୍ଗୀ-ଚୌଦ୍ୱାର ବ୍ଲକର ୪ର୍ଥ କରୋନା ପଜିଟିଭ ଆକ୍ରାନ୍ତ କୋଟସାହି ପଞ୍ଚାୟତ ଟାଙ୍ଗୀ ଗ୍ରାମରେ ଶୁକ୍ରବାର ଚିହ୍ନଟ ହୋଇଛି। ଆକ୍ରାନ୍ତଙ୍କ ବୟସ ୪୫ ବର୍ଷ ହୋଇଥିବାବେଳେ ଘର କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ନୂଆପଡ଼ା ଅଞ୍ଚଳର। ତେବେ ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟିରେ…

ଖପୁରିଆ ଆଇଟିଆଇ ପ୍ରସ୍ତୁତ କଲା ମଲ୍ଟି ଷ୍ଟେଶନ ହ୍ୟାଣ୍ଡ ସାନିଟାଇଜର

କଟକ ଅଫିସ୍‌,୨୦ା୬:  ସ୍ବଦେଶୀ ବୈଷୟିକ ଜ୍ଞାନ କୌଶଳ ଓ ସମ୍ବଳକୁ ଆଧାର କରି ରାଜ୍ୟରେ କରୋନା ମୁକାବିଲା ପାଇଁ ନୂତନ ଉଦ୍ଭାବନ ଜାରି ରଖିଛି। କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇ। ଲକ୍‌ଡାଉନ୍‌ ସମୟରେ ଲଗାତାର ଭାବେ ଅନେକ ନୂତନ ଉଦ୍ଭାବନ କରି…

ପୁଣି ସୁସ୍ଥ ହେଲେ ଏନ୍‌ଡିଆରଏଫ୍‌ର ୩୬ ଯବାନ

ନରାଜ,୨୦ା୬ (ଡି.ଏନ.ଏ.): କଟକ ମୁଣ୍ଡଳୀସ୍ଥିତ ତୃତୀୟ ବାଟାଲିୟନ ଏନ୍‌ଡିଆରଏଫ୍‌ର ୫୧ ଯବାନ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁବାର ୧୩ଜଣ ସୁସ୍ଥ ହୋଇ ଫେରିଥିବାବେଳେ ଶୁକ୍ରବାର ପୁଣି ୩୬ ଯବାନ ସୁସ୍ଥ ହୋଇ ଫେରିଛନ୍ତି। ଯବାନମାନେ ଭୁବନେଶ୍ୱରସ୍ଥିତି କୋଭିଡ ହସ୍ପିଟାଲରେ…

କରୋନା କଟକଣାକୁ ଫୁ: ତଣ୍ଡ ଆଦାୟରେ ବ୍ୟସ୍ତ ପୋଲିସ

ଚୌଦ୍ୱାର,୧୯।୬(ଡି.ଏନ.ଏ):କରୋନା ସଂକ୍ରମଣକୁ ରୋକିବା ଲାଗି ଜୁନ୍‌ ୩୦ ଯାଏ ରାଜ୍ୟର ୧୧ଟି ଜିଲାରେ ଶନିବାର ଓ ରବିବାର ଶଟ୍‌ଡାଉନ ଘୋଷଣା କରାଯାଇଛି। ଏ ନେଇ ସାଧାରଣ ଲୋକେ ଶୁକ୍ରବାର ନିଜନିଜର ଆବଶ୍ୟକ ସାମଗ୍ରୀ ଯୋଗଡ଼ରେ ଲାଗିପଡିଛନ୍ତି । ମାତ୍ର ବାଟରେ ଚୌଦ୍ୱାର…

ସିଡିଏମ୍‌ଓ ସ୍ତରରେ ଅଦଳବଦଳ: ଡା. ଲକ୍ଷ୍ମୀଧର ସାହୁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ

କଟକ ଅଫିସ,୧୯ା୬: ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ), ସ୍ପେଶାଲିଷ୍ଟ ଏବଂ ଅନ୍ୟାନ୍ୟ ପଦପଦବୀରେ ବଡ ଧରଣର ଅଦଳବଦଳ କରାଯାଇଛି। ଏ ନେଇ ଗୁରୁବାର ସରକାରଙ୍କ ପକ୍ଷରୁ ପ୍ରେସ୍‌ ବିବୃତ୍ତି ଜାରିହୋଇଛି। ବୌଦ୍ଧ…

୧୧ ଦଫା ଦାବି ନେଇ ସିପିଆଇଏମ୍‌ର ବିକ୍ଷୋଭ

ଚୌଦ୍ୱାର,୧୮ା୬(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ସାଧାରଣ ଲୋକଙ୍କ ଜୀବନଜୀବିକା ବେଶ୍‌ ପ୍ରଭାବିତ ହୋଇଛି। ବିପର୍ଯ୍ୟସ୍ତ ଜନସାଧାରଣଙ୍କୁ ଏଥିରୁ ବଞ୍ଚାଇବା ପାଇଁ ସିପିଆଇଏମ୍‌ ଦାବି କରିଛି। ଏନେଇ ଗୁରୁବାର ଚୌଦ୍ୱାର ସିପିଆଇ(ଏମ୍‌) ପକ୍ଷରୁ ୧୧ଦଫା ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୌରନିର୍ବାହୀ ଅଧିକାରୀଙ୍କ ଜରିଆରେ…

ଅମର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ଚୌଦ୍ୱାର,୧୮ା୬(ଡି.ଏନ୍‌.ଏ.) : ଭାରତ-ଚାଇନା ସୀମାରେ ଶହୀଦ ହୋଇଥିବା ଓଡ଼ିଶା ମାଟିର ଦୁଇ ବୀରପୁତ୍ର ଯଥା କନ୍ଧମାଳ ଜିଲା ରାଇକିଆ ଅଞ୍ଚଳର ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳର ଯବାନ ନନ୍ଦୁରାମ ସୋରେନଙ୍କ ଉଦ୍ଦେଶ୍ୟରେ ଚୌଦ୍ୱାରର ‘ଲ’ ସଂଗଠନ…

ଚୀନ୍‌ ରାଷ୍ଟ୍ରପତିଙ୍କ କୁଶପୁତ୍ତଳିକା ଦାହ: ଶହୀଦ ଯବାନଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

କଟକ ଅଫିସ,୧୭ା୬: କଟକ ମାରୱାଡ଼ି ସମାଜ ପକ୍ଷରୁ ବୁଧବାର ସ୍ଥାନୀୟ ନୟାସଡ଼କଠାରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଶହୀଦ ୨୦ ଜଣ ଯବାନଙ୍କ ମଧ୍ୟରେ ଓଡ଼ିଶାର ମୟୂରଭଞ୍ଜ ଜିଲାର ନନ୍ଦୁରାମ ସୋରେନ ଓ କନ୍ଧମାଳ ଜିଲାର ଚନ୍ଦ୍ରକାନ୍ତ ପ୍ରଧାନ…

ସହରରେ ବି ସେମାନଙ୍କୁ ସ୍ବପ୍ନ: ଦୁଇ ବୃଦ୍ଧାଙ୍କୁ ମିଳିପାରୁନି ରାଶନ କାର୍ଡ଼, ଆବାସ, ବିଜୁଳି

କଟକ ଅଫିସ,୧୭ା୬: ପ୍ରଶାସନିକ କାର୍ଯ୍ୟାଳୟଠାରୁ ଦୂରରେ ଥିବା ଗ୍ରାମାଞ୍ଚଳରେ ସରକାରୀ ସୁବିଧା ଅପହଞ୍ଚ ଥିବା ସମସ୍ତେ ଜାଣନ୍ତି। କିନ୍ତୁ ଖୋଦ୍‌ ସହରରେ ଯଦି ସାଧାରଣ ଲୋକ ତାହା ପାଇବାରୁ ବଞ୍ଚତ୍ତ ହୁଅନ୍ତି, ତେବେ ଏଥିରେ ବ୍ୟବସ୍ଥାର ଦୋଷ ବୋଲି ଧରାଯିବ। କଟକ…

ଚୌଦ୍ୱାର ସହରବାସୀଙ୍କୁ ଟ୍ରାଭେରା ଭୟ

ଚୌଦ୍ୱାର,୧୭।୬(ଡି.ଏନ୍‌.ଏ.): ଚୌଦ୍ୱାର ସହରବାସୀଙ୍କୁ ଟ୍ରାଭେରା ଗାଡ଼ି ଛନକା ପଶିଛି। ଯେକୌଣସି ଟ୍ରାଭେରା ଗାଡି ଦେଖିଲେ ପୋଲିସର ଗାଡି ଆସିଲା ଭାବି ଭୟଭୀତ ହୋଇପଡୁଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ଗାଡି ଆସିବା ଭାବି ବ୍ୟବସାୟୀ ହେଉ ଅବା ସାଧାରଣଲୋକଙ୍କ ମନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri